ଓଡ଼ିଶା: ଆଜିର ଫଟୋ ( ୧୬ ଜୁଲାଇ, ୨୦୨୫ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ତ୍ରିଧାରା ପକ୍ଷରୁ ୩୯ତମ ଶ୍ରଦ୍ଧାଞ୍ଜଳି ସମାରୋହ ଭୁବନେଶ୍ୱର ଲୋକସେବା ଭବନ ନିକଟରେ ପ୍ରତିବାଦ କରୁଥିବା ବିଜେଡି କର୍ମୀଙ୍କ ଉପରେ ପୋଲିସର ପାଣି ପ୍ରୟୋଗ
ଓଡ଼ିଶା: ଆଜିର ଫଟୋ ( ୧୫ ଜୁଲାଇ, ୨୦୨୫ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଗୁରୁ ଦେବପ୍ରସାଦ ଦାସଙ୍କ ୩୯ତମ ପୂଣ୍ୟତିଥୀ ଅବସରରେ ଶ୍ରଦ୍ଧାଞ୍ଜଳି ସମାରୋହରେ ଆୟୋଜିତ ଓଡିଶୀ ନୃତ୍ୟ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବକୁ ମହାମହିମ ରାଷ୍ଟ୍ରପତିଙ୍କ ଯିବା ସମୟରେ ରାସ୍ତା ପାର୍ଶ୍ୱରେ ରାଷ୍ଟ୍ରପତିଙ୍କୁ ଦେଖିବା…
ଓଡ଼ିଶା: ଆଜିର ଫଟୋ ( ୧୪ ଜୁଲାଇ , ୨୦୨୫ )
ଭୁବନେଶ୍ୱରରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଶ୍ରବଣମାସର ପ୍ରଥମ ଷୋମବାର ଲିଙ୍ଗରାଜ ମନ୍ଦିରରେ କାଉଡିଆ ମାନେ ପାଣି ଢ଼ାଳିବା ପାଇଁ ଲମ୍ବାଧାଡ଼ି
ଓଡ଼ିଶା: ଆଜିର ଫଟୋ ( ୧୩ ଜୁଲାଇ, ୨୦୨୫ )
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଟକ ଗସ୍ତର ଅବ୍ୟବହିତ ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ ଅନୁଷ୍ଠିତ କାରକେଡ୍ ରିହଲର୍ସଲ କଟକ ଗଡଗଡିଆ ଘାଟ ମହାନଦୀ ତଟରେ ଶ୍ରାବଣ ମାସର ପ୍ରଥମ ସୋମବାରରେ ବିଭିନ୍ନ ଶୈବ ପୀଠରେ ଜଳ ଲାଗି ନେଇ…
ଓଡ଼ିଶା: ଆଜିର ଫଟୋ ( ୧୨ ଜୁଲାଇ, ୨୦୨୫ )
ଭୁବନେଶ୍ୱର ବମିଖାଲ ରୋଡରେ ବର୍ଷା ପାଣି ଜମିବାରୁ ଗାଡି ମୋଟରର ଲମ୍ବା ଲାଇନ ସ୍ୱାଭାବିକ ହେଉଛି ବସ ଚଳାଚଳ, କଟକ ବାଦାମବାଡ଼ି ମୁଖ୍ୟ ରାସ୍ତା ଦେଇ ବସ ଚଳାଚଳ କରୁଛି
ଓଡ଼ିଶା: ଆଜିର ଫଟୋ ( ୧୧ ଜୁଲାଇ , ୨୦୨୫ )
ଶ୍ରାବଣ ମାସରେ ଜଳ ଲାଗି ନେଇ ବିଭିନ୍ନ ଶୈବ ପୀଠକୁ ଗଡଗଡିଆ ଘାଟ ମହାନଦୀ ତଟରୁ ଜଳ ନେଇ ବାହାରିଥିବା କାଉଡିଆ ବରମୁଣ୍ଡା ପଡିଆରେ ଜାତୀୟ କଂଗ୍ରେସର ସମ୍ବିଧାନ ବଞ୍ଚାଓ ଦେଶ ବଞ୍ଚାଓ ସମାବେଶ
ଓଡ଼ିଶା: ଆଜିର ଫଟୋ ( ୧୦ ଜୁଲାଇ , ୨୦୨୫ )
ଭଞ୍ଜ କଳାମଣ୍ଡପ ଠାରେ ରସ ଉତ୍ସବ ନୃତ୍ୟ କାର୍ଯ୍ୟକ୍ରମ ଆଷାଢ଼ ପୂର୍ଣ୍ଣିମା ଅବସରରେ ଖାସ୍ପା ସାହିରେ କଣ୍ଢେଇ ଯାତ୍ରାରେ ମହିଳା ମାନେ କଣ୍ଢେଇ କିଣୁଛନ୍ତି। ଓଡିଶା ଡ୍ରାଇଭର ମହାସଂଘର ଧର୍ମଘଟ ଫଳରେ ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡ ଏବଂ ପେଟ୍ରୋଲପମ୍ପର ଦୃଶ୍ୟ
ଓଡ଼ିଶା: ଆଜିର ଫଟୋ ( ୯ ଜୁଲାଇ, ୨୦୨୫ )
କଟକ ଯୋବ୍ରା ଆନିକଟଠାରେ ଜଣେ ଲୋକ ମାଛ ଧରୁଛନ୍ତି କଟକ ଯୋବ୍ରା ଆନିକଟ ଦେଇ ମହାନଦୀରେ ପ୍ରବାହିତ ବନ୍ୟା ଜଳ ଡ୍ରାଇଭର ସଂଘ ଆନ୍ଦୋଳନ ଯୋଗୁ ବସ ଚଳାଚଳ ବନ୍ଦ ଥିବାରୁ ବାଦାମବାଡ଼ି ରାସ୍ତା ଖାଁ ଖାଁ…
ଓଡ଼ିଶା: ଆଜିର ଫଟୋ ( ୮ ଜୁଲାଇ, ୨୦୨୫ )
କଟକ ନରାଜ ଆନିକଟ ଦେଇ ପ୍ରବାହିତ ପ୍ରଥମ ବନ୍ୟା ଜଳ ଶ୍ରୀମନ୍ଦିର ସମ୍ମୁଖରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଜନ ସମୁଦ୍ର
ଓଡ଼ିଶା: ଆଜିର ଫଟୋ ( ୭ ଜୁଲାଇ , ୨୦୨୫ )
ଭୁବନେଶ୍ୱରର ରାସ୍ତାରେ ଘୋଡା ଚାଳକ ଘୋଡାଗାଡି ନେଇ ଯାଉଥିବାର ଦୃଶ୍ୟ
ଓଡ଼ିଶା: ଆଜିର ଫଟୋ ( ୬ ଜୁଲାଇ , ୨୦୨୫ )
ସୁନାବେଶ ଲାଗି ଅଳଙ୍କାର ଗୁଡ଼ିକୁ ରଥ କୁ ନିଆଯାଉଛି । ଭୁବନେଶ୍ୱରର ବିଭିର୍ଣ୍ଣ ଜଗନ୍ନାଥ ମନ୍ଦିରରେ ସୁନାବେଶ
ଓଡ଼ିଶା: ଆଜିର ଫଟୋ ( ୫ ଜୁଲାଇ, ୨୦୨୫ )
ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ରାଜଧାନୀ ଭୁବନେଶ୍ୱରର ବିଭିର୍ନ ସ୍ଥାନରେ ବାହୁଡା ଯାତ୍ରା କଟକର ବିଭିର୍ନ ସ୍ଥାନରେ ବାହୁଡା ଯାତ୍ରା
Archives


