ଓଡ଼ିଶା: ଆଜିର ଫଟୋ ( ୨୬ ଅଗଷ୍ଟ, ୨୦୨୫ )
କଟକ ରାଣୀହାଟସ୍ଥିତ ଏକ ମିଠା ଦୋକାନରେ ଗଣେଶ ପୂଜା ଅବସରରେ ଲଡୁ କିଣିବା ପାଇଁ ଲୋକଙ୍କ ଗହଳି ଜଟଣୀ ଶିଳ୍ପୀ ଈଶ୍ୱର ରାଓ ପେନସିଲ ମୁନରେ ଗଣେଶ ମୂର୍ତ୍ତି ତିଆରି କରିଛନ୍ତି କଟକ କୁମ୍ଭାର…
ଓଡ଼ିଶା: ଆଜିର ଫଟୋ ( ୨୪ ଅଗଷ୍ଟ , ୨୦୨୫ )
ରବିବାର ଦିନ ଭୁବନେଶ୍ୱରରେ କଳାକାରମାନେ ଗଣେଶ ମୂର୍ତ୍ତିରେ ଶେଷ ରଙ୍ଗ ଲଗାଉଛନ୍ତି
ଓଡ଼ିଶା: ଆଜିର ଫଟୋ ( ୨୩ ଅଗଷ୍ଟ, ୨୦୨୫ )
ପୁରୀ ଉପକଣ୍ଠସ୍ଥ ଏକ ଶୋରୁମରେ ବିକ୍ରୟ ପାଇଁ ଗଣେଶ ମୂର୍ତ୍ତିଗୁଡିକୁ ସଜାଇ ରଖାଯାଇଛି ଭୁବନେଶ୍ୱର ସାଇନ୍ସ ସେଣ୍ଟରରେ ବିଜ୍ଞାନ ଚେତନା ମଞ୍ଚ ଦ୍ୱାରା ଆୟୋଜିତ ‘ଇଣ୍ଡିଆ ମାର୍ଚ୍ଚ ଫର୍ ସାଇନ୍ସ’ ସଚେତନତା ରାଲି ଓଡିଶା ସ୍ପେସ୍…
ଓଡ଼ିଶା: ଆଜିର ଫଟୋ ( ୨୨ ଅଗଷ୍ଟ , ୨୦୨୫ )
ସ୍ଵସ୍ତିକ ପ୍ରୀମିୟମ୍ ହୋଟେଲ ପରିସରରେ AITO ସମ୍ମିଳନୀ ଉଦଘାଟିତ ହୋଇଛି। ଶୁକ୍ରବାର ଦିନ ଭୁବନେଶ୍ୱରର ଓଡିଶି ନୃତ୍ୟ ପରିଷଦ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ‘୧୬ ବର୍ଷରୁ କମ ବୟସର ପିଲାମାନଙ୍କ’ ଓଡିଶୀ ନୃତ୍ୟୋତ୍ସବ ଆୟୋଜିତ ହୋଇଯାଇଛି ରଥଯାତ୍ରା ପରେ ସିଂହଦ୍ଵାର ସମ୍ମୁଖରେ…
ଓଡ଼ିଶା: ଆଜିର ଫଟୋ ( ୨୧ ଅଗଷ୍ଟ , ୨୦୨୫ )
ଶିଳ୍ପୀ କୁମ୍ଭାର ସାହି ଅଞ୍ଚଳରେ ଗଣେଶ ମୂର୍ତ୍ତିକୁ ରଙ୍ଗ ତୁଳିରେ ଶେଷ ସ୍ପର୍ଶ ଦେଉଥିବା ଦୃଶ୍ୟ।
ଓଡ଼ିଶା: ଆଜିର ଫଟୋ ( ୨୦ ଅଗଷ୍ଟ ୨୦୨୫ )
ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଆଇନ ଛାତ୍ରୀଛାତ୍ରମାନଙ୍କ ଧାରଣା ଭୁବନେଶ୍ୱର ଲୋୟର ପିଏମଜିରେ ଧନ୍ଦାମୂଳକ ଶିକ୍ଷକ କଲ୍ୟାଣ ସଂଘର ଧାରଣା
ଓଡ଼ିଶା: ଆଜିର ଫଟୋ ( ୧୯ ଅଗଷ୍ଟ ୨୦୨୫ )
ଭୁବନେଶ୍ୱର ଝାରପଡାରେ ଲଘୁଚାପ ବର୍ଷା ଭୁବନେଶ୍ୱର ସୂଚନା ଭବନରେ ନୂତନ ଭବିଷ୍ୟତ ନିର୍ମାଣର ସୂତ୍ରଧର ଟ୍ରଷ୍ଟ ପକ୍ଷରୁ, ବିଶ୍ୱ ଫଟୋଗ୍ରାଫି ଦିବସ ୨୦୨୫ ଅବସରରେ ୪ର୍ଥ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଓ ଆଲୋଚନା ଚକ୍ର
ଓଡ଼ିଶା: ଆଜିର ଫଟୋ ( ୧୬ ଅଗଷ୍ଟ ୨୦୨୫ )
କାଠଯୋଡ଼ି ନଦୀ ତଟରୁ ମା ଦୁର୍ଗାଙ୍କ ମୁର୍ମୟୀ ପ୍ରତିମା ପାଇଁ ମାଟି ଉଠା ଅନୁକୂଳ କରୁଛନ୍ତି କଟକର ବିଭିର୍ନ ପୂଜା ମଣ୍ଡପ ରାଜଧାନୀରେ ଲଘୁଚାପ ଜନିତ ବର୍ଷା
ଓଡ଼ିଶା: ଆଜିର ଫଟୋ ( ୧୫ ଅଗଷ୍ଟ , ୨୦୨୫ )
ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପାରେଡ ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଭିଭାଷଣ।
ଓଡ଼ିଶା: ଆଜିର ଫଟୋ ( ୧୪ ଅଗଷ୍ଟ , ୨୦୨୫ )
ଅଗଷ୍ଟ ୧୫ ପାଇଁ ରାଜଧାନୀରେ ଆଲୋକମାଳା “୭୯ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ, ଗୁରୁବାର, ଭୁବନେଶ୍ୱରର ପିଏମ୍ଜି ରେ ବନ୍ଦେମାତରମ ଦ୍ୱାରା ଏକ ଦେଶପ୍ରେମମୟ ଷ୍ଟ୍ରିଟ୍ ଶୋ ‘ମେରୀ ଜାନ୍ ହିନ୍ଦୁସ୍ତାନ୍’ ଆୟୋଜିତ ହୋଇଯାଇଛି ”
ଓଡ଼ିଶା: ଆଜିର ଫଟୋ ( ୧୩ ଅଗଷ୍ଟ ୨୦୨୫ )
ପୁରୀ ରଙ୍ଗ ଶାଳା ପକ୍ଷରୁ ଦିଲ୍ଲୀ ପରେଡରେ ଭାଗ ନେବାକୁ ଥିବା ସାହିଯାତ ପ୍ରଦର୍ଶନ ପାଇଁ ଅଭ୍ୟାସ ଚାଲିଛି ପୁରୀର ବିଭିର୍ନ ସାହିରେ ମହିଳାମାନେ ବୁଦ୍ଧି ବାମନ ପୂଜା କରୁଛନ୍ତି ଭୁବନେଶ୍ୱର ପିଏମଜିରେ…
ଓଡ଼ିଶା: ଆଜିର ଫଟୋ ( ୧୨ ଅଗଷ୍ଟ ୨୦୨୫ )
କଟକ ବଜ୍ରକବାଟି ରୋଡରେ ଥିବା ଏକ ଦୋକାନରେ ଜନ୍ମାଷ୍ଟମୀ ଉପଲକ୍ଷେ ବିକ୍ରୟ ପାଇଁ ରଖା ଯାଇଥିବା ଏକ କୃଷ୍ଣଙ୍କ ପ୍ରତିମାକୁ ଦୋକାନୀ ଜଣକ ସଜାଉଛନ୍ତି କଟକ ଚୌଧୁରୀ ବଜ଼ାରସ୍ଥିତ ଏକ ଖଦି ଦୋକାନରୁ ଲୋକମାନେ ଜାତୀୟ ପତାକା କିଣୁଛନ୍ତି…
Archives


