ଓଡ଼ିଶା: ଆଜିର ଫଟୋ ( ୨ ଅକ୍ଟୋବର, ୨୦୨୫ )
ଶେଖ ବଜାର ପୂଜା ମଣ୍ଡପରେ ଦଶହରାରେ ଅନୁଷ୍ଠିତ ମହା ଆଳତି ଅଶୋକ ନଗର କାଳିବାରିରେ ବଙ୍ଗାଳି ମହିଳାମାନେ ସିନ୍ଦୂର ଖେଳ ଖେଳୁଛନ୍ତି ସହୀଦ ନଗର ଦୁର୍ଗାପୂଜା ମଣ୍ଡପରେ ଭକ୍ତମାନେ ମା’ ଦୁର୍ଗାଙ୍କ ଦର୍ଶନ କରୁଛନ୍ତି
ଓଡ଼ିଶା: ଆଜିର ଫଟୋ ( ୧ ଅକ୍ଟୋବର, ୨୦୨୫ )
ଭୁବନେଶ୍ୱର ବୋମିଖାଲ, ବରମୁଣ୍ଡା, ରସୁଳଗଡ, ସହିଦ ନଗର, ପୁରୁଣା ଷ୍ଟେସନ ବଜାର ଓ ଅନ୍ୟାନ୍ୟ ରଙ୍ଗିନ ପଣ୍ଡାଲଗୁଡିକରେ ମହାନବମୀ ପାଳନ କଟକ କଲେଜ ଛକରେ ଭୁଶୁଡି ପଡିଥିବା ତୋରଣ ଭୁବନେଶ୍ୱର ରସୁଲଗଡ ନିକଟରେ…
ଓଡ଼ିଶା: ଆଜିର ଫଟୋ ( ୩୦ ସେପ୍ଟେମ୍ବର, ୨୦୨୫ )
ଭୁବନେଶ୍ୱରର ବିଭିର୍ନ ସ୍ଥାନରେ ମା ଦୁର୍ଗାଙ୍କ ଅଷ୍ଟମୀ ପୂଜା କଟକର ବିଭିର୍ନ ପୂଜା ମଣ୍ଡପରେ ମେଢ
ଓଡ଼ିଶା: ଆଜିର ଫଟୋ ( ୨୯ ସେପ୍ଟେମ୍ବର , ୨୦୨୫ )
ସୋମବାର, ଭୁବନେଶ୍ୱର ଟାଙ୍ଗିବଁଥରେ ଗୋଟିଏ ୬୨ ଫୁଟ ଉଚ୍ଚ ଦୁର୍ଗା ମୂର୍ତ୍ତି ସୋମବାର, ମହାସପ୍ତମୀ ଅବସରରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଦେବୀ ଦୁର୍ଗାଙ୍କୁ ପୂଜା କରାଯାଉଛି।
ଓଡ଼ିଶା: ଆଜିର ଫଟୋ ( ୨୮ ସେପ୍ଟେମ୍ବର , ୨୦୨୫ )
ଦୁର୍ଗା ପୂଜା ମହାଷଷ୍ଠୀ ଭୁବନେଶ୍ବରର ପଣ୍ଡାଲଗୁଡିକର ସଜାସଜି ଭୁବନେଶ୍ବରର ଯାତ୍ରୀମାନେ ରବିବାର ଜୟଦେବ ବିହାର ନନ୍ଦନକାନନ ରୋଡରେ ଟ୍ରାଫିକ୍ ଜାମ୍ର ସମ୍ମୁଖୀନ
ଓଡ଼ିଶା: ଆଜିର ଫଟୋ ( ୨୭ ସେପ୍ଟେମ୍ବର, ୨୦୨୫ )
ଭୁବନେଶ୍ୱର ବମିଖାଲ ଦୁର୍ଗାପୂଜା ମଣ୍ଡପରେ ଚାଇନା ମୟୁର ତୋରଣ ଓ ରଙ୍ଗାରଙ୍ଗ ଲାଇଟ ଭୁବନେଶ୍ୱର ଝାରପଡା ମେଳଣ ପଡିଆ, ସହୀଦ ନଗର ଓ ୟୁନିଟ ୧ରେ ଦୁର୍ଗାପୂଜା ପାଇଁ ତୋରଣ କଟକର ବିଭିର୍ନ…
ଓଡ଼ିଶା: ଆଜିର ଫଟୋ ( ୨୬ ସେପ୍ଟେମ୍ବର , ୨୦୨୫ )
“ଆସନ୍ତା ଶୁକ୍ରବାର ଦୁର୍ଗାପୂଜାକୁ ନେଇ ଭୁବନେଶ୍ୱରର ପୂଜା ପଣ୍ଡାଲଗୁଡ଼ିକ ଜାକଜମକ ଓ ଭବ୍ୟତାରେ ଆଲୋକିତ ହୋଇ ଉତ୍ସବ ମନୋଭାବକୁ ଜାଗ୍ରତ କରୁଛି” ଗୁରୁତର ବର୍ଷାରେ ଶୁକ୍ରବାର ଭୁବନେଶ୍ୱରର ରାସ୍ତା ଜଳମଗ୍ନ ହୋଇପଡ଼ିଛି
ଓଡ଼ିଶା: ଆଜିର ଫଟୋ ( ୨୫ ସେପ୍ଟେମ୍ବର , ୨୦୨୫ )
ଶେଖ ବଜାର ପୂଜା ମଣ୍ଡପରେ ମେଢ ଫ୍ରେମରେ ଚାନ୍ଦି ଅଳଙ୍କାରଗୁଡ଼ିକୁ ଖଚିତ କରୁଥିବା କାରିଗର ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ବୁଧବାର ଦିନ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଣ୍ଡିତ ଦୀନଦୟାଳ ଉପାଧ୍ୟାୟଙ୍କ ୧୧୦ତମ ଜନ୍ମବାର୍ଷିକୀ ଅବସରରେ ଅନୁଷ୍ଠିତ ସ୍ମୃତି ସଭାରେ ଅଂଶଗ୍ରହଣ…
ଓଡ଼ିଶା: ଆଜିର ଫଟୋ ( ୨୪ ସେପ୍ଟେମ୍ବର, ୨୦୨୫ )
କଟକ ଚାନ୍ଦିନୀ ଚୌକ ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମାଙ୍କୁ ଚାନ୍ଦି ଅଳଙ୍କାର ପିନ୍ଧଉଛନ୍ତି କାରିଗର କଟକର ବିଭିର୍ନ ପୀଠରେ ମାଙ୍କ ବିଭିର୍ନ ରୂପ
ଓଡ଼ିଶା: ଆଜିର ଫଟୋ ( ୨୩ ସେପ୍ଟେମ୍ବର, ୨୦୨୫ )
କଟକ ବିନୋଦ ବିହାରୀ ବାଲୁବଜାର ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମାଙ୍କୁ ରଙ୍ଗ ତୁଲୀରେ ରୂପରେଖ ଦିଆଯାଉଛି କଟକର ବିଭିର୍ନ ପୀଠରେ ମାଙ୍କ ବିଭିର୍ନ ରୂପ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡିଶା ନାଟ୍ୟ…
ଓଡ଼ିଶା: ଆଜିର ଫଟୋ ( ୨୩ ସେପ୍ଟେମ୍ବର , ୨୦୨୫ )
ଗୁପ୍ତ ଗୁଣ୍ଡିଚା ଯାତ୍ରା ପାଇଁ ଦୁର୍ଗା ମାଧବ ଦୋଳମଣ୍ଡପ ସାହି ନାରାୟଣ ମନ୍ଦିର କୁ ବିଜେ କରୁଛନ୍ତି।
ଓଡ଼ିଶା: ଆଜିର ଫଟୋ ( ୨୧ ସେପ୍ଟେମ୍ବର, ୨୦୨୫ )
ବାଇଶି ପାହାଚରେ ଶ୍ରାଦ୍ଧ ଦେବା ବନ୍ଦ ହୋଇଥିବା ଯୋଗୁ ଶ୍ରୀ ମନ୍ଦିର କଡ଼ରେ ଶ୍ରଦ୍ଧାଳୁ ମାନେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ପିଣ୍ଡ ଦେଉଛନ୍ତି ରାଜଧାନୀରେ ପ୍ରବଳ ବର୍ଷା କଟକର ବିଭିର୍ନ ଶକ୍ତି ପୀଠରେ ମା…
Archives


