ଭୁବନେଶ୍ୱର ଆଦିବାସୀ ପଡିଆରେ ଆଦିବାସୀ ମେଳାର ପ୍ରସ୍ତୁତି ଚାଲିଛି କଟକ ବାଲିଯାତ୍ରା ଉପର ପଡିଆରେ ଆରମ୍ଭ ହୋଇଛି ବାରବାଟୀ ଶିଶିର ମେଳା …
ଭକ୍ତମାନେ କଟକସ୍ଥିତ ଅଷ୍ଟଶମ୍ଭୁ ଶିବ ମନ୍ଦିରରେ ଏକ ବିଶାଳ ମାଟି ଦୀପରେ ଘିଅ ରଖୁଛନ୍ତି କଟକଠାରେ ରେଳ ଫାଟକ ପଡ଼ିଲାପରେ ବି ଲୋକମାନେ ଗଳି ଯାଉଛନ୍ତି ଭକ୍ତମାନେ…
ଯୁବକମାନେ ପଙ୍କଉଦ୍ଧାର ଏକାଦଶୀ ଉପଲକ୍ଷେ କଟକ, ଚାନ୍ଦନୀ ଚୌକ ଠାରେ ଥିବା ଶ୍ରୀ ଅଷ୍ଟଶମ୍ଭୁ ମନ୍ଦିରରେ ନାଗଦେବତାଙ୍କୁ ମୂର୍ତ୍ତି କୁ ସଫାକରୁଛନ୍ତି ଏକ ବିକ୍ରେତା ମିଶନ ରୋଡ୍,…
ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ୧୫ତମ କଳିଙ୍ଗ ହର୍ବାଲ ମେଳାର ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍କଳ ସଂଗୀତ ମହାବିଦ୍ୟାଳୟର ୨୨ - ୨୩ ଶିକ୍ଷାବର୍ଷର ଶେଷ ସାଂସ୍କୃତିକ…
ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୁତି ବିଭାଗ ପକ୍ଷରୁ ଆୟୋଜିତ ଓଡିଶୀ ନୃତ୍ୟ ଉତ୍ସବରେ ନୃତ୍ୟ ପରିବେଷଣ କରୁଛନ୍ତି ନୁପୁର ଅନୁଷ୍ଠାନର କଳାକାର ପୁଲବାମା…
ଭୁବନେଶ୍ୱରର କ୍ୟାପିଟାଲ ଗ୍ରାଉଣ୍ଡରେ ୱେଷ୍ଟବେଙ୍ଗଲ ଏବଂ ସର୍ଭିସ ମଧ୍ୟରେ ସନ୍ତୋଶ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ରହି ମ୍ୟାଚକୁ ସର୍ଭିସ ୨-୧ ରେ ଜିତିନେଇଛି ଓଡ଼ିଶାର ରାଜ୍ୟପାଳ…
ଧଉଳି କଳିଙ୍ଗ ମହୋତ୍ସବ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରି ଫେରୁଛନ୍ତି ଭୁବନେଶ୍ୱର କ୍ୟାପିଟାଲ୍ ଗ୍ରାଉଣ୍ଡରେ ସନ୍ତୋଷ…
ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଓଡିଶା ରାଜ୍ୟପାଳ ଗଣେଶ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ କରିଛନ୍ତି ଭୁବନେଶ୍ୱରରେ କଟକ ରୋଡରେ…
ଭୁବନେଶ୍ୱର ଉପକଣ୍ଠରେ ଥିବା ବାଲିଅନ୍ତା କେନାଲରେ ଜଣେଲୋକ ମଇଁଷି ମାନଙ୍କୁ ଗାଧେଇ ଦେଉଛନ୍ତି ଏକ ଦୁଇ ଚକିଆ ଯାନ ଭୁବନେଶ୍ୱରର ବମିଖାଲରେ ନିଆଁ ଲାଗିଯାଇଛି ରାଷ୍ଟ୍ରପତି ଦ୍ରୌପଦୀ…
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସୁଷମା ସଂଗୀତ ସଦନ ଦ୍ୱାରା ଏକ ସଂଗୀତ କାର୍ଯ୍ୟକ୍ରମ 'ୟେ ଶାମ୍ ରଫି କେ ନାମ୍' ଭୁବନେଶ୍ୱର ପିଏମଜିରେ ରାଜ୍ୟସ୍ତରୀୟ…