ଓଡ଼ିଶା: ଆଜିର ଫଟୋ ( ଫେବୃୟାରୀ ୧୯, ୨୦୨୩ )

ଭୁବନେଶ୍ୱର ଆଦିବାସୀ ପଡିଆରେ ଆଦିବାସୀ ମେଳାର ପ୍ରସ୍ତୁତି ଚାଲିଛି

 

 

କଟକ ବାଲିଯାତ୍ରା ଉପର ପଡିଆରେ ଆରମ୍ଭ ହୋଇଛି ବାରବାଟୀ ଶିଶିର ମେଳା

 

 

ସନ୍ତୋଷ ଟ୍ରଫି – ରାଜଧାନୀ ପଡିଆରେ ଓଡ଼ିଶା ବନାମ କର୍ଣ୍ଣାଟକ

 

 

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ୨୫ତମ କଳିଙ୍ଗ ନାଟ୍ୟ ମହୋତ୍ସବ ଜାତୀୟ ମଲ୍ଟିଲିଙ୍ଗୁଆଲ୍ ଡ୍ରାମା ମହୋତ୍ସବ