କଟକ ମହାନଦୀ ରିଙ୍ଗବନ୍ଧ ରାସ୍ତାରେ ପାଣିସିଙ୍ଗେଡା ବିକୁଛନ୍ତି ଜଣେ ବ୍ୟବସାୟୀ କଟକ ରାଣୀହାଟରେ ଧାନ କେଣ୍ଡା ଦେଖୁଛନ୍ତି ଗ୍ରାହକ କଟକ ମହାନଦୀ ଜଳରାଶିରେ ଖାଦ୍ୟାନ୍ୱେଷଣ କରୁଛି ପାଣିକୁଆ…
ବିହାର ସମ୍ପ୍ରଦାୟର ଜଣେ ମହିଳା ଛତ ପୂଜା ଉତ୍ସବ ସମୟରେ ଅନ୍ୟ ମହିଳାଙ୍କ କପାଳରେ ସିନ୍ଦୁର ଲଗାନ୍ତି ଲଗାଉଛନ୍ତି ପଳାଶୁଣୀ ଛକଠାରେ ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଲୋକମାନେ…
ଭୁବନେଶ୍ୱରର ବିଭିନ୍ନ କାଳୀ ପୂଜା ମଣ୍ଡପ କଟକରେ ମା' କାଳୀଙ୍କ ଭସାଣି
ଆଜି ପବିତ୍ର ଦୀପାବଳି ଅମାବାସ୍ୟା ଏହି ଅବସରରେ ଭୁବନେଶ୍ୱର ସତ୍ୟନଗର କାଳୀ ମନ୍ଦିରରେ ଭକ୍ତଙ୍କ ଭିଡ ଭୁବନେଶ୍ୱର ର ବରମୁଣ୍ଡା କାଳୀମନ୍ଦିର ନିକଟରେ ଭକ୍ତ ମାନେ ମାଙ୍କୁ…
କଟକର ବିଭିନ୍ନ ପୂଜାମଣ୍ଡପରେ ଅନୁଷ୍ଠିତ ଶ୍ୟାମାକାଳୀ ପୂଜା ଧନତେରସ ଅବସରରେ ଅଳଙ୍କାର ଦୋକାନରେ ମୂଲ୍ୟବାନ ଧାତୁ କିଣୁଛନ୍ତି ଗ୍ରାହକ ପିତୃପୁରୁଷ ଓ ଶହୀଦମାନଙ୍କ ଉଦେଶ୍ୟରେ…
ଦିୱାଲି ସପିଂ ପାଇଁ ଭୁବନେଶ୍ୱର ରେ ୟୁନିଟ୍-୨ ବଜାରରେ ପ୍ରବଳ ଭିଡ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଟେରାକୋଟା ରେ ତିଆରି ଜିନିଷ ପ୍ରଦର୍ଶନ କରାଯାଉଛି ଦୀପାବଳି ଭୁବନେଶ୍ୱର…
ଭୁବନେଶ୍ୱର ୟୁନିଟ୍-୧ ହାଟରେ କାଉଁରି କାଠି ବିଡା ବିକୁଛନ୍ତି ବ୍ୟବସାୟୀ କଟକ ସିଡିଏ ସ୍ଥିତ ଏକ ଉଦ୍ୟାନ ପରିସରରେ ଏଣ୍ଡୁଅ କଟକ ସିଡିଏରେ ସୁସଜ୍ଜିତ ଆଲୋକମାଳାରେ ଶୋଭା…
କଟକ ରାଣୀହାଟ ପୂଜାମଣ୍ଡପରେ ଶ୍ୟାମା କାଳୀଙ୍କ ପ୍ରତିମାକୁ କଳାକାର ଶେଷ ସ୍ପର୍ଶ ଦେଉଛନ୍ତି କଟକରେ ଲକ୍ଷ୍ମୀ ଗଣେଶଙ୍କ ପ୍ରତିମା କିଣୁଛନ୍ତି ଗ୍ରାହକ କଟକ ପୁରୁଣା ଷ୍ଟେସନ ବଜାରରେ…
ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ମୁର୍ତ୍ତିକା ମେଳାରେ ଜଣେ ମହିଳା ମାଟି ସାମଗ୍ରୀ ପ୍ରଦର୍ଶନ କରୁଛନ୍ତି ପ୍ରବାସୀ ବ୍ୟବସାୟୀମାନେ ରାମମନ୍ଦିର ରାସ୍ତା କଡରେ ଶୀତବସ୍ତ୍ର ବିକ୍ରି କରୁଛନ୍ତି ମୁଖ୍ୟ…
ରାଜଧାନୀର ପିଏମଜି ଛକରେ ପ୍ରବଳ ଉତ୍ତାପ ହେତୁ ମରୀଚିକା ସୃଷ୍ଟି ହୋଇଛି ଶୀତଋତୁ ଆଗମନରେ ଲୋକ ମାନେ ଭୁବନେଶ୍ୱରର ୟୁନିଟ୍-୧ ବଜାରରେ ଶୀତବସ୍ତ୍ର କିଣୁଛନ୍ତି ଭୁବନେଶ୍ୱର ନିକଟସ୍ଥ…