ରାଜ୍ୟ

ସ୍ପଷ୍ଟ ଚିହ୍ନିତ ହେଲା ଲଘୁଚାପ କ୍ଷେତ୍ର: ଏସବୁ ଜିଲାରେ ବର୍ଷା 

ଭୁବନେଶ୍ୱର,୮।୪: ସ୍ପଷ୍ଟ ଚିହ୍ନିତ ହେଲା ଲଘୁଚାପ କ୍ଷେତ୍ର । ଏହା  ଲଘୁଚାପ  କ୍ଷେତ୍ରରେ ପରିଣତ ହୋଇଛି। ଦକ୍ଷିଣପଶ୍ଚିମ ପାଶର୍‌ବବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା  ସ୍ପଷ୍ଟଚିହ୍ନିତ ହୋଇଛି।  ଆଗାମୀ ୨୪ ଘଣ୍ଟା ଯାଏ ନିଜର ତୀବ୍ରତା ବଜାୟ ରଖିବ। ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର-ଉତ୍ତରପଶ୍ଚିମ…

ବିଜେଡି ନେତା ସମ୍ବିତ ରାଉତରାୟଙ୍କ ବଡ଼ ବୟାନ: ପାଣ୍ଡିଆନଙ୍କୁ ଅତୀତ କହି…

ଭୁବନେଶ୍ୱର,୪।୮: ୱାକଫ୍‌ ବିଲ ଭୋଟିଂ ନେଇ ରାଜନୀତି ସରଗରମ  ରହିଥିବା ବେଳେ ନବୀନ ନିବାସରେ ହେବିଓ୍ବେଟଙ୍କୁ ନେଇ ଚାଲିଛି ମାନସ ମନ୍ଥନ। ଏପଟେ  ବଡ଼ ବୟାନ ଦେଇଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ ଦେବାଶିଷଙ୍କୁ ସପୋର୍ଟ କରି  କହିଛନ୍ତି, ଦେବାଶିଷ…

ମାନସ ମଙ୍ଗରାଜ ଭାଜପାର ଦଲାଲ: ଅଭିଯୋଗକୁ ଖଣ୍ଡନ କରି ନୀଳମାଧବଙ୍କୁ  ଚିହ୍ନିନି କହିଲେ ….

ଭୁବନେଶ୍ୱର,୮।୪: ମାନସ ମଙ୍ଗରାଜଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ବିଜୁ ଯୁବ ଜନତା ଦଳ ନେତା ନୀଳ ମାଧବ ମହାନ୍ତି। ତେବେ ଏହି  ଅଭିଯୋଗକୁ  ଖଣ୍ଡନ କରିଛନ୍ତି  ମାନସ। ମାନସ କହିଛନ୍ତି, ସସ୍ମିତ ପାତ୍ର ତାଙ୍କୁ ଏପରି କହିଥିବା ମୋର ବିଶ୍ବାସ…

ପୋଲିସ ବାରାକରୁ ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାଲେଶ୍ବର,୮।୪: ବାଲେଶ୍ବର ଜିଲାରେ ଥିବା ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ଯଶୋଦା ଦାସ। ରିପୋର୍ଟ ଅନୁଯାୟୀ, ମଙ୍ଗଳାବର ସକାଳେ ମହିଳା କନଷ୍ଟେବଳଙ୍କୁ ବାରାକ ଭିତରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।…

ଆସୁଛି ଲଘୁଚାପ: ଆଜିଠୁ ଛେଚିବ ବର୍ଷା

ଭୁବନେଶ୍ୱର,୮।୪: ଆଜିଠୁ ବର୍ଷା ତାତିରୁ ମିଳିବ ସାମାନ୍ୟ ଆସ୍ବସ୍ତି। ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ତାର ପାର୍ଶବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳରେ ୫.୮କିମି ଉଚ୍ଚତା ଯାଏଁ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହି ଘୂର୍ଣ୍ଣିବଳୟ…

ରାଜନୀତିରେ ହଇଚଇ, ଅରୁଣ କହିଦେଲେ ନବୀନ ଥିବା ଯାଏ…

ଭୁବନେଶ୍ୱର,୮।୪:  ୱାକଫ୍‌ ବିଲ ଭୋଟିଂ ନେଇ ରାଜନୀତି ସରଗରମ ହୋଇଛି। ମଙ୍ଗଳବାର ପ୍ରସନ୍ନ ଆଚାର୍ଯ୍ୟ, କଳିକେଶ ସିଂଦେଓ, ପ୍ରତାପ ଦେବ ଓ ଅନଙ୍ଗ ଉଦୟ ସିଂହଦେଓ  ନବୀନ ନିବାସରେ ପହଞ୍ଚି ଥିଲେ। ପରେ  ଅରୁଣ ସାହୁ, ପ୍ରଣବ ବଳବନ୍ତ ରାୟ, ଅତନୁ,…

ଥମୁନି ୱକ୍‌ଫ ଝଡ଼: ମାନସଙ୍କ ନାଁ ନେଇ ବଡ଼ ଅଭିଯାଗ ଆଣିଲେ ବିଜେଡି ନେତା

ଭୁବନେଶ୍ୱର,୮।୪: ରାଜ୍ୟରେ ୱକ୍‌ଫ ଝଡ଼ ଥମିବାର ନାଁ ନେଉନାହିଁ। ବିଜେଡିର ଗୋଟିଏ ପରେ ଗୋଟିଏ ନେତା ମୁହଁ ଖୋଲିବା ଆରମ୍ଭ କରି ଦେଇଛନ୍ତି। ବିଜୁ ଯୁବ ଜନତା ଦଳ ନେତା ନୀଳ ମାଧବ ମହାନ୍ତି ବିଲ୍‌ ସମର୍ଥନ ପଛରେ ମାନସ ମଙ୍ଗରାଜ…

ରାଜ୍ୟ ରାଜନୀତିରେ ଝଡ଼: କାହା ହାତରେ ବିଜେଡି ଭବିଷ୍ୟତ ?

ଭୁବନେଶ୍ୱର,୮।୪: ୱାକଫ ବିଲ ଭୋଟିଂ ନେଇ ରାଜନୀତି ସରଗରମ ହୋଇଛି। ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିବା ବେଳେ କାହା ହାତରେ ବିଜେଡି ଭବିଷ୍ୟତ ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ମଙ୍ଗଳବାର ପ୍ରସନ୍ନ ଆଚାର୍ଯ୍ୟ, କଳିକେଶ ସିଂଦେଓ, ପ୍ରତାପ ଦେବ…

ମୁହଁ ଖୋଲିଲେ ଆଉ ଜଣେ ବରିଷ୍ଠ: କହିଲେ ନବୀନଙ୍କ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

ଭୁବନେଶ୍ୱର,୮।୪: ଓ୍ବକ୍‌ଫ ବିଲ ପ୍ରସଙ୍ଗରେ ଭି.କେ. ପାଣ୍ଡିଆନଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଦଳର ଅଧେ ନେତା ପାଣ୍ଡିଆନଙ୍କୁ ସମର୍ଥନ କରୁଥିବା ବେଳେ ଅଧେ ଖୋଲାଖୋଲି ବିରୋଧ କରୁଛନ୍ତି। ଅନ୍ୟପକ୍ଷେ ପାଣ୍ଡିଆନଙ୍କ ସପକ୍ଷରେ ପୋଷ୍ଟ ପ୍ରସଙ୍ଗକୁ ନେଇ ବର୍ଷିଛନ୍ତି ବରିଷ୍ଠ…

ଦୁଇଦିନରେ ସରିବ ଖାତା ଦେଖା; ଜାଣନ୍ତୁ କେଉଁଦିନ ବାହାରିବ ମାଟ୍ରିକ୍ ରେଜଲ୍ଟ

କଟକ, ୮।୪: ବର୍ତମାନ ଦଶମ ଶ୍ରେଣୀ ଖାତା ଦେଖା ଚାଲିଥିବା ବେଳେ ଆଗାମୀ ଦୁଇଦିନ ଏହା ସରିଯିବ। ଏହାପରେ ବାକି ସମସ୍ତ ପ୍ରକ୍ରିୟା ସାରିବା ପରେ ଆସନ୍ତା ମାସ ଅର୍ଥାତ ମେ’ ମାସ ଦ୍ୱିତୀୟ ସପ୍ତାହରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ।…

ବିଜେଡି ଏବେ ଚୂରମାର ଅବସ୍ଥାରେ: କାଡାମ

ଭୁବନେଶ୍ୱର, ୯।୪(ରବିନାରାୟଣ ଜେନା): ବିଜେଡି ଏବେ ଚୂରମାର ଅବସ୍ଥାରେ ବୋଲି କଂଗ୍ରେସ ବିଧାୟକଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି। ସେ କହିଛନ୍ତି, ବିଜେଡି ଏବେ ଓ୍ବକଫ୍‌ ବିଲ୍‌କୁ ନେଇ ଦୁଇଫାଳ ହୋଇଯାଇଛି। ବିଜେଡି ଏବେ ବିଜୁଙ୍କ ଆଦର୍ଶରେ ଯାଉନାହିଁ। ଗୋଟିଏ ଦଳ…

ପୁରୀରେ ଜଳିଗଲା ଟୁରିଷ୍ଟ ବସ୍‌

ପୁରୀ,୮।୪: ପୁରୀ ମାଳତିପାଟପୁର ବସ୍‌ ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ରାସ୍ତାରେ ଛିଡ଼ା ହୋଇଥିବା ଏକ ଟୁରିଷ୍ଟ ବସ୍‌ରେ ନିଆଁ ଲାଗିଯାଇଛି। ହେଲେ ବସ୍‌ର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ, ମାଳତିପାଟପୁର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri