ରାଜ୍ୟ

୧୧୫୦୦୦ କୋଟି ଟଙ୍କାର ୨୪ ଶିଳ୍ପ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୩୬୦୦୦ ନିଯୁକ୍ତି ସୁଯୋଗ…

ଭୁବନେଶ୍ୱର, ୨୨।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଯାଜପୁରର କଳିଙ୍ଗନଗର ଠାରେ ୧,୧୫,୦୦୦ କୋଟି ଟଙ୍କାର ମୋଟ ୨୪ଟି ଶିଳ୍ପ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି, ଯାହା ୩୬,୦୦୦ ଲୋକଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବ।…

ଚେତାବନୀ ଦେଲା ପାଣିପାଗ ବିଭାଗ: ଆଗାମୀ ୬ ଦିନ ଓଡ଼ିଶାର ଏହି ଜିଲାରେ ବଜ୍ରପାତ ସହ ପ୍ରବଳ ବର୍ଷା

ଭୁବନେଶ୍ୱର, ୨୨।୫: ଗରମ ଓ ଗୁଳୁଗୁଳି ପାଗରୁ ବଡ଼ ଆଶ୍ବସ୍ତି ମିଳିବାର ସମ୍ଭାବନା ରହିଛି, କାରଣ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଗୁରୁବାର ଓ ଆଗାମୀ ଛଅ ଦିନ ପାଇଁ ବିଭିନ୍ନ ଜିଲାରେ ବଜ୍ରପାତ ସହ ବର୍ଷା ଚେତାବନୀ ଜାରି କରିଛି।…

ଭୁବନେଶ୍ୱରରେ କରୋନା: ସାବଧାନ, ଏହି ବ୍ଲଡଗ୍ରୁପର ଲୋକଙ୍କୁ ହୋଇପାରେ ସଂକ୍ରମଣ!

ଭୁବନେଶ୍ୱର, ୨୨।୫: ଭୁବନେଶ୍ୱରରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏନେଇ ସାରା ରାଜ୍ୟରେ ଆତଙ୍କ ଖେଳିଯାଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ସତର୍କ ସୂଚନା ଜାରି କରିଛି। ତେବେ ନିକଟରେ ଏକ ସାମ୍ପ୍ରତିକ ଅନୁସନ୍ଧାନରେ ଜଣାପଡିଛି ଯେ, A, B ଏବଂ…

ଚିଲିକାରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ

ଖଲ୍ଲିକୋଟ,୨୨ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଉପର ଆଲପୁର ନିକଟ ଚିଲିକା ମଝିରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ବୁଧବାର ଅପରାହ୍ନରେ ସ୍ଥାନୀୟ ମାଛଧରାଳି ଦେଖିଥିଲେ। ପରେ ଖଲ୍ଲିକୋଟ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଖଲ୍ଲିକୋଟ…

ହେବ କି ଲକ୍‌ଡାଉନ? କରୋନା କଟକଣାକୁ ନେଇ ଆସିଲା ବଡ଼ ସୂଚନା…

ଭୁବନେଶ୍ୱର, ୨୨।୫: ଭାରତ ଏବଂ ଦକ୍ଷିଣ-ପୂର୍ବ ଏସିଆରେ କୋଭିଡ-୧୯ ମାମଲାରେ ଏକ ନୂଆ ଭ୍ୟାରିଆଣ୍ଟ ଦେଖାଦେଇଛି, ଯାହା ଜେଏନ.୧ ଭାରିଆଣ୍ଟ ଏବଂ ତାହାର ଉପ-ଭାରିଆଣ୍ଟ ଏଲଏଫ.୭ ଓ ଏନବି.୧.୮ ଦାରା ଚାଳିତ ହେଉଛି। ଏହି ଭାରିଆଣ୍ଟଗୁଡ଼ିକ ଓମିକ୍ରନ ବଂଶରୁ ଉଦ୍ଭବ ହୋଇଛି…

ଅଭୟଙ୍କ ଇସ୍ତଫା ପରେ OSSC ଅଧ୍ୟକ୍ଷ ହେଲେ ସୁଧାକର ବୁର୍ଗୀ

ଭୁବନେଶ୍ୱର,୨୨ା୫: ଓଡ଼ିଶା ସରକାର ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଏବଂ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ (OSSC)ର ବର୍ତ୍ତମାନ ସଦସ୍ୟ ସୁଧାକର ବୁର୍ଗୀଙ୍କୁ OSSCର ନୂତନ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି। ଅଧ୍ୟକ୍ଷ ପଦରୁ ଅଭୟଙ୍କ ଇସ୍ତଫା ଗ୍ରହଣ ପରେ ଏହି ନିଯୁକ୍ତି…

ଆଦିବାସୀଙ୍କଠାରୁ ଜମି କିଣିବେ ସରକାର, ମାଲିକ ଚାହିଁଲେ ପୁଣି…

ଭୁବନେଶ୍ୱର,୨୨ା୫: ଏଣିକି ସରକାର ଆଦିବାସୀ(SC/ST)ଙ୍କ ଜମି କିଣିବେ। ଧନୀ ଲୋକ ଚାପ ପକାଇ ଜାତି ଓ ଜନଜାତିଙ୍କ ସମ୍ପତ୍ତି ହଡ଼ପ କରିପାରିବେ ନାହିଁ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଏନେଇ ରାଜ୍ୟ ସରକାର ଖୁବ୍‌ଶୀଘ୍ର କର୍ପସ ଫଣ୍ଡ୍‌ ଗଠନ…

ହାତୀପଲଙ୍କ ଦୌରାତ୍ମ୍ୟ: ବିଦ୍ୟାଳୟ କୋଠା ସମେତ ଭାଙ୍ଗିଲେ ୩ ଘର

ଭଞ୍ଜନଗର,୨୨ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ହାତୀପଲ କିଛିମାସ ନୀରବ ରହିବା ପରେ ବୁଧବାର ରାତିରେ ପୁଣି କେତେକ ଗ୍ରାମରେ ପଶି ଭଙ୍ଗାରୁଜା କରିଛନ୍ତି। ଗତକାଲି ରାତିରେ ୨୭ ଟିକିଆ ହାତୀପଲ କନ୍ଧମାଳ ଜିଲାରୁ ଆସି ମୁଜାଗଡ଼…

ଟ୍ରେନ୍‌ରେ କଟି ଅଜଣା ବ୍ୟକ୍ତିଙ୍କ ଜୀବନ ଗଲା, ୭ ଘଣ୍ଟା ପରେ ବି…

କେସିଙ୍ଗା,୨୨ା୫(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ଼ ଷ୍ଟେଶନଠାରୁ ୫୦୦ ମିଟର ଦୂରରେ ଏକ ଅଜଣା ବ୍ୟକ୍ତି ଟ୍ରେନରେ ଗୁରୁବାର ସକାଳେ କଟି ରେଳ ଧାରଣା ପାର୍ଶ୍ୱରେ ପଡ଼ିଥିବାର ଜଣା ପଡ଼ିଛି। କାର୍ଯ୍ୟରତ କିମ୍ୟାନ୍‌ ଦେଖିଲା ପରେ କାଣ୍ଡେଲ…

ଖୋର୍ଦ୍ଧା ଗସ୍ତରେ ରାଜ୍ୟପାଳ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ଖୋର୍ଦ୍ଧା,୨୨ା୫(ପ୍ରଭାତ ପାଣିଗ୍ରାହୀ): ରାଜ୍ୟପାଳ ହରିବାବୁ କମ୍ଭମ୍‌ପତି ଖୋର୍ଦ୍ଧା ଗସ୍ତ କରିଛନ୍ତି। ରାଜ୍ୟପାଳ ଏହି ସମୟରେ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲାର ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିଛନ୍ତି। ଖୋର୍ଦ୍ଧା ଜିଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର କିଭଳି…

ବଙ୍ଗୋପସାଗରରେ ଲଘୁଚାପ: ଏପଟେ ଆସୁଛି ବାତ୍ୟା! ୨୯ରେ…

ଭୁବନେଶ୍ୱର, ୨୨।୫: ଆରବ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହା ଅଧିକ ଘନିଭୂତ ହୋଇ ଅବପାତରେ ପରିଣତ ହେବ । ଲଘୁଚାପ ସୃଷ୍ଟି ହେବା ପରେ ଏବେ ଠାରୁ ୩୬ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବା ନେଇ ସୂଚନା…

ନକଲି ପୋଲିସକୁ ଧରିଲା ଅସଲି ପୋଲିସ: ୧ ଲକ୍ଷ ଟଙ୍କା ଜବତ, ୨ ଗିରଫ

ଦିଗପହଣ୍ଡି,୨୨ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନାଠାରୁ ପ୍ରାୟ ୫୦ ମିଟର ଦୂର ଏନ୍‌ଏସି ଚେକ୍‌ ଗେଟ୍‌ ନିକଟରେ ପୋଲିସ ପରିଚୟ ଦେଇ ୨ ଯୁବକଙ୍କଠାରୁ ୧ ଲକ୍ଷ ଟଙ୍କା ଲୁଟି ନେଇଥିବା ଦୁଇ ଲୁଟେରାଙ୍କୁ ପୋଲିସ ଗିରଫ କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri