ଲିଙ୍ଗରାଜ ମନ୍ଦିରରେ ପଶିଗଲେ ଅଣହିନ୍ଦୁ
ଭୁବନେଶ୍ବର,୨୩।୫: ଶୁକ୍ରବାର ଲିଙ୍ଗରାଜ ମନ୍ଦିରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଲିଙ୍ଗରାଜ ମନ୍ଦିର ଭିତରକୁ ଜଣେ ଅଣହିନ୍ଦୁ ପଶି ଯାଇଥିଲେ। ମଧ୍ୟାହ୍ନ ସାଢ଼େ ୧୨ଟାରେ ମନ୍ଦିର ସିଂହଦ୍ୱାର ଦେଇ ଜଣେ ଅଣହିନ୍ଦୁ ମନ୍ଦିର ଭିତରକୁ ପଶିଯାଇଥିବା ସୂଚନା ମିଳିଛି। ଯୁବକ…
ପୁଣି ବିଜେଡିକୁ ଟାର୍ଗେଟ କରି ବର୍ଷିଲେ ଜୟନାରାୟଣ
ଭୁବନେଶ୍ୱର,୨୩।୫: ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶ ପ୍ରସଙ୍ଗ ଉପରେ ଶୁକ୍ରବାର ବର୍ଷିଛନ୍ତି ଭାଜପାର ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। ଶୁକ୍ରବାର ଗଣମାଧ୍ୟମ ଆଗରେ ଜୟନାରାୟଣ ବିଜେଡିକୁ ଟାର୍ଗେଟ କରିଛନ୍ତି। ବିଜେଡି ଭୋଟ ବ୍ୟାଙ୍କ ପାଇଁ ବାଂଲାଦେଶୀଙ୍କୁ ଥଇଥାନ କରିଛି…
ସବୁଜ ମହାନଦୀ ମିଶନ: ପ୍ରହସନ ପାଲଟିଲା ଚାରାରୋପଣ
ଭେଡେନ,୨୩।୫(ହୃଷୀକେଶ ଖମାରୀ): ରାଜ୍ୟ ଓ କେନ୍ଦ୍ର ସରକାର ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଜଙ୍ଗଲ ସୃଷ୍ଟି ପାଇଁ କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ କରୁଛନ୍ତି। ମାତ୍ର ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ଆନ୍ତରିକତା ଅଭାବରୁ ତାହା ଫଳପ୍ରଦ…
ନାତିର ଜନ୍ମଦିନରେ ମନ୍ଦିର ଯିବା ପାଇଁ ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ଜେଜେ-ନାତି
ପାଟଣା,୨୩ା୫(ବୀରକିଶୋର ଦାଶ): ନାତିର ଜନ୍ମଦିନ ପାଇଁ ମନ୍ଦିର ଯିବାକୁ ଶୁକ୍ରବାର ନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ଜେଜେବାପା ଓ ନାତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଜେଜେବାପା ବାସୁଦେବ ମହାନ୍ତ ଏବଂ ୯ ବର୍ଷର ନାତି ଦିବ୍ୟାଂଶୁ । କେନ୍ଦୁଝର…
ସରକାରଙ୍କ ବଡ଼ ଘୋଷଣା: ରଥଯାତ୍ରା ପାଇଁ ମିଳିବ ଆର୍ଥିକ ସହାୟତା
ଭୁବନେଶ୍ୱର,୨୩।୫: ରାଜ୍ୟ ସରକାର ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ୨୦୨୫ ରଥଯାତ୍ରା ପାଇଁ ରାଜ୍ୟରେ ଥିବା ଜଗନ୍ନାଥ ମନ୍ଦିରଗୁଡିକୁ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ। ଏହି ସହାୟତା ରଥ ନିର୍ମାଣ ଏବଂ ରଥଯାତ୍ରା ପାଇଁ ଦିଆଯିବ। ଦେବୋତ୍ତର ଆୟୋଗ…
ପୁରୀ ଜଗନ୍ନାଥ ମନ୍ଦିରରେ ସୁରକ୍ଷା ପାଇଁ ଆଣ୍ଟି-ଡ୍ରୋନ ସିଷ୍ଟମ
ପୁରୀ, ୨୩।୫: ପୁରୀ ଜଗନ୍ନାଥ ମନ୍ଦିରରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏହି ୧୨ଶ ଶତାବ୍ଦୀର ହିନ୍ଦୁ ତୀର୍ଥସ୍ଥଳୀର ସୁରକ୍ଷା ପାଇଁ ଆଣ୍ଟି-ଡ୍ରୋନ ପ୍ରଯୁକ୍ତି ସ୍ଥାପନ ଉପରେ ବିଚାର କରୁଛନ୍ତି। ଏ ସମ୍ପର୍କରେ ଆଇନ ବିଭାଗ…
ପ୍ରିୟଙ୍କାଙ୍କ ସହ ଜ୍ୟୋତି ବୁଲିଥିଲେ କୋଣାର୍କ-ଚିଲିକା, କେଉଁ ହୋଟେଲରେ କାହା ସହ…
ପୁରୀ,୨୩ା୫(ଅଜିତ୍ କୁମାର ମହାନ୍ତି): ପୁରୀ ଝିଅ ପ୍ରିୟଙ୍କା ସେନାପତିଙ୍କ ସହ ହରିୟାଣା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କ୍ ଘଟଣାର ତଦନ୍ତ ଗୁରୁବାର ୬ଷ୍ଠଦିନରେ ପହଞ୍ଚତ୍ଛି। ଜ୍ୟୋତି ଓ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟାଙ୍କ୍ ଆକାଉଣ୍ଟ ରହିଛି, ଆୟର ସୂତ୍ର, ବାହାରୁ କେଉଁଠୁ…
ଖୁବ୍ଶୀଘ୍ର ଲାଗୁହେବ ନୂଆ ଅବକାରୀ ନୀତି
ଭୁବନେଶ୍ୱର,୨୩ା୫: ରାଜ୍ୟରେ ଖୁବ୍ଶୀଘ୍ର ଲାଗୁହେବ ନୂଆ ଅବକାରୀ ନୀତି। ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଜୁନ୍ ୧୫ରୁ ୨୬ ଭିତରେ ଏହି ନୂଆ ଆଇନ ଆସିବ। ବରିଷ୍ଠ ଅଧିକାରୀମାନେ ଏନେଇ ସମୀକ୍ଷା କରୁଛନ୍ତି। ଆନ୍ଧ୍ର ସମେତ ବିଭିନ୍ନ…
ଭତ୍ତା ଖାତାରେ ୧୪୦୦ ଟଙ୍କା, ହିତାଧିକାରୀଙ୍କୁ ମିଳିଛି ୧୨୦୦ ଟଙ୍କା, ପଚାରିବାରୁ…
ତୁମୁଡ଼ିବନ୍ଧ,୨୩ା୫(ଦୀପକ କୁମାର ପରାସେଠ୍): ଗ୍ରୀଷ୍ମ ପ୍ରଭାବରେ ଭତ୍ତା ହିତାଧିକାରୀଙ୍କ ସୁରକ୍ଷାକୁ ନେଇ ସରକାର ଚଳିତ ମାସ ଜୋତା ଓ ଛତା ପାଇଁ ୪୦୦ଟଙ୍କା ମିଶାଇ ଭତ୍ତା ବଣ୍ଟନ କରା ଯିବା ପାଇଁ ନିର୍ଦ୍ଦେଶ ରହି ଥିବାବେଳେ ଖାତାରେ ୧୪୦୦ ଟଙ୍କା ଲେଖାଯାିଛି।…
ବଦଳିଲା ସାବିତ୍ରୀ ଅମାବାସ୍ୟା ଛୁଟି: ୨୭ ପରିବର୍ତ୍ତେ ୨୬ରେ ସରକାରୀ ଅଫିସ୍ ବନ୍ଦ
ଭୁବନେଶ୍ୱର,୨୩।୫: ସାବିତ୍ରୀ ଅମାବାସ୍ୟା ପାଇଁ ସରକାରୀ ଛୁଟି ମେ ୨୭ ପରିବର୍ତ୍ତେ ମେ ୨୬ରେ କରିବା ପାଇଁ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ସାବିତ୍ରୀ…
ଭିଜିଲାନ୍ସ ଜାଲରେ R&B ଡିଭିଜନ୍ JE: ଆୟ ବହିର୍ଭୂତସମ୍ପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ରେଡ୍
ନୂଆପଡ଼ା, ୨୩।୫(ମକାରୁ ବେମାଲୁ): ଭିଜିଲାନ୍ସ ଶୁକ୍ରବାର ନୂଆପଡ଼ା ଆର ଆଣ୍ଡ ବି ଡିଭିଜନ ଅଧୀନରେ ଖରିଆରରେ କାର୍ଯ୍ୟରତ ଜୁନିଅର ଇଞ୍ଜିନିୟର ସୁଶାନ୍ତ କୁମାର ସେଠୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି (ଡିଏ) ଠୁଳ ଅଭିଯୋଗରେ ତଦନ୍ତ ଆରମ୍ଭ କରିଛି। ଭୁବନେଶ୍ୱର, ପିପିଲି…
ମାଲ୍ଖାନାରୁ କଫ୍ ସିରପ ଚୋରି କରି ASI ନିଲମ୍ବିତ
ସମ୍ବଲପୁର,୨୩ା୫: ମାଲ୍ଖାନାରୁ କଫ୍ ସିରପ୍ ଚୋରି କରି ଜଣେ ASI ନିଲମ୍ବିତ ହୋଇଛନ୍ତି। ତେବେ ଟାଉନ ଥାନାରେ କାର୍ଯ୍ୟରତ ଏଏସ୍ଆଇ ବିଦ୍ୟୁତ୍ ପଣ୍ଡାଙ୍କୁ ନିଲମ୍ବନ କରିଛନ୍ତି ସମ୍ବଲପୁର ଏସ୍ପି। ସେ ମାଲଖାନାରୁ ଜବତ ୨ ପେଟି କଫ୍ ସିରପ ଚୋରି କରିଥିଲେ।…
Archives


