ଅଧ୍ୟାପକ କରିଥିଲେ ଦୁର୍ବ୍ୟବହାର: କଲେଜ ଆଗରେ ନିଜକୁ ଜାଳିଲେ …
ବାଲେଶ୍ଵର,୧୨।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । କଲେଜ ଫାଟକ ସମ୍ମୁଖରେ ନ୍ୟାୟ ପାଇଁ ଧାରଣାରେ ବସିଥିବା ଜଣେ ଛାତ୍ରୀ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।…
ଭୁବନେଶ୍ୱର ଫେରିଲେ ନବୀନ
ଭୁବନେଶ୍ୱର,୧୨ା୭: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ଓଡ଼ିଶା ଫେରିଛନ୍ତି। ମୁମ୍ବାଇର କୋକିଳା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଅସ୍ତ୍ରୋପଚାର ହେବା ପରେ ଆଜି ଭୁବନେଶ୍ବର ଫେରିଛନ୍ତି। ନବୀନଙ୍କୁ ସ୍ବାଗତ ପାଇଁ ବିଜେଡିର ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ…
ମାଲ୍ବାହୀ ଟ୍ରେନ୍ର ୧୧ ବଗି ଲାଇନ୍ଚ୍ୟୁତ
ବୀରମିତ୍ରପୁର,୧୨ା୭: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁରଠାରେ ଶନିବାର ଏକ ମାଲବାହୀ ଟ୍ରେନ୍ର ୧୧ଟି ବଗି ଲାଇନଚ୍ୟୁତ ହୋଇଛି। ବୀରମିତ୍ରପୁର ଉପରମାର୍କେଟ ଅଞ୍ଚଳ ନିକଟରେ ଲାଇନଚ୍ୟୁତ ହୋଇଛି। ଚୂନଭଟାରୁ ବୀରମିତ୍ରପୁର ରେଳ ଷ୍ଟେଶନକୁ ଗଲା ବେଳେ ଏହି ଅଘଟଣ ଘଟିଛି।
ଗୁରୁତ୍ୱପୂର୍ଣ୍ଣ ପଦବୀରେ ନାହାନ୍ତି ଅଧିକାରୀ
ବୈଶିଙ୍ଗା,୧୨ା୭(ରତନ ଦାଶ): ମୟୂରଭଞ୍ଜ ଜିଲା ବାରିପଦା ସଦର ସବ୍ଡିଭିଜନ ଅଧୀନରେ ଥିବା ବେତନଟୀ ତହସିଲ ଓ ବ୍ଲକର ପ୍ରଶାସନିକ ସେବା ଯେପରି ଗୁରୁତ୍ୱପୂର୍ଣ୍ଣ ସେହିପରି ମଧ୍ୟ ସମ୍ବେଦନଶୀଳ। ହେଲେ ଦୀର୍ଘ ୬ମାସରୁ ଊଦ୍ଧର୍ବ ସମୟ ଧରି ତହସିଲଦାର ପଦବୀ ଓ ୨…
ମେଣ୍ଡୁଲିଙ୍କ ପଛରେ ବଡ଼ ହାତ! ସାମ୍ନାକୁ ଆସିଲା ବଡ଼ ଖୁଲାସା
ଭୁବନେଶ୍ୱର,୧୨।୭: ମୁଣ୍ଡରେ ନାଲି ଗାମୁଛା, ଦେହରେ ମାଟିଆ ପୋଷାକ। ଘର ଆଠମଲ୍ଲିକ। ରାଜ୍ୟ ରାଜନୀତିକୁ ହୁଲସ୍ତୁଲ କରୁଛନ୍ତି ଏହି ନେତା। ଏହି ନେତାଜଣକ ୪ଦିନ ଧରି ରାଜ୍ୟରେ ଡ୍ରାଇଭର ସଂଘ ଆନ୍ଦୋଳନକୁ ଆଗକୁ ବଢାଉଛନ୍ତି। ବଡ଼ବଡ଼ ନେତାଙ୍କ ଠାରୁ ମନ୍ତ୍ରୀ ଯାଏ…
ଗୁମର ଖୋଲିଲେ ଅର୍ଚ୍ଚନା: ମୋ ସହ ହୋଇଥିଲା ଷଡ଼ଯନ୍ତ୍ର, ବବିଙ୍କ ନାଁ ନେଇ କଲେ ଖୁଲାସା
ଭୁବନେଶ୍ୱର,୧୨।୭: ବିଜେଡି ବିରୋଧରେ ବର୍ଷିଲେ ଅର୍ଚ୍ଚନା ନାଗ। ତାଙ୍କ ଗିରଫଦାରୀ ପଛରେ ବଡ଼ ଷଡ଼ଯନ୍ତ୍ର ଥିଲା ବୋଲି କହିଛନ୍ତି ଅର୍ଚ୍ଚନା। ବବି ଦାସ, ମାନସ ମଙ୍ଗରାଜ, ଅମରେଶ ଜେନାଙ୍କ ନାଁ ନେଇଛନ୍ତି ଅର୍ଚ୍ଚନା ନାଗ। ପୋଲିସ ଅଧିକାରୀଙ୍କ ନାଁ ନେଇ ମଧ୍ୟ…
ମହିଳାଙ୍କୁ ବଳାତ୍କାର ମାମଲା: ଜାମିନ ନାମଞ୍ଜୁର ପରେ ଜେଲ ଗଲେ ଶିକ୍ଷକ
ମହାକାଳପଡ଼ା,୧୨ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଞ୍ଚଳର ସରକାରୀ ଶିକ୍ଷକ ରଞ୍ଜିତ ମଣ୍ଡଳ(୪୭) ଜଣେ ୩୯ ବର୍ଷୀୟା ମହିଳାଙ୍କୁ ବଳାତ୍କାର ମାମଲାରେ ଗିରଫ ହୋଇ ଶୁକ୍ରବାର କୋର୍ଟ ଚାଲାଣ ହୋଇଛନ୍ତି। ଜାମିନ ନାମଞ୍ଜୁର…
ରାଇସ୍ ମିଲ୍ ପାଉଁଶଗଦାରେ ନାବାଳକଙ୍କ ମୃତ୍ୟୁ ଘଟଣା: ଏନ୍ଏଚ୍ଆର୍ସିର ରିପୋର୍ଟ ତଲବ, ୨୧ରେ ଶୁଣାଣି
ବରଗଡ଼,୧୨ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ମହୁଲେ ଗ୍ରାମରେ ରହିଥିବା କାଳେଶ୍ୱର ରାଇସ୍ ମିଲ୍ର ପାଉଁଶ ଗଦାରେ ପଡ଼ି ବଇପୁର ଗ୍ରାମର ଜଣେ ନାବାଳକ ପ୍ରତ୍ୟୁଷ ଭଏନାଙ୍କ ମୃତ୍ୟୁ ଘଟଣା ଜାତୀୟ ମାନବାଧିକାର କମିଶନ(ଏନ୍ଏଚ୍ଆର୍ସି) ପାଖରେ ପହଞ୍ଚିଛି। ଭବାନୀପାଟଣା…
ପୁଣି ମେଣ୍ଡୁଲିଙ୍କ ଆସିଲା ଭିଡିଓ, ଏଥର ସାଂଘାତିକ ବୟାନ
ଭୁବନେଶ୍ୱର,୧୨।୭: ଓଡ଼ିଶା ଡ୍ରାଇଭର ମହାସଂଘରେ ଅଭ୍ୟନ୍ତରୀଣ ବିବାଦ ଏବେ ଚର୍ଚ୍ଚାର ବିଷୟ ହୋଇଛି। ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ନେତୃତ୍ୱକୁ ନେଇ ଅନେକ ଡ୍ରାଇଭର ଅସନ୍ତୋଷ ପ୍ରକାଶ କରିଥିବା ବେଳେ, ଏହି ବିବାଦ ଏକ ନୂଆ ମୋଡ଼ ନେଇଛି। ମେଣ୍ଡୁଲିଙ୍କ ବିରୋଧରେ…
ବେନିୟମ ଟ୍ରାନ୍ସଫରକୁ ବିରୋଧ କରି ରେଳ ଚାଳକ ସଂଘର ଧର୍ମଘଟ
କେନ୍ଦୁଝର,୧୨ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ମଣ୍ଡଳର ୩୦ ଜଣ ରେଳ ସହଚାଳକଙ୍କ ବେନିୟମ ଭାବରେ ବାଲ୍ଟିୟର ମଣ୍ଡଳକୁ ଟ୍ରାନ୍ସଫର ନିମନ୍ତେ ନିକଟରେ ଅଦେଶନାମା ପ୍ରକାଶ ପାଇଥିଲା। ଏହାକୁ ବିରୋଧ କରିବା ସହିତ ରେଳବାଇରେ ଖାଲିଥିବା ସମସ୍ତ ପଦବୀ…
ସକାଳୁ ସକାଳୁ ବଡ଼ ଘୋଷଣା କଲେ ଜୁଏଲ ଓରାମ, ଭାଜପାର ମୁଣ୍ଡ ବିନ୍ଧିଲା…
ଭୁବନେଶ୍ୱର,୧୨।୭: ସୁନ୍ଦରଗଡ଼ ଏମ୍ପି ଜୁଏଲ ଓରାମ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଆଉ ନିର୍ବାଚନ ଲଢ଼ିବେନି ବୋଲି ଜୁଏଲ ଓରାମ କହିଛନ୍ତି। ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ବଡ଼ ବୟାନ ଦେଇ ଜୁଏଲ ଓରାମ କହିଛନ୍ତି, ଆଉ ନିର୍ବାଚନ ଲଢ଼ିବିନି।…
ଶୋଇଥିବାବେଳେ ଜଣଙ୍କୁ ଦଳିଦେଲା ହାତୀ, ଜଣେ ଗୁରୁତର
ପାଟଣା,୧୨ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡ ବିଟ ଡୁମୁରିଆ ପଞ୍ଚାୟତ ପିଛୁଳାବେଡ଼ା ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ତମ୍ବୁ ଭିତରେ ଶୋଇଥିବା ବେଳେ ଏକ ଦନ୍ତା ଆକ୍ରମଣରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇ…
Archives


