ରାଜ୍ୟ

ହଷ୍ଟେଲରୁ ମିଳିଲା ୯ମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ

ବଲାଙ୍ଗୀର,୬ା୯(ସୁନୀଲ କୁମାର ମହାନ୍ତି): କଣ୍ଟାବାଞ୍ଜି ଥାନା ତୁରେକେଲା ବ୍ଲକ ହିଆଁଲ ଗାଁ ଅନୁସୂଚିତ ଜନଜାତି ଓ ଜାତି ଅନ୍ବେଷା ଛାତ୍ର ନିବାସରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଛି। ଛାତ୍ର ଜଣକ ନବମ ଶ୍ରେଣୀରେ ପଢ଼ୁଥିବା ଜଣାଯାଇଛି l କଣ୍ଟାବାଞ୍ଜି ପୋଲିସ…

ସ୍ବାସ୍ଥ୍ୟ ପରୀକ୍ଷା କରି ଡାକ୍ତରଖାନାରୁ ଫେରୁଥିଲେ, ଅଟୋ ଉପରେ ମାଡ଼ିଗଲା କାର୍‌, ସ୍ତ୍ରୀ-ସ୍ବାମୀଙ୍କ ସହ ଚାଳକ ମୃତ..

ଅନୁଗୋଳ,୬ା୯(ମାନସ ବିଶ୍ୱାଳ): ଅନୁଗୋଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ବ୍ରିଜ ନିକଟରେ ଅଟୋ ଉପରେ କାର୍‌ ମାଡ଼ିଯିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକମାନେ ହେଲେ ବଂଶୀଧର ସେଠୀ, କମଳା ସେଠୀ ଏବଂ ଅଟୋ…

ପ୍ରେମିକାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ ପ୍ରେମିକ, ପଥର ଖଣିରୁ ମୃତଦେହ ମିଳିବା ପରେ…

ଭୁବନେଶ୍ୱର,୬ା୯: ୭ ମାସ ତଳେ ରାଜଧାନୀରୁ ନିଖୋଜ ହୋଇଯାଇଥିବା ଘରୋଇ ସହାୟିକା ନିରୁପମା ପରିଡ଼ା ଓରଫ ମିତା (୨୨)ଙ୍କ କଙ୍କାଳ ଖୋର୍ଦ୍ଧା ତାପଙ୍ଗସ୍ଥିତ ପଥର ଖଣି ଭିତରୁ କମିଶନରେଟ୍‌ ପୋଲିସ ଶୁକ୍ରବାର ଜବତ କରିଛି। ପୁରୁଷ ବନ୍ଧୁ ତାଙ୍କୁ ତଣ୍ଟିଚିପି ହତ୍ୟା…

ଅରୁଣଙ୍କ ବିସ୍ଫୋରକ ବୟାନ, ବାବୁ ପଣିଆ ଦେଖାଇ…

ଭୁବନେଶ୍ୱର,୬।୯: ଓଡ଼ିଶା ରାଜନୀତିରେ ପୁଣି ହଲଚଲ ଦେଖିବାକୁ ମିଳିଛି। ବିଜେଡି ନେତା ଅରୁଣ ସାହୁ କରିଛନ୍ତି ବଡ଼ ବିସ୍ଫୋରଣ। ଅରୁଣ କହିଛନ୍ତି, ନମ୍ରତାଠୁ ବଡ଼ ଆଭୂଷଣ କିଛି ନାହିଁ। ବାର୍ଦ୍ଧକ୍ୟ ଏକ ଅଭିଶାପ ନୁହେଁ, ଆଶୀର୍ବାଦ। ଏହା ସହିତ ସେ ଆହୁରି…

ଗେଟ୍‌ ବନ୍ଦ କରି ବିଦ୍ୟାଳୟ ସାମ୍ନାରେ ଧାରଣାରେ ବସିଲେ ଛାତ୍ରୀଛାତ୍ରୀ-ଅଭିଭାବକ

ବାସୁଦେବପୁୀର,୬ା୯(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକର କୃଷ୍ଣପୁର ପଞ୍ଚାୟତର ବୋହୂମା ଘେରି ବିଦ୍ୟାଳୟର ସାମ୍ନାରେ ଶନିବାର ଅଭିଭାବକ ଛାତ୍ରୀଛାତ୍ର ସ୍କୁଲ୍‌ ଗେଟ୍‌ ବନ୍ଦ କରି ସ୍କୁଲ ଆଗରେ ଧାରଣାରେ ବସିଛନ୍ତି। ବିଦ୍ୟାଳୟରେ ବିପଦସଂକୁଳ ଗୃହକୁ ଭାଙ୍ଗି ନୂତନ ଗୃହ…

ବାୟୋମେଟ୍ରିକ୍‌ ଉପସ୍ଥାନ ବାଧ୍ୟତାମୂଳକ କଲେ ସରକାର, ଏଣିକି ବିଡିଓ ବି…

ଭୁବନେଶ୍ୱର,୬ା୯: ବାୟୋମେଟ୍ରିକ୍‌ ଉପସ୍ଥାନ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ପଞ୍ଚାୟତ କର୍ମଚାରୀଙ୍କଠାରୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସମାନ ବାୟୋମେଟ୍ରିକ ବ୍ୟବସ୍ଥା କରିଛନ୍ତି ସରକାର। ପଞ୍ଚାୟତ, ବ୍ଲକ କାର୍ଯ୍ୟାଳୟ, ଜିଲାପରିଷଦ କାର୍ଯ୍ୟାଳୟରେ ବାୟୋମେଟ୍ରିକ୍‌ ଲାଗୁ ହେବ। ଖୁବ୍‌ଶୀଘ୍ର୍ର ବାୟୋମେଟ୍ରିକ୍‌…

ମାମୁ ଘରକୁ ଆସିଥିଲେ ଭଣଜା, ଚାଲିଗଲା ଜୀବନ

ନୟାଗଡ, ୬।୯(ଲୋକନାଥ ମିଶ୍ର) : ମାମୁ ଘରକୁ ଆସି ଭଣଜାର ମୃତ୍ୟୁ। ଏଭଳି ଘଟଣା ଦଶପଲ୍ଲା ଥାନା ଶ୍ରୀରାମପୁରରେ ଘଟିଛି। ଶ୍ରୀରାମପୁରର ପୂର୍ଣ୍ଣ ସାହୁ ତୀର୍ଥକୁ ଯିବା ନିମନ୍ତେ ମାମୁଁ ଘରକୁ ଜାନିସାହି ଗ୍ରାମର ଭଣଜା ଆସିଥିଲେ। ରାତିରେ ଶ୍ରୀରାମପୁର ଗ୍ରାମରେ…

ନୃପରାଜ ଯାଦବ ହେଲେ ନଗର ବିଜେଡି ସଭାପତି: ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ନାମ ଘୋଷଣା କଲେ ବିଧାୟକ

କେସିଙ୍ଗା,୬।୯(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ନଗର ବିଜେଡି ସଭାପତି ଭାବରେ ଏନଏସିର ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନାମ ଗତକାଲି ଘୋଷଣା ହେବା ପରେ ବିଜେଡି କର୍ମକର୍ତ୍ତାଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି। ନୃପରାଜ ଯାଦବ ବର୍ତ୍ତମାନ କେସିଙ୍ଗା ଏନଏସିର ଅଧ୍ୟକ୍ଷ…

ବାଦାମବାଡ଼ି ଲିଙ୍କରୋଡ଼ରେ ଚାଞ୍ଚଲ୍ୟ: ରାସ୍ତାରେ ମିଳିଲା କଟା ଗୋଡ଼

କଟକ,୬।୯(ପ୍ରଭୁ କଲ୍ୟାଣ ପାଲ): କଟକରେ କଟା ଗୋଡ଼। ବଢ଼ିଲା ଚର୍ଚ୍ଚା । ଏହା ଦୁର୍ଘଟଣା ନାଁ ଆକ୍ରମଣ। ତାକୁ ନେଇ ଖୋଳତାଡ଼ ଜାରି ରଖିଛି ପୋଲିସ। ଗତକାଲି ବିଳମ୍ବିତ ରାତିରେ ବାଦାମବାଡ଼ି ଲିଙ୍କରୋଡ଼ ରାସ୍ତା ମଧ୍ୟରେ ଘଟିଥିଲା ଏହି ଘଟଣା ।…

ଆସନ୍ତା ୯ ଯାଏ ଛେଚିବ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କଲା….

ଭୁବନେଶ୍ୱର, ୫ା୯(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାବେଳେ ଟ୍ରପ୍‌ ଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆହୁରି ୨୪ଘଣ୍ଟା ଧରି ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ…

ଶିକ୍ଷା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବ ଓକେସିଏଲ: ଗୁରୁ ଦିବସରେ ନୂତନ କେନ୍ଦ୍ର ପଞ୍ଜୀକରଣ ପକ୍ରିୟା ଆରମ୍ଭ

ଭୁବନେଶ୍ୱର,୫।୯: ଶୁକ୍ରବାର ଗୁରୁଦିବସ ଅବସରରେ ଓଡ଼ିଶା ନଲେଜ କର୍ପୋରେଶନ ଲିମିଟେଡ (ଓକେସିଏଲ) ଏହାର ପ୍ରମୁଖ ପଦକ୍ଷେପ ନୂତନ କେନ୍ଦ୍ର ପଞ୍ଜୀକରଣ ପକ୍ରିୟା ୨୦୨୬(ଏନ ସି ଆର ୨୦୨୬) ଆରମ୍ଭ କରିଛି। ଏହାକୁ ଓକେସିଏଲର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ମନୋରଞ୍ଜନ ପୁଥାଲ ଉନ୍ମୋଚନ…

ବିଜେଡି ଉପରେ ବର୍ଷିଲେ ବିଧାୟକ: କହିଲେ ବିଜେଡି ଶିକ୍ଷକଙ୍କୁ ତଳିତଳାନ୍ତ କରି ରଖିଥିଲା

ଭଞ୍ଜନଗର,୫।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ଟାଉନ ହଲଠାରେ ଗୁରୁପୁଜନ ଉତ୍ସବ ଓ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri