ମୁଁ ଅତୁଲ ସୁବାଷ ନୁହେଁ… ସ୍ତ୍ରୀଙ୍କ ସଙ୍ଗୀନ ଅଭିଯୋଗ ପରେ ମୁହଁ ଖୋଲିଲେ ଓଏଏସ ଅଧିକାରୀ
ଭୁବନେଶ୍ୱର,୧।୮: ଓଏଏସ ଅଧିକାରୀ ତଥା OSDMAରେ କାର୍ଯ୍ୟରତ DGM ସାର୍ଥକ ସୌରଭ ମହାପାତ୍ରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ତ୍ରୀ ଅର୍ଚ୍ଚନା ଦାସ। ଛୁଆ ଜନ୍ମ ପରଠୁ ମେଡିକାଲରୁ ସାର୍ଥକ କୁଆଡେ ପଳାଇଥିବା ତାଙ୍କ ସ୍ତ୍ରୀ କହିଛନ୍ତି। ସେପଟେ ଶୁକ୍ରବାର…
ବ୍ଲକ କର୍ମଚାରୀଙ୍କ ଦରମା ବନ୍ଦ
ସାଲେପୁର,୧।୮: କଟକ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏମରଜେନ୍ସିରେ ଅଫିସ ନ ଆସିବା ଏବଂ ବାୟୋମେଟ୍ରିକ ନ ଲଗାଇବାରୁ ଦରମା ବନ୍ଦ ମାହାଙ୍ଗା ବ୍ଲକର ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ…
ପାଳନ ହେବ ସ୍ବାଧୀନତା ଦିବସ: ପରେଡ୍ ପଡ଼ିଆ ପରିଦର୍ଶନ କଲେ ବିଡିଓ, ଯନ୍ତ୍ରୀ
ଦାରିଙ୍ଗବାଡ଼ି,୧ା୮(ଅରୁଣ ସାହୁ): ଆଉ ମାତ୍ର ୧୫ ଦିନର ସମୟ ରହିଲା। ସାରା ଦେଶ ପାଳନ କରିବ ସ୍ବାଧୀନତା ଦିବସ। ସବୁଠି ଶୁଭିବ ଜାତୀୟ ସଙ୍ଗୀତ। ନାଚି ଉଠିବେ ସମସ୍ତେ। ଜାତୀୟ ପତାକାକୁ ନେଇ ସବୁଠି ଉତ୍ସବମୁଖର ଆଉ ଏହି ଦିବସ ପାଳନ…
ରତ୍ନଭଣ୍ଡାର ଗଣତିମଣତି କରିବେ RBI ଏକ୍ସପର୍ଟ, କମିଟି ଗଠନ କରାଯାଇ…
ଭୁବନେଶ୍ୱର/ପୁରୀ,୧ା୮: ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତିମଣତି ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି,୨ ଜଣ ଏକ୍ସପର୍ଟ ଦେବା ପାଇଁ RBIକୁ ସରକାର ଚିଠି ଲେଖିଛନ୍ତି। ଏହା ପରେ RBI ମଧ୍ୟ ୨ ଜଣ ଏକ୍ସପର୍ଟଙ୍କ…
ବିଲମାଳରେ ଆଉ ଦେଖବାକୁ ମିଳୁନି ସାଧବ ବୋହୂ
ବୁଗୁଡ଼ା,୧ା୮(କାଳୀଚରଣ ଦାଶ): ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଆମ ଧରଣୀ ରାଣୀ। ଏହି ଧରଣୀ ରାଣୀର କୋଳ ସବୁଜ ବନାନୀ ସହ ବିଭିନ୍ନ ବୃକ୍ଷଲତା, ରଙ୍ଗ ବେରଙ୍ଗର ପଶୁ ପକ୍ଷୀ, କୀଟ ପତଙ୍ଗରେ ପରିପୂର୍ଣ୍ଣ। ତନ୍ମଧ୍ୟରୁ ଏହି ବର୍ଷା ଋତୁରେ ପ୍ରତ୍ୟେକ ପୁରପଲ୍ଲୀରେ…
OTET ପ୍ରଶ୍ନପତ୍ର ଲିକ୍ ଘଟଣାରେ ଶିକ୍ଷକଙ୍କ ସଂପୃକ୍ତି, ୭ ଗିରଫ, କ୍ରାଇମବ୍ରାଞ୍ଚ ତଦନ୍ତ ଜାରି
ଭୁବନେଶ୍ୱର,୧।୮: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET-2025) ପ୍ରଶ୍ନପତ୍ର ଲିକ୍ ଘଟଣାରେ ଶିକ୍ଷକଙ୍କ ସଂପୃକ୍ତି ପ୍ରମାଣିତ ହୋଇଛି। କ୍ରାଇମବ୍ରାଞ୍ଚ DIG ବି. ଗଙ୍ଗାଧରଙ୍କ ସୂଚନା ଅନୁଯାୟୀ, ଏହି ମାମଲାରେ ଏପର୍ଯ୍ୟନ୍ତ ୭ ଜଣଙ୍କୁ ଗିରଫ କରାଯାଇଛି। ପ୍ରଶ୍ନପତ୍ର ଲିକ୍ର କାରଣ ଓ…
ମାଧ୍ୟମିକ ଶିକ୍ଷକ ବଦଳିରେ ବିଳମ୍ବ, ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ
ଭୁବନେଶ୍ୱର,୧।୮: ଚଳିତ ବର୍ଷ ମାଧ୍ୟମିକ ଶିକ୍ଷକ ବଦଳି ପ୍ରକ୍ରିୟାରେ ଅହେତୁକ ବିଳମ୍ବ ଯୋଗୁଁ ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମାଧ୍ୟମିକ ନିର୍ଦ୍ଦେଶାଳୟର ନିୟମାନୁସାରେ, ଜୁନ୍ ୨୬ରୁ ୩୦ ମଧ୍ୟରେ ଅନଲାଇନ ଆବେଦନ କରିଥିବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ବଦଳି ଆଦେଶ ପ୍ରକାଶ ପାଇ…
ଚାଷୀ ପଞ୍ଜୀକରଣ ନୂଆନୀତିକୁ ବିରୋଧ, ରାସ୍ତାକୁ ଓହ୍ଲାଇଲେ ଚାଷୀ
ବରଗଡ଼,୧ା୮(ପ୍ରେମାନନ୍ଦ ଖମାରୀ): ଆଗାମୀ ଖରିଫ୍ ଧାନ ସଂଗ୍ରହ ପାଇଁ ସରକାରଙ୍କ ଚାଷୀ ପଞ୍ଜୀକରଣ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଲାଗି ରହିଛି। ଏହି ବ୍ୟବସ୍ଥାରେ ପଞ୍ଜୀକରଣ କରି ନ ପାରି ପ୍ରାୟ ୯୦ ଭାଗ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବାରୁ ବଞ୍ଚିତ…
ଯନ୍ତ୍ରୀଙ୍କୁ ପିଅନ ପରିସ୍ରା ପିଆଇବା ଘଟଣା: RWSS ଅଫିସର ସମସ୍ତ କର୍ମଚାରୀଙ୍କ ପରୀକ୍ଷା ହେବ ପରିସ୍ରା ନମୁନା
ପାରଳାଖେମୁଣ୍ଡି,୧ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଆର୍. ଉଦୟଗିରି RWSS କନିଷ୍ଠ ଯନ୍ତ୍ରୀଙ୍କୁ ପିଅନ ପରିସ୍ରା ପିଆଇବା ଅଭିଯୋଗ ଘଟଣାରେ RWSS କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ପରୀକ୍ଷା ହେବ ପରିସ୍ରା ନମୁନା l ପିଅନ ପାଣି ବୋତଲରେ ପରିସ୍ରା ଦେଇଥିବା ନେଇ ଥାନାରେ…
ଦାରିଙ୍ଗବାଡ଼ି ବଜାରରେ ବୁଲୁଛନ୍ତି ରକ୍ତାକ୍ତ ବ୍ୟକ୍ତି, ମଦ ବୋତଲରେ ୨ ପୁତୁରା ଆକ୍ରମଣ କରି…
ଦାରିଙ୍ଗବାଡ଼ି,୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଚାରିଛକରେ ଜଣେ ରକ୍ତାକ୍ତ ବ୍ୟକ୍ତି ଘୂରି ବୁଲୁଥିବା ଜଣାପଡ଼ିଛି। ତାଙ୍କ ଘର ଉକ୍ତ ଥାନା ତେରବାଡ଼ି ଅଞ୍ଚଳର ହୋଇଥିବାବେଳେ ବ୍ୟକ୍ତି ଜଣକ ଧର୍ମେନ୍ଦ୍ର ନାୟକ ବୋଲି ଜଣାପଡ଼ିଛି। ମିଳିଥିବା ସୂତ୍ର ଅନୁସାରେ, ଉକ୍ତ ଥାନା…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚଳିତ ବର୍ଷ ମିଳିବ ୪୦ ହଜାର ନିଯୁକ୍ତି
ସୁନ୍ଦରଗଡ଼,୧।୮: ଓଡ଼ିଶାରେ ଯୁବବର୍ଗଙ୍କ ପାଇଁ ସରକାରୀ ଚାକିରିର ଏକ ବଡ଼ ସୁଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚଳିତ ବର୍ଷ ରାଜ୍ୟ ସରକାର ଆଉ ୪୦ ହଜାର ସରକାରୀ ଚାକିରି ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମାଝୀ…
୧୪ ଦିନ ରଖି ନାବାଳିକାଙ୍କୁ ବଳାତ୍କାର
ସୁନ୍ଦରଗଡ଼,୩୧।୭: ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏକ ଘରେ ପ୍ରାୟ ୧୪ ଦିନ ରଖି ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ୧୪ ଦିନ ତଳେ ନାବାଳିକା…
Archives


