BJP ନେତାଙ୍କ ସହ ଅରବିନ୍ଦଙ୍କ ଫଟୋ ଭାଇରାଲ, ରାଜନୀତିରେ ଚହଳ!
ଭୁବନେଶ୍ୱର, ୧୮।୧: ରାଜନୀତିରେ ରୋଚକ ଦୃଶ୍ୟ। ଗୋଟିଏ ଫ୍ରେମରେ ବିଜେଡି-ଭାଜପା ନେତା। ଫଟୋରେ ନଜର ଆସିଛନ୍ତି ନିଲମ୍ୱିତ ନେତା ଅରବିନ୍ଦ ମହାପାତ୍ର। ରାଜନୀତିରେ ଘୋର ବିରୋଧୀ ହୋଇଥିଲେ ମଧ୍ୟ ଭାଇରାଲ ଫଟୋ ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଫଟୋରେ…
ନବୀନଙ୍କ ସହ କଥା ହେବା ପରେ ଉତ୍ତର ରଖିବି, କାହିଁକି ଏପରି କହିଲେ ବିଜେଡିରୁ ବିତାଡ଼ିତ ଅରବିନ୍ଦ
ଭୁବନେଶ୍ୱର,୧୮ା୧: କିଛିଦିନ ତଳେ ବିଜେଡିରୁ ବହିଷ୍କୃତ ହୋଇଥିବା ବିଧାୟକ ଅରବିନ୍ଦ ମହାପାତ୍ର ଶେଷରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ସବୁଦିନ ମୋ’ ବିରୋଧରେ ନୂଆ ନୂଆ ଅଭିଯୋଗ ଆଣୁଛି ବିଜେଡି। ତେବେ ବିଜେଡିର ଅଭିଯୋଗ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ଅରବିନ୍ଦ।…
୮ ପଥର ବୋଝେଇ ହାଇଓ୍ବା ଜବତ, କାଗଜପତ୍ର ଯାଞ୍ଚ ଆରମ୍ଭ
ମହାକାଳପଡ଼ା,୧୮ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଓ ଖଣିଜ ସମ୍ପଦ ବିଭାଗ ପକ୍ଷରୁ ବେଆଇନ ଭାବରେ ୮ଟି ପଥର ବୋଝେଇ ହାଇଓ୍ବା ଜବତ କରିଛି। ମିଳିଥିବା ସୂଚନା ଅନୁସାରେ, ଗୋବରୀ ନଦୀ ପାର୍ଶ୍ୱରେ କୂଳ ଲଙ୍ଘୁଥିବାରୁ ପଥର ପ୍ୟାକିଂ…
ନଦୀରୁ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ: ପ୍ରଥମେ ପାଦ ପରେ ମିଳିଲା…
ବଲାଙ୍ଗୀର/ପାଟଣାଗଡ଼,୧୮।୧(ସୁନିଲ ମହାନ୍ତି/ସଚ୍ଚିଦାନନ୍ଦ ମହାକୁର) ବଲାଙ୍ଗୀର ଜିଲା ଲରମ୍ଭା ଥାନା ହିର୍ଲି ନଦୀରୁ ଖଣ୍ଡ ବିଖଣ୍ଡିତ ମୃତଦେହ ରବିବାର ଠାବ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାର କୋଣସି ପରିଚୟ ମିଳିପାରିନାହିଁ। ଲରମ୍ଭା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ନଦୀ…
ରୋଚକ ହେଉଛି ଯାଜପୁର ରାଜନୀତି: ଗୋଟିଏ ଦିନରେ ଦୁଇଥର ଦଳ ପରିବର୍ତ୍ତନ
ଯାଜପୁର,୧୮।୧: ଭାଜପାକୁ ଶକ୍ତ ଝଟ୍କା। ଭାଜପାରେ ମିଶିବାର ୨୪ ଘଣ୍ଟା ନପୂରୁଣୁ ବିଜେଡିକୁ ଫେରିଲେ ବିଜେଡି ନେତ୍ରୀ। ଯାଜପୁର ଜଲାପରିଷଦ ସଭ୍ୟା ଟିନା ହାଇବୃ ବିଜେଡିକୁ ଫେରିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଡାନି ଘଡେଇଙ୍କ ସହ ଫଟୋ ଭାଇରାଲ ହୋଇଛି। ଗତକାଲି…
ଜାତୀୟ ରାଜପଥ କଡ଼ ସୋଲାର ଲାଇଟ ଅଚଳ: ମରାମତି ପାଇଁ ଚାଲିଛି ସର୍ଭେ
ଦାରିଙ୍ଗବାଡ଼ି,୧୮।୧(ଅରୁଣ ସାହୁ): ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥର ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ ପଞ୍ଚୁପଲଠାରୁ ବାଲିଗୁଡା ମଧ୍ୟରେ ରାଜପଥର ୨ କଡ଼ରେ ସୋଲାର ପ୍ୟାନେଲ, ବ୍ୟାଟେରି ଥାଇ ଷ୍ଟ୍ରିଟ ଲାଇଟ୍ ବ୍ୟବସ୍ଥା କରାଯଇଥିଲା। ମୋଟ ୩୫୪ଟି ପୋଲରେ ଏହି…
ଚିଲିକାରେ ଚାଲିଛି ପକ୍ଷୀ ଗଣନା
କୃଷ୍ଣପ୍ରସାଦ,୧୮।୧(କୈଳାଶ ଚନ୍ଦ୍ର ପଟନାୟକ): ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ସକାଳ ୬ ଟା ରୁ ୧୨ ଟା ଯାଏ ଗଣନା କରାଯିବ। ଏଥିପାଇଁ ୫ଟି ରେଞ୍ଜରେ ୨୨ ଟିମ୍ ଗଠନ କରାଯାଇଛି। ରାତିରେ ପକ୍ଷୀ ଗଣନାର ଚୂଡାନ୍ତ ତାଲିକା ପ୍ରକାଶ…
ଘରେ ପଶିଲେ, କିଛି କହିବା ପୂର୍ବରୁ ବେକ, କାନକୁ ହାଣି ପକାଇଲେ
ଦିଗପହଣ୍ଡି,୧୮।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡେଶ୍ୱର ଗ୍ରାମ ଇନ୍ଦିରା ଆବାସ କଲୋନୀରେ ଅଭାବନୀୟ ଘଟଣା ଘଟିଛି। କଲୋନୀରେ ରହୁଥିବା କୁମାରୀ ସେଠୀ(୫୮) ଏବଂ ତାଙ୍କ ଦୁଇ ଅବିବାହିତ କନ୍ୟା ସବିତା ସେଠୀ(୩୨),ଝିଲି ସେଠୀ(୨୪)ଙ୍କୁ…
ଚିଲିକାରେ ପକ୍ଷୀ ଗଣନା ଆଜି
ବାଲୁଗଁା,୧୮ା୧(ସଂଗ୍ରାମ ପାଇକରାୟ): ଚିଲିକା ବନ୍ୟପ୍ରାଣୀ ବିଭାଗ ବାଲୁଗଁା ଆନୁକୂଲ୍ୟରେ ରବିବାର ଚିଲିକାରେ ପକ୍ଷୀ ଗଣନା ହେବ। ଏହି ପରିପ୍ରେକ୍ଷୀରେ ଶନିବାର ବାଲୁଗଁା ନିକଟ ବଡ଼କୁଳସ୍ଥିତ ସିଡିଏ ଆର୍ଦ୍ରଭୂମି ଗବେଷଣା କେନ୍ଦ୍ର ସମ୍ମିଳନୀ କକ୍ଷରେ ଗଣନାକାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ମୋଟ ୨୨ଟି…
ତେଲେଇ ହେବାକୁ…
ଭୁବନେଶ୍ୱର,୧୮ା୧(ସୁନିତ୍ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନରେ କ୍ଷମତାରୁ ଯିବାପରଠାରୁ ଦଳୀୟ ବ୍ୟାପାରରେ ସମ୍ପୂର୍ଣ୍ଣ ନୀରବ ରହି ଆସୁଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ଶୃଙ୍ଖଳା ପ୍ରସଙ୍ଗକୁ ନେଇ ହଠାତ୍ କ୍ରିୟାଶୀଳ କିପରି ହୋଇଗଲେ ତାହାକୁ ନେଇ ସବୁଆଡ଼େ ଚର୍ଚ୍ଚା ଜୋର୍…
ଶିବଲିଙ୍ଗ ଉପରେ ପୂଜକଙ୍କ ମୃତଦେହ, ତା’ପରେ ଯାହା ଘଟିଲା…
ଜଗତ୍ସିଂହପୁର,୧୮ା୧(ପ୍ରମୋଦ କୁମାର ନାୟକ):ଜଗତ୍ସିଂହପୁର ଥାନା ପୁନଙ୍ଗସ୍ଥିତ ପୁନେଶ୍ୱର ମହାଦେବ ମନ୍ଦିରରେ ଶନିବାର ଅଭାବନୀୟ ଘଟଣା ଘଟିଛି। ମନ୍ଦିରର ପାତାଳଫୁଟା ଶିବଲିଙ୍ଗ ଉପରୁ ମନ୍ଦିର ପୂଜକ ଓମ୍ପ୍ରକାଶ ପଣ୍ଡା ଓରଫ ଶିବୁନା (୨୪)ଙ୍କ ମୃତଦେହ ମିଳିଛି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ମୃତ୍ୟୁର କାରଣ…
ରାଜ୍ୟକୁ ଆସିବ ୧ ଲକ୍ଷ କୋଟିର ପୁଞ୍ଜି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୮ା୧(ଅନୁରାଧା ମହାରଣା): କୋଲକାତାରେ ଅନୁଷ୍ଠିତ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ ରୋଡ୍ ଶୋ’ରୁ ଓଡ଼ିଶା ପାଇଁ ୧ଲକ୍ଷ କୋଟି ଟଙ୍କାର ନିବେଶ ସମ୍ଭାବନା ସୃଷ୍ଟି ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଭୁବନେଶ୍ୱର ଫେରିବା ପରେ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି…

