ଆଜିଠୁ ୩ ବର୍ଷିଆ ଇଣ୍ଟିଗ୍ରେଟେଡ୍ ବି.ଏଡ୍, ଏମ୍.ଏଡ୍ ନାମଲେଖା: ଜାଣନ୍ତୁ କେମିତି କରିବେ ଆବେଦନ
ଭୁବନେଶ୍ୱର,୪ା୮(ସୁଚିସ୍ମିତା ସାହୁ):ତିନିବର୍ଷିଆ ଇଣ୍ଟିଗ୍ରେଟେଡ୍ ବି. ଏଡ୍ ଏବଂ ଏମ୍.ଏଡ୍ ନାମଲେଖା ପାଇଁ ସୋମବାରଠାରୁ ଆବେଦନ ଆରମ୍ଭ ହେବ। ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ରେଗୁଲାର ମୋଡ୍ରେ ପାଠପଢ଼ା ସୁବିଧା ଥିବାବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏବଂ ଫକୀର ମୋହନ…
୩ ଜିଲାରେ ପ୍ରବଳ ବର୍ଷିବ, ୧୭ ଜିଲାକୁ ବଜ୍ରପାତ ସତର୍କତା
ଭୁବନେଶ୍ୱର,୪ା୮ (ଅନୁରାଧା ମହାରଣା):ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି। ରବିବାର ଚାନ୍ଦବାଲିରେ ସର୍ବାଧିକ ୫୨.୬ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ବାଲେଶ୍ୱରରେ ୧୪.୦ ମିମି, ଭଦ୍ରକରେ ୧୦.୦ ମିମି, କେନ୍ଦ୍ରପଡ଼ାରେ ୬.୪ ମିମି, ରାଉରକେଲାରେ ୩.୧ ମିମି, ଯାଜପୁରରେ ୧.୫ ମିମି,…
ବାଲେଶ୍ବର FM ଛାତ୍ରୀ ଆତ୍ମାହୁତି ଘଟଣା: ଯିଏ ଉଦ୍ଧାର କରିଥିଲେ ତାଙ୍କୁ ବାନ୍ଧିଲା ପୋଲିସ
ବାଲେଶ୍ୱର,୪।୮: ବାଲେଶ୍ବର FM ଛାତ୍ରୀ ଆତ୍ମାହୁତି ଘଟଣାରେ ୨ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଜଣେ ଛାତ୍ର ଓ ଜଣେ ଅଣଛାତ୍ର ରହିଛନ୍ତି। ସେମାନେ ହେଲେ ଛାତ୍ରୀଙ୍କୁ ଉଦ୍ଧାର କରିଥିବା ଜ୍ୟୋତି ପ୍ରକାଶ ବିଶ୍ବାଳ ଓ ଶୁଭ୍ର ସମ୍ବିତ…
ବଳଙ୍ଗା ପୀଡ଼ିତାଙ୍କ ମୃତଦେହ ଭୁବନେଶ୍ୱରରେ ପହଞ୍ଚିଲା, ଏୟାରପୋର୍ଟରେ କଡ଼ା ସୁରକ୍ଷା ବ୍ୟବସ୍ଥା
ଭୁବନେଶ୍ୱର,୩।୮: ପୁରୀ ଜିଲା ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ପୀଡ଼ିତାଙ୍କ ମୃତଦେହ ଦିଲ୍ଲୀରୁ ବିମାନ ଯୋଗେ ରବିବାର ରାତିରେ ଭୁବନେଶ୍ୱର ପହଞ୍ଚିଛି। ଏହି ଘଟଣାକୁ ନେଇ ରାଜ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ କଡ଼ା…
ଓଡ଼ିଶା ଆସୁଛି ବଳଙ୍ଗା ପୀଡ଼ିତାଙ୍କ ମୃତଦେହ
ଭୁବନେଶ୍ୱର,୩।୮: ଓଡ଼ିଶା ଆସୁଛି ବଳଙ୍ଗା ପୀଡ଼ିତାଙ୍କ ମୃତଦେହ। ଦିଲ୍ଲୀରୁ ବିମାନ ଯୋଗେ ଓଡ଼ିଶା ଅଣାଯାଉଛି ମୃତଦେହ। ରାତି ୧୧ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ସୂଚନା ମିଳିଛି। ଏନେଇ ଭୁବନେଶ୍ବର ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଏପରିକି ବିମାନ ବନ୍ଦର…
ମୟୂରଭଞ୍ଜରେ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଧମକ: ୨ ବର୍ଷ ହେଲା ପରୀକ୍ଷା ଅନୁଷ୍ଠିତ ହେଉନି
ମୟୂରଭଞ୍ଜ,୩ା୮: ମୟୂରଭଞ୍ଜ ଜିଲାର ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ (MSCBU) ଅଧୀନରେ ନର୍ସିଂ ଟେକ୍ନୋଲୋଜି ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରୀମାନେ ଦୁଇ ବର୍ଷ ଧରି ପରୀକ୍ଷା ଅନୁଷ୍ଠିତ ନହେବାରୁ ଗଭୀର ମାନସିକ ସଙ୍କଟରେ ଅଛନ୍ତି। ପରୀକ୍ଷା ଓ ସାର୍ଟିଫିକେଟ ନ…
ଓଡ଼ିଶାରେ ଆଗାମୀ ୫ ଦିନ ପ୍ରବଳ ବର୍ଷା: IMD ଜାରି କଲା ଚେତାବନୀ
ଭୁବନେଶ୍ୱର,୩ା୮: ଭାରତୀୟ ପାଣିପାଗ ବିଭାଗ (IMD) ରାଜ୍ୟରେ ଆଗାମୀ ୫ ଦିନ, ଅର୍ଥାତ୍ ଅଗଷ୍ଟ ୮ ପର୍ଯ୍ୟନ୍ତ ପ୍ରବଳ ବର୍ଷା, ଘଡ଼ଘଡ଼ି ଓ ଝଡ଼ବଳା ପବନ ସହ ବିଜୁଳି ହେବାର ସମ୍ଭାବନା ଥିବା ନେଇ ହଳଦିଆ ଚେତାବନୀ ଜାରି କରିଛି। ଏକ…
କାଉଡ଼ିଆଙ୍କ ପାଦ ସେବା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ
ଧାମନଗର,୩।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବିଧାୟକ ତଥା ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆରଡ଼ି ଆଖଣ୍ଡଳମଣି ପୀଠକୁ ଜଳଲାଗି କରିବାକୁ ଯାଉଥିବା କାଉଡ଼ିଆଙ୍କ ପାଦ ସେବା କରିଛନ୍ତି। କାଉଡ଼ିଆମାନେ ସୋମବାର ବାବାମଣିଙ୍କୁ ଜଳଲାଗି କରିବେ। ରବିବାର ଅପରାହ୍ନରୁ ସା…
ଆନ୍ଧ୍ର ପଥର ଖଣି ଦୁର୍ଘଟଣା: ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩।୮: ଆନ୍ଧ୍ର ପ୍ରଦେଶର ବପଟ୍ଲା ଜିଲା ଅନ୍ତର୍ଗତ ବଲିକୁରଭା ନିକଟସ୍ଥ ସତ୍ୟକୃଷ୍ଣା ଗ୍ରାନାଇଟ୍ ଖଣିରେ ରବିବାର ସକାଳେ ଘଟିଥିବା ଏକ ଦୁଃଖଦ ଦୁର୍ଘଟଣାରେ ୬ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଗଞ୍ଜାମ ଜିଲାର ଦଣ୍ଡ ବଡ଼ତ୍ୟା, ବନମାଳ…
ନଦୀକୁ ଡେଇଁପଡ଼ିଲେ ଯୁବତୀ: ୪ କିଲୋମିଟର ପହଁରି ଜୀବନ ବଞ୍ଚାଇଲେ ୩ ସାହସୀ ଯୁବକ
କେନ୍ଦ୍ରାପଡ଼ା/ମାର୍ଶାଘାଇ,୩।୮(ଜଗନ୍ନାଥ ଧଳ/ ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅନ୍ତର୍ଗତ କଳପଡ଼ାସ୍ଥ ପୋଲ ଉପରୁ ଲୁଣାନଦୀକୁ ଜଣେ ଯୁବତୀ ରବିବାର ଡେଇଁପଡିଥିଲେ। ଯୁବତୀ ଜଣକ ନଦୀର ପ୍ରଖର ଶୁଅରେ ଭାସି ଯାଉଥିବା ବେଳେ ୩ ଜଣ ସାହସୀ ଯୁବକ…
ହାତୀ ଘଉଡ଼ାଇବା ବେଳେ ଚାଷୀଙ୍କୁ ଦଳିଦେଲା ଦନ୍ତା
କେନ୍ଦୁଝର,୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡରେ ହାତୀ ଆକ୍ରମଣ ଜନିତ ମୃତ୍ୟୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଚାଷୀ ନିଜ ଫସଲକୁ ଜଗିବାକୁ ଯାଇ ଜୀବନ ହାରୁଥିବା ଦେଖିବାକୁ ମିଳୁଛି। ଏଭଳି ଏକ ଘଟଣା ଘଟିଛି ଭୂୟାଁ…
ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ସିଡିଓ, ବିଡିଓ, ଏମ୍ଜିଏନ୍ଆର୍ଇିଜିଏସ୍ ଶ୍ରମିକ ନିୟୋଜିତ ନେଇ କହିଲେ…
ଦାରିଙ୍ଗବାଡ଼ି,୩ା୮(ଅରୁଣ ସାହୁ): କନ୍ଧମାଳ ଜିଲା ସିଡିଓ (ମୁଖ୍ୟ ଉନ୍ନୟନ ଅଧିକାରୀ)ଶମ୍ଭୁନାଥ ନନ୍ଦୀ ଶନିବାର ଦାରିଙ୍ଗବାଡ଼ିର ସର୍ବ ବୃହତ ପଞ୍ଚାୟତ ପର୍ତ୍ତମାହାର ଦୁର୍ଗମ ବିଭିନ୍ନ ଗ୍ରାମ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ କାର୍ଯ୍ୟ ସମେତ…
Archives


