ମୌସୁମୀ ଆସିବାରେ ବିଳମ୍ବ: ଆଗେଇପାରୁ ନାହିଁ ଚାଷକାର୍ଯ୍ୟ
ନୟାଗଡ଼ ଅଫିସ,୧୮ା୬- ଜୁନ୍ ମାସର ଅଧାରୁ ଅଧିକ ଦିନ ବିତିସାରିଛି। ହେଲେ ଏ ପର୍ଯ୍ୟନ୍ତ ମୌସୁମୀର ଦେଖାନାହିଁ। ବର୍ତ୍ତମାନ ସମୟରେ ବର୍ଷା ପରିବର୍ତ୍ତେ ସାରା ରାଜ୍ୟରେ ଗୀଷ୍ମର ଲହରି ଜାରି ରହିଛି। ନୟାଗଡ଼ ଜିଲାରେ ମଧ୍ୟ ସମାନ ଅବସ୍ଥା। ବର୍ଷା...
୧.୩୫ ଲକ୍ଷ କୋଟି ଟପିପାରେ ରାଜ୍ୟ ବଜେଟ
ଭୁବନେଶ୍ୱର,୧୮ା୬(ବ୍ୟୁରୋ): ଆସନ୍ତା ୨୮ ତାରିଖରେ ବିଧାନସଭାରେ ୨୦୧୯-୨୦ ଆର୍ଥିକବର୍ଷ ଲାଗି ବଜେଟ ଉପସ୍ଥାପନ କରାଯିବ। ଏ ନେଇ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। ଆସନ୍ତା ବଜେଟ ୧ ଲକ୍ଷ ୩୫ ହଜାର କୋଟି ଟଙ୍କାକୁ ଟପିଯିବ ବୋଲି ଅନୁମାନ କରାଯାଇଛି।...
ମା’ ଉଗ୍ରତାରା ପୀଠରେ ରଜଯାତ୍ରାମହାଲକ୍ଷ୍ମୀ ବୁଡ଼ରେ ହୁଏ ମାଛ ଭୋଗ
ନିରାକାରପୁର/ଟାଙ୍ଗୀ(ଖୋର୍ଦ୍ଧା),୧୮ା୬(ଡି.ଏନ୍.ଏ.)-ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ନୂଆଗଡ଼ ପଞ୍ଚାୟତ ଅନ୍ତର୍ଗତ ମୂଳିଝରସ୍ଥିତ ହାତିଆଶୁଣୀ ପାହାଡ଼ ପାଦଦେଶରେ ପ୍ରତିଷ୍ଠିତ ହୋଇଛନ୍ତି ମା’ ଉଗ୍ରତାରା ଶାକ୍ତ, ତାନ୍ତ୍ରିକ ପୀଠ ା ସୂର୍ଯ୍ୟବଂଶୀ ଗଜପତି ରାଜାଙ୍କ ରାଜତ୍ୱ ସମୟରେ ଏକ ନିଆରା ପରମ୍ପରା ବହନ କରି...
ସମୁଦ୍ରରେ ଚାଲିଛି ଚୋରା ତେଲ ବ୍ୟବସାୟ
ପାରାଦୀପ,୧୮ା୬(ସ୍ବ.ପ୍ର.): ଦୀର୍ଘ ୨ ମାସ ଧରି ଜାରି ହୋଇଥିବା ସାମୁଦ୍ରିକ କଟକଣା ଗତ ୧୪ ତାରିଖ ରାତିରେ ହଟିବା ପରେ ଏବେ ସମୁଦ୍ରରେ ଜୋରଦାର ମାଛଧରା ଚାଲିଛି। ଶତାଧିକ ମାଛଧରା ଟ୍ରଲର ସମୁଦ୍ରରେ ଘୁରି ବୁଲୁଛନ୍ତି। ଏସବୁକୁ ଦୃଷ୍ଟିରେ ରଖି...
ହାତୀ ମୃତ୍ୟୁ ଘଟଣା: ବିଦ୍ୟୁତ୍ ତାର ଜବତ, ଶିକାରୀ ଗିରଫ
ଢେଙ୍କାନାଳ ଅଫିସ,୧୭।୬-ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍ କଡଲା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗତ ୧୨ରେ ଏକ ଦନ୍ତାହାତୀ ବିଦ୍ୟୁତ ସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲା। ଏହି ଘଟଣାରେ ବନବିଭାଗ ସୋମବାର ଉକ୍ତ ଗ୍ରାମର ଶିକାରୀ ବିଶ୍ୱନାଥ ସାମଲ(୫୮)ଙ୍କୁ ଗିରଫ କରିଛି।...
ରବିଧାନ କିଣା ଦାବି: ଏକକାଳୀନ ୪ଟି ଜାଗାରେ ରାସ୍ତାରୋକୋ
ନୂଆପଡା ଅଫିସ,୧୭ା୬: ବର୍ତ୍ତମାନ ବର୍ଷାଋତୁ ପାଖେଇ ଆସୁଥିବାବେଳେ କାଳବୈଶାଖୀ ବର୍ଷାରେ ଭିଜି ମଣ୍ଡିରେ ପଡ଼ିଥିବା ଧାନ ସବୁ ଗଜା ହେବାରେ ଲାଗିଥିବାବେଳେ ମିଲର୍ସମାନେ କଟନି ଛଟନିଦାବିରେ ମଣ୍ଡିରୁ ଧାନ ଉଠାଉନାହାନ୍ତି । ଏଭଳି ସ୍ଥିତିରେ ମଣ୍ଡିଗୁଡିକରେ ହଜାର ହଜାର ବସ୍ତା...
ସିଂହଦ୍ୱାରରେ ସ୍ଥାପନ ହେଲା ଜୟ, ବିଜୟ ମୂର୍ତ୍ତି
ପୁରୀ ଅଫିସ, ୧୭।୬: ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସୋମବାର ଶ୍ରୀମନ୍ଦିର ସିଂହଦ୍ୱାରରେ ଦ୍ୱାରପାଳ ଜୟ ଓ ବିଜୟଙ୍କ ନବନିର୍ମିତ ମୂର୍ତ୍ତି ସ୍ଥାପନ କରାଯାଇଛି। ମେ’ ୩ ତାରିଖରେ ବାତ୍ୟା ‘ଫନୀ’ରେ ସିଂହଦ୍ୱାରରେ ଥିବା ଉକ୍ତ ମୂର୍ତ୍ତି ଭାଙ୍ଗିଯାଇଥିଲା। ରବିବାର...
ମୋରଡ଼ାରେ ଡବଲ ମର୍ଡର: ସ୍ତ୍ରୀ, ଶାଶୁ ମୃତ: ପୋଲିସର ଅବହେଳାକୁ ଦାୟୀକଲେ ସ୍ଥାନୀୟ ଲୋକେ
ବାରିପଦା ଅଫିସ,୧୭।୬: ମୋରଡ଼ା ଥାନା ଚିକିଟାମାଟିଆ ପଞ୍ଚାୟତ ଖୁଣ୍ଟାପାଳ ଗ୍ରାମରେ ସୋମବାର ଏକ ଡବଲ ମର୍ଡର ଘଟିଛି। ସକାଳ ପ୍ରାୟ ସାଢ଼େ ୬ଟାରେ ଅନୈତିକ ସମ୍ପର୍କ ସନ୍ଦେହରେ ଜଣେ ବ୍ୟକ୍ତି କୁରାଢ଼ିରେ ହାଣି ସ୍ତ୍ରୀ ଓ ଶାଶୁଙ୍କୁ ହତ୍ୟା କରିଛନ୍ତି।...
ଯୁବକଙ୍କୁ ଗଳାକାଟି ହତ୍ୟା: ପୂର୍ବଶତ୍ରୁତା ସନ୍ଦେହ
ବ୍ରହ୍ମପୁର ଅଫିସ,୧୭।୬: ସଦର ଥାନା ଅନ୍ତର୍ଗତ ବାସୁଦେବପୁର ପଞ୍ଚାୟତ ବୁରୁଡ଼ା ଗ୍ରାମ ନିକଟ ଏକ କେନାଲରୁ ସୋମବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ପଦ୍ମନାଭ ମଲ୍ଲିକଙ୍କ ପୁଅ ପ୍ରକାଶ। ତାଙ୍କ ଘର ଦିଗପହଣ୍ଡି ଥାନା...
ସଂସ୍କୃତରେ ଶପଥ ନେଲେ ପ୍ରତାପ ଷଡ଼ଙ୍ଗୀ
ଭୁବନେଶ୍ୱର, ୧୭।୬(ବ୍ୟୁରୋ): ସୋମବାରଠାରୁ ଆରମ୍ଭ ହୋଇଛି ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ। ନୂଆ ସଦସ୍ୟଙ୍କୁ ଶପଥ ପାଠ କରାଉଛନ୍ତି ଅନ୍ତରୀଣ ବାଚସ୍ପତି ବୀରେନ୍ଦ୍ର କୁମାର। ପ୍ରଥମେ ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପରେ ସଂସ୍କୃତ ଭାଷାରେ ଶପଥ ନେଇଛନ୍ତି...
ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ ସାଇବର ଥାନା
ଭୁବନେଶ୍ୱର, ୧୭।୬(ବ୍ୟୁରୋ): ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ସାଇବର ଥାନା। ଭୁବନେଶ୍ୱର, ବାଲେଶ୍ୱର ଏବଂ ଜୟପୁରରେ ଏହି ସାଇବର ଥାନା ପ୍ରତିଷ୍ଠା କରାଯିବ। ନୂଆ ସାଇବର ଥାନା ସମ୍ପର୍କରେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। ସେ...
ଇଚ୍ଛାପୁରସ୍ଥ ସ୍ନାନମଣ୍ଡପରେ ଶ୍ରୀବଳଦେବଜୀଉ
କେନ୍ଦ୍ରାପଡ଼ା ଅଫିସ, ୧୭ା୬: ସୋମବାର ଦେବସ୍ନାନ ପୂର୍ଣ୍ଣିମା। ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲା ଇଚ୍ଛାପୁରସ୍ଥିତ ଶ୍ରୀବଳଦେବଜୀଉ ମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ନୀତି ଆରମ୍ଭ ହୋଇଛି। ସ୍ନାନପୂର୍ଣ୍ଣିମା ଉପଲକ୍ଷେ ରବିବାର ରାତିରେ ବଡ଼ସିଂହାର ବେଶ ପରେ...
Archives


