ଜୁଆଆଡ୍ଡାରେ ଚଢ଼ାଉ, ୭ ଜଣଙ୍କୁ ବାନ୍ଧିଲା ପୋଲିସ
ଚିକିଟି,୮ା୮(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ଚିକିଟି ଫାଣ୍ଡି ଅନ୍ତର୍ଗତ ଧାନଘର ଛକରେ ଗୁରୁବାର ରାତିରେ ଦୀର୍ଘଦିନ ଧରି ଚାଲିଥିବା ଜୁଆଆଡ୍ଡା ଉପରେ ଚିକିଟି ଫାଣ୍ଡି ପୋଲିସ ଚଢ଼ାଉ କରିଛି। ଏଥିରେ ୭ଜଣ ଜୁଆଡ଼ିଙ୍କୁ ଗିରଫ କରିବା…
ପୋଲିସ ଏସ୍ଆଇଙ୍କ ନାଁରେ ସାଂଘାତିକ ଅଭିଯୋଗ: ନାବାଳିକା ଝିଅକୁ ବିବାହ କରିବା ପରେ ଦେଉଥିଲେ…
ଜଗତସିଂହପୁର,୮ା୮: ଜଗତସିଂହପୁର ପୋଲିସ ଏସ୍ଆଇଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ହୋଇଛି। ଏସ୍ଆଇ ଜଣେ ନାବାଳିକା ଝିଅକୁ ବିବାହ କରି ଘରୁ ତଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ପରେ ଜଗତସିଂହପୁର ସଦର ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ବିବାହ…
ଟ୍ରମ୍ପଙ୍କ ଟାରିଫ୍ ବୃଦ୍ଧି: ଓଡ଼ିଶାର ଚିଙ୍ଗୁଡ଼ି ରପ୍ତାନି ୭୦% ହ୍ରାସ ଆଶଙ୍କା
ଭୁବନେଶ୍ୱର,୮।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତୀୟ ଆମଦାନୀ ଉପରେ ୫୦ ପ୍ରତିଶତ ଶୁଳ୍କ ଘୋଷଣା ଓଡ଼ିଶାର ଚିଙ୍ଗୁଡ଼ି ଓ ସାମୁଦ୍ରିକ ଖାଦ୍ୟ ରପ୍ତାନି ଉପରେ ଗଭୀର ପ୍ରଭାବ ପକାଇବ। ଓଡ଼ିଶା ଦେଶର ଅନ୍ୟତମ ପ୍ରମୁଖ ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀ ରାଜ୍ୟ…
ପିଲା ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ କାବୁକଲେ ଗ୍ରାମବାସୀ
ଆନନ୍ଦପୁର,୮ା୮(ସୁଶାନ୍ତ କୁମାର ସାହୁ): ପିଲା ଚୋରି ସନ୍ଦେହ କରି ଜଣେ ଯୁବକଙ୍କୁ ଅଟକ ରଖି ପୋଲିସର ଜିମା ଦେଲେ ଗ୍ରାମବାସୀ। କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ନୂଆଗାଁ ଏବଂ ଖଲଣା ଗାଁରେ ପିଲା ଚୋରିକୁ ନେଇ ଏକ ଗୁଜବ ପ୍ରଚାର ହୋଇଥିଲା।…
ରାଜ୍ୟରେ ଗୋ ହତ୍ୟା ସଂପୂର୍ଣ୍ଣ ନିଷେଧ: ହାଇକୋର୍ଟଙ୍କୁ ସରକାରଙ୍କ ସୂଚନା
ଢେଙ୍କାନାଳ,୮।୮: ଓଡ଼ିଶାରେ ଗୋ ହତ୍ୟା ସଂପୂର୍ଣ୍ଣ ନିଷେଧ ହୋଇଥିବା ରାଜ୍ୟ ସରକାର ଓଡ଼ିଶା ହାଇକୋର୍ଟଙ୍କୁ ଅବଗତ କରିଛନ୍ତି। ଓଡ଼ିଶା ଗୋ ହତ୍ୟା ନିରୋଧ ଆଇନ, ୧୯୬୦ର ଧାରା ୩ ଏବଂ ଓଡ଼ିଶା ପୌର ନିଗମ ଆଇନ, ୨୦୦୩ର ଧାରା ୫୬୨ ଅନୁସାରେ…
ପୋଲିସ ମୋଟର ଟ୍ରାନ୍ସପୋର୍ଟରେ ଡ୍ରାଇଭର ନିଯୁକ୍ତି: ବୟସସୀମା ୪ ବର୍ଷ କୋହଳ
କଟକ,୮।୮: ଓଡ଼ିଶା ପୋଲିସ ମୋଟର ଟ୍ରାନ୍ସପୋର୍ଟ (ପିଏମ୍ଟି) ବିଭାଗରେ ଡ୍ରାଇଭର ନିଯୁକ୍ତି ପାଇଁ ଆଶାୟୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସରକାର ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୪ ବର୍ଷ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ସମ୍ପର୍କରେ ଆଡଭୋକେଟ୍…
ବୁଲେଟ୍କୁ ଧକ୍କା ଦେଲା ବସ୍, ଚାଲିଗଲା ୨ ଜୀବନ
ବୌଦ୍ଧ,୮ା୮(ଅଜିତ କୁମାର ବାରିକ): ଗୁରୁବାର ବିଳମ୍ବିତ ରାତିରେ ଜାତୀୟ ରାଜପଥ ନଂ ୫୭ର ବାଉଁଶୁଣୀ ଥାନା ଗଜରାଜପୁର ଗ୍ରାମ ନିକଟରେ ଏକ ଯାତ୍ରୀବାହୀ ବସ୍ ସହ ବୁଲେଟ୍ ମଧ୍ୟରେ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନାନୁଯାୟୀ, ବାଉଁଶୁଣୀ…
କାମାକ୍ଷାନଗରରେ ଭୟଙ୍କର ବସ୍ ଦୁର୍ଘଟଣା: ୨୦ରୁ ଅଧିକ ଯାତ୍ରୀ ଗୁରୁତର
ଢେଙ୍କାନାଳ,୮।୮: ଢେଙ୍କାନାଳ ଜିଲାର ତୁମୁସିଂହା ଥାନା ଅନ୍ତର୍ଗତ କନ୍ତିଓକାଟେଣି ନିକଟରେ ରେଙ୍ଗାଲି ଶାଖା କେନାଲରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବା ଫଳରେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏହି ଘରୋଇ ବସ୍ଟି ପରଜଙ୍ଗ ଅଞ୍ଚଳରୁ ୫୦ରୁ ଅଧିକ ଯାତ୍ରୀଙ୍କୁ…
ଶେଷ ପର୍ଯ୍ୟାୟରେ ମହାପ୍ରଭୁଙ୍କ ରାଖୀ ପ୍ରସ୍ତୁତି
ପୁରୀ,୮।୮(ଅଜିତ୍ କୁମାର ମହାନ୍ତି): ରକ୍ଷାବନ୍ଧନ ଭାଇ ଭଉଣୀ ଭିତରେ ଥିବା ସ୍ନେହ ଓ ପବିତ୍ର ବନ୍ଧନର ପର୍ବକୁ ଦର୍ଶାଇଥାଏ। ଏହି ପବିତ୍ର ବନ୍ଧନର ଝଲକ ଶ୍ରୀମନ୍ଦିରରେ ତଥା ଶ୍ରୀଜଗନ୍ନାଥ ସଂସ୍କୃତିରେ ମଧ୍ୟ ଦେଖିବାକୁ ମିଳିଥାଏ। ପବିତ୍ର ରକ୍ଷାବନ୍ଧନ ପର୍ବ ଶ୍ରାବଣ ମାସର…
ରେଳ ଟ୍ରାକ୍ ଉପରେ ପଥର, ଦୀର୍ଘ ସମୟ ଅଟକିଲା ବିଶାଖାପାଟଣା- କୋର୍ବା ଟ୍ରେନ୍
ରାୟଗଡ଼ା,୮ା୮(ଆଶିଷ ରଞ୍ଜନ ପଣ୍ଡା): ଗୁରୁବାର ବିଳମ୍ବିତ ରାତିରେ ରେଳ ଟ୍ରାକ୍ ଉପରେ ପଥର ପଡିଯିବାରୁ ବିଶାଖାପାଟଣାରୁ କୋର୍ବା ଯାଉଥିବା ଟ୍ରେନ୍ ଦୀର୍ଘ ସମୟ ଧରି ଅଟକି ରହିଥିଲା। ବିଭାଗୀୟ ଅଧିକାରୀ ଏନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ପଥର ବାହାର…
ଘରେ ନାହିଁ ବିଦ୍ୟୁତ୍ ସଂଯୋଗ, ବିଲ୍ ଆସିଛି ୧୦ ହଜାର ୪ ଶହ ୭୦ ଟଙ୍କା
ମୋହନା,୭।୮(ମନ୍ମଥ ମିଶ୍ର): ଘରେ ହୋଇ ନାହିଁ ବିଦ୍ୟୁତ୍ ସଂଯୋଗ। ହେଲେ ବିଲ୍ ଆସିଛି ୧୦ ହଜାର ୪ ଶହ ୭୦ ଟଙ୍କା। ଏଭଳି ଏକ ଅଭିଯୋଗ ଆସିଛି ଗଜପତି ଜିଲା ମୋହନା ବ୍ଲକ ଢେପାଗୁଡ଼ା ପଞ୍ଚାୟତ ଗୋଠକେଳି ଗାଁରୁ। ଗାଁର ସୁରେନ୍ଦ୍ର…
ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କଲେ ଡେଲିଭରି ବୟ, ଜାଣନ୍ତୁ କ’ଣ ପାଇଁ…
ଭୁବନେଶ୍ବର: ଭରତପୁର ଥାନା ଶାମପୁର ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କୁ ଫୁଡ ଡେଲିଭରି ବୟ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫୁଡ ଡେଲିଭରି ଦେବାରେ ବିଳମ୍ବ ହେବାରୁ ପ୍ରଥମେ ମହିଳା ଏବଂ ଫୁଡ…
Archives


