ରାଜ୍ୟ

ବର୍ଷାରୁ ତ୍ରାହି ନାହିଁ: ଲଘୁଚାପ ସକ୍ରିୟ, ୧୯ ପର୍ଯ୍ୟନ୍ତ ବର୍ଷିବ

ଭୁବନେଶ୍ୱର,୧୫।୮: ଉତ୍ତର-ପଶ୍ଚିମ ଏବଂ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ସଂଲଗ୍ନ ଅଞ୍ଚଳ ଉପରେ ଲଘୁଚାପ ସକ୍ରିୟ ରହିଛି। ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୭.୬ କି.ମି. ଉପରେ ଦକ୍ଷିଣ ଆଡ଼କୁ ଢଳି ରହିଛି।…

ମାଧ୍ୟମିକ ଶିକ୍ଷା ପରିଷଦରେ ନୂଆ ଉପସଭାପତି ନିଯୁକ୍ତି

କଟକ,୧୪।୮: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE)ରେ ନୂଆ ନିଯୁକ୍ତି ଘୋଷଣା କରାଯାଇଛି। ଅମୁଲ୍ୟ ପ୍ରଧାନଙ୍କୁ ପରିଷଦର ଉପସଭାପତି ଏବଂ ଚକ୍ରଧର ବେହେରାଙ୍କୁ ନୂଆ ଡେପୁଟି କଣ୍ଟ୍ରୋଲର ଭାବେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ପରିଷଦର ପ୍ରଶାସନିକ କାର୍ଯ୍ୟକୁ ସୁଦୃଢ଼ କରିବା…

କଳାହାଣ୍ଡି ଜିଲାରେ ସ୍ବାସ୍ଥ୍ୟ ସେବା ବିପଯ୍ୟସ୍ତ: ୮ମାସରେ ବଦଳିଲେଣି ୩ ସିଡିଏମ୍‌ଓ, ୪୧୧ ଡାକ୍ତର ପଦବୀ ଖାଲି

ଭବାନୀପାଟଣା, ୧୪।୮ (ଉତ୍ତମ କୁମାର ଦାଶ) : କଳାହାଣ୍ଡି ଜିଲାରେ ସ୍ବାସ୍ଥ୍ୟସେବା ବିପଯ୍ୟସ୍ତ ହେବାରେ ଲାଗିଥିବାବେଳେ ବର୍ତ୍ତମାନ ୮ ମାସରେ ଜିଲାରେ ୩ ସିଡିଏମଓଙ୍କ ବଦଳି ହେବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି ହୋଇଛି। ପ୍ରକାଶ ଯେ, ଗତ ୨୦୨୪ ମସିହା…

ଅଶ୍ଳିଳ କମେଣ୍ଟ ପରେ କେହି ନ ଥିବାର ସୁଯୋଗ ନେଇ ମହିଳାଙ୍କୁ ବଳାତ୍କାର, ବନ୍ଧା ହେଲେ SI

ଫୁଲବାଣୀ, ୧୪।୮(ରାକେଶ କୁମାର ରାଉତ)-ଖାକିରେ ଲାଗିଛି ଦାଗ। ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ କନ୍ଧମାଳ ଜିଲା କୋଟଗଡ ଥାନାରେ କାର୍ଯ୍ୟରତ ଜଣେ ପୋଲିସ ସବ୍‌ ଇନ୍ସପେକ୍ଟର(ଏସ୍‌ଆଇ) ଗୁରୁବାର ଗିରଫ ହୋଇଛନ୍ତି। ସେ ହେଲେ ସ୍ମୃତି ସାଗର ସାମଲ। ତାଙ୍କ ଘର କଟକରେ।…

ପୁରୀ ହୋଟେଲ୍‌ରୁ ଦୁଇ ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ

ପୁରୀ,୧୪ା୮: ପୁରୀ ସହରର ଚକ୍ରତୀର୍ଥ ରୋଡ଼ସ୍ଥିତ ଏକ ହୋଟେଲରୁ ପଶ୍ଚିମବଙ୍ଗର ଜଣେ ପୁରୁଷ ଓ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସମୁଦ୍ରକୂଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ସୂତ୍ର…

ଓଡ଼ିଶାରେ ୧୮ ତାରିଖ ପର୍ଯ୍ୟନ୍ତ ବର୍ଷା: ଏହି ଜିଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର,୧୪ା୮: ଗୁରୁବାରଠାରୁ ଆସନ୍ତା ୧୮ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଏହାର ମୁଖ୍ୟ କାରଣ। ଏହି ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ…

ଭିନ୍ନ ଭିନ୍ନ ସ୍ଥାନରୁ ଶିକ୍ଷକ ଦମ୍ପତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ଓ ଆତ୍ମହତ୍ୟା ସନ୍ଦେହ

କେନ୍ଦୁଝର,୧୪।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ବାରିଆ ଥାନା ଅଞ୍ଚଳର ଶିକ୍ଷକ ଦମ୍ପତି ବୃନ୍ଦାବନ ମହାନ୍ତ (୫୦) ଓ ମଞ୍ଜୁଳା ମହାନ୍ତଙ୍କ (୪୫) ମୃତଦେହ ଦୁଇଟି ଭିନ୍ନ ସ୍ଥାନରୁ ଉଦ୍ଧାର ହୋଇଛି। ବୃନ୍ଦାବନ, ଯିଏ ବାରିଆ ଥାନା…

ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ: ଫାଇଲେରିଆ ଔଷଧ ନେଲା ଜୀବନ

ସୁବର୍ଣ୍ଣପୁର,୧୪।୮: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବିକଲପାଲି ଗାଁରେ ଗୁରୁବବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଫାଇଲେରିଆ ଔଷଧ ଖାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଅଙ୍ଗନଓ୍ବାଡି ଏବଂ ଆଶା ଦିଦି ବାଣ୍ଟିଥିବା ଔଷଧ ଖାଇ ଯୁବକ ଜଣକ…

ସ୍ୱାଧୀନତା ଦିବସରେ ୧୦୯୦ ପୋଲିସ କର୍ମଚାରୀଙ୍କୁ ସମ୍ମାନ, ଓଡ଼ିଶାରୁ ୩୧ ଜଣ

କଟକ,୧୪ା୮: ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଦେଶର ପୋଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ ଡିଫେନ୍ସ ଓ ସଂଶୋଧନ ସେବାରେ କାର୍ଯ୍ୟ କରୁଥିବା ୧୦୯୦ ଜଣ କର୍ମଚାରୀଙ୍କୁ ବିଭିନ୍ନ ପଦକ ପ୍ରଦାନ କରାଯିବ। କେନ୍ଦ୍ର ଗୃହ ମନ୍ତ୍ରାଳୟ ଘୋଷଣା କରିଥିବା ତାଲିକା…

ଭୁବନେଶ୍ୱର ମେଟ୍ରୋ ପାଇଁ କେନ୍ଦ୍ରକୁ ନୂଆ ପ୍ରସ୍ତାବ, ରୁଟ୍ ଚୂଡ଼ାନ୍ତ କରିବ ବୈଷୟିକ କମିଟି

ଭୁବନେଶ୍ୱର,୧୪ା୮: ଓଡ଼ିଶା ସରକାର ଭୁବନେଶ୍ୱରରେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଶୀଘ୍ର କେନ୍ଦ୍ର ସରକାରଙ୍କୁ ଏକ ନୂଆ ପ୍ରସ୍ତାବ ଦାଖଲ କରିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗୁରୁବାର ଘୋଷଣା କରିଛନ୍ତି। ମେଟ୍ରୋ ପ୍ରକଳ୍ପ ଉପରେ ମନ୍ତ୍ରୀସ୍ତରୀୟ ଉପ-କମିଟିର…

ଅଚାନକ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ଯୋଗଦାନକୁ ନେଇ ଜୋର୍‌ଦାର ଚର୍ଚ୍ଚା

କଟକ ସଦର,୧୪ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବିଧାନସଭାର ୪୨ ମୌଜାରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ତ୍ରିରଙ୍ଗା ରାଲି ରଣେ ଷଣ୍ଢ ମନ୍ଦିରରୁ ବାହାରିବାର ଥିଲା। କଟକ ଆସୁଥିବା ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ହଠାତ୍‌ ୧୧ଟାବେଳେ ୪୨ ମୌଜା ମୁଖେ ଗଡ଼ିଥିଲା। ଏକଥା…

ବଢୁଛି ସେଲ୍‌ଫି ପଏଣ୍ଟ ପ୍ରତି ଆଗ୍ରହ, ଡୁଲୁରୀ ପାଇନବଣରେ ପର୍ଯ୍ୟଟକଙ୍କ ପାଇଁ ହୋଇଛି…

ଦାରିଙ୍ଗବାଡ଼ି,୧୪ା୮(ଅରୁଣ ସାହୁ): ସେପ୍ଟେମ୍ବରଠାରୁ ପର୍ଯ୍ୟଟକଙ୍କ ଦାରିଙ୍ଗବାଡ଼ି ଆଗମନ ହେବ। ଏଥିପାଇଁ ପର୍ଯ୍ୟଟକମାନେ ବିଭିନ୍ନ ହୋଟେଲ, ଲଜ, କଟେଜ, ରିସର୍ଟ ଆଦି ବୁକିଂ ଆରମ୍ଭ କଲେଣି। ଦାରିଙ୍ଗବାଡ଼ି ବୁଲି ଆସିବାକୁ ପର୍ଯ୍ୟଟକ ଯେତିକି ବ୍ୟାକୁଳ ଏବେ ତାହା ଠାରୁ ଅଧିକ ଦାରିଙ୍ଗବାଡ଼ିର ଜନସାଧାରଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri