ବର୍ଷିଲା ଭାଜପା: ତଥ୍ୟ ନଷ୍ଟ କରିବାକୁ ବିବାଦୀୟ ଅତିଥି ଭବନକୁ ଜାଣିଶୁଣି ଭାଙ୍ଗିଛି ଜିଲା ପ୍ରଶାସନ
ଭୁବନେଶ୍ୱର,୮।୨(ବ୍ୟୁରୋ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଥିବା ଅତିଥି ଭବନକୁ ଭାଙ୍ଗିବା ନେଇ ଭାଜପା ବର୍ଷିଛି। ଶନିବାର ଏକ ଖବରଦାତା ସମ୍ମିଳନୀରେ ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି,…
ଦାରିଙ୍ଗବାଡ଼ିରେ ପଥରଖୋଲରୁ ବାହାରୁଛି ଡିଜେଲ: ବୋତଲ, ଜାର୍ ଧରି ଲୋକଙ୍କ ଭିଡ଼
ଦାରିଙ୍ଗବାଡ଼ି,୮।୨(ଡି.ଏନ୍.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ଲଦପାଙ୍ଗା ଅଞ୍ଚଳରେ ଏକ ପଥରଖୋଲ ଭିତରୁ ଶନିବାର ଡିଜେଲ ବାହାରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ। ଏକ ଚାଷ ଜମିରେ ଥିବା ପଥରଖୋଲ ମଧ୍ୟରୁ ସ୍ବତଃପ୍ରବୃତ୍ତ ପାଣି…
ଚାର୍ଜଶିଟ ଦାଖଲରେ ବିଳମ୍ବ କରି ଏସ୍ଆଇ ନିଲମ୍ବିତ
ସମ୍ବଲପୁର,୮।୨(ବ୍ୟୁରୋ): ସମ୍ବଲପୁର ଅଇଁଠାପାଲି ଥାନାରେ କାର୍ଯ୍ୟରତ ଏସ୍ଆଇ ଯୁଗଳ କିଶୋର ସାଙ୍କୁ ନିଲମ୍ବନ କରାଯାଇଛି। କାର୍ଯ୍ୟରେ ଅବହେଳା ଓ ଚାର୍ଜଶିଟ ଦାଖଲରେ ବିଳମ୍ବ କରିବାରୁ ସମ୍ବଲପୁର ଏସ୍ପି କନୱର ବିଶାଳ ସିଂ ତାଙ୍କୁ ନିଲମ୍ବନ କରିଛନ୍ତି । ସୂଚନାଯୋଗ୍ୟ, ବୁଢ଼ାରଜା ଅଞ୍ଚଳରେ…
୨ ଦିନ କୋହଲା ପାଗ ସହ ବର୍ଷା: ୧୦ରୁ ସ୍ବାଭାବିକ ବଢ଼ିବ ଶୀତ
ଭୁବନେଶ୍ୱର,୮।୨(ବ୍ୟୁରୋ): ରାଜ୍ୟରେ ଦୁଇ ଦିନ ଧରି ପାଗ କୋହଲା ରହିବା ସହ ଝିପିଝିପି ବର୍ଷା ହେଉଛି। ତେବେ ଏହିଭଳି ପାଗ ଶନିବାର ଓ ରବିବାର ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ବିହାର ଓ…
କରୋନା: ଆଉ ଜଣଙ୍କ ରିପୋର୍ଟ ନେଗେଟିଭ୍
କଟକ ଅଫିସ,୮ା୨: କରୋନା ଭୂତାଣୁ ସନ୍ଦେହରେ କଟକ ଏସ୍ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଜଗତ୍ସିଂହପୁର ଅଞ୍ଚଳର ଛାତ୍ରୀଙ୍କ ରିପୋର୍ଟ ଶୁକ୍ରବାର ଆସିଛି। ତାଙ୍କ ରିପୋର୍ଟ ନେଗେଟିଭ୍ ରହିଛି। ଫଳରେ ଓଡ଼ିଶା କରୋନା ଭୟ ଦୂର ହେବାରେ ଲାଗିଛି। ଉକ୍ତ ଛାତ୍ରୀଙ୍କୁ ଖୁବ୍ଶୀଘ୍ର…
ପ୍ରଜାପତିରେ ଶ୍ରୀଜଗନ୍ନାଥ
ଗୋପ,୮ା୨(ଡି.ଏନ୍.ଏ.): ଗୋପ ବଜାରସ୍ଥିତ ଏକ ଜଳଖିଆ ଦୋକାନରେ ଶୁକ୍ରବାର ବିରଳ ପ୍ରଜାପତି ଦେଖିବାକୁ ମିଳିଛି। ପ୍ରଜାପତିଟି ଦେଖିବାକୁ ଖଇରିଆ ରଙ୍ଗର ହୋଇଥିବାବେଳେ ପ୍ରଜାପତି ମୁଣ୍ଡରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆକୃତିର ଛବି ଦେଖିବାକୁ ମିଳିଛି। ଏହାକୁ ଦେଖିବା ଲାଗି ଲୋକଙ୍କ ଭିଡ଼ ଜମୁଛି।…
ଏଫ୍ଆଇଏଚ୍ ଟ୍ରଫି ସହ ‘ମୋ ବସ୍’ରେ ଗଲେ ଭାରତୀୟ ହକି ଦଳ
ଭୁବନେଶ୍ୱର, ୮ା୨(ବ୍ୟୁରୋ): ଭାରତୀୟ ହକି ଦଳର ଖେଳାଳିମାନେ ଏଫ୍ଆଇଏଚ୍ ଟ୍ରଫି ସହ ଶୁକ୍ରବାର ‘ମୋ ବସ୍’ରେ କଳିଙ୍ଗ ଷ୍ଟାଡିୟମ୍ ଆସିଥିଲେ। ଏନେଇ କ୍ୟାପିଟାଲ ରିଜିୟନ୍ ଅର୍ବାନ ଟ୍ରାନ୍ପୋର୍ଟ (କ୍ରୁଟ୍) ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ସେମାନଙ୍କ ଯାତାୟାତ ପାଇଁ ସ୍ବତନ୍ତ୍ର…
ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ
କଟକ ରୋଡ,୮ା୨ (ଡି.ଏନ୍.ଏ.): ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଲକ୍ଷ୍ମୀସାଗର ପୋଲିସ ଶୁକ୍ରବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଏହି ଥାନା ଅଧୀନ ହଳଦୀପଡ଼ିଆ ବସ୍ତିରେ ରହୁଥିବା ବେଣୁଧର ଦାସ। ତାଙ୍କ ଠାରୁ ୮ଗ୍ରାମ ବ୍ରାଉନସୁଗାର…
ମହଙ୍ଗା ପଡିଲା ନାବାଳକଙ୍କୁ ଗାଡିଚାଳନା
ଭଦ୍ରକ ଅଫିସ,୮।୨: ଭଦ୍ରକରେ ଜଣେ ନାବାଳକଙ୍କୁ ଗାଡି ଚଳାଇବା ମହଙ୍ଗା ପଡିଛି। ଭଣ୍ଡାରିପୋଖରୀ ରାଣୀଗଡିଆ ନିକଟରେ ଆରଟିଓ ପକ୍ଷରୁ ତାଙ୍କ ନାଁରେ ୪୨,୫୦୦ଟଙ୍କା ଜରିମାନା କରାଯାଇଛି। ଗାଡ଼ିର କାଗଜ ପତ୍ର ନ ଥିବା ବେଳେ ନାବାଳକ ଜଣକ ହେଲ୍ମେଟ ପିନ୍ଧି ନ…
ଗଛରେ ପିଟି ହେଲା ଆମ୍ବୁଲାନ୍ସ: ଡ୍ରାଇଭର ଗୁରୁତର
ସଜନାଗଡ଼, ୮।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଅନ୍ତର୍ଗତ ସେରଗଡ ଉଦଳା ରାସ୍ତା ୧୯ନଂ ରାଜ୍ୟ ରାଜପଥ ଆମ୍ବୁଡିହା ପେଟ୍ରୋଲ ପମ୍ପ ନିକଟରେ ଶନିବାର ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ସମେତ ଅନ୍ୟ ୨ଜଣ ମଧ୍ୟ ଗୁରୁତର ଆହତ…
ମହାନଦୀ, ପୋଲାଭରମ୍ ପ୍ରସଙ୍ଗ ଉଠାଇଲା ବିିଜେଡି
ଭୁବନେଶ୍ୱର,୮ା୨(ବ୍ୟୁରୋ): ଓଡ଼ିଶା ଜଳ ପାଇଁ ସଂଘର୍ଷ କରୁଛି। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ କରିବା ଦ୍ୱାରା ରାଜ୍ୟରେ ଜଳପ୍ରବାହ ପ୍ରଭାବିତ ହେଉଛି। ଏହା ସିଧାସଳଖ ୨ କୋଟି ଓଡ଼ିଆଙ୍କ ଜନଜୀବନଙ୍କୁ ପ୍ରଭାବିତ କରୁଥିବା ବିଜେଡି ଏମ୍ପି ସସ୍ମିତ ପାତ୍ର ଶୁକ୍ରବାର…
ଜୀବନ ସାଥୀ ହେଲେ ଅମ୍ଲାନ୍-ଭୂମିକା
ଭୁବନେଶ୍ୱର,୮ା୨(ବ୍ୟୁରୋ): ବିବାହ ବନ୍ଧନରେ ଆବଦ୍ଧ ହେଲେ ଓଲିଉଡ୍ର ଭେଟେରାନ୍ ଆକ୍ଟର ମିହିର ଦାସଙ୍କ ପୁଅ ତଥା ଅଭିନେତା ଅମ୍ଲାନ୍। ପରିବାରବର୍ଗ ତଥା ଘନିଷ୍ଠ ସମ୍ପର୍କୀୟଙ୍କ ଗହଣରେ ଆର୍ଯ୍ୟ ସମାଜ ଅନୁଯାୟୀ ସାତ ଜନ୍ମ ପାଇଁ ଭୂମିକାଙ୍କ ହାତ ଧରିଛନ୍ତି ଓଲିଉଡ୍ ହ୍ୟାଣ୍ଡସମ୍…
Archives


