ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଚୂଡ଼ାନ୍ତ: ସାଢେ ୬ଟାରେ ରାଧାଦାମୋଦର ବେଶ
ପୁରୀ ଅଫିସ, ୪ା୧୦: ଆଶ୍ୱିନ ଶୁକ୍ଲ ଏକଦଶୀ ଅର୍ଥାତ୍ ଅକ୍ଟୋବର ୯ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ କାର୍ତ୍ତିକ ମାସ ବାଳ ଧୂପ ନୀତି। ଏହା ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଆଶ୍ୱିନ ଶୁକ୍ଲ...
ଛତିଶା ନିଯୋଗ ବୈଠକ: ହବିଷିଆଳିଙ୍କୁ ଠିକ୍ ସମୟରେ ମିଳିବ ମହାପ୍ରସାଦ
ପୁରୀ ଅଫିସ, ୪ା୧୦: ବିଗତ ବର୍ଷ ସରକାରଙ୍କ ହବିଷିଆଳି ଯୋଜନାରେ ରହିଥିବା ହବିଷିଆଳିଙ୍କୁ ମହାପ୍ରସାଦ ଦେବାରେ ଅନେକଥର ବିଳମ୍ବ ହୋଇଛି। ତେଣୁ ଏ ବର୍ଷ ଯେପରି ଏହାର ପୁନରାବୃତ୍ତି ନ ହେବ ତାହା ଉପରେ ଗୁରୁତ୍ୱ ଦେଇଛି ଜିଲା ପ୍ରଶାସନ।...
ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ: ପୁଣି ୩ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର,୪।୧୦(ବ୍ୟୁରୋ): ପୁଣି ଥରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର। ଦୁର୍ନୀତି ଅଭିଯୋଗରେ ଶୁକ୍ରବାର ୩ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ସେମାନେ ହେଲେ ବସନ୍ତ କୁମାର ବେହେରା, ଦିଲ୍ଲୀପ କୁମାର ନାଗ, ଶରତ ଚନ୍ଦ୍ର...
ଆଜି ସିଂହବାହିନୀ ବେଶରେ ଦର୍ଶନ ଦେବେ ମା’ମଙ୍ଗଳା
କାକଟପୁର,୪।୧୦(ଡି.ଏନ୍.ଏ): ପୁରୀ ଜିଲା କାକଟପୁର ମା’ ମଙ୍ଗଳାଙ୍କ ମନ୍ଦିରରେ ଆଶ୍ୱିନ ମୂଳାଷ୍ଠମୀ ତିଥିରୁ ଚାଲିଛି ଶାରଦୀୟ ପାର୍ବଣ ପୂଜା। ଶୁକ୍ରବାର ଆଶ୍ୱିନ ଶୁକ୍ଳ ସପ୍ତମୀ ତିଥି ଅବସରରେ ମା’ମଙ୍ଗଳା ପାରମ୍ପରିକ ପ୍ରଥାନୁସାରେ ଭକ୍ତଙ୍କୁ ସିଂହବାହିନୀ ବେଶରେ ଦର୍ଶନ ଦେବେ। ସନ୍ଧ୍ୟା...
ଭୁବନେଶ୍ୱରରୁ ବଢ଼ିବ ଘରୋଇ ବିମାନ ସେବା, ବଦଳିଲା ଏୟାର ଏସିଆ ସମୟ
ଭୁବନେଶ୍ୱର,୪।୧୦(ବ୍ୟୁରୋ): ଆସନ୍ତା ୨୮ ତାରିଖରୁ ଭୁବନେଶ୍ୱରରୁ ବାଙ୍ଗାଲୋରକୁ ଦୁଇଟି ଏୟାର ଏସିଆ ବିମାନ ଉଡିବ। ସେହିଭଳି ହ୍ରାଇଦ୍ରାବାଦ ଏବଂ କୋଲକାତାକୁ ଗୋଟିଏ ଲେଖାଏ ନୂଆ ବିମାନ ଉଡିବା ନେଇ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର...
ଏଣିକି ଏସ୍ଏଚ୍ଜି ଗ୍ରୁପ୍କୁ ୩୦ ସେକେଣ୍ଡରେ ମିଳିବ ୫୦ହଜାର ଋଣ: ଧର୍ମେନ୍ଦ୍ର
ଭୁବନେଶ୍ୱର,୪।୧୦(ବ୍ୟୁରୋ): ଏଣିକି ଏସ୍ଏଚ୍ଜି ଗ୍ରୁପ୍ମାନଙ୍କୁ ୩୦ ସେକେଣ୍ଡରେ ୫୦ହଜାର ଟଙ୍କାର ଋଣ ମିଳିବ। କେବଳ ସେତିକି ନୁହେଁ ୫୯ ମିନିଟ୍ରେ ୧ କୋଟି ପର୍ଯ୍ୟନ୍ତ ଋଣ ମିଳିପାରିବ। ଶୁକ୍ରବାର ରାଷ୍ଟ୍ରାୟାତ ବ୍ୟାଙ୍କର ସମ୍ପର୍କକୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ...
ଜମି ଅନୁଧ୍ୟାନ କଲେ ରାଜସ୍ବ କମିଶନର: ୯.୬୦ ଏକରରେ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ
ସାକ୍ଷୀଗୋପାଳ, ୪।୧୦(ଡି.ଏନ୍.ଏ.): ଓଡ଼ିଆ ଭାଷା ସାହିତ୍ୟର ଉତ୍ତରୋତ୍ତର ଗବେଷଣା ଲକ୍ଷ୍ୟ ନେଇ ପୁରୀ ଜିଲା ସତ୍ୟବାଦୀର ଐତିହାସିକ ବକୁଳବନ ସଂଲଗ୍ନ ୯. ୬୦ ଏକର ଜମିରେ ଓଡିଆ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବାକୁ ସ୍ଥିର ହୋଇଛି। ସାକ୍ଷୀଗୋପାଳ ଠାକୁରଙ୍କ ମାଲିକାନାରେ ରହିଥିବା...
କଂଗ୍ରେସର ବୁଦ୍ଧିଜୀବୀ ସମ୍ମିଳନୀ, ଭବିଷ୍ୟତ ପାଇଁ ଲୋଡ଼ାଗଲା ମତ
ଭୁବନେଶ୍ୱର,୪।୧୦(ବ୍ୟୁରୋ): ସ୍ଥାନୀୟ କଂଗ୍ରେସ ଭବନରେ ଶୁକ୍ରବାର ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହାବ୍ୟତିତ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସହ ବରିଷ୍ଠ...
ଛତିଶା ନିଯୋଗ ବୈଠକ ଆରମ୍ଭ: କାର୍ତ୍ତିକ ମାସର ନୀତି ନିର୍ଘଣ୍ଟ ନେଇ ଆଲୋଚନା
ପୁରୀ ଅଫିସ,୪।୧୦: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶୁକ୍ରବାର ଛତିଶା ନିଯୋଗ ବୈଠକ ଆରମ୍ଭ ହୋଇଛି। ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କାର୍ତ୍ତିକ ମାସର ନୀତି ନିର୍ଘଣ୍ଟ କରାଯାଇଛି। ଏଥିସହ ହବିଷ୍ୟାଳିମାନଙ୍କୁ ମହାପ୍ରସାଦ ଯୋଗାଣ...
ଉଚ୍ଛେଦକୁ ନେଇ ନୀଳଗିରି ବିଧାୟକ-ତହସିଲଦାର ମୁହାଁମୁହିଁ: ପ୍ରତିବାଦରେ ଅନଶନରେ ବସିଲେ ବିଧାୟକ
ସଜନାଗଡ଼, ୪।୧୦(ଡି.ଏନ୍.ଏ): ବାଲେଶ୍ୱର ଜିଲା ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ତହସିଲଦାର ସୁଶ୍ରୀତା ଟୁଡ଼ୁଙ୍କ ମଧ୍ୟରେ ଶୁକ୍ରବାର ମୁହାଁମୁହିଁ ହୋଇଛି। ତହସିଲ କଚେରି ପରିସରରେ ଥିବା ମୋହରିଙ୍କ ଚାଳିଆ ଉଚ୍ଛେଦକୁ ନେଇ ଏଭଳି ପରିସ୍ଥିତି ଉପୁଜିଥିବା ଜଣାପଡ଼ିଛି। ଏ...
ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ନିର୍ଦ୍ଦେଶକଙ୍କ ଦରମା ପ୍ରସଙ୍ଗ : ପଦକ୍ଷେପ କ’ଣ ନେଇଛ ଜଣାଅ: ହାଇକୋର୍ଟ
କଟକ ଅଫିସ,୪ା୧୦: ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରର ନିର୍ଦ୍ଦେଶକ ଡା. ଲଲାଟେନ୍ଦୁ ଷଡଙ୍ଗୀ ଚଞ୍ଚକତା କରି ନିଜ ବେତନ ବାବଦରେ ପ୍ରାପ୍ୟଠାରୁ ୩୦ ଲକ୍ଷରୁ ଅଧିକ ଉଠାଇ ନେଇଥିବା ଅଭିଯୋଗର ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା।...
ଓଡିଏମ୍କୁ ଭାରତର ଶ୍ରେଷ୍ଠ ପଞ୍ଚମ ସ୍କୁଲ ମାନ୍ୟତା
ଭୁବନେଶ୍ୱର,୪।୧୦(ବ୍ୟୁରୋ): ପଟିଆସ୍ଥିତ ଓଡିଏମ୍ ପବ୍ଲିକ୍ ସ୍କୁଲକୁ ଶିକ୍ଷା କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ପ୍ରାୟୋଗିକ ସଫଳତା ଏବଂ ଗ୍ରାଣ୍ଡ୍ ଜୁରି ର଼୍ୟାଙ୍କିଂରେ ୨୦୧୯-୨୦ ଶିକ୍ଷାବର୍ଷ ନିମନ୍ତେ ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ପଞ୍ଚମ ସ୍କୁଲର ମାନ୍ୟତା ପ୍ରଦାନ କରାଯାଇଛି। ନୂଆଦିଲ୍ଲୀସ୍ଥିତ ‘ଏଜୁକେଶନ୍ ୱାଲର୍ଡ’...
Archives


