ରାଜ୍ୟ

କ୍ୟାବିନେଟ୍‌ରେ ୪ଟି ପ୍ରସ୍ତାବ ପାରିତ: ଇଲେକ୍ଟ୍ରୋନିକ୍‌, IT ପଲିସିକୁ ଅନୁମୋଦନ

ଭୁବନେଶ୍ୱର,୨୫।୮: ସୋମବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୪ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବୈଠକ ପରେ ଏହି ସୂଚନା ଦେଇଛନ୍ତି। ଇଲେକ୍ଟ୍ରୋନିକ୍‌ ଓ ଆଇଟି ବିଭାଗର ୨ଟି ଏବଂ ସଂସଦୀୟ ବ୍ୟାପାର ଓ ସାଧାରଣ…

ଜମି ବିକ୍ରି କରିବାକୁ ଲାଗିଲା ନିଶା: ମୃତ ବ୍ୟକ୍ତିଙ୍କୁ ଜୀବିତ କରି ରଚୁଥିଲେ ଷଡଯନ୍ତ୍ର, ହେଲେ…

ଗଞ୍ଜାମ,୨୫।୮(ବିଦ୍ୟାଧର ସାହୁ ): ଗଞ୍ଜାମ ପୋଲିସ ଏକ ଗୁରୁତର ଜମି ଜାଲିଆତି ଓ ବିକ୍ରି ମାମଲାର ଫର୍ଦ୍ଦାଫାଶ କରିଛି। ପୋଲିସ ପ୍ରାଥମିକ ତଦନ୍ତରେ ତିନିଜଣଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମନୋଜ କୁମାର ଗୌଡ଼ (୩୦),…

Video: ଯାଜପୁରରେ ବନ୍ୟା ବିଭୀଷିକା; ଘାଇ ମୁହଁରୁ ଫସି ଥିବା ଶିଶୁ, ମହିଳା ଉଦ୍ଧାର

ଯାଜପୁର,୨୫।୮: ଯାଜପୁର ଜିଲାରେ ବୈତରଣୀ ନଦୀର ବନ୍ୟାଜଳ ତାଣ୍ଡବ ରଚିଛି। ଦଶରଥପୁର ଅଞ୍ଚଳର କଟିକଟା ଗାଁର ବୃଦ୍ଧ ଭାଗବତ ମାଝୀ (୭୨)ଙ୍କ ବନ୍ୟାଜଳରେ ବୁଡ଼ି ମୃତ୍ୟୁ ହୋଇଛି। ସେ ନଦୀପଠାରେ ଥିବା ଘରେ ଜୁହାର ହେବା ସମୟରେ ଗୋଡ଼ ଖସି ପଡ଼ିଥିଲେ।…

ରାଜ୍ୟରେ ନିଶା ମୁକ୍ତି ପାଇଁ ବଡ଼ ଯୋଜନା: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ

ଭୁବନେଶ୍ୱର,୨୫।୮: ବେଆଇନ୍‌ ମାଦକ ଦ୍ରବ୍ୟ ଚୋରାଚାଲାଣ ଓ ନିଶା ରୋକିବା ପାଇଁ ଓଡ଼ିଶା ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟଶାସନ ସଚିବ ମନୋଜ ଆହୁଜା ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଅବକାରୀ, ପୋଲିସ, ଉଚ୍ଚଶିକ୍ଷା,…

ମନ୍ତ୍ରୀଙ୍କ ଘୋଷଣା: ପାଣି ଛାଡୁ ଛାଡୁ ମିଳିବ କ୍ଷତିପୂରଣ

ଭୁବନେଶ୍ୱର,୨୫।୮: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ପ୍ରତିକ୍ରିୟା ରଖିଛନ୍ତି। ବ୍ରାହ୍ମଣୀ ସତର୍କ ସଂକେତ ଉପରେ ରହିଥିବା ବେଳେ ଆଖୁଆପଦାରେ ବୈତରଣୀ ସ୍ଥିର ରହିଛି। ରାଜଘାଟ, ମଥାନିରେ ସୁବର୍ଣ୍ଣରେଖା…

ରେଳମନ୍ତ୍ରୀ ଅଶ୍ୱିନୀଙ୍କୁ ଚିଠି ଲେଖିଲେ ବିଧାୟକ କାଡ଼ାମ

କୋରାପୁଟ,୨୫।୮(ଅମିତାଭ ବେହେରା) କୋରାପୁଟ ରେଳ ଷ୍ଟେଶନରୁ ସେମିଲିଗୁଡ଼ା, ଦୁଧାରୀ, କୋଟିଆ, ଦାଣ୍ଡିଗାଁ, ସାଲୁର ଦେଇ ବୋବିଲି ରେଳ ଷ୍ଟେଶନ ଏବଂ କୋରାପୁଟ ରେଳ ଷ୍ଟେସନରୁ ସେମିଲିଗୁଡ଼ା, କୁନ୍ଦୁଲି, ସଦାମ ଏବଂ ଚୌଗାଁ ଦେଇ ଆରକୁ ରେଳ ଷ୍ଟେଶନ ପର୍ଯ୍ୟନ୍ତ ନୂତନ ରେଳ…

ଦାଦନ ରୋକିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ବ୍ଲୁ ପ୍ରିଣ୍ଟ, ୮୦୦ ଟଙ୍କା ଇନ୍‌ପୁଟ୍‌ ସବସିଡି…

ଭୁବନେଶ୍ୱର,୨୫।୮: ଓଡ଼ିଶାରୁ ଦାଦନ ଶ୍ରମିକ ସମସ୍ୟାକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ରାଜ୍ୟ ସରକାର ଏକ ବଡ଼ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏହି ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାର ଶ୍ରମିକମାନେ ଯେଉଁ ରାଜ୍ୟକୁ ଦାଦନ ପାଇଁ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆଦିବାସୀ ଝିଅମାନଙ୍କୁ ମିଳିବ

ଭୁବନେଶ୍ୱର,୨୫।୮: ଓଡ଼ିଆ ଆଦିବାସୀ ଝିଅମାନଙ୍କୁ ପାଇଲଟ ହେବା ପାଇଁ ସ୍ବତନ୍ତ୍ର ଟ୍ରେନିଂ ଦିଆଯିବ । କ୍ୟାଡେଟ ପାଇଲଟ ପ୍ରୋଗ୍ରାମ୍‌ରେ ଏହି ସ୍ବତନ୍ତ୍ର ଟ୍ରେନିଂ ଦିଆଯିବ। ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହା ଘୋଷଣା କରିଛନ୍ତି। B-MAAN…

ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ୨୦୨୫ ଜାତୀୟ ଶିକ୍ଷକ ପୁରସ୍କାର

ଭୁବନେଶ୍ୱର,୨୫।୮: ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ୨୦୨୫ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ କରାଯାଇଛି ବୋଲି ଶିକ୍ଷା ମନ୍ତ୍ରାଳୟ ସୋମବାର ଘୋଷଣା କରିଛି। ପୁରସ୍କାର ପାଇବାକୁ ଥିବା ଶିକ୍ଷକ ହେଉଛନ୍ତି ବସନ୍ତ କୁମାର ରାଣା ଓ ତାରୁଣ କୁମାର ଦାଶ। ସେମାନଙ୍କୁ…

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ଅଧାବାଟରେ ପୁତ୍ର ସନ୍ତାନ ପ୍ରସବ କଲେ ମହିଳା

ଲାଞ୍ଜିଗଡ଼,୨୪।୮(ରମେଶ ଚନ୍ଦ୍ର ନାୟକ): କଳହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ଆଦିବାସୀ ଦୁର୍ଗମ ଅଞ୍ଚଳରେ ୬ଦିନ ପରେ ପୁଣି ଜନନୀ ଯନ୍ତ୍ରଣାର ଦୃଶ୍ୟ ଦେଖିବାକୁ ମିଳୁଛି I ଆମ୍ବୁଲାନ୍ସ ପାଖକୁ ପହଞ୍ଚିବା ପୂର୍ବରୁ ଅଧାବାଟରେ ଶିଶୁପୁତ୍ର ପ୍ରସବ କଲେ ମହିଳା । ସୂଚନା…

ପାର୍ବଣ ଆରମ୍ଭ: ପାଟ୍‌ନାରୁ ପୁରୀ ଚାଲିବ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର,୨୫।୮: ପାଟ୍‌ନାରୁ ପୁରୀ ଚାଲିବ ସାପ୍ତାହିକ ପୂଜା ସ୍ବତନ୍ତ୍ର ଟ୍ରେନ। ପାର୍ବଣରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପାଟ୍‌ନାରୁ ଅଗଷ୍ଟ୨୮ରୁ ଡିସେମ୍ବର ୨୫ ପର୍ଯ୍ୟନ୍ତ ପ୍ରତି ଗୁରୁବାର ଏହି ଟ୍ରେନ୍‌ ଚଳାଚଳ କରିବ…

ପୁଣି ଏକ ଲଘୁଚାପ: ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୨୫।୮: ପୁଣି ଏକ ଲଘୁଚାପ। ୪୮ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୯ ତାରିଖ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପ୍ରବଳ ପର୍ଷା ନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri