ମିଳିବ ୧୦ ଡିସିମିଲ୍ ଜମି: ‘ରାଜ୍ୟରେ କେହି ଜଣେ ଭୂମିହୀନ ରହିବେ ନାହିଁ’
ଭୁବନେଶ୍ୱର,୩।୯: ଓଡ଼ିଶା ସରକାର ବସୁନ୍ଧରା ଯୋଜନା ଅଧୀନରେ ଭୂମିହୀନ ଓ କମ୍ ଜମି ଥିବା ବ୍ୟକ୍ତିମାନଙ୍କୁ ଜମି ଯୋଗାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହା ସୂଚନା ଦେଇଛନ୍ତି। ମନ୍ତ୍ରୀ…
ରାସ୍ତା ପାର୍ ହେଉଥିବାବେଳେ ବୃଦ୍ଧାଙ୍କୁ ଧକ୍କା ଦେଲା ବାଇକ, ଚାଳକଙ୍କୁ ଗ୍ରାମବାସୀ ଅଟକ ରଖି…
ଦାରିଙ୍ଗବାଡି, ୧୧।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ବାଇକ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଉକ୍ତ ଥାନା ଗ୍ରୀନବାଡି ପଞ୍ଚାୟତ ଦାସିକେତା ଗ୍ରାମର ସୁରଙ୍ଗୀ ପ୍ରଧାନ ବୋଲି ଜଣାପଡିଛି । ଦୁର୍ଘଟଣା…
‘ଉତ୍କଳ ପ୍ରଦେଶ ଗଠନର ପ୍ରଥମ ସ୍ବର ଘୁମୁସରରୁ ଆରମ୍ଭ ହୋଇଥିଲା’
ଭଞ୍ଜନଗର,୧୧ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଗୁରୁବାର ଘୁମୁସର ଦିବସ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ବକ୍ତାମାନେ ଯୋଗଦେଇ ସତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରଥମ ସ୍ବର ଭଞ୍ଜଭୂମି ଘୁମୁସରରୁ ଆରମ୍ଭ ହୋଇଥିଲା ବୋଲି…
ସୀମା ଟପିଲା ନିର୍ଯାତନା, ମୋ’ ଝିଅକୁ ମାରିଦେଲେ ଶାଶୁଘର ଲୋକେ, ଅଭିଯୋଗ ଆଣି ବାପା କହିଲେ ସାଂଘାତିକ କଥା…
କେସିଙ୍ଗା,୧୧ା୯(ତୁମେଶ୍ୱର ସାହୁ): ସୀମା ଟପିଗଲା ଯୌତୁକ ନିର୍ଯାତନା। ୧ ଲକ୍ଷ ଟଙ୍କା ପାଇଁ ଶାଶୁଘର ଲୋକେ ଆମ ଝିଅକୁ ମାରି ଦେଇଛନ୍ତି ବୋଲି ବାପଘର ଲୋକ ଅଭିଯୋଗ ଆଣି କହିଛନ୍ତି। ଏନେଇ ମୃତ ଝିଅଙ୍କ ବାପା କେସିଙ୍ଗା ଥାନାରେ ଗୁରୁବାର ଲିଖିତ…
ଆଉ ଏକ ଲକ୍ଷ୍ମୀବସ୍ ଚଳାଚଳ ପାଇଁ ଦାବି ଜଣାଇଲେ ଦନେକବାଡ଼ି ପଞ୍ଚାୟତବାସୀ, ବିଡିଓ କହିଲେ…
ଦାରିଙ୍ଗବାଡ଼ି,୧୧ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦନେକବାଡ଼ି ପଞ୍ଚାୟତ ଅଞ୍ଚଳକୁ ଆଉ ଗୋଟିଏ ଲକ୍ଷ୍ମୀବସ୍ ଚଳାଚଳ କରିବାକୁ ଉକ୍ତ ଅଞ୍ଚଳର ଲୋକପ୍ରତିନିଧି, ଏସ୍ଏଚ୍ଜି ଗ୍ରୁପର ମହିଳାମାନେ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ନିକଟରେ ଦାବି କରିଛନ୍ତି। ଦାରିଙ୍ଗବାଡ଼ିଠାରୁ ଦନେକବାଡ଼ି ଦେଇ ସିର୍କାବର୍ଗ…
ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ବଢିଲା ବିଡିଓଙ୍କ…
ଭୁବନେଶ୍ୱର, ୧୧।୯: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ବଢିଲା ବିଡିଓଙ୍କ କ୍ଷମତା । ବିଡିଓଙ୍କ ଆର୍ଥିକ କ୍ଷମତାକୁ ବଢାଇଲେ ରାଜ୍ୟ ସରକାର । ଏ ନେଇ ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି । ରାଜ୍ୟ କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ…
ବିଜେଡି ଛାଡ଼ି ବିଷ ଓଗାଳିଲେ ହରିଶଙ୍କର, କହିଲେ ଏବେ ବି ନବୀନଙ୍କର ଯାଇନି ପାଣ୍ଡିଆନ ପ୍ରୀତି, ଚାମଚା ସାଜିଛନ୍ତି ଏସବୁ ନେତା
ଭୁବନେଶ୍ୱର,୧୧ା୯: ଗୁରୁବାର ବିଜେଡି ଛାଡ଼ିଛନ୍ତି ଛାତ୍ରନେତା ହରିଶଙ୍କର ରାଉତ। ଦଳ ଛାଡ଼ିବା ସହ ପାଣ୍ଡିଆନଙ୍କ ବିରୋଧରେ ବିଷ ଓଗାଳିଛନ୍ତି ହରିଶଙ୍କର। ସେ କହିଛନ୍ତି, ଛାତ୍ର ଓ ଯୁବ ସଭାପତି ଚୟନ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହୋଇଛି। ଏବେବି ପାଣ୍ଡିଆନ ବିଜେଡିକୁ କବ୍ଜା କରି…
ସାର ପାଇଁ ରାତି ଉଜାଗର ଚାଷୀ, ଲାଇନ୍ରେ ରହିଛି ବ୍ୟାଗ୍-ଆଧାରକାର୍ଡ
ବଣାଇଁ,୧୧ା୯(ପ୍ରଦୀପ ତ୍ରିପାଠୀ): ସାର ପାଇଁ ଲାଇନ ଲାଗିଛି ଆଧାରକାର୍ଡ ଓ ବ୍ୟାଗ୍। ଚାଷୀଟିଏ ସାମାନ୍ୟ ସାର ଟିକେ ପାଇଁ ଦିନଦିନ ଧରି ଅପେକ୍ଷା କରୁଥିବା ବେଳେ ବୁଧବାର ନରେନ୍ଦ୍ର ଲ୍ୟାମ୍ପସକୁ ସାର ଆସିଥିବା ଖବର ଶୁଣି ରାତି ଉଜାଗର ହୋଇ ଲାଇନ୍…
ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି, ମୌସୁମୀ ଅଧିବେଶନ ପୂର୍ବରୁ ହେବ…
ଭୁବନେଶ୍ୱର,୧୧ା୯: ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକ ଡାକିଛନ୍ତି। ଆସନ୍ତା ୧୬ ତାରିଖରେ ଏହି ବୈଠକ ଅନୁଷ୍ଠିତ ହେବ। ତେବେ ୧୮ରେ ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ବସିବ ବୋଲି ବାଚସ୍ପତି କହିଛନ୍ତି। ଅନ୍ୟପକ୍ଷରେ ବୁଧବାର ରାଜ୍ୟ କ୍ୟାବିନେଟ୍ର…
ମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ୱରରେ ୪୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ…
ଭୁବନେଶ୍ୱର,୧୧ା୯: ରାଜଧାନୀ ଭୁବନେଶ୍ବରରେ ୪୦ କୋଟି ବ୍ୟୟରେ ଆଦର୍ଶ ଗୋ’ଶାଳା ନିର୍ମାଣ ହେବ। ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ମନ୍ତ୍ରୀ କହିଛନ୍ତି, ରାଜଧାନୀର ବୁଲାଗୋରୁଙ୍କୁ ସେଠାରେ ରଖାଯିବ। ଏଥିନିମନ୍ତେ ଜମି ଚିହ୍ନଟ…
ମୁହଁ ଖୋଲିଲେ ପ୍ରଫୁଲ୍ଲ, ବିଜେଡି ପରିଚାଳନାକୁ ନେଇ ସିଧା ଟାର୍ଗେଟ୍ କରି କହିଲେ ଆଗକୁ ଦଳ ଯଦି…
ଭୁବନେଶ୍ୱର,୧୧ା୯: ଦିନକୁ ଦିନ ବିଜେଡିରେ ଅନ୍ତର୍ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। ଦଳର ବରିଷ୍ଠ ନେତାମାନେ ଜଣଙ୍କ ପରେ ଜଣେ ସେମାନଙ୍କ ରୋଷ ଝାଡୁଛନ୍ତି। ପୂର୍ବରୁ ଦେବାଶିଷ, ରଣେନ୍ଦ୍ର, ଅରୁଣ, ଭୂପିନ୍ଦରଙ୍କ ପରେ ଏବେ ମୁହଁ ଖୋଲିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ…
ଶୋଇଥିବାବେଳେ ବୃଦ୍ଧଙ୍କୁ ଶୁଣ୍ଢରେ ଟେକିନେଲା ହାତୀ, ଆଉ ତା’ପରେ କଚାଡ଼ି କଚାଡ଼ି…
ଟେନ୍ସା,୧୧ା୯(ସମୀର କୁମାର ପାଢ଼ୀ): ରାତିରେ ଖାଇସାରି ଶୋଇଥିଲେ ପରିବାର ଲୋକେ। କିଏ ଜାଣି ଥିଲା ସେହି ରାତିରେ ଚାଲିଯିବ ଜୀବନ। ଶୋଇଥିବା ଅବସ୍ଥାରେ ଦନ୍ତା ଶୁଣ୍ଡରେ ଟେକି ନେଇ ବୃଦ୍ଧଙ୍କୁ ଦଳି ଚକଟି ମାରିଦେଲା। ଏହିପରି ଏକ ଅଭାବନୀୟ ଘଟଣା ଘଟିଛି…
Archives


