ରାଜ୍ୟ

ଅକ୍ଟୋବର ଆସିଲେ ବଢୁଛି ଭୟ

ପାରଳାଖେମୁଣ୍ଡି,୨୦ା୯(ଗିରିଧାରୀ ପରିଚ୍ଛା): ଅକ୍ଟୋବର ମାସ ଆସିଲେ ଗଜପତି ଜିଲାବାସୀଙ୍କ ମନରେ ଭୟ ପଶୁଛି। ଗତ ୧୦ ବର୍ଷ ହେଲା ଜିଲାବାସୀ ଏହି ମାସରେ କୌଣସି ନା କୌଣସି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଆସୁଛି। ଏଭଳି ସ୍ଥଳେ ପାଣିପାଗ ବିଭାଗ ଆଗକୁ ଏଲଲିନୋ…

ଉପର ପଡ଼ିଆରେ ହେଉ ବାଲିଯାତ୍ରା: ବିଧାୟିକା ସୋଫିଆ ଫିର୍ଦ୍ଦୋସ

କଟକ,୨୦।୯: ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ନ ହେବା ନିଷ୍ପତ୍ତି ପ୍ରସଙ୍ଗ ଉପରେ ଶନିବାର ପ୍ରତିକ୍ରିୟା ରଖିଛନ୍ତି କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ହେବା ଆବଶ୍ୟକ ବୋଲି ସେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି।…

ଦୁଇ ବ୍ଲକ ପାଇଁ ଖୁସିଖବର: ଯିବ ନୂତନ ରେଳଲାଇନ୍‌

ଭୁବନେଶ୍ୱର,୨୦।୯: ନିମାପଡ଼ା ଓ ଗୋପ ଦେଇ ଭୁବନେଶ୍ୱରରୁ ନୂତନ ରେଳଲାଇନ କୋଣାର୍କ ଯିବ । ଫାଇନାଲ ଲୋକେଶନ ସର୍ଭେ ପାଇଁ ଅନୁମୋଦନ ମିଳିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ମୋ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନିମାପଡ଼ା ଓ ଗୋପବାସୀଙ୍କ ଏହା ପାଇଁ…

ବଦଳିଲେ BSE ସମ୍ପାଦକ, ନୂଆ ହେଲେ…

କଟକ,୨୦ା୯: BSE ସମ୍ପାଦକ ବଦଳିଛନ୍ତି। ସରୋଜ ବେହେରା ବିଏସ୍‌ଇର ନୂଆ ସମ୍ପାଦକ ହୋଇଛନ୍ତି। ST/SC ବିଭାଗ ଯୁଗ୍ମ ସଚିବ ଥିବା ସରୋଜଙ୍କୁ ବୋର୍ଡ ସମ୍ପାଦକ ଦାୟିତ୍ୱ ଦିଆଯାଇଛି। ସମ୍ପାଦକ ଦାୟିତ୍ୱରେ ଥିବା ସୋନିଆ ମିଶ୍ର ଅବକାରୀ ଅତିରିକ୍ତ କମିଶନର ହୋଇଛନ୍ତି।

ଏମ୍‌କେସିଜି ଆଇସିୟୁରେ ଗୁରୁତର ଯବାନଙ୍କୁ ଭେଟିଲେ ପୋଲିସ ଡିଜି

ବ୍ରହ୍ମପୁର,୨୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ମାଓବାଦୀଙ୍କ ଗୁଳିରେ ଆହତ ଏସ୍‌ଓଜି ଯବାନ ପ୍ରେମ ସିଂ ମାଝୀଙ୍କୁ ଏମ୍‌କେସିଜି ମେଡିକାଲ ଆଇସିୟୁରେ ଭେଟିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସ୍ବାଇବି ଖୁରାନିଆ। ଖଣି ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ପୋଲିସ ଏଡିଜି ସଞ୍ଜୟ କୁମାର,…

ଧର୍ମଶାଳା ମହାବିଦ୍ୟାଳୟର ୩ ଛାତ୍ର ଜାତୀୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ମନୋନୀତ

ଧର୍ମଶାଳା,୨୦ା୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ମହାବିଦ୍ୟାଳୟର ୩ ଛାତ୍ର ଜାତୀୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ଓଡ଼ିଶାରୁ ମନୋନୀତ ହୋଇଛନ୍ତି। କେନ୍ଦୁଝର ଜିଲା ବଡ଼ବିଲଠାରେ ରାଜ୍ୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। ଏଥିରେ ଧର୍ମଶାଳା ମହାବିଦ୍ୟାଳୟ ଯୁକ୍ତ…

ସମଲେଇଙ୍କ ପାଇଁ ଏଣିକି ବ୍ୟବହାର ହେବ ଓମ୍‌ଫେଡ୍‌ ଘିଅ

ସମ୍ବଲପୁର,୨୦ା୯: ମା’ ସମଲେଇ ମନ୍ଦିରରେ ଏଣିକି ବ୍ୟବହାର ହେବ ଓମ୍‌ଫେଡ୍‌ ଘିଅ। ଓମ୍‌ଫେଡ୍‌ ଘିଅ ବ୍ୟବହାର ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଗର୍ଭଗୃହରେ ଅଖଣ୍ଡ ଦୀପ ଓ ମହାଆଳତି ପାଇଁ ବ୍ୟବହାର ଏହି ଘିଅ ବ୍ୟବହାର କରାଯିବ।…

ମୁଖ୍ୟମନ୍ତ୍ରୀଙ୍କୁ ସିଧା ସିଧା ପଚାରିଲେ ସୋଫିଆ, ରାଜନୀତିରେ ହଲଚଲ

ଭୁବନେଶ୍ୱର, ୧୯।୯: ଓଡ଼ିଶା ସରକାର ବିଗତ ତିନୋଟି ବିତ୍ତୀୟ ବର୍ଷରେ ଟିଭି ଓ ଖବରକାଗଜ ବିଜ୍ଞାପନ ପାଇଁ ମୋଟ ୩୮୦.୯୫ କୋଟି ଟଙ୍କା ଖର୍ଚ୍ଚା କରିଛନ୍ତି। ଏନେଇ ନିଜେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନରେ…

ଦିଲ୍ଲୀରେ ନବୀନ, ବିଜେଡି କଲା ବଡ଼ ଘୋଷଣା…

ନୂଆଦିଲ୍ଲୀ,୨୦।୯: ଆରମ୍ଭ ହେଉ ହେଉ ଅଚଳ ହେଇଯାଉଛି ବିଧାନସଭା। ଦୁଇଦିନ ହେଲା ଗୃହ ବିରୋଧୀଙ୍କ ଗର୍ଜନରେ କମ୍ପୁଥିବାବେଳେ ସୁରୁଖୁରୁରେ ଚାଲିପାରୁନାହିଁ। ଶନିବାର ବି ହଟ୍ଟଗୋଳରେ ଗୃହ ୪ଟା ଯାଏ ମୁଲତବୀ ହୋଇଛି। ତେବେ ଏହାରି ଭିତରେ ବିଜେଡି ବଡ଼ ଆନ୍ଦୋଳନ କରିବ…

ଗୃହ ମୁଲତବୀକୁ ନେଇ ବଡ଼ କଥା କହିଦେଲେ ଜୟନାରାୟଣ: ନବୀନଙ୍କ ନାଁ ନେଇ

ଭୁବନେଶ୍ୱର,୨୦।୯: ଗୃହ ମୁଲତବୀକୁ ନେଇ ଭାଜପା ବିଧାୟକ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ନବୀନ ଅସୁସ୍ଥ, ସେ ଆସୁ ନଥିବାରୁ ବିଜେଡି ଗୃହକୁ ଅଚଳ କରୁଛି।ଆମେ ସବୁପ୍ରକାର ଆଲୋଚନା ପାଇଁ ପ୍ରସ୍ତୁତଥିବା ଜୟନାରାୟଣ କହିଛନ୍ତି। ଗୃହ ବିଧି ବ୍ୟବସ୍ଥାରେ ଚାଲେ, ଅନାସ୍ଥା…

ମେଶିନ ଅଚଳରୁ ଅଧାରୁ ଅଟକିଥିଲା ଅସ୍ତ୍ରୋପଚାର, ତଦନ୍ତ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ମହିଳା କମିଶନ ସଦସ୍ୟା

ବରଗଡ଼,୨୦ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ରହିଥିବା ଜନନୀ ଓ ଶିଶୁ ଚିକିତ୍ସାଳୟରେ ପରିବାର ନିୟୋଜନ ଅସ୍ତ୍ରୋପଚାର ସମୟରେ ମେଶିନ ଅଚଳ ଯୋଗୁ ଅସ୍ତ୍ରୋପଚାର ଅଧାରେ ଅଟକିବା ଘଟଣାକୁ ମହିଳା କମିଶନ ଗୁରୁତ୍ୱର ସହିତ ନେଇଛି। ଏହି କ୍ରମରେ…

ରଙ୍ଗରୁଟରେ ୨ କାର୍‌ ମୁହାଁମୁହିଁ: ଫ୍ଲାଇ ଓଭରବ୍ରିଜ୍‌ ଉପରେ ଘଟିଲା…

ଭୁବନେଶ୍ୱର,୨୦।୯(ସତ୍ୟଜିତ୍‌ ରାଉତ): ବମିଖାଲ ଫ୍ଲାଇ ଓଭରବ୍ରିଜ୍‌ ଉପରେ ଭୟଙ୍କର ଦୁର୍ଘଟଣା ଘଟିଛି। ଦୁଇଟି କାର୍‌ ମୁହଁାମୁହିଁ ଧକ୍କାହେବାରୁ ୪ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଉଭୟ କାର୍‌ ଭାଙ୍ଗିରୁଜି ଯାଇଛି। କ୍ଷତିଗ୍ରସ୍ତ କାର୍‌ ଆଇ୨୦ (ଓଡି୧୪ଟି ୦୩୧୫) ଓ ସ୍କୋଡା (ଓଡି୦୨ବିଏ ୦୦୪୪)କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri