ଚିନ୍ତା ବଢ଼ାଇଲାଣି ମଞ୍ଚେଶ୍ୱର ଅଟାକଳ: ଦୁଇ ଦିନରେ ଚିହ୍ନଟ ହେଲେଣି ୬୧ ଆକ୍ରାନ୍ତ
ଭୁବନେଶ୍ୱର,୨୩।୭(ବ୍ୟୁରୋ): ଗୋଟିଏ ପଟେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗୋଟିଏ ସ୍ଥାନରୁ ଅଧିକ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବା ପ୍ରଶାସନକୁ ଚିନ୍ତାରେ ପକାଇଛି। ଏହି କ୍ରମରେ ମଞ୍ଚେଶ୍ୱରର ଏକ ଅଟାକଳରୁ ଦୁଇ ଦିନରେ ୬୧ଜଣ କର୍ମଚାରୀ ପଜିଟିଭ୍…
ଏମ୍କେସିଜି ଶିଶୁରୋଗ ଚିକିତ୍ସା ୱାର୍ଡରେ ଖୋଲିବ କୋଭିଡ୍ ହେଲ୍ଥ ସେଣ୍ଟର
ଛତ୍ରପୁର, ୨୩।୭(ଡି.ଏନ୍.ଏ.): ଗଞ୍ଜାମ ଜ଼ିଲାରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏମାନଙ୍କ ଚିକିତ୍ସା ପାଇଁ ଅତିରିକ୍ତ କୋଭିଡ୍ ହସ୍ପିଟାଲ ଓ ସ୍ବାସ୍ଥ୍ୟ ସେଣ୍ଟରର ଆବଶ୍ୟକତା ପଡୁଛି। ତେଣୁ ବ୍ରହ୍ମପୁରସ୍ଥିତ ଏମ୍କେସିଜିର ଶିଶୁରୋଗ ଚିକିତ୍ସା ୱାର୍ଡରେ…
ରାଜଧାନୀରେ ହୁ ହୁ ହୋଇ ମାଡ଼ୁଛି କରୋନା: ଆଜି ୧୪ଶହ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା
ଭୁବନେଶ୍ୱର,୨୩।୭(ବ୍ୟୁରୋ): ରାଜଧାନୀରେ ଗୁରୁବାର ୧୨୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୯୩ କ୍ୱାରାଣ୍ଟାଇନ୍ କେସ୍ ରହିଥିବା ବେଳେ ୩୩ ଲୋକାଲ କେସ୍ ରହିଛି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪୬୯କୁ ବୃଦ୍ଧି ପାଇଛି। ସେଥିରୁ ୮୦୫ଜଣ…
ବଢୁଛି ସଂଖ୍ୟା: କଟକରୁ ଆଉ ୩୪ କରୋନା ଆକ୍ରାନ୍ତ ଚିହ୍ନଟ
କଟକ ଅଫିସ,୨୩।୭: କଟକ ସହରରେ ଗୁରୁବାର ୩୪ ନୂୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୫ ଇନ୍ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍ କେସ୍, ୨୧ ହୋମ୍ କ୍ୱାରାଣ୍ଟାଇନ୍ କେସ୍, ୮ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଦୂଆ ଆକ୍ରାନ୍ତଙ୍କୁ ମିଶାଇ ସହରରେ ମୋଟ ସଂକ୍ରମିତଙ୍କ…
ଜାଣନ୍ତୁ କାହିଁକି ବଢ଼ୁଛି ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଛତ୍ରପୁର,୨୩।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ସପ୍ତାହକ ମଧ୍ୟରେ ୨୦୩୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରେ ଜିଲାରେ ଆଜିର ୫୪୦ ପଜିଟିଭ୍ ରହିଛନ୍ତି। ଯାହା ଏଯାବତ୍ ଦିନକରେ ସର୍ବାଧିକ ବୋଲି ଜଣାପଡ଼ିଛି। ଅପରପକ୍ଷରେ ଗଞ୍ଜାମ ଜିଲାରେ ଘରକୁ ଘର ଯାଇ…
ଏସବୁ ଜିଲାରୁ ଝାରସୁଗୁଡ଼ା ଗଲେ କ୍ୱାରାଣ୍ଟାଇନ ବାଧ୍ୟତାମୂଳକ
ଝାରସୁଗୁଡ଼ା ଅଫିସ,୨୩।୭: ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନେବା ସତ୍ତ୍ୱେ ଏହା ଥମିବାର ନାଁ ନେଉନାହିଁ। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପ୍ରଶାସନ ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛି। ବାହାର ଜିଲାରୁ ଆସୁଥିବା ଲୋକଙ୍କ ଯୋଗୁ ଝାରସୁଗଡ଼ାରେ…
ଝାରସୁଗୁଡ଼ାରୁ ଏସବୁ ସ୍ଥାନକୁ ଗଡିବନି ବସ୍
ଝାରସୁଗୁଡ଼ା ଅଫିସ,୨୩।୭: ଝାରସୁଗୁଡ଼ା ଜିଲାରେ କରୋନା କାୟା ବିସ୍ତାର କରି ଚାଲିଛି। ଏହା ଜିଲା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି । ଜିଲା ପ୍ରଶାସନ ପକ୍ଷରୁ ଏଥିପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏ ନେଇ ଗୁରବାରଠାରୁ କରୋନା ହଟସ୍ପଟ ଏରିଆକୁ ବସ୍…
ସରକାର ମାଗୁଛନ୍ତି କାଳିଆ ଟଙ୍କା
କୋରୁକୋଣ୍ଡା,୨୩।୭(ଡି.ଏନ୍.ଏ): ଚାଷୀଙ୍କୁ ଆର୍ଥିକ ସହାୟତା ନିମନ୍ତେ ସରକାର କାଳିଆ ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ। ତେବେ ସରକାର ପୁଣି ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଉକ୍ତ ଟଙ୍କା ଫେରସ୍ତ ନିମନ୍ତେ ଚିଠି ଲେଖିଥିବା ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ଘଟିଛି ମାଲକାନଗିରି…
ପୁଣି ୬ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ଜିଲାରୁ କେତେ
ଭୁବନେଶ୍ୱର,୨୩।୭(ବ୍ୟୁରୋ): ରାଜ୍ୟରେ କରୋନା ଯୋଗୁ ଆଉ ୬ ଜଣଙ୍କ ଜୀବନ ଯାଇଛି। ଫଳରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୪କୁ ବୃଦ୍ଧି ପାଇଛି। ଏହି ୬ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୫ ଜଣ ଥିବା ବେଳେ ଖୋର୍ଦ୍ଧାରୁ ଜଣେ ଅଛନ୍ତି। ଏନେଇ…
CORONAVIRUS UPDATE: ରାଜ୍ୟରେ ୨୧୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୧,୨୬୪ ଚିହ୍ନଟ; ଜାଣନ୍ତୁ କେଉଁ ଜିଲାରେ କେତେ
ଭୁବନେଶ୍ୱର,୨୩ା୭(ବ୍ୟୁରୋ) : ଗୁରୁବାର ରାଜ୍ୟରୁ ପୁଣି ୧୨୬୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ୨୭ଟି ଜିଲାରୁ ଏହି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧,୦୯୯କୁ ବୃଦ୍ଧି ପାଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ…
ବେଆଇନ ଗୋରୁ ଚାଲାଣ: ୮ପିକ୍ଅପ୍ ଭ୍ୟାନ ଜବତ, ୧୧ ଗିରଫ
ରେମୁଣା,୨୩।୭(ଡି.ଏନ୍.ଏ): ବାଲେଶ୍ୱର ଖନ୍ତପଡ଼ା ପୋଲିସକୁ ବଡ଼ ସଫଳତା। ବେଆଇନ ଚାଲାଣ ହେଉଥିବା ଗୋରୁଙ୍କୁ ଉଦ୍ଧାର କରିଛି ପୋଲିସ। ସୂଚନାଯୋଗ୍ୟ, ରେମାଣା ବ୍ଲକ୍ ଖନ୍ତପଡ଼ା ଥାନା ଅଧୀନ ସାହାସପୁରାରୁ ପଶ୍ଚିମବଙ୍ଗକୁ ୮ଟି ପିକ୍ଅପ୍ ଭ୍ୟାନରେ ଗୋରୁ ଚାଲାଣ ପାଇଁ ଯାଉଥିଲା। ସୂଚନା ପାଇ…
୫୫ ଖବରଦାତାଙ୍କ ନମୁନା ନେଗେଟିଭ୍
ଭୁବନେଶ୍ୱର,୨୩ା୭(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଦ୍ୱାରା ବୁଧବାର ୫୫ ଜଣ ଖବରଦାତାଙ୍କ ନମୁନା ପରୀକ୍ଷା ହୋଇଛି। ସେମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ବିଏମ୍ସି ସୂଚନା ଦେଇଛି। ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି, ଭୁବନେଶ୍ୱରରେ ବର୍ତ୍ତମାନ କାର୍ଯ୍ୟରତ ଖବରଦାତାମାନେ କେତେ…
Archives


