କଳାହାଣ୍ଡି କୋର୍ଟକୁ ବୋମା ଧମକ, ପୋଲିସ ପହଞ୍ଚି….
ଭବାନୀପାଟଣା,୯।୩(ଉତ୍ତମ କୁମାର ଦାଶ): ପୁରୀ,ବରଗଡ଼ ପରେ କଳାହାଣ୍ଡି ଜିଲା କୋର୍ଟକୁ ବି ମିଳିଛି ବୋମା ଧମକ। ଜିଲା ଦୌରା ଓ ଜର୍ଜଙ୍କ ଇମେଲକୁ ଏହି ଧମକପୂର୍ଣ୍ଣ ମେଲ୍ ଆସିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ କୋର୍ଟକୁ ସ୍ଥାନୀୟ ପୋଲିସ…
ହିନ୍ଦୁ ଯୁବତୀଙ୍କୁ ମୁସଲମାନ ଯୁବକଙ୍କ ପ୍ରତାରଣା: ହୋଟେଲରେ ରଖି ଦେଉଥିଲେ ନିର୍ଯାତନା, ଶାରୀରିକ ସମ୍ପର୍କ ରଖିବା ସହ…
ଭୁବନେଶ୍ୱର,୯ା୩ (ତ୍ରିନାଥ ମହାନ୍ତି): ଜଣେ ହିନ୍ଦୁ ଯୁବତୀଙ୍କୁ ଜନୈକ ମୁସଲମାନ ଯୁବକ ପ୍ରେମ ପ୍ରତାରଣା କରିଛନ୍ତି। ଯୁବକ ଜଣକ ମୁସଲମାନ ବୋଲି ନ ଜଣାଇ ଯୁବତୀଙ୍କୁ ପ୍ରଥମେ ପ୍ରେମରେ ଫସାଇଥିଲେ। ପରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ଧର୍ମ…
ପୁଣି ତାତିଲେ ଚାଷୀ : ଜିଲାପାଳଙ୍କ ଅଫିସ ଆଗରେ ଗଦାକଲେ ଧାନ, ତା’ପରେ ଘଟିଲା…
ବରଗଡ଼, ୯।୩( ପ୍ରେମାନନ୍ଦ ଖମାରୀ) : ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଛି। ବିଭାଗୀୟ ଅଧିକାରୀମାନଙ୍କଠାରେ ଆବଶ୍ୟକ କାଗଜପତ୍ର ଦାଖଲ ସତ୍ତ୍ବେ ଜିଲାର ଅନେକ ଚାଷୀ ପଞ୍ଜୀକୃତ ହୋଇ ନଥିବା ଯୋଗୁ ଖରିଫରେ…
୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ଭାଜପା: ଓଡ଼ିଶା ଦାୟିତ୍ୱରେ ରହିବେ…
ଭୁବନେଶ୍ୱର,୯।୩: ରାଜ୍ୟ ସଭା ନିର୍ବାଚନ ପାଇଁ ୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ଭାଜପା। ଓଡ଼ିଶା, ବିହାର ଓ ହରିୟାଣା ପାଇଁ ଭାଜପା ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ମହାରାଷ୍ଟ୍ର ସରକାରର ମନ୍ତ୍ରୀ ଚନ୍ଦ୍ରଶେଖର ବାବନକୁଳେଙ୍କୁ ଓଡ଼ିଶା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ…
ଘରକୁ ଫେରିବାବେଳେ ଅଟକାଇ ଜଣଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଜଣେ ଗୁରୁତର
ବଘିଆପଡ଼ା,୯ା୩(ଶ୍ରୀକାନ୍ତ ସାହୁ): ବୌଦ୍ଧ ଜିଲା ହରିପୁର ଛକରେ ଏକ ହତ୍ୟାକାଣ୍ଡ ହୋଇଛି। ତେବେ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟା ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ବୌଦ୍ଧ ଥାନାର ମୁଣ୍ଡାପଡ଼ା ଗ୍ରାମର ଶାନ୍ତନୁ ଝାଙ୍କର ( ୩୪) ଓ ବାସୁଦେବ ଝାଙ୍କର…
କ୍ଷତିପୂରଣ ଦାବିରେ ରାଜପଥରେ ମୃତଦେହ ରଖିଲେ ଗ୍ରାମବାସୀ, ଅଟକି ରହିଲେ ଡିଏଫ୍ଓ
ପାଟଣା,୯ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ଖଜୁରୀଡିହା ଛକରେ ରବିବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଖଜୁରୀଡିହା ଗ୍ରାମର ଉପେନ୍ଦ୍ର ମହାନ୍ତଙ୍କ…
ବେଲପଡ଼ାପାଟଣା ସ୍କୁଲ ଛାତ୍ର ମୃତ୍ୟୁ ଘଟଣା: ୩୪ ଦିନ ପରେ ସ୍କୁଲ ଆସି ପାଠ ପଢ଼ିଲେ ପିଲା, ୧୩ ଅଟକ
ନୟାଗଡ଼,୨୩।୨(ଲୋକନାଥ ମିଶ୍ର): ଛାତ୍ର ମୃତ୍ୟୁକୁ ନେଇ ଦଶପଲ୍ଲା ବେଲପଡ଼ା ପ୍ରାଥମିକ ବିଦ୍ୟାଳୟରେ ୩୪ ଦିନ ହେବ ସ୍କୁଲ୍ ରେ ତାଲା ପକାଇଥିଲେ ପରିବାର ଲୋକେ। ଆଜି ବେଲପଡ଼ା ପ୍ରାଥମିକ ସ୍କୁଲରୁ ତାଲା ଖୋଲିଲା। ସୋମବାର ସମ୍ପୃକ୍ତ ସ୍କୁଲରେ ଜିଲାପାଳ ମଧୁମିତା ରଥ…
ସିଭିଲ କୋର୍ଟକୁ ପୁଣି ବୋମା ଧମକ, ଇ-ମେଲ୍ରେ ଲେଖାଅଛି…
ବରଗଡ଼,୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସିଭିଲ କୋର୍ଟକୁ ସୋମବାର ପୁଣି ଇ-ମେଲରେ ବୋମା ଧମକ ଅସିଛି। ଦିନ ୧ଟାରେ ବୋମା ବିସ୍ଫୋରଣ ହେବ ବୋଲି ଧମକ ରହିଛି। ଏହା ଜଣାପଡ଼ିବା ପରେ ବିଭାଗୀୟ ବିଚାରପତି, କର୍ମଚାରୀ ଏବଂ ଓକିଲମାନେ କୋର୍ଟ ବାହାରକୁ ଆସିଥିବାବେଳେ…
ଝିମିଟି ଖେଳରୁ ମହାଭାରତ, ମେଳନ ଚାଲିଥିବା ବେଳେ ଯୁବକଙ୍କୁ ଭୁଜାଲିରେ ହତ୍ୟା
ଭଦ୍ରକ, ୯।୩(ସନାତନ ରାଉତ): ମେଳନ ଚାଲୁଥିବା ବେଳେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଭୁଜାଲିରେ ହାଣି ହତ୍ୟା କରାଯାଇଛି । ଭଦ୍ରକ ଟାଉନ ଥାନା ଚରମ୍ପା ଗୁଣ୍ଠୁଣିଆରେ ରବିବାର ରାତିରେ ଘଟିଛି ଏହି ହତ୍ୟାକାଣ୍ଡ ।ରବିବାର ରାତିରେ ସେଠାରେ ମେଳନ ଚାଲୁଥିବା…
ରାମଚଣ୍ଡୀ ନୂତନ ମନ୍ଦିର ନିର୍ମାଣକୁ ନେଇ ଅନିଶ୍ଚିତତା: ସରକାର ବଦଳିବା ପରେ କେବଳ ମନ୍ଦିର ନବୀକରଣରେ…
ମହାକାଳପଡ଼ା,୯ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ରାମନଗର ମୌଜାରେ ପ୍ରମୁଖ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିର ରହିଛି। ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଏହି ମନ୍ଦିରକୁ ସୁଉଚ୍ଚ ଭବ୍ୟ ନୂତନ ମନ୍ଦିର ନିର୍ମାଣ ପାଇଁ…
ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ଖାଉଟିଙ୍କ ପକେଟକୁ ବଡ଼ ଝଟକା, ଏତିକି ଟଙ୍କା ବଢ଼ିଲା ତେଲ ଦର
ଭୁବନେଶ୍ବର,୯।୩: ବଢ଼ିଲା ଖାଇବା ତେଲ ଦର । ଲିଟର ପିଛା ୧୦ ଟଙ୍କା ବଢ଼ିଥିବା ନେଇ ସୂଚନା । ତିନିରୁ ଚାରି ଦିନ ପୂର୍ବେ ରିଫାଇନ୍ ତେଲ ଦର ୧୬୦ଟଙ୍କାରେ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ୧୦ ଟଙ୍କା ବୃଦ୍ଧି ପାଇ…
ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ: ଆସିବ ବ୍ୟୟମଞ୍ଜୁରୀ ବିଲ୍
ଭୁବନେଶ୍ୱର,୯।୩ (ରବିନାରାୟଣ ଜେନା): ସପ୍ତଦଶ ବିଧାନସଭାର ଷଷ୍ଠ ତଥା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ସୋମବାରଠାରୁ ଆରମ୍ଭ ହେବ। ଏହି ସମୟରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସହିତ ବ୍ୟୟମଞ୍ଜୁରୀ ବିଲ୍ ଆସିବ। ଏପ୍ରିଲ ୮ ପର୍ଯ୍ୟନ୍ତ ହେବାକୁ ଥିବା ଏହି…

