ରାଜ୍ୟ

ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ବୃତ୍ତି ଆବେଦନ ୨୪ ଯାଏ ବଢ଼ିଲା

ଭୁବନେଶ୍ୱର,୧୪ା୧୦(ସୁଚିସ୍ମିତା ସାହୁ):ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅଧୀନରେ ବିଭିନ୍ନ ବୃତ୍ତି ପାଇଁ ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି। ଇ-ମେଧାବୃତ୍ତି, ବ୍ୟାସକବି ଫକୀର ମୋହନ ଭାଷାବୃତ୍ତି ଯୋଜନା ଏବଂ ଗୋପବନ୍ଧୁ ଶିକ୍ଷା ସହାୟତା…

ଭାଜପାରେ ମିଶିବା ପରେ ବିସ୍ଫୋରକ ବୟାନ ଦେଲେ ଢୋଲକିଆ, ବିଜେଡିକୁ ନେଇ କହିଦେଲେ ଏତେ ବଡ କଥା…

ନୂଆପଡା,୧୪।୧୦(ମକାରୁ ବେମାଳ): ଜୟ ଢୋଲକିଆ ଭୁବନେଶ୍ୱର ଭାଜପା କାର୍ଯ୍ୟାଳୟରେ ଯୋଗଦେଇ ସାମିଲ ହୋଇ ଫେରିଲା ପରେ ଖରିଆର ରୋଡ ନିଜ ବାସ ଭବନ ଠାରେ ବିପୁଳ ସ୍ୱାଗତ କରାଯାଇଛି। ନୂଆପଡା ପୂର୍ବତନ ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ପ୍ରସାଦ ଢୋଳକିଆଙ୍କ ବିୟୋଗ ପରେ…

ପାର୍ଟ ପ୍ଲଟ ପଞ୍ଜୀକରଣ ପାଇଁ ନୂଆ SOP ଜାରି କଲେ ଓଡ଼ିଶା ସରକାର

ଭୁବନେଶ୍ୱର,୧୩।୧୦: ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଂଶ ପ୍ଲଟ ପଞ୍ଜୀକରଣକୁ ସହଜ ଓ ସ୍ଵଚ୍ଚ କରିବା ପାଇଁ ନୂଆ ମାନକ ପ୍ରକ୍ରିୟା (SOP) ଜାରି କରିଛି। ଏହା ପୂର୍ବ ନିୟମଗୁଡ଼ିକୁ ବାତିଲ କରି ଏକରୂପତା ଓ ଜନସାଧାରଣଙ୍କ ସୁବିଧା…

ଏହି ଦିନ ବରଗଡ଼ ଧନୁଯାତ୍ରା: ଘୋଷଣା ହେଲା ତାରିଖ, ଏଥର ନୂଆ କରି ଚୟନ ହେବେ କଳାକାର

ବରଗଡ଼,୧୩।୧୦(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡ଼ିସେମ୍ବର ମାସ ୨୪ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧ଦିନ ବ୍ୟାପି ଆସନ୍ତା ୨୦୨୬ ଜାନୁଆରୀ ମାସ ୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ତେବେ ଏଥର ଧନୁଯାତ୍ରା…

ରତ୍ନଭଣ୍ଡାରରୁ ମୂଲ୍ୟବାନ ସାମଗ୍ରୀ ‘ଲୁଟ୍’ କରିଛି ଭାଜପା, ବଡ ଅଭିଯୋଗ ଲଗାଇଲା ବିଜେଡି

ନୂଆଦିଲ୍ଲୀ,୧୩।୧୦: ଦଳ ବିଜୁ ଜନତା ଦଳ (ବିଜେଡି) ସୋମବାର ଭାଜପା ସରକାରଙ୍କୁ ପୁରୀ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଓ ମୂଲ୍ୟବାନ ଜିନିଷର ତାଲିକା ତିଆରିରେ ବିଳମ୍ବ ପାଇଁ ଟାର୍ଗେଟ କରିଛି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ଏପରିକି ଭାଜପା…

ମାରି ଦେଲେ ୧ ହଜାର ବାଦୁଡ଼ି

ଖୁଣ୍ଟୁଣୀ,୧୩।୧୦(ସଚ୍ଚିଦାନନ୍ଦ ପଣ୍ଡା): ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ କପୁରସିଂଠାରେ ବନ୍ଦ ହୋଇ ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ କାରଖାନାରୁ ବାଦୁଡି ଏବଂ ଚେମେଣି ପକ୍ଷୀ ମାରିବା ଅଭିଯୋଗରେ ବନ ବିଭାଗ ୧୧ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ମୁତାବକ, କପୁରସିଂଠାରେ…

ଓଡ଼ିଶାରୁ ମୌସୁମୀ ବର୍ଷା ପ୍ରତ୍ୟାହାର ଆରମ୍ଭ, ଆସୁଛି ହାଡ଼ଭଙ୍ଗା ଶୀତ: ଆଇଏମ୍‌ଡି

ଭୁବନେଶ୍ୱର,୧୩।୧୦: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଅନୁଯାୟୀ, ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷାର ପ୍ରତ୍ୟାହାର ଆରମ୍ଭ ହୋଇଛି। ଆଗାମୀ ୨-୩ ଦିନ ମଧ୍ୟରେ ଓଡ଼ିଶାର ଅବଶିଷ୍ଟ ଅଞ୍ଚଳରୁ ମୌସୁମୀ ବର୍ଷା ପ୍ରତ୍ୟାହାର ହେବ ବୋଲି ଆଇଏମ୍‌ଡି କହିଛି। Today Southwest…

ଛାତ୍ରୀଛାତ୍ରଙ୍କ ପାଇଁ ଖୁସିଖବର: ବଢ଼ିଲା ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଆବେଦନ ଅବଧି

ଭୁବନେଶ୍ୱର,୧୩।୧୦: ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଆବେଦନ ଅବଧି ବଢ଼ିଛି।ଇ-ମେଧାବୃତ୍ତି, ବ୍ୟାସକବି ଫକୀରମୋହନ ଭାଷାବୃତ୍ତି ଆବେଦନ ଅବଧି ବୃଦ୍ଧି ମଧ୍ୟ ବଢ଼ିଛି। ଅନ୍ୟପକ୍ଷେ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ଅବଧି ବୃଦ୍ଧି କରାଯାଇଛି। ଏସବୁ ଆବେଦନ ଅବଧି ଅକ୍ଟୋବର ୨୪…

SI ପରୀକ୍ଷା ମହାଘୋଟାଲା: ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ୍‌ ସର୍କୁଲାର ଜାରି

ଭୁବନେଶ୍ୱର,୧୩।୧୦: ପୋଲିସ SI ପରୀକ୍ଷା ମହାଘୋଟାଲାରେ ସମ୍ପୃକ୍ତ ଫେରାର ଅଭିଯୁକ୍ତଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ସୋମବାର ଲୁକ ଆଉଟ୍‌ ସର୍କୁଲାର ଜାରି କରିଛି। ଏପରିକି ସର୍କୁଲାର ଜାରି ପରେ ଶଙ୍କର ପୃଷ୍ଟି, ମୁନ୍ନା ମହାନ୍ତିଙ୍କ ସମେତ ୧୦ ଜଣଙ୍କ ଆକାଉଣ୍ଟକୁ ଫ୍ରିଜ କରିଛି…

ସରକାରୀ କୋଠା ବାହାରେ ଲାଗିବ ସିସିଟିଭି: ୫୦୦ ମିଟର କରିବ କଭରେଜ୍‌

ଭୁବନେଶ୍ୱର,୧୩।୧୦: ରାଜ୍ୟ ସରକାର ସୋମବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାରୀ କୋଠା ବାହାରେ ସିସିଟିଭି ଲଗାଇବାକୁ ଯୋଜନା କରିଛନ୍ତି। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ସରକାରୀ କୋଠା ବାହାରେ ଲାଗିବାକୁ ଥିବା ସିସିଟିଭି…

ହଠାତ୍‌ ପଇଡ଼ ପିଇବାକୁ ଅଟକିଗଲେ ମୁଖ୍ୟମନ୍ତ୍ରୀ: ପକେଟ୍‌ରୁ କାଢି ଦୋକାନୀଙ୍କୁ ଦେଇଦେଲେ ଏତିକି ଟଙ୍କା

ପୁରୀ,୧୩।୧୦: ମହାକାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀକ୍ଷେତ୍ରରେ ରହି ହବିଷିଆଳିମାନେ ପୁରୀରେ ବ୍ରତ ପାଳନ କରୁଛନ୍ତି। ବିଭିନ୍ନ ହବିଷିଆଳି କେନ୍ଦ୍ରରେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଓ ସୁବିଧା ଯୋଗାଇ ଦିଆଯାଉଛି। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ନୂଆପଡ଼ା ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର; ଜାଣନ୍ତୁ କାହିଁକି

ଭୁବେନଶ୍ୱର/ନୂଆପଡ଼ା,୧୩।୧୦(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ରହିଛି। ସୋମବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଆଜିଠୁ ନାମାଙ୍କନ କରାଯାଉଛି। ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଛି। ୨୨ ତାରିଖ ନାମାଙ୍କନ ଯାଞ୍ଚ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri