ମହାନଦୀ ସେତୁ ତଳକୁ ଡେଉଁଥିଲେ ଛାତ୍ରୀ, ହଠାତ୍…
ବୌଦ୍ଧ,୧୮।୧୧:(ଅଜିତ କୁମାର ବାରିକ): ବୌଦ୍ଧ ଜିଲା କିଆକଟା ମହାନଦୀ ବ୍ରିଜରୁ ତଳକୁ ଜଣେ ଛାତ୍ରୀ ଡେଇଁବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ନଦୀକୁ ଡେଇଁବାର କାରଣ…
ଲୋନ୍ ନ ଶୁଝିପାରିବାରୁ କଟିଗଲା ପେନଶନ, ଏବେ ଦେବାକୁ ପଡିବ ୫ ଲକ୍ଷ ଟଙ୍କା
କଟକ,୧୮।୧୧: କ’ଣ ବ୍ୟାଙ୍କ ଇଚ୍ଛାନୁସାରେ କାହାର ଆକାଉଣ୍ଟରୁ ଟଙ୍କା କାଟିପାରିବ? ବିଶେଷକରି ଯଦି ସେହି ଆକାଉଣ୍ଟରେ ପେନସନ ଟଙ୍କା ଜମା ଥାଏ? ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି, ଯାହା ସାରା ଦେଶର ଲକ୍ଷ ଲକ୍ଷ…
ରାଜ୍ୟ ସଭା ପାଇଁ କସରତ ଆରମ୍ଭ: ଭାଜପା ନେତା କହିଦେଲେ….
ଭୁବନେଶ୍ୱର,୧୮।୧୧: ନୂଆପଡ଼ା ପରେ ଭାଜପାର ରାଜ୍ୟ ସଭା ମିଶନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଖାଲି ହେବାକୁ ଥିବା ୪ ରାଜ୍ୟସଭା ଆସନ ନେଇ ଏମ୍ପି ସୁଜିତ କୁମାର ବଡ଼ ବୟାନ ଦେଇଛନ୍ତି। ଆସନ୍ତା ବର୍ଷ ଖାଲି ହେବାକୁ ଥିବା ଆସନରୁ…
ଜିଲାପାଳଙ୍କୁ ଏହି ୯ ଟାସ୍କ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୮।୧୧: ମଙ୍ଗଳବାର ଅନୁଷ୍ଠିତ ଜିଲାପାଳଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଜିଲାପାଳମାନଙ୍କୁ ୯ଟି ଟାସ୍କ ଦେଇଛନ୍ତି। ଦୁର୍ନୀତି ହଟାଇ ସଚ୍ଚୋଟ ଏବଂ ସାଧୁତା ପାଇଁ ଜିଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ନୀତିରେ ସରକାର ବଦନାମ ହେଲେ ବରଦାସ୍ତ କରାଯିବ…
ଆସିଥିଲେ ଦାରିଙ୍ଗବାଡିକୁ ବୁଲି: ବୋଲେରୋରେ ଲାଗିଗଲା ନିଆଁ, ଆଉ ତା’ପରେ…
ଦାରିଙ୍ଗବାଡି, ୧୮।୧୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ବୁଲିବାକୁ ଆସିଥିବା ଏକ ବୋଲେରୋ ଗାଡି ଇଞ୍ଜିନରେ ନିଆଁ ଲାଗିଯାଇଛି। ଖବରପାଇ ଦାରିଙ୍ଗବାଡି ଅଗ୍ନିଶମ ବିଭାଗର ଅଧିକାରୀ ଧବଳେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏଥି…
ହସ୍ପିଟାଲରେ ନବୀନ ପଟ୍ଟନାୟକ: ଆଜି ସକାଳେ….
ନୂଆଦିଲ୍ଳୀ,୧୮।୧୧: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ହସ୍ପିଟାଲ ଯାଇଛନ୍ତି। ସେ ଏଲ.ଭି.ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନକୁ ଯାଇି ନିଜର ଆଖି ପରୀକ୍ଷା କରିଛନ୍ତି। ଦୃଷ୍ଟି ସମସ୍ୟା ଦେଖାଦେଇଥିବାରୁ ଆଖି ଚେକ ଅପ କରିଛନ୍ତି। ଏହା ତାଙ୍କ ରୁଟିନ୍…
ଜଙ୍ଗଲରେ ପଡିଛି ଦନ୍ତା ହାତୀର ମୃତଦେହ
ରେଢ଼ାଖୋଲ,୧୮।୧୧: ସମ୍ବଲପୁର ଜିଲା ବଡ଼ବାହାଲ ରେଞ୍ଜ ବଡ଼କୁଡ଼ା ଜଙ୍ଗଲରୁ ମଙ୍ଗଳବାର ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ମୃତ ଦନ୍ତା ହାତୀର ବୟସ ୨୦ ବର୍ଷ ମଧ୍ୟରେ ହୋଇଥିବା ବନ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି। ଅନ୍ୟପକ୍ଷେ ହାତୀ ମୃତ୍ୟୁର…
ଭୂଇଁରେ ମୁଣ୍ଡ ବାଡେଇ ବାଡେଇ କାନ୍ଦୁଛନ୍ତି, ଧନ ତୁ ଫେରିଆରେ କହି ଲୋଟି ପଡ଼ୁଛନ୍ତି ଡେଙ୍ଗ ଗାଁ ଲୋକେ
ଭୁବନେଶ୍ୱର/ବଲାଙ୍ଗୀର,୧୮।୧୧( ସୁନିଲ କୁମାର ମହାନ୍ତି): ସବୁଦିନ ପାଇଁ ଆଖି ବୁଜିଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ଚିର ନିଦ୍ରାରେ ଶୋଇଯାଇଛନ୍ତି ହ୍ୟୁମାନ। ତାଙ୍କୁ ଭଲ ପାଉଥିବା ପ୍ରତ୍ୟୋକଟି ଲୋକଙ୍କ ଆଖିରେ ଅସରନ୍ତି ଲୁହ। ଯେମିତି ଆଖିର ଲୁହ ବୋଲ ମାନୁନି। ଜନ୍ମମାଟି କାନ୍ଦୁଛି,…
ବରଗଡ଼ ଧନୁଯାତ୍ରା ପାଇଁ କଳାକାର ଘୋଷଣା: ଏହି ହେଲେ ନୂଆ କଂସ, ଜାଣନ୍ତୁ କାହାକୁ ମିଳିଲା ସୁଯୋଗ
ବରଗଡ଼,୧୮।୧୧(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ମାସ ୨୪ ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧ଦିନ ବ୍ୟାପୀ ଆସନ୍ତା ୨୦୨୬ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ । ଏଥର…
‘ମୋ ପୁଅକୁ ଏମାନେ ମାରିଛନ୍ତି’, ଏହି ୩ ଜଣଙ୍କୁ ଦାୟୀ କଲେ ହ୍ୟୁମାନଙ୍କ ମାଆ, କଲେ ବଡ଼ ଖୁଲାସା
ଭୁବନେଶ୍ୱର,୧୮।୧୧: ଓଡ଼ିଶାର ସୁନାମଧନ୍ୟ ଓ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ପରଲୋକ ହୋଇଯାଇଛି। ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ଓଲିଉଡଜଗତରେ ଶୋକର ଛାୟା ଖେଳିଯାଇଛି। ଏହାରି ଭିତରେ ହ୍ୟୁମାନଙ୍କ ମାଆ ଶେଫାଳି ସୁନା ବିସ୍ଫୋରକ ବୟାନ ଦେଇ କହିଛନ୍ତି, ହ୍ୟୁମାନଙ୍କ ମୃତ୍ୟ ପାଇଁ…
ଆଜି ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ: ଦୋକାନ ବଜାର, ସ୍କୁଲ, କଲେଜ ସହ…
କେନ୍ଦୁଝର,୧୮।୧୧ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ସଦର ଥାନା ଅଞ୍ଚଳରେ ଜଣେ ୮ ବର୍ଷର ଦିବ୍ୟାଙ୍ଗ ଜନଜାତି ନାବାଳିକାକୁ ଆସିଫ ଅନବର ଖାନ ନାମକ ଫେରିବାଲା ଶନିବାର ବଳାତ୍କାର କରିଥିବା ଅଭିଯୋଗ ହୋଇଛି। କ୍ଷତାକ୍ତ ଅବସ୍ଥାରେ ପୀଡିତା କେନ୍ଦୁଝର…
ହ୍ୟୁମାନ ସାଗରଙ୍କ ମାଆଙ୍କ ସାଂଘାତିକ ଅଭିଯୋଗ: କହିଲେ ଏମାନଙ୍କ ପାଇଁ…
ଭୁବନେଶ୍ୱର,୧୮।୧୧: ଓଡ଼ିଶାର ସୁନାମଧନ୍ୟ ଓ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ପରଲୋକ ହୋଇଯାଇଛି। ଭୁବନେଶ୍ୱର ଏମ୍ସ (AIIMS) ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ଓଲିଉଡଜଗତରେ ଶୋକର ଛାୟା ଖେଳିଯାଇଛି। ଏହାରି ଭିତରେ ହ୍ୟୁମାନଙ୍କ ମାଆ…
Archives


