ରାଜ୍ୟ

୧୯୬୫ ଯୁଦ୍ଧ ଯବାନ ଓଡ଼ିଶାର ଆନନ୍ଦ ପତ୍ରୀ ପାକିସ୍ତାନ ଜେଲରେ, ମୁକ୍ତି ପାଇଁ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ପୁଅ…

ନୂଆଦିଲ୍ଲୀ/ଭୁବନେଶ୍ୱର,୨୬।୨ : ୧୯୬୫ ଭାରତ-ପାକିସ୍ଥାନ ଯୁଦ୍ଧରେ ଭାରତୀୟ ସେନାର ଅନେକ ଯବାନ ଶହୀଦ ହୋଇଥିଲେ ଏବଂ ଅନେକ ନିଖୋଜ ହୋଇଯାଇଥିଲେ। ଏହି ଯୁଦ୍ଧରେ ଭାରତୀୟ ସେନାର ଜଣେ ଯବାନ ଆନନ୍ଦ ପତ୍ରୀ ଏବେ ମଧ୍ୟ ପାକିସ୍ତାନର ଲାହୋର ଜେଲରେ ରହିଛନ୍ତି। ଏହି…

ଜୀବନଚର୍ଯ୍ୟାରେ ଘଣ୍ଟା ଅପରିହାର୍ଯ୍ୟ

ବର୍ତ୍ତମାନ ସମୟରେ ସମୟ ବହୁତ ମୂଲ୍ୟବାନ୍‌ ହୋଇପଡ଼ିଛି। ଏପରିକି ବ୍ୟସ୍ତବହୁଳ ଜୀବନରେ ସମୟକୁ ସଦୁପଯୋଗ କରିବା ସବୁସ୍ତରର ବ୍ୟକ୍ତିମାନଙ୍କ ପାଇଁ ଉଦ୍ଦିଷ୍ଟ ଥାଏ। ବିଶେଷକରି ସମୟ ପ୍ରତି ସଜାଗ ରହି କାମ କରିବା ପାଇଁ ଘଣ୍ଟା ଏକ ପରିମାପକ ଭାବେ ପରିଗଣିତ…

ପାଣିରେ ପଡ଼ିଛି ଅର୍ଥ ନିଗମର ୭୧୯୨ କୋଟି

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଓଡ଼ିଶା ରାଜ୍ୟ ଅର୍ଥ ନିଗମର ୭୧୯୨ କୋଟି ଟଙ୍କା ପାଣିରେ ପଡ଼ିଛି। ଋଣ ନେଇଥିବା ସଂସ୍ଥା ଓ ବ୍ୟକ୍ତିଙ୍କଠାରୁ ସେହି ଟଙ୍କା ଦୀର୍ଘବର୍ଷ ହେବ ଆଦାୟ ହୋଇପାରୁ ନାହିଁ। ନିଗମ ପକ୍ଷରୁ ବାରମ୍ବାର ନୋଟିସ ପଠାଗଲେ ମଧ୍ୟ ତାହାର କୌଣସି…

୬ ହଜାର କୋଟିର ୮ ବୃହତ୍‌ ଶିଳ୍ପ ଅଚଳ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ରାଜ୍ୟରେ ୨୦୦୪ରୁ ୨୦୦୯ ମଧ୍ୟରେ ଅନୁମୋଦନ ପାଇଥିବା ୮ଟି ବୃହତ୍‌ ଥର୍ମାଲ ଓ ଇସ୍ପାତ୍‌ ଶିଳ୍ପ ସଂସ୍ଥା ଅଚଳ ହୋଇଯାଇଛି। ସେଥିରୁ ୭ଟି ଇସ୍ପାତ୍‌ ଶିଳ୍ପ ହୋଇଥିବା ବେଳେ ଗୋଟିଏ ଥର୍ମାଲ ପାଓ୍ବାର ବନ୍ଦ ହୋଇଯାଇଛି। ସେହି ଶିଳ୍ପସଂସ୍ଥାଗୁଡ଼ିକ ହେଲା…

‘ଦେଶର ଗର୍ବ ମ୍ୟୁଜିୟମ ଅଫ୍‌ ଜଷ୍ଟିସ’

କଟକ ଅଫିସ,୨୬।୨: କଟକ ବାରବାଟୀ ଦୁର୍ଗ ପରିସରରେ ମ୍ୟୁଜିୟମ ଅଫ୍‌ ଜଷ୍ଟିସ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହାକୁ ଉଦ୍‌ଘାଟନ କରି କହିଥିଲେ, ମ୍ୟୁଜିୟମ ଅଫ୍‌ ଜଷ୍ଟିସ୍‌ ଦେଶର ଗର୍ବ। ଏଥିସହ ସେ ନାଗରିକର ଅଧିକାର ଅକ୍ଷୁଣ୍ଣ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରିକି କେଜ୍‌

ଭୁବନେଶ୍ୱର,୨୬।୨(ବ୍ୟୁରୋ): ତିନି ଥର ଗ୍ରାମୀ ପୁରସ୍କାର ବିଜେତା ତଥା ଭାରତୀୟ ସଙ୍ଗୀତକାର ଏବଂ ପ୍ରଯୋଜକ ରିକି କେଜ୍‌ ଶନିବାର ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ନିକଟରେ ତୃତୀୟଥର ପାଇଁ ଗ୍ରାମୀ ପୁରସ୍କାର ପାଇଥିବାରୁ ମୁଖ୍ୟମନ୍ତ୍ରୀ ରିକି କେଜ୍‌ଙ୍କୁ…

ହାଇଦ୍ରାବାଦ ସ୍ଥାନାନ୍ତର ହେଲେ ପିଣ୍ଟୁ ନନ୍ଦ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଲିଭର ଟ୍ରାନ୍ସପ୍ଲାଣ୍ଟ୍‌ ଲାଗି ଡୋନର ନ ମିଳିବାରୁ ଶନିବାର ଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର ହୋଇଛନ୍ତି ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ। ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ଥିବା ପିଣ୍ଟୁ ନନ୍ଦ ଗତ ୭ ତାରିଖରେ ନୂଆଦିଲ୍ଲୀସ୍ଥିତ ଆଇଏଲ୍‌ବିଏସ୍‌ ହସ୍ପିଟାଲରେ ଭର୍ତ୍ତି…

ତ୍ରିକୋଣୀୟ ପ୍ରେମରୁ ଯୁବକଙ୍କୁ ହତ୍ୟା: ୩ କୋର୍ଟ ଚାଲାଣ

ଭବାନୀପାଟଣା,୨୫ା୨(ସ୍ବ.ପ୍ର.): କେବେ ପ୍ରେମ ପାଇଁ ଅପହରଣ ତ କେବେ ହତ୍ୟା। ପ୍ରେମରେ ଅନ୍ଧ ହୋଇ ମଣିଷ ନିଜର ହିତାହିତ ଜ୍ଞାନ ଭୁଲି ନିଜ ସାଙ୍ଗର ଜୀବନ ନେବାକୁ ମଧ୍ୟ ପଛାଉ ନାହିଁ। ଏଭଳି ଏକ ଅଭାନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି…

ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ବନ୍ଦ

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ଏବର୍ଷ ହେବ ନାହିଁ। ଶନିବାର ମହାପ୍ରଭୁ କପିଳେଶ୍ୱରଙ୍କ ନୀତିକାନ୍ତି ବନ୍ଦ ଯୋଗୁ ଚଳିତବର୍ଷ ହାଣ୍ଡିଭଙ୍ଗା ଯାତ୍ରା ବନ୍ଦ ରହିଛି। ପାଳିଆ ମଲିଆ ସେବାୟତମାନେ ନ ଆସିବାରୁ କପିଳେଶ୍ୱର ମନ୍ଦିରରେ ନୀତିକାନ୍ତି ହୋଇପାରିଲା ନାହିଁ। ଫଳରେ…

ପ୍ରଧାନଶିକ୍ଷୟିତ୍ରୀଙ୍କ ପୁଅଙ୍କ ମାଡ଼ରେ ଛାତ୍ରୀ ଗୁରୁତର, ଥାନାରେ ଅଭିଯୋଗ କଲେ ଅଭିଭାବକ

ବରଗଡ଼ ଅଫିସ,୨୫ା୨: ରାଜ୍ୟ ସରକାର ସ୍କୁଲ ପରିସରକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଛନ୍ତି। ମାତ୍ର ସରକାରଙ୍କ ଏହି ଘୋଷଣା ବାଟବଣା ହୋଇପଡ଼ିଛି। ବରଗଡ଼ ସହରର ଖଜୁରଟିକ୍ରାସ୍ଥିତ ରାଧାମାଧବ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀଙ୍କ ପୁଅଙ୍କ ମାଡ଼ରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ଆହତ…

ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନ ଜାରି: ୩ ଦିନରେ ୩ ଲକ୍ଷ ୨୪ ହଜାର ୪୨୮ ଅଣ୍ଡାଦାନ

ଗଞ୍ଜାମ,୨୫ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଡ଼ମପେଟା ଓ ପୁରୁଣାବନ୍ଧ ନିକଟସ୍ଥ ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ବିରଳ ପ୍ରଜାତିର ଅଲିଭ୍‌ ରିଡ୍‌ଲେଙ୍କ ସାମୂହିକ ଅଣ୍ଡାଦାନ ଜାରି ରହିଛି। ଗୁରବାର ସକାଳୁ ଶନିବାର ପର୍ଯ୍ୟନ୍ତ ୩ ଲକ୍ଷ ୨୪ ହଜାର ୪୨୮ ଅଲିଭ୍‌ ରିଡ୍‌ଲେ…

ସରକାରୀ ସ୍କୁଲ ପିଲାଙ୍କୁ ଦିଆଯିବ ନୋଟ୍‌ ବୁକ୍‌, ଶିକ୍ଷକ କ’ଣ ପଢାଉଛନ୍ତି ଏଥିରେ ରହିବ ଉଲ୍ଲେଖ

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ସରକାରୀ ସ୍କୁଲ ପିଲାଙ୍କୁ ନୋଟ୍‌ ବୁକ୍‌ ଦିଆଯିବ। ଯେଉଁଥିରେ କି ପିଲାଙ୍କୁ ହୋମ୍‌ ଓ୍ବାର୍କ କ’ଣ ଦିଆଯାଉଛି ଏବଂ ଶିକ୍ଷକମାନେ କ’ଣ ପଢ଼ାଉଛନ୍ତି ତାହା ଉଲ୍ଲେଖ ରହିବ। ଫଳରେ ଅଭିଭାବକମାନେ ପିଲାର ପାଠପଢ଼ା ବିଷୟରେ ଜାଣିପାରିବେ। ଏନେଇ  ଶନିବାର ବିଦ୍ୟାଳୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri