ରାଜ୍ୟ

ପୂର୍ବତନ ବିଧାୟକ ଅଜୟ କୁମାର ଜେନାଙ୍କ ପରଲୋକ

କୃଷ୍ଣପ୍ରସାଦ,୨୪।୧୦(କୈଳାସ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ କୁମାର ଜେନାଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୮୦ବର୍ଷ ବୟସ ହୋଇଥିଲା। ସେ କିଛିଦିନ ହେଲା ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ…

ବିଜୟାଦଶମୀରେ ଗୁରୁ ଦାୟିତ୍ୱ: 5T, ନବୀନ ଓଡ଼ିଶାର ଚେୟାରମ୍ୟାନ ଭାବେ ନିଯୁକ୍ତ ହେଲେ ଭି.କେ ପାଣ୍ଡିଆନ୍‌

ଭୁବନେଶ୍ୱର,୨୪।୧୦:ଚାକିରିରୁ ଅବସର ନେବାର ଗୋଟିଏ ଦିନ ପରେ ଭିକେ ପାଣ୍ଡିଆନ୍‌ଙ୍କୁ ବିଜୟାଦଶମୀରେ ଗୁରୁ ଦାୟିତ୍ୱ ମିଳିଛି। ତାଙ୍କୁ 5T ଓ ନବୀନ ଓଡ଼ିଶାର ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଛି। ଏହା ଏକ କ୍ୟାବିନେଟ୍‌ ମନ୍ତ୍ରୀ ପାହ୍ୟା। ଫଳରେ ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ…

କେ. ପଦ୍ମ ରେଡ୍ଡୀ ହତ୍ୟା ମାମଲା: ଧରାପଡ଼ିଲେ ୫ ଅଭିଯୁକ୍ତ

ଛତ୍ରପୁର,୨୪।୧୦(ଦିଲୀପ ସାମଲ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନ ବଡ଼ରାମପଲ୍ଲୀ ଗ୍ରାମ ନିକଟରେ କୋମଣ୍ଡ ଗ୍ରାମର କେ.ପଦ୍ମ ରେଡ୍ଡୀ ହତ୍ୟା ଘଟଣାରେ ପୋଲିସ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏପରି କି ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଗୋଟିଏ ଖଣ୍ଡା, ଛୁରି ଏବଂ…

୯ କୁଆଁରିଙ୍କୁ ଖାଦ୍ୟ ଖୁଆଇ ନବରାତ୍ର ବ୍ରତ ଭାଙ୍ଗିଲେ ବିଧାୟକ

କୁଆଁରମୁଣ୍ଡା,୨୩।୧୦(ମହେନ୍ଦ୍ର କୁମାର ସାହୁ): ଶାରଦୀୟ ନବରାତ୍ରର ନବମ ଦିବସରେ ଶ୍ରଦ୍ଧାଳୁ ବ୍ରତ ସମ୍ପୂର୍ଣ୍ଣ କରିଥାନ୍ତି। ତେବେ ଏହି ବ୍ରତ ପାଳନ କରି ଗତ ୧୫ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଅନ୍ନ ଗ୍ରହଣ ନ କରି…

ଦାଣ୍ଡିଆ ପ୍ରତି ବଢ଼ୁଛି ଯୁବ ବର୍ଗଙ୍କ ଆଗ୍ରହ: ୪ ଦିନିଆ ଦାଣ୍ଡିଆ କାର୍ଣ୍ଣିଭାଲ ଉଦ୍‌ଯାପିତ

ଭୁବନେଶ୍ୱର,୨୩।୧୦(ଅଭୟ ଦାଶ): ନେଟୱର୍କ ଇଭେଣ୍ଟ ଆଣ୍ଡ ପ୍ରମୋଶନ ଏବଂ କ୍ରିଷ୍ଟାଲ କ୍ରାଉନର ମିଳିତ ସହଯୋଗରେ ଆୟୋଜିତ ୪ ଦିନିଆ ଦାଣ୍ଡିଆ କାର୍ଣ୍ଣିଭାଲ-୨୦୨୩ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଅକ୍ଟୋବର ୨୦ରୁ ଆରମ୍ଭ ହୋଇଥିବା ଉକ୍ତ କାର୍ଯ୍ୟକ୍ରମ ସଫଳତାର ସହ…

ସ୍ୱେଚ୍ଛାକୃତ ଅବସର ନେଲେ 5T ସଚିବ ଭି.କେ ପାଣ୍ଡିଆନ୍

ଭୁବନେଶ୍ୱର,୨୩/୧୦: ସ୍ୱେଚ୍ଛାକୃତ ଅବସର ଗ୍ରହଣ କଲେ 5T ସଚିବ ଭି.କେ ପାଣ୍ଡିଆନ୍। ସ୍ୱେଚ୍ଛାକୃତ ଅବସର ପାଇଁ ରାଜ୍ୟ ସରକାର ପଠାଇଥିବା ଆବେଦନ ମଂଜୁର କଲେ କେନ୍ଦ୍ର ସରକାର। ରାଜ୍ୟ ସରକାର ଅକ୍ଟୋବର ୨୦ରେ ଚିଠି ପଠାଇଥିବା ବେଳେ ଆବେଦନ ପତ୍ରକୁ ମଂଜୁରି…

ବଙ୍ଗୋପସାଗର ରେ ସୃଷ୍ଟି ହେଲା ବାତ୍ୟା ହାମୁନ, ଜାଣନ୍ତୁ ଓଡ଼ିଶା ଉପରେ କ’ଣ ରହିବ ପ୍ରଭାବ

ଭୁବନେଶ୍ୱର, ୨୩।୧୦: ଶାରଦୀୟ ପୂଜା ସମୟରେ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ହାମୁନ’। ପଶ୍ଚିମକେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ଏହି ବାତ୍ୟା ହୋଇଥିବା ବେଳେ ଆଗାମୀ ୧୨ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବା ଆଶଙ୍କା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା…

ଇଣ୍ଡିଆନ ପାନୋରାମା ୨୦୨୩ରେ ସାତଭାୟାର କାହାଣୀ: ଅଣ-ଫିଚର ବର୍ଗରେ ଓଡିଆ ଫିଲ୍ମ ‘ଦ ସି ଆଣ୍ଡ ସେଭେନ ଭିଲେଜ’ ଚୟନ…

ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୧୦: ଇଣ୍ଡିଆନ ପାନୋରାମା ୨୦୨୩, ୫୪ତମ ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ(ଆଇଏଫଏଫଆଇ) ପାଇଁ ଅଣ-ଫିଚର ବର୍ଗରେ ଓଡିଆ ଫିଲ୍ମ ‘ଦ ସି ଆଣ୍ଡ ସେଭେନ ଭିଲେଜ’କୁ ଚୟନ କରାଯାଇଛି। ଏହି ଓଡିଆ ଡକ୍ୟୁମେଣ୍ଟାରୀ ବିଶିଷ୍ଟ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ ଦ୍ୱାରା…

ଜଙ୍ଗଲ ଜମି ହସ୍ତାନ୍ତରକୁ ବିରୋଧ କଲେ  ଗ୍ରାମବାସୀ

ପଟ୍ଟାଙ୍ଗି,୨୩/୧୦(ଶରତ ଧଳ): ଗ୍ରାମାଞ୍ଚଳରେ ବସବାସ କରୁଥିବା ପରିବାର ବର୍ଗଙ୍କୁ ଜଙ୍ଗଲ ଜମି ଅଧିକାର ଆଇନ ମାଧ୍ୟମରେ ସରକାର ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରି ସମ୍ପୂର୍ଣ୍ଣ ଅଧିକାର ଦେଉଥିବା ବେଳେ ସେପଟେ ଗ୍ରାମବାସୀଙ୍କ ଅଜାଣତରେ ମାଇନିଙ୍ଗ୍କୁ ଜଙ୍ଗଲ ଜମି ତଥା ପାହାଡ଼…

ନକଲି ମଦ କାରଖାନା ଠାବ: ବ୍ୟବସାୟୀଙ୍କୁ ଧରି ପୋଲିସର ପଚରାଉଚରା

ପାଟଣା,୨୩।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ତୁରୁମୁଙ୍ଗାରେ ଚାଲିଥିବା ଏକ ବେଆଇନ ନକଲି ମଦ କାରଖାନା ଠାବ ହୋଇଛି। ରବିବାର ବିଳମ୍ବିତ ରାତ୍ରିରେ ସମ୍ବଲପୁର ଅବକାରୀ ଡିଜି ଧନଞ୍ଜୟ ପାତ୍ରଙ୍କ ନେତୃତ୍ୱରେ ପାଟଣା ଅବକାରୀ…

ବଞ୍ଚାଇବାକୁ ଚେଷ୍ଟା କରି ପାରିଲାନି ମା’ ହାତୀ, ଆଖି ବୁଜିଲା ଛୁଆ

କେନ୍ଦୁଝର,୨୩ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ଅଧିନସ୍ଥ ଭୂୟାଁ ଜୁଆଙ୍ଗ ପୀଢ଼ ବନାଞ୍ଚଳ ଅନ୍ତର୍ଗତ ନୟାକୋଟ ବିଟ ଭେଜିଡ଼ିହି ଗ୍ରାମରେ ରବିବାର ଆହତ ହୋଇ ଚିକିତ୍ସାଧୀନ ଥିବା ଦୁଇ ବର୍ଷର ମାଈ ହାତୀ ଛୁଆର ସୋମବାର ସକାଳେ ମୃତ୍ୟୁ ଘଟିଛି। ଗତକାଲି…

ଅନନ୍ୟ ପ୍ରତିଭାର ଅଧିକାରୀ ପ୍ରସନ୍ନ

କେନ୍ଦୁଝର,୨୩ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ମଣିଷ ଏକ କିନ୍ତୁ ପ୍ରତିଭା ଅନେକ। ମାନବ ସେବା ଓ ଭଗବାନଙ୍କ ପ୍ରଚାର ପ୍ରସାରରେ ଜୀବନ ଅତିବାହିତ କରିଚାଲିଛନ୍ତି। ବୟସର ଅପରାହ୍ନରେ ମଧ୍ୟ ନିଜର ବୃତ୍ତି ଓ ବ୍ରତକୁ ଜାରି ରଖିଛନ୍ତି। ଏକାଧାରରେ ସେ ଜଣେ ପାଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri