ସନ୍ତୋଷୀ ସାହୁ ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳସଚିବ
ଭୁବନେଶ୍ୱର,୧ା୧୧: ନବଗଠିତ ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳସଚିବ ଭାବେ ଓଏ୍ଏସ୍ ସନ୍ତୋଷୀ ସାହୁ ନିଯୁକ୍ତ ହୋଇଛନ୍ତି। ବୁଧବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବୋର୍ଡ ଅଫ୍ ରେଭିନ୍ୟୁରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ୍ ଅଫିସର…
ପଢୁଥିବା ବେଳେ ଘରେ ପଶି ଛାତ୍ରଙ୍କ ଗଳା କାଟି ଛୁ ମାରିଲେ ଯୁବକ
ଖୋର୍ଦ୍ଧା,୧ା୧୧(ପ୍ରଭାତ ପାଣିଗ୍ରାହୀ): ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଜଟଣୀ ଥାନା ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ପରୀକ୍ଷା ଥିବାରୁ ଜଣେ ଛାତ୍ର ଘରେ ବସି ପାଠ ପଢୁଥିବା ସମୟରେ କେହି ଜଣେ ଯୁବକ ତାଙ୍କ ଘର ଭିତରେ ପଶି…
ଆଇଏଫ୍ଏସ୍ସ୍ତରରେ ଅଦଳବଦଳ: ସୁଶାନ୍ତଙ୍କୁ ବଡ଼ ଦାୟିତ୍ୱ
ଭୁବନେଶ୍ୱର,୧ା୧୧: ରାଜ୍ୟ ସରକାର ବୁଧବାର ଆଇଏଫ୍ଏସ୍(ଭାରତୀୟ ବନ ସେବା) ଅଫିସରସ୍ତରରେ ଅଦଳବଦଳ କରିଛନ୍ତି। ଆଇଏଫ୍ଏସ୍ ସୁଶାନ୍ତ ନନ୍ଦଙ୍କୁ ଆଜି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ-ବନ୍ୟପ୍ରାଣୀ(ପିସିସିଏଫ୍-ଓ୍ବାଇଲ୍ଡ ଲାଇଫ୍) ଏବଂ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ( ସିଏଡବ୍ଲ୍ୟୁଏଲ୍ଡବ୍ଲ୍ୟୁ) ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ସୁଶୀଲ…
ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ ଲାଗିବ WiFi
ଭୁବନେଶ୍ୱର,୧।୧୧: ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ରୂପାନ୍ତରୀକରଣ ଆଣିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ରାଜ୍ୟର ବିଭିନ୍ନ ସ୍କୁଲ୍ ରୂପାନ୍ତରୀକରଣ ପରେ ଏବେ ସମସ୍ତ କଲେଜକୁ ନୂଆରୂପ ଦିଆଯାଉଛି। ଏହାରି ମଧ୍ୟରେ ଓଡ଼ିଶାରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ…
୧୩ ନିଶାସକ୍ତ ଗାଡି ଚାଳକଙ୍କୁ ଗିରଫ କଲା ପୋଲିସ
ଛତ୍ରପୁର,(ଦିଲ୍ଲୀପ ସାମଲ )୧।୧୧: ମଦ୍ୟପାନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ଘନ ଘନ ଚଢାଉ ଜାରି ରଖିଛି ଗଞ୍ଜାମ ପୋଲିସ । ମଙ୍ଗଳବାର ବିଳମ୍ବିତ ରାତିରେ ଗଞ୍ଜାମ ଏସପି ଜଗମୋହନ ମିନାଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ପୋଲିସ ଜିଲାର ଜଗନ୍ନାଥପ୍ରସାଦ,…
ଓଡିଶାର ପ୍ରଥମ ମହିଳା ମନ୍ତ୍ରୀ ସରସ୍ବତୀ ପ୍ରଧାନଙ୍କ ପରଲୋକ
ବରଗଡ଼, ୧।୧୧ : ରାଜ୍ୟର ପ୍ରଥମ ମହିଳା ମନ୍ତ୍ରୀ ତଥା ବିଧାୟିକା ସରସ୍ବତୀ ପ୍ରଧାନଙ୍କ ଦେହାନ୍ତ। ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ମନ୍ତ୍ରୀ ତଥା ବିଧାୟିକା ସରସ୍ବତୀଙ୍କ ୯୮ ବର୍ଷ ବୟସରେ ପରଲୋକ ହୋଇଛି। । ଭୁବନେଶ୍ବରର ଏକ ଘରୋଇ…
କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଜିଲ୍ଲାରେ ଲକ୍ଷ୍ମୀ ବସ୍ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ବସ୍ରେ ବସି ବଳରାମପୁର ପର୍ଯ୍ୟନ୍ତ ଗଲେ
ଭୁବନେଶ୍ବର,୧।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି । କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ ୬୩ଟି ବସ୍ ଚାଲିବ ଏବଂ ସବୁ ପଞ୍ଚାୟତକୁ…
Video: ଶୀତର ଆଗମନରେ ସଜେଇ ହେଲାଣି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି
ଶୀତର ଆଗମନରେ ଏବେ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର। ଥଣ୍ଡାଥଣ୍ଡା ପାଗରେ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ପର୍ଯ୍ୟଟନ କ୍ଷେତ୍ର ମୁହାଁ ହେଲେଣି ପର୍ଯ୍ୟଟକ । ଯାହାକୁ ଦୃଷ୍ଟିରେ ସଜେଇ ହେଲାଣି ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି…
ଦାୟିତ୍ୱ ଗ୍ରହଣ ପରେ ଜଗା ଦର୍ଶନ କଲେ ରାଜ୍ୟପାଳ ରଘୁବର ଦାସ
ପୁରୀ,୧।୧୧: ରାଜ୍ୟର ୨୬ତମ ରାଜ୍ୟପାଳ ଭାବରେ ଶପଥ ନେବାପରେ ଜଗାଦର୍ଶନ ପାଇଁ ପୁରୀ ପହଞ୍ଚିଛନ୍ତି ରଘୁବର ଦାସ। ଶପଥ ଗ୍ରହଣ ପୂର୍ବରୁ ସପରିବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସିଂହଦ୍ୱାର ଠାରେ ପହଞ୍ଚିବା ପରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର…
ମଜୁରୀ ନେଇ RBIରେ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳ, ଇଡି ଟିମ୍ ପହଞ୍ଚି ଆରମ୍ଭ କଲା ତନାଘନା
ଭୁବନେଶ୍ୱର,୧।୧୧: ମଜୁରୀ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଦୁଇ ହଜାର ଟଙ୍କିଆ ନୋଟ ବଦଳା ଘଟଣା ସାମ୍ନାକୁ ଆସିବା ପରେ ତନାଘନା ଆରମ୍ଭ କରିଛି ପ୍ରବର୍ତନ ନିର୍ଦେଶାଳୟ (ଇଡି)। ଗତ କିଛି ଦିନ ହେବ ଏହି ଘଟଣା ଦୈନିକ ଦେଖିବାକୁ ମିଳିଥିଲା।…
ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟର ନାଁ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କଳାହାଣ୍ଡି,୧।୧୧: ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟର ନାଁ। ବୁଧବାର କଳାହାଣ୍ଡି ଜିଲାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଏଣିକି ଏହା ମା’ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ନାମରେ ଜଣାଯିବ। ଏହା ବ୍ୟତୀତ କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ…
ହାତୀ ଆକ୍ରମଣରେ ବିଧବା ମହିଳାଙ୍କ ମୃତ୍ୟୁ
କେନ୍ଦୁଝର,୧।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଘଟଗାଁ ରେଞ୍ଜ ଅନ୍ତର୍ଗତ ଉପର ଡିହା ଚତିରି ସାହିର ଜଣେ ମହିଳା ପାଖ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି। ମହିଳା ଜଣକ ହେଲେ ବେଲ ମୁଣ୍ଡା। ସେ ମଙ୍ଗଳବାର ମଧ୍ୟାହ୍ନରେ ଜଙ୍ଗଲକୁ…
Archives


