ମେ’ ୧୫ ଭିତରେ ଯୁକ୍ତ୨ ପରୀକ୍ଷା ଫଳ
ଭୁବନେଶ୍ୱର, ୨୭।୨(ଅସମାପିକା ସାହୁ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଫଳ ମେ’ ୧୫ ଭିତରେ ପ୍ରକାଶ ପାଇପାରେ। ଚଳିତ ବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇବ। ଏ…
ବାରବାଟୀ ଷ୍ଟାଡିୟମର ନବୀକରଣ ପ୍ରକଳ୍ପର ଶିଳାନ୍ୟାସ: ବିଭିନ୍ନ ଜିଲାରେ ହେବ ୪୧କ୍ରିକେଟ ଏକାଡେମୀ
କଟକ,୨୭।୨: କଟକ ବାରବାଟୀ ଷ୍ଟାଡିୟମ ନବୀକରଣ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ରାଜ୍ୟର ବିଭିନ୍ନ ଜିଲାରେ ହେବାକୁଥିବା ଥିବା ୪୧ଟି କ୍ରିକେଟ ଏକାଡେମୀର ମଧ୍ୟ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି । ଭର୍ଚ୍ଚୁଆଲ ମାଧ୍ୟମରେ ବୁଧବାର ଏହାର…
ଓଲଟିଲା ଯାତ୍ରୀବାହୀ ବସ୍: ୨ଗୁରୁତର, ୧୫ଆହତ
କେନ୍ଦୁଝର,୨୭।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ତରମାକାନ୍ତ-ତେନ୍ତୁଳୀଖୁଣ୍ଟି ରାସ୍ତାରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡିଛି। ଫଳରେ ୧୫ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ଥିବା ଜଣାପଡିଛି। ଆହତଙ୍କୁ ବାଂଶପାଳ ଗୋଷ୍ଠୀ ସୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା…
ନିର୍ବାଚନ କମିଶନରଙ୍କ ଛାଟ: ୧୫୬ ଓଏଏସ ଅଫିସରଙ୍କ ବଦଳି
ଭୁବନେଶ୍ୱର,୨୭।୨: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ବଦଳି ନିୟମକୁ କଡାକଡି ପାଇଁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେବା ପରେ ରାଜ୍ୟର ବଦଳି ପ୍ରକ୍ରିୟା ଜାରି ରହିଛି । ବିଡିଓ, ତହସିଲଦାର, ଉପଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଅତିରିକ୍ତ ଜିଲ୍ଲାପାଳ ଆଦି…
ଛତିଶଗଡ଼ରେ ପୋଲିସ-ମାଓବାଦୀ ଗୁଳି ବିନିମୟ: ଚାଲିଗଲା ୪ ମାଓବାଦୀଙ୍କ ଜୀବନ
ମାଲକାନଗିରି,୨୭।୨(ଦୁର୍ଯ୍ୟୋଧନ ପାତ୍ର ): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ତୁଙ୍ଗଲି ଜଙ୍ଗଲରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୪ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ, ବିଜାପୁର ଜିଲା ତୁଙ୍ଗଲି ଜଙ୍ଗଲ ଅଞ୍ଚଳରେ ଯବାନଙ୍କ ପକ୍ଷରୁ…
ଖୁବ୍ ଶୀଘ୍ର ଟିକେଟ୍ ଘୋଷଣା କରିବ ବିଜେଡି
ଭୁବନେଶ୍ୱର,୨୭।୨: ବିଜେଡି ଆଗୁଆ ଟିକେଟ ଘୋଷଣା ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପରଜଙ୍ଗ ବିଧାୟକ ନୃସିଂହ ସାହୁ କହିଛନ୍ତି ବିଜେଡି ପୂର୍ବରୁ ଟିକେଟ ଘୋଷଣାରେ ବିଳମ୍ବ କରୁଥିଲା । ମାତ୍ର ଏବେ ଖୁବଶୀଘ୍ର ଟିକେଟ ଘୋଷଣା କରାଯାଇପାରେ…
ଓଡ଼ିଶାରେ ଭାଜପା ନିର୍ବାଚନ ପ୍ରଭାରୀ: ଭାଜପା- ବିଜେଡି ମେଣ୍ଟ ନେଇ କହିଲେ…
ଭୁବନେଶ୍ୱର,୨୭।୨: ଭାଜପା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ମଙ୍ଗଳବାର ସକାଳେ ଓଡ଼ିଶାରେ ପହଞ୍ଚିଛନ୍ତି। ରାଜ୍ୟରେ ବିଜେଡି-ଭାଜପା ମେଣ୍ଟ ନେଇ ଚର୍ଚ୍ଚା ହେଉଥିବା ବେଳେ ଏ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମେଣ୍ଟ ହେବ କି ନାହିଁ, ତାହା…
ଚଳିତ ବର୍ଷ ଯୁକ୍ତ ଦୁଇ ଫିଜିକ୍ସ ପରୀକ୍ଷାରେ ତ୍ରୁଟି: ସମସ୍ତଙ୍କୁ ମିଳିବ ନାହିଁ ଗ୍ରେସ୍ ମାର୍କ, କେଉଁମାନଙ୍କୁ ମିଳିବ…
ଭୁବନେଶ୍ୱର,୨୭।୨: ଚଳିତ ବର୍ଷ ଯୁକ୍ତ ଦୁଇ ଫିଜିକ୍ସ ପରୀକ୍ଷାରେ ତ୍ରୁଟି ହୋଇଥିବା ସିଏଚଏସଇ ସ୍ବୀକାର କରିଛି। ପରୀକ୍ଷା ନିୟନ୍ତ୍ରକ କହିଲେ, ପ୍ରଶ୍ନପତ୍ରରେ ଆଉଟ ଅଫ ସିଲାବସ ନୁହେଁ ବରଂ ଚଏସ୍ ଡେଫିସିଟ ସମସ୍ୟା ଥିଲା । ରେଗୁଲାର ଓ ଏକ୍ସ ରେଗୁଲାର…
Video: ନାଲକୋ ପ୍ଲାଣ୍ଟରେ ଅଘଟଣ: ଲୁହା ରଡ଼ ପଡ଼ି ଚାଳିଗଲା ୨ ଶ୍ରମିକଙ୍କ ଜୀବନ
କୋରାପୁଟ,୨୭।୨(ଅମିତାଭ ବେହେର): କୋରାପୁଟ ଜିଲା ଦାମନଯୋଡ଼ିରେ ଥିବା ନାଲକୋ ପ୍ଲାଣ୍ଟ ପରିସରରେ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର ଏକ ଅଘଟଣ ଘଟିଛି। ସାଇଡ୍ ବିମ୍ କାର୍ଯ୍ୟ ବେଳେ ଲୁହା ରଡ଼ ପଡି ଶ୍ରମିକମାନେ ଚାପି ହୋଇଯାଇଥିଲେ। ଫଳରେ ଘଟଣା ସ୍ଥଳରେ…
ମିଶନ ଶକ୍ତି ମା’ଙ୍କ ପାଇଁ ଖୁସି ଖବର, ଏଣିକି ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏ ଋଣ
ଭୁବନେଶ୍ୱର,୨୭।୨: ମିଶନ ଶକ୍ତି ମା’ଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେ ବଡ଼ ଉପହାର । ଏଣିକି ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏ ଋଣ। ସେହିଭଳି ୟୁନିଫର୍ମ ଓ ବ୍ଲେଜର ପାଇଁ ୭୦ ଲକ୍ଷ…
ମଝି ରାସ୍ତାରେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ଧକ୍କା ଦେଇ ମୁଣ୍ଡରେ ଚଢ଼ିଗଲା ଟ୍ରକ୍
ସୁନ୍ଦରଗଡ଼,୨୭।୨(ଜୟ ନାରାୟଣ ମେଣ୍ଡୁଳି): ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ମୁଣ୍ଡ ଉପରେ ଚଢ଼ିଗଲା ଟ୍ରକ୍। ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼- ହେମଗିର ରାସ୍ତା ଚକ୍ରାମାଲ ନିକଟରେ। ବାଇକରେ ଯାଉଥିବା ଜଣେ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ (ଓଡି ୨୩…
ଆହୁରି ୬ ଦିନ କୋହଲା ପାଗ ସାଙ୍ଗକୁ ବର୍ଷା
ଭୁବନେଶ୍ୱର,୨୭।୨: ରାଜ୍ୟର କୋହଲା ପାଗ ସାଙ୍ଗକୁ ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଛି। ବଙ୍ଗୋପ ସାଗରରେ ପ୍ରବାହିତ ଥଣ୍ଡା ବାୟୁ ପ୍ରଭାବରେ ତାପମାତ୍ରା କମିବାରୁ ଗରମରୁ ଆଶସ୍ତି ମିଳିଛି। ମାର୍ଚ୍ଚ ୬ ତାରିଖ ଯାଏ ଏଭଳି କୋହଲା ପାଗ ରହିବା…
Archives


