ଏଥର ହ୍ବାଟ୍ସଆପ୍ରେ ମିଳିବ ମାଟ୍ରିକ୍ ପରୀକ୍ଷାଫଳ
କଟକ,୧୦ା୫ (କାର୍ତ୍ତିକ ସାହୁ)- ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାଫଳ ଆସନ୍ତା ୨୦ ତାରିଖ ପରେ ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ପୂର୍ବରୁ ଏସ୍ଏମ୍ଏସ୍ ଓ ଓ୍ବେବ୍ସାଇଟ୍ରୁ ଡାଉନ୍ଲୋଡ୍ କରି ପରୀକ୍ଷାଫଳ ଜାଣୁଥିଲେ। ଏବେ ଆଉ ଏକ ନୂତନ…
ବିଶାଳ ରାଲି ନୁହେଁ, ପ୍ରାର୍ଥିପତ୍ର ଦାଖଲ ପାଇଁ ସାଇକେଲରେ ପହଞ୍ଚିଲେ ସୁରଙ୍କ ପୁଅ ସିଦ୍ଧାର୍ଥ
ନିମାପଡ଼ା,୧୦ା୫: ପ୍ରାର୍ଥୀପତ୍ର ଦାଖଲ ସମୟରେ ସମସ୍ତ ପ୍ରାର୍ଥୀ ବିଶାଳ ରାଲି କରି ଯାଉଥିବା ନଜର ଆସିଥାଏ। ହେଲେ ନିମାପଡ଼ା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ ଶୁକ୍ରବାର ଏକ ନିଆରା ଢଙ୍ଗରେ ପୁରୀ ଯାଇ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସକାଳ…
କୋର୍ଟ ଆସିଲେନି ଅନୁଭବ
କଟକ,୧୦ା୫ (କାର୍ତ୍ତିକ ସାହୁ) ବର୍ଷାଙ୍କୁ ନିର୍ଯାତନା ଦେବା ନେଇ ରୁଜୁ ମାମଲାରେ ଅନୁଭବ ମହାନ୍ତି ଶୁକ୍ରବାର କୋର୍ଟ ଆସିଲେ ନାହିଁ। ଚାର୍ଜ ଫ୍ରେମ ପାଇଁ ଶୁକ୍ରବାର କଟକ ଜେଏମ୍ଏଫ୍ସି ସ୍ବତନ୍ତ୍ର କୋର୍ଟରେ ଅନୁଭବ ଓ ତାଙ୍କ ଦୁଇ ସହଯୋଗୀ ହାଜର ହେବାକୁ…
କମ୍ପିଲା ରାଜଧାନୀ, ଆରମ୍ଭ ହେଲା ମୋଦି ଶୋ’
ଭୁବନେଶ୍ୱର,୧୦।୫: ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ ଶୋ’। ଭୁବନେଶ୍ୱର ସ୍ଥିତ ଭାଜପା ରାଜ୍ୟ କାର୍ଯ୍ୟାଳୟରୁ ଆରମ୍ଭ ହୋଇଛି ମୋଦିଙ୍କ ରୋଡ ଶୋ’। ଯାହା ବାଣୀବିହାର ପର୍ଯ୍ୟନ୍ତ ଚାଲିବ। ଏହି ରୋଡ ଶୋ’ରେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟ ଭାଜପାର…
ଭୁବନେଶ୍ୱରରେ ପହଞ୍ଚିଲେ ମୋଦି
ଭୁବନେଶ୍ୱର,୧୦।୫: ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ। ବିମାନ ବନ୍ଦରରେ ପିଏମଙ୍କୁ ଓଡିଶା ଭାଜପାର ନେତା ଓ କର୍ମୀମାନେ ଜୋରଦାର ସ୍ବାଗତ କରିଛନ୍ତି। ଆଉ କିଛି…
ଆସୁଛନ୍ତି ମୋଦି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ବରଗଡ଼,୧୦।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ମୋଦି ମଧ୍ୟାହ୍ନ ୧୨ଟାରେ ପହଞ୍ଚି ତାଙ୍କ ଏହି ଗସ୍ତରେ ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ା ଟୋଲଗେଟ୍…
ଅନୁକୂଳ ହେଲା ରଥକାଠ, ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ
ପୁରୀ,୧୦।୫: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶୁକ୍ରବାର ରଥକାଠ ଅନୁକୁଳ ହୋଇଛି । ରଥ ନିର୍ମାଣ ପାଇଁ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ହୋଇଛି । ଏଥିସହ ଆଜି ଠାରୁ ଶ୍ରୀକ୍ଷେତ୍ରରେ ଚନ୍ଦନଯାତ୍ରା ଆରମ୍ଭ ହୋଇଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…
ଛତିଶଗଡରେ ବଡ଼ ଏନକାଉଣ୍ଟର, ୮ ମାଓବାଦୀ ନିହତ
ବିଜାପୁର,୧୦।୫: ଛତିଶଗଡ ବିଜାପୁରରେ ବଡ଼ ଏନକାଉଣ୍ଟର । ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି ୮ ମାଓବାଦୀ । ଦାର୍ଘ ୧୧ଘଣ୍ଟା ଧରି ଏହି ଏନକାଉଣ୍ଟର ଚାଲିଥିଲା । ଯେଉଁଥିରେ ବିଜାପୁର ପୋଲିସ ଏବଂ ସିଆରପିଏଫ କୋବ୍ରା ଯବାନଙ୍କୁ ବଡ଼ ସଫଳତା ମିଳିଛି।…
ଡୁନ୍ ସ୍କୁଲରେ ପାଠପଢ଼ା, ସଞ୍ଜୟ ଗାନ୍ଧୀ ଥିଲେ ସହପାଠୀ; କଳା-ସଂସ୍କୃତି ପ୍ରିୟ ନବୀନ ଏଭଳି ଗଢ଼ିଥିଲେ ରାଜନୀତିରେ ଭବିଷ୍ୟତ
ଭୁବନେଶ୍ୱର,୧୦।୫: ଓଡ଼ିଶାରେ ଲୋକ ସଭା ସହ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ନବୀନ ପଟ୍ଟନାୟକ ଦୁଇ ଦଶକରୁ ଅଧିକ ସମୟ ଧରି ରହିଛନ୍ତି। ଏବେ ୭୮ ବର୍ଷର ହୋଇଥିବା ନବୀନ ଯଦି ଆଗାମୀ ନିର୍ବାଚନ ଜିତି ଯାଆନ୍ତି…
ସମୀରଙ୍କୁ ରାଜା ସ୍ବାଇଁଙ୍କ ଚେତାବନୀ, ପଛରୁ ଛୁରାଘାତ…
ଭୁବନେଶ୍ୱର,୧୦।୫: ନିମାପଡା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଚେତାବନୀ । ନିର୍ବାଚନରେ ପଛରୁ ଛୁରାଘାତ କଲେ ବରଦାସ୍ତ କରାଯିବନି ବୋଲି ସିଧା ସିଧା ଶୁଣାଇଛନ୍ତି ରାଜା ସ୍ବାଇଁ। ସେ ଆହୁରି କହିଛନ୍ତି,…
ମୋଦିଙ୍କ ରୋଡ ଶୋ’ରେ ବାଧକ ସାଜିବ କି ବର୍ଷା, ଆଲର୍ଟ କଲା ପାଣିପାଗ ବିଭାଗ
ଭୁବନେଶ୍ୱର,୧୦।୫: ଆଗାମୀ ୩ଘଣ୍ଟା ପ୍ରବଳ ବର୍ଷା ହେବା ନେଇ ସୂଚନା ଜାରି କରିଛି ପାଣିପାଗ ବିଭାଗ । ବର୍ଷା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ରାଜ୍ୟର ୭ଜିଲାରେ ବର୍ଷା ନେଇ ଆକଳନ କରିଛି ବିଭାଗ ।…
ବୁଲେଟ୍ରେ ନଜର ଆସିଲେ ପାଣ୍ଡିଆନ, ଦେଲେ ଖାସ୍ ବାର୍ତ୍ତା
ଭୁବନେଶ୍ୱର,୧୦।୫: ବିଜୁ ଜନତା ଦଳ ଚଳିତ ନିର୍ବାଚନ ପାଇଁ ନିଜ ଇସ୍ତାହାର ପ୍ରକାଶ କରିଛି। ଯେଉଁଥିରେ ବଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମହିଳା ଓ ଯୁବପିଢିଙ୍କୁ ଗୁରୁତ୍ୱ ଦେଇଛନ୍ତି। ତେବେ ଶୁକ୍ରବାର ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ବୁଲେଟ ଚଢି ଯୁବପିଢିଙ୍କ…
Archives


