ରାଜ୍ୟ

ବିଜେଡି ଫେରିବା ବୟାନକୁ ନେଇ ମୁହଁ ଖୋଲିଲେ ବଦ୍ରି ପାତ୍ର, କହିଲେ ନବୀନ ପୁଣି ଫେରିବେ…

ଭୁବନେଶ୍ୱର,୨୧।୧୧: ପୁଣି ବିଜେଡି ଫେରିବା ବୟାନବାଜିକୁ ନେଇ ଓଡ଼ିଶା ରାଜନୀତି ସରଗରମ ହୋଇଛି। ବିଜେଡିର ବହୁ ବରଷ୍ଠେ ନେତା, ନବୀନ ପଟ୍ଟନାୟକ ପୁଣି କ୍ଷମତାକୁ ଫେରିବେ ବୋଲି କହୁଛନ୍ତି। ତେବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ବଦ୍ରି ପାତ୍ର। ସେ କହିଛନ୍ତି,…

ଆଉ ଦୁଇ ଦିନ ପରେ ମହିଳାଙ୍କ ଆକାଉଣ୍ଟକୁ ଆସିବ ‘ସୁଭଦ୍ରା’ ଟଙ୍କା, ଅଙ୍ଗନଓ୍ବାଡି କର୍ମୀଙ୍କୁ ନେଇ ଉପମୁଖ୍ୟମନ୍ତ୍ରୀ ଦେଲେ ବଡ଼ ବୟାନ…

ଭୁବନେଶ୍ୱର,୨୧।୧୧: ପୁଣି ମହିଳାଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ ଘୋଷଣା କରିଛନ୍ତି। ପୂର୍ବରୁ ୨ଟି ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିଥିବା ବେଳେ ୨୪ ତାରିଖରେ ୩ୟ ପର୍ଯ୍ୟାୟ ଟଙ୍କା ମିଳିବ । ଏଥର…

ହିମାଂଶୁଙ୍କୁ ଆକ୍ରମଣ: ଯାଜପୁରରେ ଭୟଙ୍କର ସ୍ଥିତି

ଯାଜପୁର,୨୧।୧୧: ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ। ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ହିମାଂଶୁ। ଯାଜପୁର ବୁଢ଼ାପୋଲ ନିକଟରେ ଏହି ଆକ୍ରମଣ ହୋଇଥିବା କୁହାଯାଉଛି। ଘଟଣା ସମ୍ପର୍କରେ ହିମାଂଶୁ ପୋଲିସ ଆଗରେ…

ପଳାଶୁଣି ଛକରେ ମର୍ମନ୍ତୁଦ ଦୁର୍ଘଟଣା: ରାସ୍ତା ପାର୍‌ ହେଉଥିବାବେଳେ ମହିଳାଙ୍କ ଉପରେ ଚଢିଗଲା ଟ୍ରକ୍‌

ଭୁବନେଶ୍ୱର,୨୧।୧୧: ପୁଣି ପଳାଶୁଣି ଛକ ନେଲା ମୁଣ୍ଡ। ରାସ୍ତା ପାର୍‌ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ୍‌। ମୃତ ମହିଳାଙ୍କ ପରିଚୟ ମିଳି ନ ଥିବା ବେଳେ ଟ୍ରକ୍‌ ଫେରାର ହୋଇଯାଇଛି। ଘଟଣାସ୍ଥଳରେ ମଞ୍ଚେଶ୍ବର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ଭୁବନେଶ୍ୱର ସ୍ଥିତ…

କୋଟିପତି ସିଏସ୍‌ଓ ସୁରେଶ କୁମାର ପାଣିଗ୍ରାହୀଙ୍କୁ ଗିରଫ କଲା ଭିଜିଲାନ୍ସ, ରେଡ୍‌ ବେଳେ ଅମାପ ସମ୍ପତ୍ତି ଦେଖି…

ଭୁବନେଶ୍ୱର,୨୧।୧୧: ସୁବର୍ଣ୍ଣପୁର ସିଏସ୍‌ଓ ସୁରେଶ କୁମାର ପାଣିଗ୍ରାହୀଙ୍କୁ ଗିରଫ କଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ବୁଧବାର ସୁରେଶଙ୍କ ସୋନପୁର ସ୍ଥିତ ଭଡା ଓ ପୈତୃକ ଘର ସମେତ ୧୧ଟି ସ୍ଥାନରେ ଭିଜିଲାନ୍ସ…

ଆଜି ସୃଷ୍ଟି ହେବ ଘୂର୍ଣ୍ଣିବଳୟ! ଆସୁଛି…

ଭୁବନେଶ୍ୱର,୨୧।୧୧:ପୁଣି ଘନେଇଲାଣି ବାତ୍ୟା ଭୟ। ବଙ୍ଗୋପସାଗରରେ ଆସୁଛି ଆଉ ଏକ ବାତ୍ୟା ! ନିକଟରେ ଓଡ଼ିଶା ଉପକୂଳରେ ମାଡ ହୋଇଥିଲା ଭୀଷଣ ସାମୁଦ୍ରିକ ଝଡ ‘ଦାନା’। ତେବେ ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିଥିବାବେଳେ ଏବେ ଆଉ ଏକ ବାତ୍ୟା…

ସ୍କୁଲ ଯିବାକୁ କହିବାରୁ ଆତ୍ମହତ୍ୟା କଲେ ନାବାଳକ

ପାଟଣା,୨୧।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ପିଙ୍ଗୁ ପାଟଣା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଜଣେ ୧୪ବର୍ଷ ନାବାଳକ ଗାଁ ହୁଡ଼ିର ଏକ ବରଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ନାବାଳକ ଜଣକ ଗ୍ରାମର ପିର୍ତ୍ତି ମୁର୍ମୁଙ୍କ…

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ

ମାଲକାନଗିରି,୨୧।୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରିରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁରୁବାର ଗୁଳିବିନିମୟ ହୋଇଛି । ମାଲକାନଗିରି ଜିଲା ଏମ ଭି-୭୯ ଜିନ୍ଦଲଗୁଡ଼ା ନିକଟରେ ଏହି ଗୁଳି ବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଥିବା ବେଳେ ଦୁଇ ମାଓବାଦୀଙ୍କୁ…

୨୪ ଘଣ୍ଟା ଖୋଲା ରହିବ ନିରାମୟ କେନ୍ଦ୍ର

ଭୁବନେଶ୍ୱର,୨୧ା୧୧(ଅନିଲ ଦାସ): ସରକାରୀ ହସ୍ପିଟାଲଗୁଡ଼ିକରେ ଥିବା ‘ନିରାମୟ’ କେନ୍ଦ୍ରଗୁଡ଼ିକ ୨୪ ଘଣ୍ଟା ଖୋଲା ରହିବ। ଗୃହନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବୁଧବାର ପୂର୍ବାହ୍ନରେ ଖାରବେଳ ଭବନରେ ଓଡ଼ିଶା ରାଜ୍ୟ ଔଷଧ ନିଗମର ସମୀକ୍ଷା…

‘କ୍ଲାଇମେଟ୍‌ ଚେଞ୍ଜ: ବିଲ୍ଡିଂ ରିଜିଲିଆନ୍ସ’: ଜଙ୍ଗଲ ସୃଷ୍ଟି ପାଇଁ ପ୍ରତିଶ୍ରୁତିବଦ୍ଧ

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ ହୋଇ ଅନ୍ୟମାନଙ୍କୁ ଏକ୍ଷେତ୍ରରେ ସହଭାଗୀ କରାଇପାରିବେ ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’…

ବ୍ୟବସାୟ କରିବାକୁ ଯାଇ ଫେରୁଥିଲେ ସ୍ତ୍ରୀ-ସ୍ବାମୀ, ଟ୍ରେନ୍‌ ଧକ୍କାରେ ଚାଲିଗଲା ଜୀବନ

ଲକ୍ଷ୍ମୀପୁର,୨୦ା୧୧(ଅନନ୍ତ ନାୟକ): ରାୟଗଡ଼ା ଜିଲା ଲକ୍ଷ୍ମୀପୁର ଷ୍ଟେଶନ ନିକଟସ୍ଥ ୧ କି.ମି. ଦୂର ଏକ ଗ୍ରାମକୁ ବ୍ୟବସାୟ କରିବାକୁ ଯାଇ ଫେରୁଥିବା ଦମ୍ପତିଙ୍କ ଟ୍ରେନ୍‌ ଧକ୍କାରେ ମୃତ୍ୟୁ ହୋଇଛି। ସେମାନେ ହେଲେ ବୁର୍ଜା ଗ୍ରାମର ବୁରୁସ ଖରା(୬୦) ଓ ତାଙ୍କ ସ୍ତ୍ରୀ…

ଆକ୍ରମଣ ପରେ ଚାଞ୍ଚଲ୍ୟକର ଖୁଲାସା କଲେ ହିମାଂଶୁ: ”ମୋତେ ମାରିଦେଇଥାନ୍ତେ”

ଯାଜପୁର,୨୦।୧୧: ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ବୁଧବାର ସନ୍ଧ୍ୟାରେ ଦୁର୍ବୁତ୍ତମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣ ପଛରେ ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ହିମାଂଶୁ। ଏଥିସହିତ ଘଟଣା ପରେ ଗଣମାଧ୍ୟମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri