ରାଜ୍ୟ

ପୁରୀ ଇନ୍ଦିରା ଭବନରେ ରକ୍ତାକ୍ତ ସଂଘର୍ଷ

ପୁରୀ ଅଫିସ, ୧୮।୨: ପଦାରେ ପଡ଼ିଲା ପୁରୀ ଜିଲା କଂଗ୍ରେସର ଗୋଷ୍ଠୀ କନ୍ଦଳ। ଜିଲା ଦଳୀୟ କାର୍ଯ୍ୟାଳୟ ଇନ୍ଦିରା ଭବନ ପାଲଟିଲା ରଣକ୍ଷେତ୍ର। ପ୍ରଦେଶ କଂଗ୍ରେସ କମିଟି…

6 years ago

ବିବାହ କରିବାକୁ କହି ଠକିନେଲେ ୨୫ ଲକ୍ଷ

ଭୁବନେଶ୍ୱର,୧୮।୨(ବ୍ୟୁରେ): ପ୍ରଥମେ ବନ୍ଧୁତା, ପରେ ପ୍ରେମ। ସମ୍ପର୍କ ଆଗକୁ ବଢ଼ିବା ପରେ ବିବାହ କରିବାକୁ କହି ଯୁବତୀଙ୍କଠାରୁ ଠକିନେଲେ ୨୫ ଲକ୍ଷ। ପ୍ରତାରଣା ଓ ଠକେଇର ଶିକାର…

6 years ago

ରାଜଧାନୀରେ ୧ ଲକ୍ଷ ଲୁଟ୍‌, ବ୍ୟବସାୟୀ ଆହତ

ଭୁବନେଶ୍ୱର,୧୮।୨(ବ୍ୟୁରେ): ଗତ ସପ୍ତାହରେ ଖାରବେଳନଗର ଥାନା ଅନ୍ତର୍ଗତ ରେଡ୍‌କ୍ରସ୍‌ ଭବନ ସମ୍ମୁଖରୁ ଜଣେ ପୋଲିସ କର୍ମଚାରୀଙ୍କଠାରୁ ୨ଲକ୍ଷ ଲୁଟ୍‌ ହୋଇଥିଲା। ଏହି ଘଟଣାରେ କମିଶନରେଟ ପୋଲିସ ଅଭିଯୁକ୍ତଙ୍କୁ…

6 years ago

ସାମାଜିକ ବୈଷମ୍ୟ, ଅର୍ଥନୈତିକ ଅସ୍ଥିରତା ଆଣିବ କେନ୍ଦ୍ର ବଜେଟ

ଭୁବନେଶ୍ୱର,୧୮।୨(ବ୍ୟୁରେ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସଂସଦରେ ଉପସ୍ଥାପନ କରିଥିବା ୨୦୨୦-୨୧ ବଜେଟ ସମ୍ପୂର୍ଣ୍ଣ ଦିଶାହୀନ। ସାମାଜିକ ବୈଷମ୍ୟ ବୃଦ୍ଧି କରିବା ସହ ଦେଶର ଆର୍ଥିକ ଅଧୋଗତି…

6 years ago

ଆପାର୍ଟମେଣ୍ଟରୁ ଖସି ଛାତ୍ରୀ ମୃତ୍ୟୁ ଘଟଣା: ରହସ୍ୟ ସୃଷ୍ଟି କଲା ମୃତା ଛାତ୍ରୀଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ବଡଗଡ଼ ଥାନା ଅନ୍ତର୍ଗତ ବିଜେବି ନଗରସ୍ଥିତ ଏକ ଆପାର୍ଟମେଣ୍ଟର ଚତୁର୍ଥ ମହଲାରୁ ଖସି ଅଷ୍ଟମ ଶ୍ରେଣୀ ଛାତ୍ରୀ କୃତ୍ତିକା ମିଶ୍ରଙ୍କ ରବିବାର ଅପରାହ୍ନରେ ମୃତ୍ୟୁ ଘଟିଥିଲା।…

6 years ago

ଅଜୟଙ୍କୁ ‘ଜଗଦୀଶ କଥା ସମ୍ମାନ’

ଭୁବନେଶ୍ୱର, ୧୮।୨(ବ୍ୟୁରୋ): ଜଗଦୀଶ ମହାନ୍ତି ଟ୍ରଷ୍ଟ ପକ୍ଷରୁ ସୋମବାର ସ୍ଥାନୀୟ ଏକ ହୋଟେଲରେ ‘ଜଗଦୀଶ ଜୟନ୍ତୀ’ ପାଳିିତ ହୋଇଯାଇଛି। କଥାକାର ଡ. ସରୋଜିନୀ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ…

6 years ago

୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ଏକାମ୍ରଶ୍ରୀ ସମ୍ମାନ

ପୁରୁଣା ଭୁବନେଶ୍ୱର,୧୮।୨(ଡି.ଏନ୍‌.ଏ.):ମହାଶିବରାତ୍ରିରେ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ପ୍ରତିବର୍ଷ ଭଳି ଚଳିତବର୍ଷ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଅହରାତ୍ର ଭଜନ ସମାରୋହ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।…

6 years ago

ବିଶିଷ୍ଟ ଚିକିତ୍ସକ ଅମରେଶ୍ୱର ନାୟକଙ୍କ ପରଲୋକ

ଭୁବନେଶ୍ୱର ୧୮।୨(ବ୍ୟୁରୋ): ରାଜ୍ୟର ଜଣେ ବିଶିଷ୍ଟ ହୋମିଓପା୍ୟାଥିକ ଚିକିତ୍ସକ ଭାବେ ପରିଚିତ ଡା.ଅମରେଶ୍ୱର ନାୟକ(୬୮ )ଙ୍କର ରବିବାର ରାତିରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ପରଲୋକ ହୋଇଯାଇଛି।…

6 years ago

ଶ୍ରୀଲିଙ୍ଗରାଜ ମନ୍ଦିର ଅଁଳାବେଢ଼ାରେ ମହୁଫେଣା ବିପଦ

ପୁରୁଣା ଭୁବନେଶ୍ୱର,୧୮।୨(ଡି.ଏନ୍‌.ଏ.):  ମହାଶିବରାତ୍ରିରେ ସମର୍ଥା ସେବାୟତ ପରମ୍ପରା ଅନୁଯାୟୀ ମନ୍ଦିର ଚୁଡ଼ାକୁ ମହାଦୀପ ଉଠାଇଥାନ୍ତି। ପ୍ରତିବର୍ଷଭଳି ଚଳିତବର୍ଷ ମଧ୍ୟ ସମସ୍ତ ପ୍ରସ୍ତୁତି ଆଗେଇ ଚାଲିଥିବାବେଳେ ମନ୍ଦିର ଚୁଡ଼ାରେ…

6 years ago

ଜାଗରରେ ଝଲସିବ ଶ୍ରୀଲିଙ୍ଗରାଜ କ୍ଷେତ୍ର: ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୮।୨(ଡି.ଏନ୍‌.ଏ.): ଆସନ୍ତା ୨୧ତାରିଖ ତଥା ଶୁକ୍ରବାର ମହାଶିବରାତ୍ରି। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗରଯାତ୍ରା ତଥା ମହାଶିବରାତ୍ରି ଉପଲକ୍ଷେ ସୋମବାର ସନ୍ଧ୍ୟାରେ କମିଶନରେଟ ପୋଲିସ ପକ୍ଷରୁ ଏକ ପ୍ରସ୍ତୁତି…

6 years ago