ଝାରସୁଗୁଡ଼ା ଅଫିସ,୫ା୫: ଝାରସୁଗୁଡ଼ା ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଛି। ଏହାକୁ ମୁକାବିଲା କରିବା ପାଇଁ କରୋନା ଯୋଦ୍ଧା ଭାବେ ଜିଲା ପୋଲିସ ପ୍ରଶାସନ ଦିନରାତି…
କୋରୁକୋଣ୍ଡା, ୫ା୫- ଚାକିରି ପ୍ରଲୋଭନ ଦେଇ ୪୦ରୁ ଊର୍ଦ୍ଧ୍ୱ ଯୁବତୀଙ୍କୁ ନିଆଯାଉଥିଲା ତାମିଲନାଡୁ। ସେମାନଙ୍କୁ କୁହାଯାଇଥିଲା ବଲାଙ୍ଗୀରର ଏକ ସିଲେଇ କମ୍ପାନୀରେ ଦିଆଯିବ ନିଯୁକ୍ତି। ପ୍ରଥମେ ୪୦ରୁ…
କୋଷାଗୁମୁଡ଼ା,୫।୫: ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ଟେମରା ଗ୍ରାମର ଦୁଇ ନାବାଳିକାଙ୍କର ବୁଧବାର ବଜ୍ରପାତରେ ମୃତ୍ୟୁ ହୋଇଛି। ମୃତକ ହେଲେ ଊର୍ମିଳା ଭତ୍ରା ଓ ହୀରାଦେଈ ଭତ୍ରା।…
ଭୁବନେଶ୍ୱର,୫।୫: ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମହିଳା କରୋନା ଟିକା ନେଇ ପାରିବେ ନାହିଁ। ବୁଧବାର ଏହି ସୂଚନା ଦେଇଛନ୍ତି ଏସ୍ବି ମେଡିକାଲ ସ୍ତ୍ରୀ ଏବଂ ପ୍ରସୂତି ବିଭାଗ…
ଭୁବନେଶ୍ବର,୫।୫: ରାଜ୍ୟର ବିଭିନ୍ନ ଜିଲାରେ କାଳବେଶାଖୀ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡଘଡି ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ…
ଭୁବନେଶ୍ୱର,୫।୫(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୧୬ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୦୪ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…
ଭୁବନେଶ୍ୱର,୫।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ମଙ୍ଗଳବାର ରାଜ୍ୟରେ ୯,୮୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୫,୬୧୧ ଜଣ କ୍ୱାରାଣ୍ଟାଇନ୍ରେ…
ଚୌଦ୍ୱାର,୫ା୫(ଡି.ଏନ୍.ଏ.):କଟକ ଜିଲା ଟିପିଏମ୍ ଫାଣ୍ଡି ଅଧୀନ ଦାଶରଥୀପାଟଣା ଗ୍ରାମର ହିମାଂଶୁ ଦାସ(୨୫) ଗତ ୮ ଦିନ ହେବ ନିଖୋଜ ଅଛନ୍ତି। ଏ ସମ୍ପର୍କରେ ତାଙ୍କ ପରିବାର ଲୋକେ…
ଭୁବନେଶ୍ୱର, ୫।୫(ବ୍ୟୁରୋ):ରାଜ୍ୟରେ କରୋନା ସଂକଟ ଭିତରେ ନିଜ ଜୀବନକୁ ବାଜି ଲଗାଇ ଖବରଦାତାମାନେ ଅହରହ କାର୍ଯ୍ୟ କରୁଛନ୍ତି। ଇତିମଧ୍ୟରେ ୧୦ରୁ ଊର୍ଦ୍ଧ୍ୱ ଖବରଦାତାଙ୍କ କୋଭିଡ୍ରେ ମୃତ୍ୟୁ ଘଟିଛି।…
ଭୁବନେଶ୍ୱର,୫।୫(ବ୍ୟୁରୋ):ଆଜିଠାରୁ ରାଜ୍ୟରେ ୧୪ ଦିନିଆ ଲକ୍ଡ଼ାଉନ୍ ଲାଗୁ ହେଉଛି। ଏହି ସମୟରେ ସହରାଞ୍ଚଳରେ ଶଟ୍ଡାଉନ୍ କଟକଣା ମଧ୍ୟ ଜାରି ରହିବ। ତେଣୁ କଟକ ଓ ଭୁବନେଶ୍ୱରରେ ଆଇନ…