ରାଜ୍ୟ

କୋଟିଆବାସୀଙ୍କୁ ମାଉସୀ ଆବଶ୍ୟକ ନାହିଁ, ଜାଣନ୍ତୁ କାହିଁକି ଏମିତି କହିଲେ ସୁରେଶ ପୂଜାରୀ

ଭୁବନେଶ୍ୱର,୧୮ା୧୦: କୋଟିଆରେ ଆନ୍ଧ୍ର ନିର୍ବାଚନ କରିବା ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, କୋଟିଆ ଓଡ଼ିଶାର, ଆନ୍ଧ୍ରର ଉଦ୍ୟମକୁ ପ୍ରତିହତ କରିବାକୁ…

3 weeks ago

କେସିଙ୍ଗା କଲେଜ ସମ୍ମୁଖରେ ଆଣ୍ଠୁଏ ଗାତ, ପିଡବ୍ଲ୍ୟୁଡି ବିଭାଗ ନିରବ: ଦୁର୍ଘଟଣା ଆଶଙ୍କା

କେସିଙ୍ଗା, ୧୮।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ଦେଇ ଜୋରାଡବ୍ରା ଓ ଏମ୍‌. ରାମପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର କେସିଙ୍ଗା ମହାବିଦ୍ୟାଳୟ ସମ୍ମୁଖରେ…

3 weeks ago

ନିଜସ୍ୱ ପକ୍କା କୋଠା ଥାଇ ଭଙ୍ଗାଦଦରା ଘରେ ଚାଲିଛି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ: ଛାତ ଉପରେ ପାଲ ପକାଇ ଚାଲୁଛି କାମ

ଦାରିଙ୍ଗବାଡ଼ି, ୧୮।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗ୍ରୀନବାଡ଼ି ପଞ୍ଚାୟତରେ ରାଜସ୍ୱ ନିରୀକ୍ଷକଙ୍କ ପାଇଁ ଏକ ନୂତନ ପକ୍କା କାର୍ଯ୍ୟାଳୟ ନିର୍ମାଣ କରାଯାଇଛି।…

3 weeks ago

ଶପଥ ନେଲେ ନୂଆ ରାଜ୍ୟପାଳ ବ୍ରଜମୋହନ ରାମ

ଭୁବନେଶ୍ୱର, ୧୮।୧୦: ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ରବିବାର ଶପଥ ଗ୍ରହଣ କରିଛନ୍ତି। ଭୁବନେଶ୍ୱରସ୍ଥିତ ଲୋକଭବନରେ ଆୟୋଜିତ ସମାରୋହରେ ହାଇକୋର୍ଟର ମୁଖ୍ୟ ବିଚାରପତି ତାଙ୍କୁ ପଦ…

3 weeks ago

ଓଡ଼ାପଡ଼ା ତହସିଲଦାର ନିଲମ୍ବିତ: କମିଶନରଙ୍କ ବିନା ଅନୁମତିରେ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ

ଢେଙ୍କାନାଳ,୧୮ା୧୦(ରତନ ନାୟାର): ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଓଡ଼ିଶା ପ୍ରଶାସନିକ ସେବା କନିଷ୍ଠ ବ୍ୟାଚ୍‌ର ଅଧିକାରୀ ତଥା ଢେଙ୍କାନାଳ ଜିଲା ଓଡ଼ାପଡ଼ା…

3 weeks ago

ଏହି ଦେବୀପୀଠରେ କେବଳ ପୂଜକ ଭାବେ ପୂଜା କରନ୍ତି ଦଳିତ ମହିଳା, ଭିତରକୁ ପୁରୁଷଙ୍କ ପ୍ରବେଶ ନିଷେଧ

କେନ୍ଦ୍ରାପଡ଼ା, ୧୮ା୧୦ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟାରୁ ବଗପାଟିଆକୁ ସ୍ଥାନାନ୍ତରିତ ମା’ପଞ୍ଚୁବରାହୀଙ୍କ ପୀଠ ଦୁର୍ଗା ପୂଜା ଉତ୍ସବ ପାଇଁ ଚଳଚଞ୍ଚଳ ହୋଇଛି। ଏହି…

3 weeks ago

ବେଣ୍ଟକାରରେ ପୂର୍ବତନ ବିଧାୟକଙ୍କ ‘ଚାଏ ପେ ଚର୍ଚ୍ଚା’, ସରପଞ୍ଚଙ୍କ ମିଳିଲାନି ଦେଖା

କଟକ ସଦର, ୧୧୦ (ସୁଶାନ୍ତ କୁମାର ଜେନା): କଟକ ସଦରର ପୂର୍ବତନ ବିଧାୟକ ଚନ୍ଦ୍ରସାରଥି ବେହେରା ଶନିବାର ୪୨ ମୌଜା ଅନ୍ତର୍ଗତ ବେଣ୍ଟକାରଠାରେ ଆୟୋଜିତ ‘ଚାଏ ପେ…

3 weeks ago

ଗ୍ରୀନ୍‌ବାଡ଼ିକୁ ଗଡୁନି ମୁଖ୍ୟମନ୍ତ୍ରୀ ବସ୍‌, ଚଳାଚଳ ପାଇଁ ଦାବି କରି ଅଞ୍ଚଳବାସୀ…

ଦାରିଙ୍ଗବାଡ଼ି,୧୮ା୧୦(ଅରୁଣ ସାହୁ): ଗତ ସରକାରରେ ଲୋକଙ୍କ ଯାତାୟାତର ସୁବିଧା ପାଇଁ ପଞ୍ଚାୟତ ମୁଖ୍ୟାଳୟରୁ ବ୍ଲକ ମୁଖ୍ୟାଳୟକୁ ସଂଯୋଗ ତଥା ଯାତାୟାତ ପାଇଁ ଲକ୍ଷ୍ମୀ ବସ୍‌ ଯୋଜନା ଆରମ୍ଭ…

3 weeks ago

ବାପାଙ୍କୁ ହତ୍ୟା ଧମକ ଦେଇ ନାବାଳିକାଙ୍କୁ ମନ୍ଦିରରେ ବିବାହ, ମା’ ପୋଲିସକୁ ଖବର ଦେବାରୁ ଘଟିଲା ଏମିତି…

କୁଜଙ୍ଗ,୧୮।୧୦(ମନୋଜ ପ୍ରଧାନ): ନାବାଳିକା ଝିଅଙ୍କୁ ମନ୍ଦିରକୁ ଆଣିବା ପାଇଁ ମଦ ଦେଇ ପ୍ରଲୋଭିତ କରିବା ସହ ନ ଶୁଣିଲେ ହତ୍ୟା କରିବାକୁ ବାପାଙ୍କୁ ଧମକ ଦିଆଯାଇଥିଲା। ଏଥିରେ…

3 weeks ago

କୁକୁର ଖାଦ୍ୟ ପ୍ୟାକେଟ୍‌ରୁ ୧.୮୫କୋଟି ବିଦେଶୀ ଗଞ୍ଜେଇ ଜବତ

ଭୁବନେଶ୍ୱର,୧୮।୧୦(ତ୍ରିନାଥ ମହାନ୍ତି): ବିଜୁପଟ୍ଟନାୟକ ବିମାନ ବନ୍ଦରକୁ ନିଶା ଚାଲାଣକାରୀମାନେ ଏକ ସୁରକ୍ଷିତ ଗଳାବାଟ ବାଛି ନେଇଛନ୍ତି। ଶନିବାର ଭୁବନେଶ୍ୱର ବିମାନବନ୍ଦରରେ ଓହ୍ଲାଇଥିବା ୪ଜଣ ଯାତ୍ରୀଙ୍କ ବ୍ୟାଗ୍‌ରୁ ୫.୨୯୧…

3 weeks ago