ମାଲକାନଗିରି,୨୪ା୧୦ (ଡି.ଏନ.ଏ.): ଦିନେ ରାଜ୍ୟ ତଥା ଜିଲା ପାଇଁ ଗୌରବ ଆଣିଥିବା ଯୁବକ ଆଜି ପାଲଟିଛନ୍ତି ଦିନ ମଜୁରିଆ । ଅର୍ଥାଭାବରୁ ତାଙ୍କ ପ୍ରତିଭା ଅନ୍ଧାରରେ ହଜିଯାଉଛି।…
ଭୁବନେଶ୍ୱ,୨୪।୧୦(ବ୍ୟୁରୋ): ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ରବିବାର କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ପ୍ରସନ୍ନଙ୍କ ନାମରେ ୫ଟି ଫୌଜଦାରୀ ମାମଲା ରହିଛି। ଏପରି କି…
ଭୁବନେଶ୍ୱର,୨୪।୧୦(ବ୍ୟୁରୋ): କାର୍ତ୍ତିକ ଆରମ୍ଭରୁ ପରିବା ଦର ଆକାଶଛୁଆଁ ହୋଇଛି। ସାଧାରଣ ଲୋକଙ୍କ ପାଇଁ ଏହା କଷ୍ଟକର ହୋଇ ପଡ଼ିଛି। ଏପଟେ ଟମାଟୋ ମୂଲ୍ୟ କିଲୋ ପିଛା ୮୦…
ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ସୋମବାରଠାରୁ ଅଫଲାଇନରେ ଅଷ୍ଟମ ଶ୍ରେଣୀ ପଠାପଢ଼ା ଆରମ୍ଭ ହେବ। କ୍ଳାସ ରୁମ୍ରେ ପାଠ ପଢି଼ିବେ ଛାତ୍ରୀଛାତ୍ର। ସକାଳ ୯ଟାରୁ ଆରମ୍ଭ ହୋଇ ମଧ୍ୟ୍ୟାହ୍ନ ୧୨.୩୦ଟା ପର୍ଯ୍ୟନ୍ତ…
ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ରାଜଧାନୀ ବିନ୍ଦୁସାଗରରୁ ରବିବାର ଜଣେ ଛାତ୍ରଙ୍କ ମୃତଦେହ ମଳିଛିି। ମୃତକ ଜଣକ ଇଞ୍ଜିନିୟରିଂ ଛାତ୍ର ତାଙ୍କ ନାମ ସାଇଶ୍ରୀ ଜ୍ୟୋତିପ୍ରକାଶ ବୋଲି ଜଣାପଡ଼ିଛି। ଜ୍ୟୋତିପ୍ରକାଶ ମାନସିକ…
ଭୁବନେଶ୍ୱର,୨୪ା୧୦(ବ୍ୟୁରୋ): ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଦୁଇଦିନ ତଳୁ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏଆଇସିସି ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସେ ଏହି ଇସ୍ତଫା…
ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ରାଜ୍ୟ ସରକାର ଅସ୍ଥାବର ସମ୍ପତ୍ତିର ବେଞ୍ଚ ମାର୍କ ଭେଲ୍ୟୁ ବିଏମ୍ଭି ସଂଶୋଧନ କରିବାକୁ ଯାଉଛନ୍ତି। ଏହି ପଦକ୍ଷେପ ଦ୍ୱାରା ଜମି ଏବଂ ଘର ମହଙ୍ଗା ହୋଇପାରେ।…
ମାଲକାନଗିରି,୨୪।୧୦(ଡି.ଏନ୍.ଏ.): ବୟସର ଅପରାହ୍ନରେ ପରିବାର ଲୋକଙ୍କ ସ୍ନେହ ଓ ସେବା ଲୋଡ଼ାହୁଏ। ଶେଷ ସମୟରେ ନିଜର ଲୋକେ ନ ପଚାରିଲେ ଜୀବନ ଜିଇଁବା କଷ୍ଟକର ହୋଇପଡ଼େ। ମାଲକାନଗିରି…
ଭବାନୀପାଟଣା,୨୪।୧୦(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେଗାଁ ଥାନା ମହାଲିଙ୍ଗ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ରିମାଣ୍ଡ ଅବଧି ଆଜି…
ନିଶ୍ଚିନ୍ତକୋଇଲି,୨୪ା୧୦(ସ୍ବ.ପ୍ର.): ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକର ବିଭିନ୍ନ ଗଁା ଗହଳି, ଚା ଖଟି ଓ ପାନ ଦୋକାନରେ…