ରାଜ୍ୟ

ମହାପ୍ରଭୁଙ୍କ ପାଟବସ୍ତ୍ର ବୁଣାକାମ ଆରମ୍ଭ

ଖୋର୍ଦ୍ଧା ଅଫିସ,୨୪ା୪: ପବିତ୍ର ଅକ୍ଷୟତୃତୀୟାରେ ରବିବାର ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ଲାଗି ପାରମ୍ପରିକ ରୀତି ନୀତିରେ ତିନିରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଅନ୍ୟପଟେ ଆସନ୍ତା ରଥଯାତ୍ରାରେ ମହାପ୍ରଭୁଙ୍କ…

3 years ago

ନକଲି ବିଏମ୍‌ସି ଅଧିକାରୀ ଗିରଫ

ଭୁବନେଶ୍ୱର,୨୪।୪ (ବ୍ୟୁରୋ): ନିଜକୁ ବିଏମ୍‌ସିର ବରିଷ୍ଠ ଅଧିକାରୀ ପରିଚୟ ଦେଇ ପ୍ଲାଷ୍ଟିକ, କପଡ଼ା ଓ ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀ ବିକ୍ରି କରୁଥିବା କହି ଫେରି ବେପାରିଙ୍କଠାରୁ ଜରିମାନା…

3 years ago

ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା

ପୁରୁଣା ଭୁବନେଶ୍ୱର,୨୪ା୪ (ଡି.ଏନ୍‌.ଏ.): ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରବିବାର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ଭିତର ଓ ବାହାର ଚନ୍ଦନ ଅନୁଷ୍ଠିତ ହୋଇଛି।…

3 years ago

କିସ୍‌ ଷ୍ଟାଡିୟମରେ ସି-୨୦ ମାନବ ଲୋଗୋ

ଭୁବନେଶ୍ୱର,୨୪।୪(ବ୍ୟୁରୋ): କିଟ୍‌ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ସିଭିଲ-୨୦(ସି-୨୦) ଅଧୀନରେ ଲିଙ୍ଗଗତ ସମାନତା ଓ ଦିବ୍ୟାଙ୍ଗ ଓ୍ବାର୍କିଂ ଗ୍ରୁପ୍‌ ସମ୍ମିଳନୀ ଅବସରରେ କିସ୍‌ ଷ୍ଟାଡିୟମରେ କିସ୍‌ର ୩ ହଜାର ଛାତ୍ରୀ…

3 years ago

ଆପାର୍ଟମେଣ୍ଟରୁ ପଡ଼ି ଆଇନ ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଖାରବେଳନଗର ଥାନା ଅନ୍ତର୍ଗତ ମାଷ୍ଟରକ୍ୟାଣ୍ଟିନସ୍ଥିତ ଚନ୍ଦ୍ରମା ଆପାର୍ଟମେଣ୍ଟର ଛାତରୁ ପଡ଼ି ରବିବାର ରାତିରେ ଜଣେ ଆଇନ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସେ ହେଲେ ୟୁନିଟି-୬ ଗଙ୍ଗନଗରରେ…

3 years ago

ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ ଭଳି ଓଏସ୍‌ଏସ୍‌ସି ପରୀକ୍ଷା ପ୍ରଶ୍ନପତ୍ର: ଭାଜପା

ଭୁବନେଶ୍ୱର,୨୪ା୪(ବ୍ୟୁରୋ): ଓଡ଼ିଶା ମୁଖ୍ୟମନ୍ତ୍ରୀ ଯେମିତି ଓଡ଼ିଆ କୁହନ୍ତି, ଠିକ୍‌ ସେମିତି ଓଏସ୍‌ଏସ୍‌ସି ପରୀକ୍ଷାରେ ଓଡ଼ିଆ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଛି। ରାଜ୍ୟ ସରକାର ଓଡ଼ିଶାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ…

3 years ago

ଆତଙ୍କ ଖେଳାଉଥିବା ପେସାଦାର ଲୁଟେରା ଗିରଫ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ମୋବାଇଲ ଓ ସୁନା ଚେନ୍‌ ଲୁଟ୍‌ପାଟ୍‌ କରି ଆତଙ୍କ ଖେଳାଉଥିବା ଜଣେ ପେଷାଦାର ଲୁଟେରାଙ୍କୁ ବଡ଼ଗଡ଼ ଥାନା ପୋଲିସ ଗିରଫ…

3 years ago

ଦୁଇ ମହିଳାଙ୍କୁ ଦଳିଦେଲା ହାତୀ

ଅନୁଗୋଳ ଅଫିସ,୨୪ା୪): ଅନୁଗୋଳ ଜିଲା ବନ୍ତଳା ରେଞ୍ଜର ବଡ଼କନ୍ତକୁଳ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ସୋମବାର ସକାଳେ ଘର ନିକଟସ୍ଥ ବଗିଚାକୁ ଆମ୍ବ ଗୋଟାଇବାକୁ ଯାଇଥିବା…

3 years ago

ଘଡ଼ଘଡ଼ି ସହ ବର୍ଷା ପବନ ଆଶଙ୍କା, ୧୦ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୨୪ା୪(ବ୍ୟୁରୋ): ରାଜ୍ୟରେ ପଶ୍ଚିମ ଝଡ଼ ସହ କାଳବୈଶାଖୀର ପ୍ରଭାବ ଲାଗି ରହିବ। ସୋମବାର ପୂର୍ବାହ୍ନ ସୁଦ୍ଧା କଳାହାଣ୍ଡି, ରାୟଗଡ଼ା କୋରାପୁଟ, କନ୍ଧମାଳ, ଗଞ୍ଜାମ, କଟକ, ଯାଜପୁର, ଭଦ୍ରକ,…

3 years ago

ନିର୍ବାଚନ ରାଜନୀତିରେ ପୁନଃପ୍ରବେଶ ଲାଗି ଅମଙ୍ଗ: ତଥାଗତ

ଭୁବନେଶ୍ବର, ୨୪ା୪(ବ୍ୟୁରୋ): ମୁଁ ନିର୍ଦ୍ଦଳୀୟ। ଏବେ ମୁଁ କୌଣସି ଦଳରେ ନାହିଁ। ମୁଁ ଆପଣମାନଙ୍କ ଦଳରେ ଅଛି। ନିର୍ବାଚନ ରାଜନୀତିରେ ପୁନଃପ୍ରବେଶ କରିବାକୁ ଅମଙ୍ଗ ବୋଲି ରବିବାର…

3 years ago