ରାଜ୍ୟ

ଦିବ୍ୟାଙ୍ଗ ଝିଅକୁ ଅସଦାଚରଣ: ଅଭିଯୁକ୍ତଙ୍କୁ ପିଟି ପିଟି ମାରିଦେଲେ ଦୁଇ ଭାଇ

ରାଇକିଆ,୩୦ା୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନା ମାଣିକେଶ୍ୱର ପଞ୍ଚାୟତ ସିକବାଡି ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ଦିବ୍ୟାଙ୍ଗ ଝିଅକୁ ଅସଦାଚରଣ କରିଥିବା ଜଣେ ଅଣଓଡ଼ିଆ ଯୁବକଙ୍କୁ…

3 years ago

ଟ୍ରେନ୍‌ ଦୁର୍ଘଟଣାରେ ଚାଲିଗଲା ଆହତ ହାତୀର ଜୀବନ

କେନ୍ଦୁଝର, ୩୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଅଧୀନ ବ୍ରାହ୍ମଣୀପାଳ ରେଞ୍ଜ ଶଗଡ଼ପଟା-ଟାଙ୍ଗିରିଆପାଳ ଷ୍ଟେଶନ ପାଖ ବାଲିଦାଣ୍ଡ ସାହି ନିକଟରେ ଟ୍ରେନ୍‌ ଦୁର୍ଘଟଣାରେ…

3 years ago

ଲଘୁଚାପ ବର୍ଷାରେ ଚାଷଜମି ଜଳାର୍ଣ୍ଣବ

ଭେଡ଼େନ,୩୦।୭(ସୁଦନ ମହାକୁର): ଉତ୍ତର ଓଡ଼ିଶା ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଏହି କ୍ରମରେ ବରଗଡ଼ ଜିଲା ଭେଡ଼େନ ଅଞ୍ଚଳରେ…

3 years ago

ନାବାଳକଙ୍କୁ ବଳି ସନ୍ଦେହ ମାମଲା: ମଙ୍ଗଳା କୋଠି ପୂଜାରିଣୀଙ୍କ ସହ ୩ ଗିରଫ

ଅନୁଗୋଳ,୩୦ା୭(ଅମିତ କୁମାର ସାମଲ): ଅନୁଗୋଳ ଜିଲା ଆଠମଲ୍ଲିକ ବାରିଣୀ ଜଙ୍ଗଲରୁ ନାବାଳକଙ୍କ ଗୋଡ଼, ହାତ ନ ଥିବା କ୍ଷତବିକ୍ଷତ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଅନ୍ୟପକ୍ଷେ ନାବାଳକଙ୍କୁ…

3 years ago

ଚାରିଧାମ ଦର୍ଶନରେ ବାହାରିଥିବା ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ

ଗଞ୍ଜାମ,୩୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଗଞ୍ଜାମ ବ୍ଲକ ସୁବଳୟା ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସ୍ୟାମ ହରାଇ…

3 years ago

ୟୁରୋପର ସର୍ବୋଚ୍ଚ ଶୃଙ୍ଗ ଚଢ଼ିବେ ସୌଭାଗ୍ୟ

ଭୁବନେଶ୍ୱର,୩୦ା୭(ଅସମାପିକା ସାହୁ): ନୟାଗଡ଼ ଗୌରବ ଆଇରନ ମ୍ୟାନ ତଥା ପର୍ବତାରୋହୀ ସୌଭାଗ୍ୟ କୁମାର ରଥ ଅଗଷ୍ଟ ମାସରେ ୟୁରୋପ ଓ ରୁଷିଆର ସର୍ବୋଚ୍ଚ ଶୃଙ୍ଗ ୧୮୫୧୦ ଫୁଟ…

3 years ago

୬ବର୍ଷ ହେଲା ହାତୀ ଗଣନା ହୋଇନି, ମଲେଣି ୫୨୬

ଭଞ୍ଜନଗର,୩୦ା୭(ବାବୁଲା ପ୍ରଧାନ): ରାଜ୍ୟରେ ମଣିଷ ଏବଂ ବନ୍ୟପ୍ରାଣୀ ବିବାଦ ବଢ଼ୁଛି। ବିଶେଷ କରି ହାତୀ ଏବଂ ମଣିଷ ଅଧିକାଂଶ ସମୟ ମୁହଁାମୁହିଁ ହେଉଥିବା ଦେଖାଦେଉଛି। କେଉଁଠି ହାତୀ…

3 years ago

ନବ ଦାସ ହତ୍ୟା ମାମଲାରେ ଭାଜପା ହୀନ ରାଜନୀତି କରୁଛି: ବିଜେଡି

ଭୁବନେଶ୍ୱର,୩୦।୭ (ଅନିଲ ଦାସ): ଓଡ଼ିଶା ଭାଜପା ନେତାଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ। ସେମାନେ ପ୍ରତି ୧୫ ଦିନରେ ଏହି ସମ୍ବେଦନଶୀଳ ବିଷୟ ଉପରେ ଦୁର୍ଭାଗ୍ୟପୂର୍ଣ୍ଣ ମନ୍ତବ୍ୟ…

3 years ago

ବିଜେଡି ସରକାର ସବୁଜ ପତ୍ରିକାଧାରୀଙ୍କୁ ପ୍ରତାରଣା କରିଛନ୍ତି : ଭାଜପା

ଭୁବନେଶ୍ୱର,୩୦।୭ (ଅନିଲ ଦାସ): ଦେଶରେ ଦ୍ରୁତ ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ଦେଶବାସୀଙ୍କ ସହଯୋଗରେ ୧୯୮୩ରେ ‘ଆମେ ଦୁଇ, ଆମର ଦୁଇ’ର ନାରା ଦେଇ ତତ୍କାଳୀନ ସରକାର ସବୁଜ…

3 years ago

ବାଲେଶ୍ୱର ଏସ୍‌ପିଙ୍କ ମନ୍ତବ୍ୟ ହାସ୍ୟାସ୍ପଦ: ଶରତ

ଭୁବନେଶ୍ୱର,୩୦।୭ (ଅନିଲ ଦାସ): ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ଶନ କମିଶନ (ଓଏସ୍‌ଏସ୍‌ସି) ପ୍ରଶ୍ନପତ୍ର ଲିକ୍‌କୁ ନେଇ ସାରା ରାଜ୍ୟ ହଇଚଇ ହୋଇଥିବା ବେଳେ ଗତ ୨୭ ତାରିଖରେ ବାଲେଶ୍ୱର…

3 years ago