ରୋହିତ ଶର୍ମାଙ୍କ ପାଇଁ ଆସିବାକୁ ଯାଉଛି ଆଉ ଏକ ବ୍ୟାଡ୍ ନ୍ୟୁଜ୍: ଆଶ୍ଚର୍ଯ୍ୟ କରିଦେବ ସୁନୀଲ ଗାଭାସ୍କରଙ୍କ ଏଭଳି ବୟାନ
ନୂଆଦିଲ୍ଲୀ,୬।୧୦: ଭାରତୀୟ ODI ଦଳର ଅଧିନାୟକ ପରିବର୍ତ୍ତନ ସହିତ, ରୋହିତ ଶର୍ମା ଯୁଗର ଅନ୍ତ ଘଟିଛି। ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରିବା ସମୟରେ, ଅଜିତ ଅଗରକର ଘୋଷଣା କରିଥିଲେ ଯେ ଶୁଭମନ ଗିଲଙ୍କୁ ନୂତନ ODI...
ଭାରତ ବିପକ୍ଷ ମ୍ୟାଚରେ କ୍ରୋଧ ଦେଖାଇବା ପାକିସ୍ତାନୀ ଖେଳାଳିଙ୍କୁ ପଡିଲା ମହଙ୍ଗା, ICC ଶୁଣାଇଲା କଠୋର ଦଣ୍ଡ
ନୂଆଦିଲ୍ଲୀ,୬।୧୦: ଆଇସିସି ଆଚରଣ ସଂହିତା ଉଲ୍ଲଂଘନ କରିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ପାକିସ୍ତାନୀ କ୍ରିକେଟର ସିଦ୍ରା ଅମିନଙ୍କୁ ଦଣ୍ଡିତ କରିଛି। ଗତ ରବିବାର, ଭାରତ ବନାମ ପାକିସ୍ତାନ ମହିଳା ବିଶ୍ୱକପ ମ୍ୟାଚ ସମୟରେ, ଭାରତ ୮୮ ରନରେ ବିଜୟୀ...
‘ମୁଁ ଅଧିନାୟକ ହେବାକୁ ଚାହୁଁଛି’, ଶୁଭମନ ଗିଲ ODI ଅଧିନାୟକ ହେବା ପରେ ଏମିତି କହିଲେ ଏହି ଯୁବ ଖେଳାଳି
ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଅନେକ ପରିବର୍ତ୍ତନ ଅନୁଭବ କରୁଛି। ଅନେକ ଅଭିଜ୍ଞ ଖେଳାଳି ବିଭିନ୍ନ ଫର୍ମାଟରୁ ଅବସର ନେଇସାରିଛନ୍ତି। ଭାରତୀୟ ଅଧିନାୟକତ୍ୱରେ ମଧ୍ୟ ପରିବର୍ତ୍ତନ ଘଟୁଛି। ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟରୁ ଅବସର ପରେ, ଶୁଭମନ ଗିଲଙ୍କୁ...
ଏହି କାରଣ ପାଇଁ ରୋହିତଙ୍କୁ ଅଧିନାୟକ ପଦରୁ ହଟାଗଲା! ଚାଞ୍ଚଲ୍ୟକର ଖୁଲାସା କରିଦେଲେ…
ନୂଆଦିଲ୍ଲୀ,୬।୧୦: ରୋହିତ ଶର୍ମାଙ୍କ ଟେଷ୍ଟ ଅବସର ପରେ, ଶୁଭମନ ଗିଲ ନୂତନ ଅଧିନାୟକ ହୋଇଥିଲେ। ଏବେ, ODI ଦଳର ଅଧିନାୟକତ୍ୱ ଦାୟିତ୍ୱ ମଧ୍ୟ ଗିଲଙ୍କ କାନ୍ଧରେ ଅଛି। ଅନେକ ପ୍ରଶଂସକ ଏବଂ କ୍ରିକେଟ ବିଶେଷଜ୍ଞ ରୋହିତଙ୍କ ଅଧିନାୟକତ୍ୱରୁ ହଟାଇବା ନେଇ...
ଭାରତରେ ଗିଫ୍ଟ କାର୍ HAVAL H9 SUV ଚଳାଇପାରିବେନି ଅଭିଷେକ ଶର୍ମା: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୬।୧୦: ଏସିଆ କପ ୨୦୨୫ରେ ଭାରତର ଚମତ୍କାର ବିଜୟ ପାଇଁ ଅନେକ ଖେଳାଳିଙ୍କୁ ଶ୍ରେୟ ଦିଆଯାଇଛି। କିନ୍ତୁ ସବୁଠାରୁ ଚର୍ଚ୍ଚିତ ଖେଳାଳି ଥିଲେ ଓପନର ଅଭିଷେକ ଶର୍ମା। ସେ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଥିଲେ, ଯାହା ପରେ ତାଙ୍କୁ...
ଇଣ୍ଡିଆ-ଓ୍ବେଷ୍ଟ ଇଣ୍ଡିଜ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଓ୍ବାର୍ଲଡ କପ ଓ୍ବିନର କ୍ରିକେଟରଙ୍କ ପରଲୋକ, ଶୋକରେ କ୍ରିକେଟ ଜଗତ
ନୂଆଦିଲ୍ଲୀ,୬।୧୦: ପୂର୍ବତନ ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ବର୍ଣ୍ଣାର୍ଡ ଜୁଲିଆନ ୭୫ ବର୍ଷ ବୟସରେ ତ୍ରିନିଦାଦର ଉତ୍ତର ସହର ୱାଲସଲରେ ପରଲୋକ ଗମନ କରିଛନ୍ତି। ଜୁଲିଆନ ୱେଷ୍ଟଇଣ୍ଡିଜର ପ୍ରଥମ ODI ବିଶ୍ୱକପ ବିଜୟୀ ଦଳର ଅଂଶ ଥିଲେ। ୧୯୭୫ ମସିହାରେ ପ୍ରଥମ ODI...
ରୋହିତ-କୋହଲିଙ୍କୁ ଅଲ୍ଟିମେଟମ୍ ଦେଲା BCCI: ଯଦି ଏ କାମ ନ କରନ୍ତି,ରୋହିତ ଦଳରୁ ବିଦା
ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ ଘଟୁଛି। ବିସିସିଆଇ ଦଳର ଦୁଇ ଅଭିଜ୍ଞ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ରୋହିତଙ୍କଠାରୁ ଦିନିକିଆ ଅଧିନାୟକ ପଦ ଛଡ଼ାଇ ନେଇ ଗିଲ୍ଙ୍କୁ ଦେଇଛି।...
‘ସେ ନିଜ ଚିନ୍ତାଧାରାକୁ ଅନ୍ୟ ଉପରେ ଲଦି ଦେଉଥିଲେ…’ ରୋହିତ ଶର୍ମାଙ୍କ ODI ଅଧିନାୟକତ୍ୱକୁ ନେଇ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ
ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ରୋହିତ ଶର୍ମାଙ୍କୁ ସବୁବେଳେ ଶାନ୍ତ ଏବଂ ଅଧିନାୟକତ୍ୱ ଅପେକ୍ଷା ଖେଳାଳିମାନଙ୍କୁ ପ୍ରାଥମିକତା ଦେଉଥିବା ଦେଖାଯାଇଛି। ତଥାପି, ତାଙ୍କ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି, ଯାହା କ୍ରିକେଟ ଜଗତକୁ ଚକିତ କରିଦେଇଛି। ରିପୋର୍ଟ...
୧୩ ବର୍ଷ ପୂର୍ବରୁ ରୋହିତ ଜାଣି ସାରିଥିଲେ ଜର୍ସି ନମ୍ବର ୭୭ର ଭବିଷ୍ୟତ, ଭାଇରାଲ ହେଉଛି ପୋଷ୍ଟ
ନୂଆଦିଲ୍ଲୀ,୬।୧୦: ୨୦୧୨ ମସିହାରେ, ରୋହିତ ଶର୍ମା X (ସେତେବେଳେ ଟୁଇଟରରେ) ପୋଷ୍ଟ କରିଥିଲେ, ଯାହା ଏକ ଯୁଗ (୪୫) ର ଶେଷ ଏବଂ ଏକ ନୂତନ ଯୁଗ (୭୭) ର ଆରମ୍ଭକୁ ଚିହ୍ନିତ କରିଥିଲା। ୧୩ ବର୍ଷ ପୂର୍ବେ କରାଯାଇଥିବା...
2027 Cricket World Cup ଖେଳିବାକୁ ହେଲେ ବିରାଟ-ରୋହିତଙ୍କୁ ମାନିବାକୁ ପଡ଼ିବ BCCIର ସର୍ତ୍ତ
ନୂଆଦିଲ୍ଲୀ,୬।୧୦: ଅଷ୍ଟ୍ରେଲିଆ ବିପକ୍ଷରେ ଆଗାମୀ ODI ସିରିଜ ପାଇଁ ଭାରତୀୟ ଦଳରେ ମନୋନୀତ ହେବା ସତ୍ତ୍ୱେ, ଏହି ଫର୍ମାଟରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭବିଷ୍ୟତ ଅନିଶ୍ଚିତ ରହିଛି। ଉଭୟ ଖେଳାଳି ପୂର୍ବରୁ ଟେଷ୍ଟ ଏବଂ T20 ଫର୍ମାଟରୁ...
ଏହି କାରଣରୁ ରୋହିତଙ୍କୁ ହଟାଇ ଗିଲ୍ଙ୍କୁ ଦିଆଗଲା ଦିନିକିଆ ଅଧିନାୟକ ପଦ: ଆସିଲା ବଡ଼ ଅପ୍ଡେଟ୍
ଦିଆଦିଲ୍ଲୀ,୬।୧୦: ବିସିସିଆଇ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରିଥିଲା। ସବୁଠାରୁ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ଥିଲା ରୋହିତ ଶର୍ମାଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଇବା ଏବଂ ଶୁବମନ ଗିଲଙ୍କୁ ଅଧିନାୟକ ପଦରେ ନିଯୁକ୍ତ କରିବା। ରୋହିତ ବିଜୟ ପ୍ରତିଶତ...
ମହିଳା ଦିନିକିଆ ବିଶ୍ବକପ: ପାକିସ୍ତାନକୁ ୮୮ ରନ୍ରେ ହରାଇଲା ଭାରତ
କଲମ୍ବୋ,୫ା୧୦: ମହିଳା ଦିନିକିଆ ବିଶ୍ବକପ୍ ୨୦୨୫ରେ ଭାରତୀୟ ମହିଳା କ୍ରିକେଟ୍ ଦଳ ପାକିସ୍ତାନକୁ ୮୮ ରନ୍ରେ ପରାସ୍ତ କରି ଏକ ବିଶାଳ ବିଜୟ ହାସଲ କରିଛି। କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ...
Archives


