ଖେଳ

ଅଧିନାୟକ କଥା ଛାଡ, ଉପଅଧିନାୟକ ବି ହୋଇପାରିଲେନି ପାଣ୍ଡ୍ୟା, ବାଜି ମାରିନେଲେ…

ନୂଆଦିଲ୍ଲୀ,୧୮।୭: ବିସିସିଆଇ ଗୁରୁବାର ଶ୍ରୀଲଙ୍କା ଗସ୍ତ ପାଇଁ ଦିନିକିଆ ଏବଂ ଟି -୨୦ ଦଳ ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଟି -୨୦ ଦଳର ଅଧିନାୟକ କରାଯାଇଛି। କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତ ଖାଲି ରହିଯାଇଛି। ଅଧିନାୟକ କଥା ଛାଡ ତାଙ୍କୁ…

ଶ୍ରୀଲଙ୍କା ବିପକ୍ଷ ଭାରତୀୟ ଦିନିକିଆ ଦଳରେ ନୂଆ ଚେହେରାଙ୍କ ଏଣ୍ଟ୍ରି, ଗମ୍ଭୀର ଆସିବା ମାତ୍ରେ ହେଲା ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୮।୭: ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ପାଇଁ ଭାରତ ଦିନିକିଆ ଏବଂ ଟି -୨୦ ଦଳ ଘୋଷଣା କରିଛି। ଗୌତମ ଗମ୍ଭୀର ମୁଖ୍ୟ ପ୍ରଶିକ୍ଷକ ହେବା ମାତ୍ରେ ଟିମ ଇଣ୍ଡିଆରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଛି। ଗମ୍ଭୀରଙ୍କ ପାଇଁ ଶ୍ରୀଲଙ୍କା ଯାତ୍ରା…

ପୂରଣ ହେଲା ବିରାଟ କୋହଲିଙ୍କ ସ୍ବପ୍ନ, ସାମ୍ନାକୁ ଆସିଲା ପୁଅ ଅକାୟଙ୍କ ପ୍ରଥମ ଝଲକ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୭: ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ଦୀର୍ଘ ଦିନ ଧରି କଳ୍ପନା ଜଳ୍ପନା ଚାଲିଛି ଯେ ଏହି ଦମ୍ପତି ନିଜ ପରିବାର ସହ ସମୟ କାଟିବାକୁ ଲଣ୍ଡନ ଯିବାକୁ…

‘ଡ୍ରିଙ୍କ ବ୍ରେକ’କୁ ଶେଷ କରିବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୧୮।୭: ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର କ୍ରିକେଟରେ ନିୟମ କରୁଥିବା ବ୍ୟକ୍ତିଙ୍କୁ ଏକ ବଡ ପ୍ରସ୍ତାବ ଦେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତ ବୋଲରଙ୍କ ପାଇଁ ଅନୌପଚାରିକ ପାନୀୟ ବିରତି ବା ଡ୍ରିଙ୍କ ବ୍ରେକ୍‌ ଶେଷ କରିବାକୁ ଗାଭାସ୍କର ଅଧିକାରୀମାନଙ୍କୁ କହିଛନ୍ତି।…

ଶ୍ରୀଲଙ୍କା ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା: ଅଧିନାୟକ ରହିବେ ଏହି ଖେଳାଳି

ନୂଆଦିଲ୍ଲୀ,୧୮।୭: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଏବଂ ଟି -୨୦ ସିରିଜ ପାଇଁ ଭାରତ ଦଳ ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଟି -୨୦ ଅଧିନାୟକ କରାଯାଇଛି। ଭାରତର ଟି -୨୦ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁବମାନ ଗିଲ (ଉପ-ଅଧିନାୟକ), ଯଶସ୍ବୀ…

ଶ୍ରେୟସ ଆୟରଙ୍କ ପାଇଁ ଡବଲ ଗୁଡ୍‌ ନ୍ୟୁଜ୍‌

ନୂଆଦିଲ୍ଲୀ,୧୮।୭: ଟିମ ଇଣ୍ଡିଆ ଚଳିତ ମାସର ଶେଷ ସପ୍ତାହରେ ଶ୍ରୀଲଙ୍କା ଗସ୍ତ କରିବ। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ଏବଂ ଟି-୨୦ ସିରିଜ ଖେଳାଯିବ। ବିସିସିଆଇର ଚୟନ କମିଟି ଏହି ଯାତ୍ରା ପାଇଁ ଶ୍ରେୟସ ଆୟରଙ୍କୁ ଏକ ସୁଯୋଗ ଦେଇପାରେ।…

ଏଏଫସି ମହିଳା ଚମ୍ପିଆନ୍ସ ଲିଗ୍: ଜୋର୍ଡାନ, ସିଙ୍ଗାପୁର ଦଳ ସହିତ ଓଡ଼ିଶା ଏଫସି

ନୂଆଦିଲ୍ଲୀ,୧୮।୭: ଏଏଫସି ମହିଳା ଚମ୍ପିଆନ୍ସ ଲିଗ୍ ୨୦୨୪-୨୫ ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶା ଏଫସି ଇଥିଆଡ କ୍ଲବ୍(ଜୋର୍ଡାନ) ଏବଂ ଲାୟନ ସିଟି ସେଲର୍ସ ଏଫସି(ସିଙ୍ଗାପୁର) ସହିତ ଗ୍ରୁପ-ବି ରେ ସ୍ଥାନ ପାଇଛି। ଗୁରୁବାର ମାଲେସିଆର କୁଆଲ ଲାମପୁରରେ ଅନୁଷ୍ଠିତ ଡ୍ର’ରେ ଏହା ଘୋଷଣା…

ରୋହିତଙ୍କ ପରେ ବିରାଟ ମାନିଲେ ଗମ୍ଭୀରଙ୍କ କଥା, ଏବେ ଖେଳିବେ…

ନୂଆଦିଲ୍ଲୀ,୧୮।୭: ଟିମ ଇଣ୍ଡିଆର ନୂତନ କୋଚ ଗୌତମ ଗମ୍ଭୀର ରୋହିତ ଶର୍ମାଙ୍କ ପରେ ଶ୍ରୀଲଙ୍କାରେ ଦିନିକିଆ ସିରିଜ ଖେଳିବାକୁ ବିରାଟ କୋହଲିଙ୍କୁରାଜି କରାଇଦେଇଛନ୍ତି। ଏହା ପୂର୍ବରୁ ବିରାଟ ଏବଂ ରୋହିତ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ ଖେଳିବେ ନାହିଁ ବୋଲି ଖବର…

ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି….

ନୂଆଦିଲ୍ଲୀ,୧୮।୭: ଇଂଲଣ୍ଡ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ଟ୍ରେଣ୍ଟ ବ୍ରିଜରେ ଆରମ୍ଭ ହୋଇଛି। ୱେଷ୍ଟଇଣ୍ଡିଜ ଅଧିନାୟକ କ୍ରେଗ ବ୍ରାଥୱାଇଟ ଟସ ଜିତି ପ୍ରଥମେ ଫିଲ୍ଡ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ କ୍ରିକେଟରେ…

କ’ଣ ଆଇସିସିର ଆଗାମୀ ଅଧ୍ୟକ୍ଷ ହେବେ ଜୟ ଶାହା? ଜାଣନ୍ତୁ କେବେ, କେଉଁଠାରେ ହେବ ନିଷ୍ପତ୍ତି… 

ନୂଆଦିଲ୍ଲୀ,୧୮।୭: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ପକ୍ଷରୁ ଶୁକ୍ରବାର କଲମ୍ବୋରେ ହେବାକୁ ଥିବା ୪ ଦିନିଆ ବାର୍ଷିକ ସମ୍ମିଳନୀରେ ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା ହୋଇପାରେ। ନ୍ୟୁଜଲ୍ୟାଣର ଗ୍ରେଗ୍‌ ଓ୍ବାର୍କଲେଙ୍କ ପରେ ବିସିସିଆଇ ସଚିବ ଜୟ ଶାହାଙ୍କ ଏହି ଦାୟିତ୍ୱ ତୁଲାଇବେ ବୋଲି…

୨୪ ଘଣ୍ଟା ପରେ କ୍ରିକେଟ୍‌ ପଡ଼ିଆରେ ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ: ଜାଣନ୍ତୁ କାହା ପଲ୍ଲା ଭାରି

ନୂଆଦିଲ୍ଲୀ,୧୮।୭: ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ଦେଖିବାକୁ ପ୍ରଶଂସକମାନେ ସର୍ବଦା ଆଗ୍ରହୀ ଅଟନ୍ତି। ଜୁନ ମାସରେ ଖେଳାଯାଇଥିବା ୨୦୨୪ ଟି-୨୦ ବିଶ୍ୱକପ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ଦେଖାଦେଇଥିଲା। ୨୪ ଘଣ୍ଟା ପରେ ଭାରତ ଏବଂ ପାକିସ୍ତାନର…

ପାକିସ୍ତାନର ହୋଶ୍‌ ଉଡାଇବ ଭାରତ, ହାତରୁ ଚାଲିଯିବ….

ନୂଆଦିଲ୍ଲୀ,୧୮।୭: ଆଗାମୀ ୭୨ ଘଣ୍ଟା ପାକିସ୍ତାନ ପାଇଁ ବହୁତ କଷ୍ଟସାଧ୍ୟ ହୋଇପାରେ। ୨୦୨୫ ଚାମ୍ପିଅନ୍ସ ଟ୍ରଫି ଆୟୋଜନରୁ ପାକିସ୍ତାନ ବଞ୍ଚିତ ହୋଇପାରେ। ୧୯ ରୁ ୨୨ ଜୁଲାଇ ମଧ୍ୟରେ ଶ୍ରୀଲଙ୍କାରେ ଆୟୋଜିତ ହେବାକୁ ଥିବା ଆଇସିସି ବୈଠକରେ ଏହା ଘୋଷଣା କରାଯାଇପାରେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri