ଜେମ୍ସ ଆଣ୍ଡରସନଙ୍କ ଅବସରକୁ ନେଇ ଭାବୁକ ହେଲେ ‘କ୍ରିକେଟର ଭଗବାନ’
ନୂଆଦିଲ୍ଲୀ,୧୨।୭: ଇଂଲଣ୍ଡର ତାରକା ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଟେଷ୍ଟ କ୍ରିକେଟକୁ ବିଦାୟ ନେଇଛନ୍ତି। ଲର୍ଡସରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ ଥିଲା। ସେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିସାରିଛନ୍ତି। ସେ…
ହକି ଇଣ୍ଡିଆ ସଭାପତିଙ୍କ ବଡ଼ ଘୋଷଣା, ରାଉରକେଲାରେ…
ଭୁବନେଶ଼୍ବର, ୧୨।୦୭: ଚଳିତ ବର୍ଷ ଡିସେମ଼୍ବର ୨୭ ତାରିଖରୁ ହକି ଇଣ୍ଡିଆ ଲିଗ୍ ଆରମ୍ଭ ହେବ । ଏନେଇ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ ସୂଚନା ଦେଇଛନ୍ତି । ଏହି ଲିଗ୍ ଡିସେମ଼୍ବର ୨୭ରୁ ଆରମ୍ଭ ହୋଇ ୨୦୨୫ ଫେବୃଆରୀ…
୧୯ରେ ଭାରତ-ପାକିସ୍ତାନ ମହାମୁକାବିଲା
କଲମ୍ବୋ,୧୨ା୭: ସ୍ଥାନୀୟ ଦାମ୍ବୁଲାରେ ମହିଳା ଟି୨୦ କ୍ରିକେଟ ଏସିଆ କପ୍ ଟୁର୍ନାମେଣ୍ଟର ପ୍ରଥମ ଦିବସ ଜୁଲାଇ ୧୯ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ଏହାର ଦିନକ ପରେ ଆୟୋଜକ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ମ୍ୟାଚ…
ବଡ଼ ବିଜୟ ପରେ ବି ଭାରତକୁ ଟପି ପାରିଲାନି ଇଂଲଣ୍ଡ
ନୂଆଦିଲ୍ଲୀ, ୧୨।୦୭: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସିରିଜ୍ରେ ଇଂଲଣ୍ଡ ବୃହତ୍ ବ୍ୟବଧାନରେ ବଡ଼ ବିଜୟ ହାସଲ କରିଛି । କିନ୍ତୁ ଦଳ ଏବେବି ବିଶ଼୍ବ ଟେଷ୍ଟ ଚାମ୍ପିୟନ୍ ପଏଣ୍ଟ ଟେବୁଲ୍ର ତଳେ ରହିଛି । ଅନ୍ୟପଟେ ଭାରତୀୟ କ୍ରିକେଟ୍ ଟିମ୍…
ବିଜେଡି ପରେ ଭାଜପାକୁ ସମର୍ଥନ କଲେ ଆଶୀର୍ବାଦ ବେହେରା: କହିଲେ ଏମିତି
ଭୁବନେଶ୍ୱର,୧୨।୭: ଓଡ଼ିଶା କ୍ରିକେଟ୍ ଆସୋସିଏଶନର ପୂର୍ବତନ ସଭାପତି ଆଶୀର୍ବାଦ ବେହେରା ତାଙ୍କ ପକ୍ଷ ବଦଳାଇଛନ୍ତି। ପୂର୍ବରୁ ସେ ବିଜେଡିକୁ ସମର୍ଥନ କରୁଥିଲେ ଏବେ ଭାଜପାକୁ ସମର୍ଥନ କରିବେ ବୋଲି କହିଛନ୍ତି । ଆଗକୁ ଓସିଏରେ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପ୍ରବେଶ ନେଇ…
ICC ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ବଡ଼ିବ ଟିମ୍ ଇଣ୍ଡିଆ? ବଡ଼ ଦାବି କଲା ପାକିସ୍ତାନୀ ଗଣମାଧ୍ୟମ…
ନୂଆଦିଲ୍ଲୀ,୧୨।୭: ୨୦୨୫ ଚାମ୍ପଅନ୍ସ ଟ୍ରଫିର ଆୟୋଜନ ଦାୟିତ୍ୱ ପାକିସ୍ତାନକୁ ମିଳିଛି। ଏହି ଆଇସିସି ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଜୋରଦାର ପ୍ରସ୍ତୁତି ଚଳାଇଛି। ଆସନ୍ତା ବର୍ଷ ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ଯାଏ ଏହି ଟୁର୍ନାମେଣ୍ଟ ଖେଳାଯିବ। କିନ୍ତୁ ଏଥିଲାଗି…
ଆଣ୍ଡରସନ୍ଙ୍କ ବିଦାୟ, କ୍ରିକେଟ୍ ବୋର୍ଡ ଲେଖିଲା ଇମୋସନାଲ୍ କ୍ୟାପ୍ସନ୍
ନୂଆଦିଲ୍ଲୀ, ୧୨।୦୭: ଇଂଲଣ୍ଡର ମହାନ୍ କ୍ରିକେଟ୍ ଖେଳାଳି ତଥା ପେସ୍ ବୋଲର ଜେମ୍ସ ଆଣ୍ଡରସନ୍ ଶୁକ୍ରବାର ନିଜ କ୍ୟାରିୟର୍ର ଶେଷ ମ୍ୟାଚ୍ ଖେଳିଛନ୍ତି । କ୍ୟାରିୟର୍ର ୧୮୮ ତମ ଟେଷ୍ଟ ଟୁର୍ଣ୍ଣାମେଣ୍ଟ ଖେଳି ସେ ୪ ୱିକେଟ୍ ନେବାକୁ ସକ୍ଷମ ହୋଇଥିଲେ…
ଗମ୍ଭୀର କୋଚ୍ ହେବା ପରେ ଅଡ଼ୁଆରେ ହାର୍ଦ୍ଦିକ ପାଣ୍ଡ୍ୟା? ଆଗାମୀ ଦିନରେ ଘଟିପାରେ ଏଭଳି…
ନୂଆଦିଲ୍ଲୀ,୧୨।୭: ଟିମ୍ ଇଣ୍ଡିଆର ନୂଆ କୋଚ୍ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତ ଗୌତମ ଗମ୍ଭୀର। ଏହାପରଠାରୁ ତାଙ୍କୁ ନେଇ ନାନାଦି ଚର୍ଚ୍ଚା ଜୋର ଧରିଛି। ଏବେ ସେଭଳି ଏକ ଚର୍ଚ୍ଚା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ହେଉଛି। ଟି୨୦ ବିଶ୍ୱକପ୍ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା…
‘ସାକ୍ଷାତକାର ତ ଭଲ ନିଅନ୍ତି, ହେଲେ ଏବେ ଦେଖିବା…’,ଗୌତମ ଗମ୍ଭୀର ହେଡ କୋଚ ହେବା ପରେ ଆଫ୍ରିଦିଙ୍କ ରିଆକ୍ସନ
ନୂଆଦିଲ୍ଲୀ,୧୨।୭: ବିସିସିଆଇ ପୂର୍ବତନ ଭାରତୀୟ ଭେଟେରାନ ଓପନର୍ ଗୌତମ ଗମ୍ଭୀରଙ୍କୁ ଟିମ ଇଣ୍ଡିଆର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ଗମ୍ଭୀର ଶ୍ରୀଲଙ୍କା ବିପକ୍ଷ ସିରିଜରୁ ଦାୟିତ୍ୱ ଗ୍ରହଣ କରିବେ। ଗମ୍ଭୀର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ପାକିସ୍ତାନର ପୂର୍ବତନ…
ଟିମ୍ ଇଣ୍ଡିଆର ହେଡ୍ କୋଚ ହେବା ପରେ ‘ଚକ-ଦେ’ ଫିଲ୍ମ ଭଳି ବୟାନ ଦେଲେ ଗୌତମ ଗମ୍ଭୀର, କହିଲେ…
ନୂଆଦିଲ୍ଲୀ,୧୨।୭: ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ଗୌତମ ଗମ୍ଭୀର ଏପରି ବିବୃତ୍ତି ଦେଇଛନ୍ତି, ଯାହା ବଲିଉଡର ସୁପରଷ୍ଟାର ମୁଭି ‘ଚକ-ଦେ’ ଇଣ୍ଡିଆର ସ୍ମୃତିକୁ ସତେଜ କରିବ। ଗୌତମ ଗମ୍ଭୀର କହିଛନ୍ତି ଯେ ଜଣେ ଖେଳାଳି ପ୍ରଥମେ ତାଙ୍କ ଦଳ…
କାର୍ ରେସିଂ ଦୁନିଆରେ ପ୍ରବେଶ କଲେ ସୌରଭ ଗାଙ୍ଗୁଲି
ନୂଆଦିଲ୍ଲୀ,୧୨।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି କାର୍ ରେସିଂ ଦୁନିଆରେ ପ୍ରବେଶ କରିଛନ୍ତି। ଚଳିତ ବର୍ଷ ଅଗଷ୍ଟରୁ ସେପ୍ଟେମ୍ବର ମାସରେ ଭାରତୀୟ ରେସିଂ ଫେଷ୍ଟିଭାଲର ତୃତୀୟ ସିଜନ ସୌରଭ ଗାଙ୍ଗୁଲି କୋଲକାତା…
ଏହି ଖେଳାଳିଙ୍କୁ ବୋଲିଂ କୋଚ୍ କରିବାକୁ ଚାହୁଁଛନ୍ତି ଗମ୍ଭୀର; ବିସିସିଆଇ ନେବ ଶେଷ ନିଷ୍ପତ୍ତି
ନୂଆଦିଲ୍ଲୀ,୧୨ା୭: ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ ଦଳର କୋଚ୍ ନିଯୁକ୍ତ ହୋଇଥିଲା ବେଳେ ବୋଲିଂ କୋଚ୍ ଦୌଡ଼ରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ବୋଲର ମର୍ଣ୍ଣି ମର୍କେଲଙ୍କ ନାଁ ସାମ୍ନାକୁ ଆସିଛି। ପୂର୍ବରୁ ତାଙ୍କର କୋଚିଂ ଅଭିଜ୍ଞତା ମଧ୍ୟ ରହିଛି। ଗତବର୍ଷ ଦିନିକିଆ…
Archives


