ହାରିଲା ଭାରତୀୟ ଜୁନିୟର ମହିଳା ହକି ଦଳ
ଡବଲିନ(ଆୟର୍ଲାଣ୍ଡ),୨୯।୫(ପିଟି)- ଶର୍ମିଲା ଦେବୀଙ୍କ ଗୋଲ ସତ୍ତ୍ୱେ ଭାରତୀୟ ମହିଳା ଜୁନିୟର ହକି ଦଳ ୧-୪ ଗୋଲର ପରାଜୟ ସହ ଆୟର୍ଲାଣ୍ଡ ଅଭିଯାନ ଆରମ୍ଭ କରିଛି। ହେଲେ ଭାରତୀୟ ଜୁନିୟର ମହିଳା ଦଳକୁ ପରାସ୍ତ କରିଛି ବିଶ୍ୱକପ୍ରେ ରୌପ୍ୟ ହାସଲ କରିଥିବା ଆୟର୍ଲାଣ୍ଡର…
ବ୍ରେନ୍ କ୍ୟାନ୍ସର ସହ ସଂଘର୍ଷ କରୁଛନ୍ତି ଅଷ୍ଟ୍ରେଲିଆନ କ୍ରିକେଟର
ସିଡ୍ନୀ,୨୯।୫(ପିଟି)- ପୂର୍ବତନ ଅଷ୍ଟ୍ରେଲିଆନ ଅଫ୍ ସ୍ପିନର ଗାବିନ ରବର୍ଟସନ ଏବେ ମସ୍ତିଷ୍କ କର୍କଟ ରୋଗରେ ପୀଡ଼ିତ। ଜୀବନ ପ୍ରତି ବିପଦ ଥିବା ରୋଗରୁ ବର୍ତ୍ତିବା ପାଇଁ ସେ କେମୋ ଓ ରାଡିଏଶନ ଥେରାପି ନେବାକୁ ଯାଉଛନ୍ତି ବୋଲି ବୁଧବାର ପ୍ରକାଶ କରିଛନ୍ତି।…
ପୋଲାର୍ଡଙ୍କୁ ଶୁଭେଚ୍ଛା ଜଣାଇଲା ମୁମ୍ବାଇ ଇଣ୍ଡିଆନ୍ସ
ବାରବାଡସ,୨୯।୫(ପିଟି)- ଇଣ୍ଡିଜ ଅଲରାଉଣ୍ଡର କିରନ ପୋଲାର୍ଡ ବୁଧବାର ୩ୟ ଥର ପାଇଁ ବାପା ହୋଇଛନ୍ତି। ଏ ସମ୍ପର୍କରେ ଇନ୍ଷ୍ଟାଗ୍ରାମରେ ଫଟୋ ଶେୟାର କରି ପୋଲାର୍ଡ ସୂଚନା ଦେଇଛନ୍ତି। ଏହି ଅବସରରେ ତାଙ୍କ ଆଇପିଏଲ ଦଳ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଶୁଭେଚ୍ଛା ଦିଆଯାଇଛି।…
ବର୍ଷା ସତ୍ତ୍ୱେ ଧାଡ଼ିରେ ଛିଡ଼ା ହେଲେ ପ୍ରଶଂସକ
ଭିଏନ୍ନା,୨୯।୫- ଶହ ଶହ ପ୍ରଶଂସକ ବର୍ଷାରେ ଧାଡ଼ିରେ ଛିଡ଼ା ହୋଇ କିମ୍ବଦନ୍ତୀ ଫର୍ମୁଲା ଓ୍ବାନା ଡ୍ରାଇଭର ନିକି ଲୌଡ଼ାଙ୍କ ଶେଷ ଦର୍ଶନ କରିଛନ୍ତି। ୩ ଥର ବିଶ୍ୱ ଚାମ୍ପିୟନଙ୍କ ମରଶରୀରକୁ ତାଙ୍କ ସହର ଭିଏନ୍ନାସ୍ଥିତ ସେଣ୍ଟ ଷ୍ଟିଫେନ୍ସ କାଥେଡ୍ରାଲରେ ଅନ୍ତିମ ଦର୍ଶନ…
କେଏଲ୍ ରାହୁଲଙ୍କୁ ଡେଟ୍ କରୁଥିବା କଥାକୁ ଅସ୍ବୀକାର କଲେ ସୋନଲ୍
ମୁମ୍ବାଇ: ବଲିଉଡ ନାୟିକାଙ୍କ ସହ ଭାରତୀୟ କ୍ରିକେଟ ଦଳର ଖେଳାଳୀଙ୍କ ସମ୍ପର୍କ କଥା କିଛି ନୂଆ ନୁହେଁ। ଅନୁଷ୍କା ଶର୍ମା-ବିରାଟ କୋହଲୀ, ସାଗରିକା ଘାଟକେ-ଜାହୀର ଖାନ୍, ହରଭଜନ ସିଂ-ଗୀତା ବସ୍ରାଙ୍କ ଭଳି ଅନେକ ଯୋଡ଼ି ପ୍ରେମ କରି ସଫଳ ହୋଇଛନ୍ତି। ଏବେ…
ନେମାର ଆହତ
ରିଓ ଡି ଜେନେରିଓ, ୨୯ା୫- ବ୍ରାଜିଲ ଷ୍ଟାର ଖେଳାଳି ଜୁନିୟର ନେମାର ଆହତ ହୋଇଛନ୍ତି। କୋପା ଆମେରିକା ଟୁର୍ନାମେଣ୍ଟ ଲାଗି ବ୍ରାଜିଲ ଦଳର ପ୍ରଥମ ଅଭ୍ୟାସ ସେସନ ବେଳେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି। ୨୭ ବର୍ଷୀୟ ଖେଳାଳି ଯନ୍ତ୍ରଣା ଅନୁଭବ…
ଦୂର ହେଲା ଭାରତୀୟ ଦଳର ବ୍ୟାଟିଂ ଅର୍ଡର ସମସ୍ୟା
କାର୍ଡିଫ,୨୯ା୫- ଦୀର୍ଘ ଦିନ ହେଲା ଭାରତୀୟ ଦଳର ବ୍ୟାଟିଂ ଅର୍ଡରର ୪ର୍ଥ ସ୍ଥାନରେ କେଉଁ ବ୍ୟାଟ୍ସମ୍ୟାନ ଖେଳିବା ନେଇ ଚାଲିଥିବା ସମସ୍ୟା ଦୂର ହୋଇଛି। ଏଠାରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ଓ୍ବାର୍ମଅପ୍ ମ୍ୟାଚ୍ରେ ଲୋକେଶ ରାହୁଲ ଶତକୀୟ ଇନିଂସ ଖେଳି ଟିମ୍…
କାର୍ଲୋଭିକ୍ ବୟୋଜ୍ୟେଷ୍ଠ ଖେଳାଳି
ପ୍ୟାରିସ,୨୯ା୫- କ୍ରୋଏସିଆର ଇଭୋ କାର୍ଲୋଭିକ୍ ଗ୍ରାଣ୍ଡସ୍ଲାମ ଫ୍ରେଞ୍ଚ ଓପନ ଟୁର୍ନାମେଣ୍ଟରେ ବୟୋଜ୍ୟେଷ୍ଠ ଖେଳାଳି ଭାବେ ବିଜୟ ହାସଲ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ରାଉଣ୍ଡ ମ୍ୟାଚ୍ରେ ସେ ସ୍ପେନର ଫେଲିସିଆନୋ ଲୋପେଜଙ୍କୁ ପରାସ୍ତ କରି ଏହି ସଫଳତା…
ବ୍ୟାଟିଂ ବେଳେ ଫିଲ୍ଡ ସେଟ୍ କଲେ ଧୋନୀ
କାର୍ଡିଫ,୨୯ା୫- କ୍ରିକେଟରେ ଏମିତି କିଛି ନାହିଁ, ଯାହା ମହେନ୍ଦ୍ର ସିଂ ଧୋନୀ କରିପାରିବେ ନାହିଁ। ଭେଟେରାନ ଭାରତୀୟ କ୍ରିକେଟର ବିଶ୍ୱର ଶ୍ରେଷ୍ଠ ଉଇକେଟକିପର ନିଜର ଫିନିଶିଂ ଦକ୍ଷତା ଓ ନେତୃତ୍ୱ ଶ୍ରେଳୀ ପାଇଁ ବିଶ୍ୱରେ ପରିଚିତ। ପୂର୍ବତନ ଅଧିନାୟକ ଏଠାରେ ବାଂଲାଦେଶ…
ବୋପ୍ପାନା-କୋପିଲ ଯୋଡ଼ି ବିଜୟୀ
ପ୍ୟାରିସ, ୨୯ା୫ (ପି.ଟି.)- ଭାରତର ରୋହନ ବୋପାନ୍ନା ଏବଂ ତାଙ୍କ ରୋମାନିଆନ ପାର୍ଟନର ମାରିଅସ୍ କୋପିଲ ଫ୍ରେଞ୍ଚ ଓପନ୍ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ ବିଜୟ ଲାଭ କରିଛନ୍ତି। ମଙ୍ଗଳବାର ଏହି ଅଣସିଡ୍ ଯୋଡ଼ି ୬ଷ୍ଠ ସିଡ୍ ଦକ୍ଷିଣ ଆଫ୍ରିକା…
ଜେଭ୍ରେଭ୍ଙ୍କ ସଂଘର୍ଷପୂର୍ଣ୍ଣ ବିଜୟ
ପ୍ୟାରିସ, ୨୯ା୫ (ଏଏଫ୍ପି)- ଫ୍ରେଞ୍ଚ୍ ଓପନ୍ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରେ ୫ମ ସିଡ୍ ତଥା ଜର୍ମାନ ଖେଳାଳି ଆଲେକ୍ଜାଣ୍ଡର ଜେଭ୍ରେଭ୍ ସଂଘର୍ଷପୂର୍ଣ୍ଣ ବିଜୟ ସହ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ଏକ ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ମ୍ୟାଚରେ…
ବେସ୍ କ୍ୟାମ୍ପରେ ପହଞ୍ଚିଲା କଳ୍ପନାଙ୍କ ପାର୍ଥିବ ଶରୀର
ଭୁବନେଶ୍ୱର, ୨୯ା୫(ସ୍ପୋଟର୍ସ ବ୍ୟୁରୋ)- ଏଭରେଷ୍ଟ ଶୃଙ୍ଗରେ ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀରର ସନ୍ଧାନ ଓ ଉଦ୍ଧାରକାର୍ଯ୍ୟରେ ଶେର୍ପା ଦଳ ସକ୍ଷମ ହୋଇଛନ୍ତି। ସେମାନେ ମଙ୍ଗଳବାର ମରଶରୀରକୁ ବେସ୍ କ୍ୟାମ୍ପ-୪କୁ ଆଣିଛନ୍ତି। ଲୁକ୍ଲାସ୍ଥିତ ବେସ୍ କ୍ୟାମ୍ପରେ ଆବଶ୍ୟକ ଔପଚାରିକତା ପରେ ବୁଧବାର ଏହାକୁ…
Archives


