ହୃଦୟ ଜିତିଲେ ଜୟ ଶାହା, ଯୁଦ୍ଧ ଯୋଗୁ ଭାରତରେ ଫସି ରହିଥିବା ବିଦେଶୀ ଦଳକୁ…
ନୂଆଦିଲ୍ଲୀ,୬।୩: ୨୦୨୬ ଟି-୨୦ ବିଶ୍ୱକପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କେବଳ ଫାଇନାଲ ମ୍ୟାଚ ବାକି ଅଛି, ନ୍ୟୁଜିଲାଣ୍ଡ ଏବଂ ଭାରତ ମାର୍ଚ୍ଚ ୮ ତାରିଖରେ ଖେଳିବାକୁ ଯାଉଛି। ସୁପର ୮ ରାଉଣ୍ଡରେ ଭାରତଠାରୁ ହାରିବା ପରେ ଟୁର୍ନାମେଣ୍ଟରୁ ବାଦ ପଡ଼ିଥିବା ୱେଷ୍ଟଇଣ୍ଡିଜ…
ଖୁସିରେ ଏମିତି ଡେଇଁଲେ ସାକ୍ଷୀ, ସମ୍ଭାଳିଲେ ଧୋନୀ: ଦେଖନ୍ତୁ Video
ମୁମ୍ବାଇ,୬।୩: ଟି୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକ ରୋମାଞ୍ଚକର ମୁକାବିଲା ହୋଇଥିଲା। ଟିମ ଇଣ୍ଡିଆ ଏକ ଚମତ୍କାର ପ୍ରଦର୍ଶନ କରି ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଥିଲା। ମୁମ୍ବାଇର ୱାଙ୍ଖେଡେ…
ମାତ୍ର ୬ ବଲ୍ରେ ମ୍ୟାଚ୍ର ମୋଡ଼ ବଦଳାଇଦେଲେ ବୁମ୍ରା: ପରାଜୟ ମୁହଁରୁ ଭାରତକୁ ଆଣିଲେ ଟାଣି
ମୁମ୍ବାଇ,୬।୩: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଖେଳାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପର ଏହି ସେମିଫାଇନାଲ ମ୍ୟାଚ ଉଭୟ ଇନିଂସରେ ୪୯୯ ରନ ସଂଗ୍ରହ କରିଥିଲା। ମ୍ୟାଚ ସମୟରେ ଉଭୟ ଦଳର ବୋଲରମାନେ ପ୍ରବଳ…
ଇତିହାସ ରଚିଲା ଭାରତ: ଭାଙ୍ଗିଗଲା ବିଶ୍ୱରେକର୍ଡ, କ୍ରିକେଟ ଇତିହାସରେ ପ୍ରଥମଥର ଘଟିଲା…
ମୁମ୍ବାଇ,୬।୩: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଟି୨୦ ବିଶ୍ୱକପ ୨୦୨୬ର ଦ୍ୱିତୀୟ ସେମିଫାଇନାଲ କ୍ରିକେଟ ଇତିହାସର ସବୁଠାରୁ ରୋମାଞ୍ଚକର ଏବଂ ଉଚ୍ଚ ସ୍କୋରିଂ ମ୍ୟାଚ ମଧ୍ୟରୁ ଗୋଟିଏ ପ୍ରମାଣିତ ହୋଇଥିଲା। ଭାରତ ଇଂଲଣ୍ଡକୁ ମାତ୍ର ୭ ରନରେ ପରାସ୍ତ କରି ଫାଇନାଲକୁ…
ମ୍ୟାଚ ସମୟରେ ଦ୍ବନ୍ଦ୍ବରେ ପଡିଗଲେ ସୂର୍ଯ୍ୟକୁମାର ଯାଦବ, ଗୌତମ ଗମ୍ଭୀରଙ୍କୁ ସାହାଯ୍ୟ ମାଗିବା ପରେ ଚମତ୍କାର….
ନୂଆଦିଲ୍ଲୀ,୬।୩:ଭାରତ ୭ ରନରେ ଜିତି ଫାଇନାଲରେ ପ୍ରବେଶ କରିଛି । ଭାରତୀୟ ବ୍ୟାଟସମ୍ୟାନମାନେ ଦମଦାର ପ୍ରଦର୍ଶନ କରି ୨୦ ଓଭରରେ ୭ ୱିକେଟରେ ୨୫୩ ରନ କରିଥିଲେ । ଯାହା ପରେ ଇଂଲଣ୍ଡ ୨୦ ଓଭରରେ ୭ ୱିକେଟରେ ୨୪୬ ରନ…
ମୋତେ ନୁହେଁ, ମ୍ୟାନ୍ ଅଫ ଦି ମ୍ୟାଚ ପୁରସ୍କାର ଏହି ଖେଳାଳିଙ୍କୁ ଦେବା ଥିଲା ଉଚିତ୍: ଖୋଲାଖୋଲି ଏମିତି କହିଦେଲେ ସଞ୍ଜୁ ସାମସନ
ମୁମ୍ବାଇ,୬।୩: ଇଂଲଣ୍ଡ ବିପକ୍ଷରେ ଟି-୨୦ ବିଶ୍ୱକପ ସେମିଫାଇନାଲରେ ଆକ୍ରମଣାତ୍ମକ ୪୨ ବଲରୁ ୮୯ ରନ ପାଇଁ ସଞ୍ଜୁ ସାମସନଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଛି। କିନ୍ତୁ ବିଜୟ ପାଇଁ ଜସପ୍ରୀତ ବୁମରା ସର୍ବାଧିକ ଶ୍ରେୟ ପାଇବାକୁ ଯୋଗ୍ୟ ବୋଲି…
ମୋର ହୃଦସ୍ପନ୍ଦନ ୧୬୦-୧୭୫ ଥିଲା…ମ୍ୟାଚ୍ ପରେ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ସୂର୍ଯ୍ୟକୁମାର
ମୁମ୍ବାଇ,୬।୩: ଏକ ରୋମାଞ୍ଚକର ଟି୨୦ ବିଶ୍ୱକପ ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ ପରାସ୍ତ କରିବା ପରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବିଜୟର ଶ୍ରେୟ ତାଙ୍କ ବୋଲର ଏବଂ ଚମତ୍କାର ଫିଲ୍ଡିଂକୁ ଦେଇଛନ୍ତି। ସେ କହିଛନ୍ତି, ଏହି ଟୁର୍ନାମେଣ୍ଟର ଫାଇନାଲରେ ପହଞ୍ଚିବା…
ଲଗାତର ଦୁଇ ଥର ଫାଇନାଲ ଖେଳିବ ଭାରତ
ମୁମ୍ବାଇ,୫।୩: ସଞ୍ଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ବୋଲରଙ୍କ ଉପଯୋଗୀ ଅବଦାନ ବଳରେ ଭାରତ ଗୁରୁବାର ଅନୁଷ୍ଠିତ ଟି୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି। ମ୍ୟାଚ ହାଇସ୍କୋରିଂ ବିଶିଷ୍ଟ ହୋଇଥିଲେ ହେଁ ଶେଷ…
ଅକ୍ଷର ପଟେଲ ସାଜିଲେ ‘ସୁପରମ୍ୟାନ୍’: ୨୪ ମିଟର ପଛକୁ ଦୌଡ଼ି ଧରିଲେ ଏମିତି ଅସମ୍ଭବ କ୍ୟାଚ୍, ସ୍ତବ୍ଧ ହୋଇଗଲା…
ମୁମ୍ବାଇ,୫।୩: ଟି-୨୦ ବିଶ୍ୱକପ୍ ୨୦୨୬ର ପ୍ରତିଟି ମ୍ୟାଚରେ ଚମତ୍କାର କ୍ୟାଚ୍ ଦେଖିବାକୁ ମିଳୁଛି। କିନ୍ତୁ ସେମିଫାଇନାଲ ଭଳି ହାଇ-ଭୋଲଟେଜ ମ୍ୟାଚ୍ରେ ଅକ୍ଷର ପଟେଲ ଯେଉଁ କ୍ୟାଚ ଧରିଛନ୍ତି, ତାହା କ୍ରିକେଟ ପ୍ରେମୀଙ୍କୁ ଚକିତ କରିଦେଇଛି। ଇଂଲଣ୍ଡ ଅଧିନାୟକ ହ୍ୟାରୀ ବ୍ରୁକ୍ଙ୍କୁ ଆଉଟ…
ଓ୍ବାଙ୍ଖଡେରେ ଉଡ଼ିଲା ଭାରତର ବିଜୟ ପତାକା: ଫାଇନାଲରେ ନ୍ୟୁଜିଲାଣ୍ଡ ସହ ହେବ ମହାଲଢ଼େଇ
ମୁମ୍ବାଇ,୫।୩: ଟି-୨୦ ବିଶ୍ୱକପ ୨୦୨୬ରେ ଭାରତ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏହି ବିଜୟ ସହ ଭାରତ ଏବେ ବିଶ୍ୱକପ ଟ୍ରଫିଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛି। ଆସନ୍ତା ମହାଲଢ଼େଇରେ…
IND vs ENG: ଇଂଲଣ୍ଡ ଉପରେ ଲାଗିଲା ୭୪ ରନ୍ର ‘ପେନାଲ୍ଟି’! ସେମିଫାଇନାଲରେ ଗୋଟିଏ ଭୁଲ ପାଇଁ ହାତରୁ ମ୍ୟାଚ୍ ଗଲା
ମୁମ୍ବାଇ,୫।୩: ଟି-୨୦ ବିଶ୍ୱକପ୍ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତୀୟ ବ୍ୟାଟରଙ୍କ ବିସ୍ଫୋରକ ପ୍ରଦର୍ଶନ ଦେଖିବାକୁ ମିଳିଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୫୩ ରନର ଏକ ବିଶାଳ ସ୍କୋର ଛିଡ଼ା କରିଛି। ତେବେ…
ବଡ଼ ଉପଲବ୍ଧି: କୋହଲିଙ୍କ ସମକକ୍ଷ ହେଲେ ସଞ୍ଜୁ ସାମସନ
ମୁମ୍ବାଇ,୫।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ୍ରେ ସଞ୍ଜୁ ସାମସନ ୪୨ ବଲରେ ୮୯ ରନ୍ କରିଥିଲେ। ଟି୨୦ ବିଶ୍ୱକପ୍ ନକ୍ଆଉଟ୍ ମ୍ୟାଚ୍ରେ ସଞ୍ଜୁ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାରେ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ସମକକ୍ଷ ହୋଇଛନ୍ତି। କୋହଲି ୨୦୧୬ ଟି୨୦…
Archives


