ଜୁଡ୍ ଫେଲିକ୍ସଙ୍କୁ ବହିଷ୍କୃତ କଲା ହକି ଇଣ୍ଡିଆ
ନୂଆଦିଲ୍ଲୀ, ୨୦ା୬ (ପି.ଟି.)-ହକି ଇଣ୍ଡିଆ (ଏଚ୍ଆଇ) ବୁଧବାର ଜୁନିୟର ପୁରୁଷ ହକି ଟିମ୍ କୋଚ୍ ଜୁଡ୍ ଫେଲିକ୍ସଙ୍କୁ ବହିଷ୍କୃତ କହିଛନ୍ତି। ମାଡ୍ରିଡ୍ଠାରେ ନିକଟରେ ଶେଷ ହୋଇଥିବା ୮ ରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଭାରତ ନୈରାଶ୍ୟଜନକ ୬ଷ୍ଠ ସ୍ଥାନ ସହ ଅଭିଯାନ ଶେଷ କରିଥିଲା।…
ଫିଫା ମହିଳା ବିଶ୍ୱକପ୍ବ୍ରାଜିଲ ବିଜୟରେ ମାର୍ଟାଙ୍କ ବିଶ୍ୱ ରେକର୍ଡ
ଭାଲେନସିନେସ୍ (ଫ୍ରାନ୍ସ), ୧୯।୬(ଏଏଫ୍ପି): ଏଠାରେ ଚାଲିଥିବା ଫିଫା ମହିଳା ବିଶ୍ୱକପ୍ର ୭ମ ସଂସ୍କରଣରେ ବ୍ରାଜିଲ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଗ୍ରୁପ୍-ସି’ର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ବ୍ରାଜିଲ ୧-୦ ଗୋଲରେ ଇଟାଲୀକୁ ହରାଇ ଦେଇଛି। ବିଜୟୀ ବ୍ରାଜିଲ ଦଳ ପକ୍ଷରୁ କିମ୍ବଦନ୍ତୀ…
ସ୍ବିଡେନ୍ରେ ସ୍ବର୍ଣ୍ଣ ଜିତିଲେ ଚିତ୍ରା
ନୂଆଦିଲ୍ଲୀ, ୧୯ା୬ (ପି.ଟି.): ସ୍ବିଡେନ୍ର ସୋଲେନ୍ଟୁନାଠାରେ ଚାଲିଥିବା ଫୋକ୍ସାମ୍ ଗ୍ରାଁ ପ୍ରିରେ ଭାରତର ଏସିଆନ ଚାମ୍ପିୟନ ପି. ୟୁ. ଚିତ୍ରା ମହିଳା ୧୫୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଏପ୍ରିଲରେ ଦୋହାଠାରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍ରେ ସ୍ବର୍ଣ୍ଣ ଜିତିଥିବା…
ଏଏଆଇକୁ ବିଶ୍ୱ ତୀରନ୍ଦାଜୀର ଅନ୍ତିମ ଚେତାବନୀ
କୋଲକାତା,୧୯।୬- ଅନ୍ତର୍ଜାତୀୟ ତୀରନ୍ଦାଜୀ ସଂସ୍ଥା ଆର୍ଚେରୀ ଆସୋସିଏଶନ ଅଫ୍ ଇଣ୍ଡିଆ (ଏଏଆଇ)କୁ ସଦସ୍ୟ ତାଲିକାରୁ ବାଦ୍ ଦେଇଛିି। ଗୋଟିଏ ମାସ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା କରାଯାଉ ନ ହେଲେ ବାସନ୍ଦ ହେବା ପାଇଁ ପ୍ରସ୍ତୁତ ରୁହ। ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ…
ଆହତ ସମସ୍ୟାରୁ ମୁକ୍ତ ହେଲେ ଷ୍ଟୋଇନିସ
ନଟିଂହାମ,୧୯।୬(ପିଟି)- ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ ଏବେ ସମ୍ପୂର୍ଣ୍ଣ ଫିଟ୍। ଫଳରେ ଅଷ୍ଟ୍ରେଲିଆ ଦଳକୁ ବଡ଼ ଆଶ୍ୱସ୍ତି ମିଳିଛି। ସେ ଦଳ ପାଇଁ ବଳକା ଥିବା ମ୍ୟାଚ୍ଗୁଡ଼ିକରେ ଖେଳିପାରିବେ ବୋଲି ମୁଖ୍ୟ କୋଚ୍ ଜଷ୍ଟିନ ଲାଙ୍ଗର କହିଛନ୍ତି। କିନ୍ତୁ ଶୀଘ୍ର ଫେରିବେ କି…
ରେଷ୍ଟୁରାଣ୍ଟରେ ଆଫଗାନିସ୍ତାନ ଖେଳାଳିଙ୍କ ସଂଘର୍ଷ
ମାଞ୍ଚେଷ୍ଟର,୧୯।୬(ଏଏଫ୍ପି)- ମାଞ୍ଚେଷ୍ଟରର ଏକ ରେଷ୍ଟୁରାଣ୍ଟରେ ଆଫଗାନିସ୍ତାନ ଦଳର ଖେଳାଳି ଓ ସ୍ଥାନୀୟ ବ୍ୟକ୍ତିଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଇଂଲଣ୍ଡ ବିପକ୍ଷ ବିଶ୍ୱକପ୍ ମ୍ୟାଚ୍ ପୂର୍ବ ରାତିରେ ଏହି ଘଟଣା ଘଟିଥିଲା। ବିବିସି ଅନୁଯାୟୀ ରେଷ୍ଟୁରାଣ୍ଟରେ ସ୍ଥାନୀୟ ଲୋକ ଆଫଗାନିସ୍ତାନ ଖେଳାଳିଙ୍କ ଭିଡିଓ…
ସର୍ଫରାଜଙ୍କୁ ପିସିବି ମୁଖ୍ୟଙ୍କ ଫୋନ
ଲଣ୍ଡନ,୧୯ା୬: ଭାରତୀୟ ଦଳଠାରୁ ବିଶ୍ୱକପ୍ରେ କ୍ରମାଗତ ୭ମ ପରାଜୟ ପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ଇଶାନ ମାନି ଦଳୀୟ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କୁ ଫୋନ କରିଥିଲେ। ପୂରା ଦେଶ ପାକିସ୍ତାନ ଦଳ ସହ ଛିଡ଼ା ହୋଇଥିବା ଆଶ୍ୱାସନା ଦେଇଛନ୍ତି…
ଭାରତୀୟ ଦଳକୁ ବଡ଼ ଝଟ୍କା
ଲଣ୍ଡନ,୧୯।୬(ପି.ଟି.)- ଭାରତୀୟ କ୍ରିକେଟ ଦଳର ବିଶ୍ୱକପ୍ ଅଭିଯାନକୁ ବୁଧବାର ବଡ଼ ଝଟ୍କା ଲାଗିଛି। ଦକ୍ଷ ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ବନ ବିଶ୍ୱକପ୍ରୁ ବାଦ୍ ପଡ଼ିଛନ୍ତି। ତାଙ୍କ ଡାହାଣ ବୁଢ଼ା ଆଙ୍ଗୁଳି ଫ୍ୟାକଚର ସମସ୍ୟା ଧାର୍ଯ୍ୟ ସମୟରେ ଠିକ୍ ହୋଇପାରିବ ନାହିଁ। ପୂର୍ବରୁ…
ଭାରତ ଆସିପାରିବେ ପାକିସ୍ତାନ ଆଥ୍ଲେଟ
ନୂଆଦିଲ୍ଲୀ,୧୯ା୬: ଦେଶରେ ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟ ଆୟୋଜନ ଉପରେ ଲାଗିଥିବା ବାସନ୍ଦାଦେଶ ଖୁବ୍ ଶୀଘ୍ର ଉଠାଯିବ। ଅଂଶଗ୍ରହଣକାରୀ ଦେଶର ପ୍ରତିଯୋଗୀ ଓ ଅଫିସିଆଲଙ୍କୁ ଭିଜା ଦେବା ନେଇ କେନ୍ଦ୍ର ସରକାର ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)କୁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି। ଏହି…
ଭାରତଠାରୁ ପରାସ୍ତ ହେବାପରେ ପାକିସ୍ତାନ ଅଧିନାୟକଙ୍କୁ ପ୍ରଥମେ କିଏ ଫୋନ କରିଥିଲେ ଜାଣନ୍ତୁ
ଲଣ୍ଡନ, ୧୯।୬: ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପରେ ଭାରତ ନିକଟରୁ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର ବୃହତ୍ ପରାଜୟକୁ ସହଜରେ ହଜମ କରିପାରି ନାହାନ୍ତି ପୂର୍ବତନ ଖେଳାଳି ଏବଂ ପାକିସ୍ତାନ ମିଡିଆ। ସୋସିଆଲ ମିଡିଆଠାରୁ ଆରମ୍ଭ କରି ପୂର୍ବତନ ଖେଳାଳିମାନେ ପାକିସ୍ତାନ ଟିମ…
ଟେନିସ୍ କୋର୍ଟରେ ଫୁଟ୍ବଲ ଖେଳିଲେ
ହାଲେ(ଜର୍ମାନୀ),୧୯ା୬: ଏଠାରେ ଚାଲିଥିବା ହାଲେ ଓପନ ଗ୍ରାସ କୋର୍ଟ ଟୁର୍ନାମେଣ୍ଟରେ ଏକ କୌତୂହଳପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି। ବେନୋଟ ପାଇରେ ଓ ଜୋ ଓ୍ବିଲଫ୍ରେଡ ଟିସୋଙ୍ଗା ମଧ୍ୟରେ ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସ ବର୍ଗର ଏକ ମ୍ୟାଚ୍ରେ ଦୁଇ ଖେଳାଳି ଟେନିସ ବଲ…
ଲଣ୍ଡନ ଷ୍ଟ୍ରିଟ୍ରେ ବୁଲୁଛନ୍ତି ବିରୁଷ୍କା
ଲଣ୍ଡନ,୧୯ା୬: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଲଣ୍ଡନରେ ଦେଖିବାକୁ ମିଳିଛି। ଭାରତୀୟ ଦଳ ଅତି ସହଜରେ ପାକିସ୍ତାନକୁ ହରାଇ ଦେଇଥିଲା। ୨୨ ତାରିଖରେ ଖେଳାଯିବାକୁ ଥିବା ଆଫଗାନିସ୍ତାନ…
Archives


