ଖେଳ

ସର୍ଫରାଜଙ୍କୁ କ୍ଷମା ପ୍ରାର୍ଥନା କଲେ ପ୍ରଶଂସକ

ଲଣ୍ଡନ,୨୪।୬: ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କ ଜୀବନ ଗତ ୨୪ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ବଦଳି ଯାଇଛି। ଗତ ସପ୍ତାହରେ ଭାରତଠାରୁ ପରାସ୍ତ ହେବା ପରେ ସର୍ଫରାଜଙ୍କୁ ପ୍ରଂଶସକ ଓ ପୂର୍ବତନ କ୍ରିକେଟରଙ୍କ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏପରି କି…

ଦେବାଳିଆ କିମ୍ବଦନ୍ତୀ ଟେନିସ୍‌ ଖେଳାଳି ନିଲାମ କରିବେ ଟ୍ରଫି, ମେଡାଲ

ଲଣ୍ଡନ,୨୪।୬(ଏଏଫ୍‌ପି): ଜର୍ମାନୀର କିମ୍ବଦନ୍ତୀ ଟେନିସ୍‌ ଷ୍ଟାର ବୋରିସ୍‌ ବେକର ବ୍ୟାଙ୍କ ଲୋନ୍‌ ପରିଶୋଧ କରିବା ଲାଗି ଅନ୍‌ଲାଇନରେ ସୋମବାରଠାରୁ ନିଜ ଟ୍ରଫି ଓ ମେଡାଲ ନିଲାମ ଆରମ୍ଭ କରିଛନ୍ତି। ଓ୍ବିମ୍ବେଲଡନ ଓପନ୍‌ ଇତିହାସର ସର୍ବକନିଷ୍ଠ ଖେଳାଳି ୧୭ ବୟସରେ ହିଁ ୩…

ଟାଇଟଲ ସହ କୋର୍ଟକୁ ଫେରିଲେ ମୁରେ

ଲଣ୍ଡନ,୨୪।୬: ପୁରୁଷ ସିଙ୍ଗଲ୍ସ ବର୍ଗର ପୂର୍ବତନ ଶୀର୍ଷ ର଼୍ୟାଙ୍କ୍‌ଧାରୀ ଖେଳାଳି ଆଣ୍ଡି ମୁରେ ସଫଳତାର ସହ କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ କୁଇନ୍ସ କ୍ଲବ ଟୁର୍ନାମେଣ୍ଟରେ ଡବଲ୍ସ ବର୍ଗର ଟାଇଟଲ ହାତେଇଛନ୍ତି। ୩୨ ବର୍ଷୀୟ ଖେଳାଳି ସ୍ପାନିଶ୍‌ ପାର୍ଟନର ଫେଲିସିଆନୋ ଲୋପେଜଙ୍କ…

ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରୁ ରୟ ବାଦ୍‌

ଲଣ୍ଡନ,୨୪।୬(ଏଏଫ୍‌ପି): ଜାସନ ରୟ ମଙ୍ଗଳବାର ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଖେଳିପାରିବେ ନାହିଁ। ସେ ଏପର୍ଯ୍ୟନ୍ତ ମାଂସପେଶୀଜନିତ ସମସ୍ୟାରୁ ସମ୍ପୂର୍ଣ୍ଣ ରୂପେ ମୁକୁଳି ପାରିନାହାନ୍ତି। କିନ୍ତୁ ଏହି ଓପ୍‌ନର ନିଜ ଫିଟ୍‌ନେସ୍‌ର ପ୍ରମାଣ ଦେବା ପାଇଁ ସୋମବାର ନେଟ୍ସରେ ଅଭ୍ୟାସ…

‘ରାବାଡାଙ୍କୁ ଆଇପିଏଲରେ ଖେଳିବାରୁ ରୋକିବାକୁ ଉଦ୍ୟମ କରିଥିଲୁ’

ସାଉଥାମ୍ପ୍‌ଟନ,୨୪।୬: ପାକିସ୍ତାନଠାରୁ ୪୯ ରନ୍‌ରେ ପରାସ୍ତ ହେବା ପରେ ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ୱକପ୍‌ର ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଛି। ଏହାପରେ ଅଧିନାୟକ ଫାଫ୍‌ ଡୁପ୍ଲେସି ସ୍ପଷ୍ଟ କରିଛନ୍ତି ଯେ, ପେସର କାର୍ଗିସୋ ରାବାଡାଙ୍କୁ ଆଇପିଏଲରେ ଅଂଶଗ୍ରହଣ କରିବାକୁ ଟିମ୍‌ ମ୍ୟାନେଜମେଣ୍ଟ…

କ୍ରିକେଟ ବେଟିଂ: ୨ ଗିରଫ

ମୁମ୍ବାଇ,୨୪।୬: ଗତ ସପ୍ତାହରେ ଓ୍ବେଷ୍ଟଇଣ୍ଡିଜ-ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ-ସାଉଥ୍‌ ଆଫ୍ରିକା ମ୍ୟାଚ୍‌ ଚଳିତ ଆଇସିସି ବିଶ୍ୱକପ୍‌ର କ୍ରିକେଟ ବେଟିଂ ପାଇଁ ସବୁଠୁ ବଡ଼ ଦିନ ଥିଲା। ମୁମ୍ବାଇ ପୋଲିସର ଆଣ୍ଟି ନାରୋଟିକ୍‌ ସେଲ (ଏଏନ୍‌ସି) ଗ୍ରାଣ୍ଟ ରୋଡ୍‌ ହୋଟେଲରେ ଚଢ଼ାଉ କରି ଏକ…

ପାକିସ୍ତାନ ଦଳକୁ ସମର୍ଥନ କରିବାକୁ ଷ୍ଟାଡିୟମରେ ପହଞ୍ଚିଲେ ଜଣେ ଭାରତୀୟ ଦର୍ଶକ

ଲଣ୍ଡନ,୨୪।୬: ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଆଇସିସି ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ୪୯ ରନରେ ପରାସ୍ତ କରିଛି। ଗତ ମ୍ୟାଚରେ ଭାରତଠାରୁ ପରାସ୍ତ ହେବାପରେ ଚାରିଆଡୁ ସମାଲୋଚନାର ଶିକାର ହୋଇଥିବା ପାକିସ୍ତାନ ଦଳ ଏହି…

ନିଜକୁ ଫିଟ୍‌ ରଖିବାକୁ ବିରିୟାନୀ ଖାଇବା ଛାଡ଼ିିଦେଇଛନ୍ତି ଖେଳାଳି

ସାଉଥାମ୍ପଟନ୍‌, ୨୪।୬: ବିଶ୍ୱକପରେ ପ୍ରଥମ ମ୍ୟାଚ ଖେଳି ସଫଳତା ପାଇଛନ୍ତି ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି। ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଆହତ ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ଖେଳୁଥିବା ସାମି ବିଶ୍ୱକପରେ ଦ୍ୱିତୀୟ ଭାରତୀୟ ଭାବେ ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି। ଗତ…

ମହିଳା ଜାତୀୟ ବକ୍ସିଂ ଖେଳାଳିଙ୍କ ପାଇଁ ବର ଖୋଜୁଥିଲେ ମା’: ଲିଙ୍ଗ ପରିବର୍ତ୍ତନ କରି ଘରକୁ ଫେରିଲେ ଝିଅ

ଲକ୍ଷ୍ନୌ, ୨୪।୬: ଉତ୍ତର ପ୍ରଦେଶର କାନପୁରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ମହିଳା ଜାତୀୟ ବକ୍ସିଂ ଖେଳାଳି ପ୍ରିୟଙ୍କା ପାଲ୍‌ ଲିଙ୍ଗ ପରିବର୍ତ୍ତନ କରି ପୁଅ ବେଶରେ ଘରକୁ ଫେରିଛନ୍ତି। ପ୍ରିୟଙ୍କାଙ୍କ ପାଇଁ ଉପଯୁକ୍ତ ବରପାତ୍ର ଖୋଜିବାକୁ ତାଙ୍କ ମା’…

ହରଭଜନଙ୍କ ସହ ଏହି ଯୁବତୀ ଜଣଙ୍କ କିଏ? ଫଟୋ ଭାଇରାଲ

ସାଉଥାମ୍ପଟନ୍‌, ୨୪।୬: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟ ଖେଳାଯାଇଥିବା ବିଶ୍ୱକପର ଏକ ମ୍ୟାଚରେ ଭାରତ ୧୧ରନରେ ବିଜୟୀ ହୋଇଛି। ଏହି ମ୍ୟାଚରେ କମେଣ୍ଟ୍ରି କରୁଥିବା ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂ ଏବଂ ଜଣେ ସୁନ୍ଦରୀ ଯୁବତୀଙ୍କ ଫଟୋ ସୋସିଆଲ ମିଡିଆରେ…

ସାମିଙ୍କ ହ୍ୟାଟ୍ରିକ୍‌କୁ ନେଇ ଏମିତି କହିଲେ ସ୍ତ୍ରୀ ହସିିନ ଜହାଁ

ଲକ୍ଷ୍ନୌ,୨୪।୬: ଚଳିତ ଆଇସିସି ବିଶ୍ୱକପରେ ଦ୍ୱିତୀୟ ଭାରତୀୟ ଭାବେ ହ୍ୟାଟ୍ରିକ୍‌ ଓ୍ବିକେଟ୍‌ ନେଇଛନ୍ତି ଦ୍ରୁତ ବୋଲର ମହମ୍ମଦ ସାମି। ସାମିଙ୍କୁ ବଦନାମ କରିବା ପାଇଁ ସ୍ତ୍ରୀ ହସିନ ଜହାଁ ବହୁ ଡ୍ରାମା କରିଥିଲେ ମଧ୍ୟ ସେସବୁ ଭୁଲି ପୁଣି ସେ କ୍ରିକେଟ…

ଦକ୍ଷିଣ ଆଫ୍ରିକାକୁ ହରାଇଲା ପାକିସ୍ତାନ

ଲଣ୍ଡନ,୨୪।୬(ପି.ଟି.)- ଶେଷରେ ପାକିସ୍ତାନ ଜୋରଦାର୍‌ ପ୍ରତ୍ୟାବର୍ତ୍ତନ ସହ ବିଶ୍ୱକପ୍‌ର ୩୦ତମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୪୯ ରନରେ ପରାସ୍ତ କରି ତା’ର ସେମିଫାଇନାଲର କ୍ଷୀଣ ଆଶାକୁ ଉଜ୍ଜୀବିତ ରଖିଛି। ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଟସ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri