ଆଇସିସି ବିଶ୍ୱକପ୍: ଇଂଲଣ୍ଡ- ପାକିସ୍ତାନ ମୁକାବିଲା ଆଜି
ଲଣ୍ଡନ,୩।୫(ଏଏଫପି)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍ର ଚଳିତ ଦ୍ୱାଦଶ ସଂସ୍କରଣରେ ଆୟୋଜକ ତଥା ହଟ୍ ଫେଭରାଇଟ ଇଂଲଣ୍ଡ ସୋମବାର ୧୯୯୨ ଚାମ୍ପିୟନ ପାକିସ୍ତାନକୁ ଭେଟିବ। ନଟିଂହାମର ଟ୍ରେଣ୍ଟ ବ୍ରିଜ୍ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଉପରେ ଏବେ ସାରା...
ଅଲିଭା ସ୍ବାକ୍ଷର ଛାଡ଼ିଗଲେ ‘କଳ୍ପନା’
(ରତନ ନାୟାର) ଢେଙ୍କାନାଳ ଅଫିସ, ୩।୬: ପିଲାଟି ଦିନରୁ ଦୁଃସାହସୀ ଥିଲେ କଳ୍ପନା। ପିଲାବେଳୁ ଏଭରେଷ୍ଟ ଶିଖର ଛୁଇଁବା ସ୍ବପ୍ନ ଦେଖିଥିଲେ ସେ। ଏହି ଇଚ୍ଛା ପୂରଣ କରିବାକୁ ସେ ୨୦୦୪ ଏବଂ ୨୦୦୬ରେ ଅଭିଯାନ ଆରମ୍ଭ କରିଥିଲେ। ହେଲେ ପ୍ରତିକୂଳ...
ଦକ୍ଷିଣ ଆଫ୍ରିକାକୁ ହରାଇଲା ବାଂଲାଦେଶ
ଲଣ୍ଡନ,୩।୬(ଏଏଫପି)- ଚଳିତ ବିଶ୍ୱକପ୍ରେ ବାଂଲାଦେଶ ପ୍ରଥମ ବିପର୍ଯ୍ୟୟ ଘଟାଇଛି। ସ୍ଥାନୀୟ କେନିଂଟନ ଓଭାଲ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଟୁର୍ନାମେଣ୍ଟର ପଞ୍ଚମ ମ୍ୟାଚ୍ରେ ବାଂଲାଦେଶ ୨୧ ରନରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି। ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ...
ବୋପାନ୍ନା ଆଉଟ୍
ପ୍ୟାରିସ, ୩ା୬ (ପି.ଟି.)- ଭାରତର ରୋହନ ବୋପାନ୍ନା ଏବଂ ତାଙ୍କ ରେମାନିଆନ ପାର୍ଟନର ମାରିଅସ୍ କୋପିଲ୍ ଫ୍ରେଞ୍ଚ ଓପନ୍ ଟେନିସ୍ରୁ ବିଦାୟ ନେଇଛନ୍ତି। ରବିବାର ପୁରୁଷ ଡବଲ୍ସର ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ସର୍ବୀୟ ଯୋଡ଼ି ଡୁସାନ ଲାଜୋଭିକ୍ ଏବଂ...
ବିଶ୍ୱ ହେଭିଓ୍ବେଟ୍ ଟାଇଟଲ ଜିତିଲେ ରୁଇଜ୍
ନ୍ୟୁୟର୍କ, ୩ା୬(ଏଏଫ୍ପି)-ହେଭିଓ୍ବେଟ୍ ବକ୍ସିଂ ଇତିହାସରେ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି ଆମେରିକାର ଆଣ୍ଡି ରୁଇଜ୍ ଜୁନିୟର। ସ୍ଥାନୀୟ ମାଡିସନ ସ୍କୋୟାର ଗାର୍ଡେନରେ ଅନୁଷ୍ଠିତ ଏକ ଲଢେଇରେ ଆନ୍ଥୋନୀ ଜୋଶୁଆଙ୍କୁ ପରାସ୍ତ କରି ତାଙ୍କଠାରୁ ଆଇବିଏଫ୍, ଡବ୍ଲ୍ୟୁବିଓ ଏବଂ ଡବ୍ଲ୍ୟୁବିଏ ଓ୍ବାଲର୍ଡ ହେଭିଓ୍ବେଟ୍...
ରାଜ୍ୟ ସନ୍ତରଣ ଚାମ୍ପିୟନଶିପ୍: ସମ୍ବଲପୁର ଗ୍ରୁପ୍ ଚାମ୍ପିୟନ
ଭୁବନେଶ୍ୱର, ୩ା୬ (ସ୍ପୋଟର୍ସ ବ୍ୟୁରୋ)-ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ଓଡ଼ିଶା ରାଜ୍ୟ ସନ୍ତରଣ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଚାଲିଥିବା ୬୦ତମ ରାଜ୍ୟ ସନ୍ତରଣ ଚାମ୍ପିୟନଶିପ୍ କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ସୁଇମିଂ କମ୍ପ୍ଲେକ୍ସଠାରେ ଅନୁଷ୍ଠିତ ହୋଇଯାଇଛି।...
କିଟ୍ ଇଣ୍ଟରନ୍ୟାଶନାଲ ଚେସ୍ ଫେଷ୍ଟିଭାଲ: ରାଜେଶ ବିଜୟୀ, ଡ୍ର’ ରଖିଲେ ଦେବାଶିଷ
ଭୁବନେଶ୍ୱର, ୩।୬(ସ୍ପୋଟର୍ସ ବ୍ୟୁରୋ)- କିଟ୍ ବିଶ୍ୱବିଦ୍ୟାଳୟ ଓ ଅଲ୍ଓଡ଼ିଶା ଚେସ୍ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା କିଟ୍ ଇଣ୍ଟରନ୍ୟାଶନାଲ ଚେସ୍ ଫେଷ୍ଟିଭାଲର ରବିବାର ଥିଲା ଦ୍ୱିତୀୟ ଦିବସ। ଏଥିରେ କାଟାଗୋରି-ଏ’ର ୪ର୍ଥ ରାଉଣ୍ଡ ଖେଳ ଅନୁଷ୍ଠିତ ହୋଇଯାଇଛି। ଚତୁର୍ଥ...
ପ୍ରତ୍ୟେକ ଦିନ ନୂଆ ଅଭିଜ୍ଞତା ରହିଥିଲା: ଶୁଭେନ୍ଦୁ
ଭୁବନେଶ୍ୱର, ୩।୬(ସ୍ପୋଟର୍ସ ବ୍ୟୁରୋ)- ଭାରତୀୟ ୧୬ ବର୍ଷରୁ କମ୍ ଫୁଟ୍ବଲ ଦଳର ମୁଖ୍ୟ କୋଚ୍ ତଥା ଦେଶର ପ୍ରଥମ ସ୍କୋରର ଏକ୍ସପର୍ଟ ଶୁଭେନ୍ଦୁ ପଣ୍ଡା କ୍ରୋଏସିଆର ପ୍ରତିଷ୍ଠିତ ହାଜଡକ୍ କ୍ଲବରେ ଅନୁଷ୍ଠିତ ଫୁଟ୍ବଲ ଏକ୍ସପର୍ଟ ବୈଠକରେ ସଫଳତାର ସହ ଅଂଶଗ୍ରହଣ...
ବିଜୟ ଦ୍ୱାରରେ ଭାରତ-ଏ
ବେଙ୍ଗାଲୁରୁ, ୩।୬- ହୁବ୍ଲୀସ୍ଥିତ ନେହେରୁ ଷ୍ଟାଡିୟମ୍ରେ ଭ୍ରମଣକାରୀ ଶ୍ରୀଲଙ୍କା-ଏ ବିପକ୍ଷରେ ଚାଲିଥିବା ଅନ୍ତିମ ତଥା ୨ୟ ଅନ୍ଅଫିସିଆଲ ଟେଷ୍ଟ ମ୍ୟାଚ୍ରେ ଭାରତ-ଏ ବିଜୟ ଦ୍ୱାରଦେଶରେ ପହଞ୍ଚତ୍ଛି। ପ୍ରିୟଙ୍କ ପଞ୍ଚଲଙ୍କ ନେତୃତ୍ୱାଧୀନ ଭାରତ-ଏ ପକ୍ଷରୁ ଧାର୍ଯ୍ୟ ୪୩୦ ରନ୍ର ଟାର୍ଗେଟ୍କୁ ପିଛାକରି...
ସେରେନାଙ୍କ ଟେନିସ୍ ଭବିଷ୍ୟତ ନେଇ ସନ୍ଦେହ
ପ୍ୟାରିସ, ୨ା୬-ଶନିବାର ଫ୍ରେଞ୍ଚ ଓପନ ପ୍ରତିଯୋଗିତାର ତୃତୀୟ ରାଉଣ୍ଡରୁ ବିଦାୟ ନେବା ପରେ ସେରେନା ଓ୍ବିଲିୟମ୍ସଙ୍କ ଟେନିସ୍ ଭବିଷ୍ୟତକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଆମେରିକାର ଏହି ଖେଳାଳି ଶନିବାର ନିଜ ଦେଶରୁ ସୋଫିଆ କେନିନ୍ଙ୍କଠାରୁ ୬-୨, ୭-୫ ସେଟ୍ରେ...
କୋଣ୍ଟାଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି
ପ୍ୟାରିସ, ୨ା୬-ବ୍ରିଟେନ୍ର ଜୋହାନା କୋଣ୍ଟା ଫ୍ରେଞ୍ଚ ଓପନ୍ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଅନୁଷ୍ଠିତ ଏକ ଚତୁର୍ଥ ରାଉଣ୍ଡ ମ୍ୟାଚରେ ସେ ୨୩ତମ ସିଡ୍ ଡୋନା ଭେକିକ୍ଙ୍କୁ ୬-୨, ୬-୪ ସେଟ୍ରେ ପରାସ୍ତ...
ଭାରତ ବିପକ୍ଷରେ ଖେଳିପାରନ୍ତି ଅମଲା
ଲଣ୍ଡନ,୨ା୬(ପିଟି)- ଭେଟେରାନ ଦକ୍ଷିଣ ଆଫ୍ରିକା ଓପନର ହାସିମ ଅମଲା ବୁଧବାର ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ୩ୟ ମ୍ୟାଚ୍ ଲାଗି ଉପଲବ୍ଧ ହୋଇପାରନ୍ତି। ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ହେଲମେଟରେ ବଲ ବାଜିଥିବାରୁ ସେ ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ଖେଳିପାରି ନାହାନ୍ତି।...
Archives


