ରାଜ୍ୟ ୯ବର୍ଷରୁ କମ୍ ଚେସ ଆରମ୍ଭ: ଆୟୁଷ୍ମାନ, ପ୍ରତ୍ୟୁଷା ଟପସିଡ
କଟକ ଅଫିସ,୧୩ା୭- ପୂର୍ବତଟ ରେଲଓ୍ବେ ପ୍ରତିଷ୍ଠାନ ପରିସରରେ ରାଜ୍ୟ ୯ବର୍ଷରୁ କମ୍ ଚେସ ଚାମ୍ପିୟନଶିପ ଶୁକ୍ରବାର ଆରମ୍ଭ ହୋଇଛି । ୭ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ଓପନ ବର୍ଗରେ ୮୩ ଓ ବାଳିକା ବର୍ଗରେ ୩୭ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ…
ସାଥିୟାଁ-ଅମଲରାଜଙ୍କୁ ବ୍ରୋଞ୍ଜ
ମେଲବୋର୍ନ, ୧୩ା୭ (ପି.ଟି.)-ଭାରତୀୟ ଯୋଡ଼ି ଜି. ସାଥିୟାଁ ଓ ଆନ୍ଥୋନୀ ଅମଲରାଜ ପୁରୁଷ ଡବଲ୍ସରେ ଏକ ବ୍ରୋଞ୍ଜ ପଦକ ସହ ସେମାନଙ୍କ ଓ୍ବାଲର୍ଡ ଟୁର୍ ପ୍ଲାଟିନମ ଅଷ୍ଟ୍ରେଲିଆନ ଓପନ ଟେବୁଲ ଟେନିସ ପ୍ରତିଯୋଗିତାରେ ଅଭିଯାନ ଶେଷ କରିଛନ୍ତି। ଏହି ଯୋଡ଼ି ସେମିଫାଇନାଲରେ…
ସ୍ନାଇଡରଙ୍କ ସହ ଲଢ଼ିବେ ବିଜେନ୍ଦର
ନ୍ୟୁଆର୍କ, ୧୩ା୭ (ପି.ଟି.)-ଏକ ବର୍ଷ ପରେ ପ୍ରଫେଶନାଲ ବକ୍ସିଂକୁ ଫେରିବେ ଭାରତୀୟ ବକ୍ସିଂ ଷ୍ଟାର ବିଜେନ୍ଦର ସିଂ। ଶନିବାର ସେ ଏଠାରେ ଆମେରିକାର ମାଇକ୍ ସ୍ନାଇଡରଙ୍କ ସହିତ ୮ ରାଉଣ୍ଡ ବିଶିଷ୍ଟ ସୁପରମିଡଲଓ୍ବେଟ୍ ମୁକାବିଲା କରିବେ। ଡବ୍ଲ୍ୟୁବିଓ ଓରିଏଣ୍ଟାଲ ଏବଂ ଏସିଆ…
ଓ୍ବିମ୍ବେଲଡନ ଟେନିସ୍: ଜୋକୋଭିଚ୍- ଫେଡରର ଫାଇନାଲ
ଲଣ୍ଡନ, ୧୩।୭(ପି.ଟି.)- ବର୍ଷର ତୃତୀୟ ଗ୍ରାଣ୍ଡସ୍ଲାମ୍ ଟୁର୍ନାମେଣ୍ଟ ଓ୍ବିମ୍ବେଲଡନ ଟେନିସର ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ରବିବାର ଟାଇଟଲ ପାଇଁ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଟପ୍ ସିଡ ସର୍ବୀୟ ତାରକା ନୋଭାକ ଜୋକୋଭିଚ୍ ଓ ଦ୍ୱିତୀୟ ସିଡ୍ ସୁଇଜରଲାଣ୍ଡର…
ବିଶ୍ୱକପ୍ ଫାଇନାଲ: ଟିକେଟ କ୍ରୟ ନେଇ ପ୍ରଶଂସକଙ୍କୁ ସତର୍କବାଣୀ
ଲଣ୍ଡନ,୧୩।୭(ପି.ଟି.)- ରବିବାର ଖେଳାଯିବାକୁ ଥିବା ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଦେଖିବାକୁ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଛି। ଆୟୋଜକ ଇଂଲଣ୍ଡ ସେମିଫାଇନାଲରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରି ପ୍ରଥମଥର ପାଇଁ ବିଶ୍ୱକପ୍ ଜିତି ଇତିହାସ ସୃଷ୍ଟି କରିବାର…
ପିଟର କ୍ରାଉଚ୍ଙ୍କ ଅବସର
ଲଣ୍ଡନ,୧୩।୭(ଏଏଫ୍ପି)- ଇଂଲଣ୍ଡ ପୂର୍ବତନ ଷ୍ଟ୍ରାଇକର ପିଟର କ୍ରାଉଚ୍ ଶୁକ୍ରବାର ଅବସର ଘୋଷଣା କରିଛନ୍ତି। ଦୁଇ ଦଶନ୍ଧି ଧରି ସଫଳତାର ସହ ପେସାଦାର ଫୁଟବଲ ଖେଳିବାପରେ ସେ ୩୮ ବର୍ଷରେ ଅବସର ନେଇଛନ୍ତି। ୨୦୦୫ ମେ’ରେ କ୍ରାଉଚ୍ କଲମ୍ବିଆ ବିପକ୍ଷରେ ଇଂଲଣ୍ଡ ପାଇଁ…
କୋହଲି, ଶାସ୍ତ୍ରୀ ଫେରିବା ପରେ ପ୍ରଦର୍ଶନ ନେଇ ସମୀକ୍ଷା ହେବ
ଲଣ୍ଡନ,୧୩।୭(ପି.ଟି.)- ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା କ୍ରିକେଟ ପ୍ରଶାସକ କମିଟି (ସିଓଏ) ବିଶ୍ୱକପ୍ରେ ଭାରତର ପ୍ରଦର୍ଶନ ନେଇ ତର୍ଜମା କରିବ। ଅଧିନାୟକ କୋହଲି ଓ ହେଡ୍ କୋଚ୍ ରବି ଶାସ୍ତ୍ରୀ ସ୍ବଦେଶ ଫେରିବା ପରେ ସିଓଏ ଭାରତର ଖେଳାଳିମାନଙ୍କ ପ୍ରଦର୍ଶନ ନେଇ…
ରଶିଦ ଆଫଗାନିସ୍ତାନ କ୍ରିକେଟ ଦଳର ନୂଆ ଅଧିନାୟକ
କାବୁଲ, ୧୨ା୭ (ପି.ଟି.): ଷ୍ଟାର ସ୍ପିନର ରଶିଦ ଖାଁଙ୍କୁ ଶୁକ୍ରବାର ଆଫଗାନିସ୍ତାନ କ୍ରିକେଟ ଦଳର ସମସ୍ତ ଫର୍ମାଟ ପାଇଁ ନୂଆ ଅଧିନାୟକ ଭାବେ ନିଯୁକ୍ତି ମିଳିଛି। ବିଶ୍ୱକପ୍ ପୂର୍ବରୁ ଅଧିନାୟକ ପଦବୀରୁ ବହିଷ୍କୃତ ହୋଇଥିବା ଅସଘର ଆଫଗାନଙ୍କୁ ତାଙ୍କ ଡେପୁଟି କରାଯାଇଛି।…
ବାର୍ସିଲୋନାରେ ଜାପାନ ମିଡ୍ ଫିଲ୍ଡର ଆବେ
ଟୋକିଓ, ୧୨ା୭ (ଏଏଫ୍ପି): ଜାପାନର ଆଟାକିଂ ମିଡ୍ ଫିଲ୍ଡର ହିରୋକି ଆବେ ଏଫ୍ସି ବାର୍ସିଲୋନାରେ ଯୋଗ ଦେବେ। ଶୁକ୍ରବାର ସେ ନିଜେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଲା’ ଲିଗାର ଦୁଇଟି ପ୍ରମୁଖ କ୍ଲବ ମଧ୍ୟରୁ ଗୋଟିଏ ଦଳରେ ଯୋଗ ଦେବାରେ…
ସିଓଏ ବୈଠକରେ ଯୋଗଦେବେ କୋହଲି, ଶାସ୍ତ୍ରୀ
ଲଣ୍ଡନ,୧୨।୭(ପି.ଟି.)- ବିସିସିଆଇ ପରିଚାଳନା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି (ସିଓଏ) ଭାରତୀୟ ଦଳର ବିଶ୍ୱକପ୍ ପ୍ରଦର୍ଶନକୁ ରିଭ୍ୟୁ କରିବ। ଏଥିରେ ଅଧିନାୟକ ବିରାଟ କୋହଲି ଓ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଯୋଗଦେବେ। ଏହି ବୈଠକରେ ଆସନ୍ତା ବର୍ଷ…
ବିଶ୍ୱକପ୍ ଫାଇନାଲରେ ଅମ୍ପାୟରିଂ କରିବେ ଧର୍ମସେନା, ମାରିଆସ
ଲଣ୍ଡନ,୧୨।୭(ପି.ଟି.)- ରବିବାର ଆଇକନିକ୍ ଲଡର୍ସ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଓ ଆୟୋଜକ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଚଳିତ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଲାଗି ଶ୍ରୀଲଙ୍କା ଅମ୍ପାୟର କୁମାର ଧର୍ମସେନା ଓ ଦକ୍ଷିଣ ଆଫ୍ରିକାର ମାରିଆସ ଇରାସମୁସଙ୍କୁ ଅନ୍ଫିଲ୍ଡ ଅମ୍ପାୟର ଭାବେ ନିଯୁକ୍ତ…
ଅଜୟ ସିଂଙ୍କ ରାଜ୍ୟଗୋଷ୍ଠୀ ରେକର୍ଡ
ଆପିଆ(ସାମୋଆ),୧୨।୭(ପି.ଟି.)- ଭାରତୀୟ ଭାରୋତ୍ତୋଳନକାରୀ ଅଜୟ ସିଂ ଶୁକ୍ରବାର ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପ୍ରେ କ୍ଲିନ୍ ଓ ଜର୍କ ଇଭେଣ୍ଟରେ ନୂଆ ରେକର୍ଡ କରିଛନ୍ତି। ୨୨ ବର୍ଷୀୟ ଭାରୋତ୍ତୋଳକ ୮୧ କି.ଗ୍ରା. ବର୍ଗର କ୍ଲିନ୍ ଓ ଜର୍କ ଇଭେଣ୍ଟରେ ୧୯୦ କି.ଗ୍ରା. ଭାର ଉଠାଇଥିଲେ, ଯାହାକି…
Archives


