ଏସିଆ କପ୍ ୨୦୨୫: ଏକପାଖିଆ ମ୍ୟାଚରେ ପାକିସ୍ତାନକୁ ୭ ୱିକେଟରେ ହରାଇଲା ଭାରତ
ଦୁବାଇ,୧୪।୯: ଏସିଆ କପ୍ ୨୦୨୫ର ଗ୍ରୁପ୍ ଏ ମ୍ୟାଚ୍ରେ ଭାରତ ୭ ୱିକେଟରେ ପାକିସ୍ତାନକୁ ପରାଜିତ କରି ଲଗାତାର ଦ୍ୱିତୀୟ ବିଜୟ ହାସିଲ କରିଛି। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୨୭/୯ ରନ୍ ସ୍କୋର କରିଥିବା ବେଳେ ଭାରତ…
ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍: ଯସ୍ମିନ, ମୀନାକ୍ଷୀଙ୍କୁ ସ୍ବର୍ଣ୍ଣ, ନୂପୁରଙ୍କୁ ରୌପ୍ୟ
ଲିଭରପୁର, ୧୪ା୯: ଭାରତୀୟ ବକ୍ସର ଯସ୍ମିନ ଲାମ୍ବୋରିଆ ଓ ମୀନାକ୍ଷୀ ହୁଦା ଏଠାରେ ଚାଲିଥିବା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍ରେ ସ୍ବର୍ଣ୍ଣ ପଦକ ଲାଭ କରିଥିବାବେଳେ ନୂପୁର ଶେଓରାନ ଓ ପୂଜାରାଣୀ ଅଣ ଅଲିମ୍ପିକ କାଟେଗୋରିରେ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ଜିତିଛନ୍ତି।…
ଅଷ୍ଟ୍ରେଲିଆ ବିପକ୍ଷ ୩ ଦିନିକିଆ ପାଇଁ ଭାରତୀୟ ଟିମ୍ ଘୋଷଣା: ରୋହିତ, ବିରାଟଙ୍କୁ ମିଳିଲା ନାହିଁ ସ୍ଥାନ
ମୁମ୍ବାଇ,୧୪।୯: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଭାରତ ‘ଏ’ ଟିମ୍ ଘୋଷଣା କରିଛି। ଏହି ସିରିଜ୍ରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସ୍ଥାନ ମିଳିନାହିଁ।…
ଏସିଆ କପ୍ ୨୦୨୫: କୁଲଦୀପଙ୍କ ସ୍ପିନ୍ ଜାଲରେ ଫସିଲା ପାକିସ୍ତାନ, ଭାରତ ଆଗରେ ବିଜୟ ଲକ୍ଷ୍ୟ ୧୨୮
ଦୁବାଇ, ୧୪।୯: ଏସିଆ କପ୍ ୨୦୨୫ର ରବିବାର ଖେଳାଯାଉଥିବା ଗ୍ରୁପ୍ ଏ ମ୍ୟାଚ୍ରେ ପାକିସ୍ତାନ ବ୍ୟାଟିଂ ବିଭାଗ ଭାରତ ଆଗରେ ମାଟି କାମୁଡ଼ିଛି। ୨୦ ଓଭରରେ ପାକିସ୍ତାନ ଦଳ ୯ ଉଇକେଟ ହରାଇ ୧୨୭ ସ୍କୋର କରିଛି। ଶାହୀନ୍ ଶାହ ଆଫ୍ରିଦିଙ୍କ…
ପ୍ରବଳ ସମାଲୋଚନା ମଧ୍ୟରେ ଟସ ପରେ ଏମିତି କରିଦେଲେ ସୂର୍ଯ୍ୟକୁମାର, ସଦମାରେ ପୁରା ପାକିସ୍ତାନ
ଦୁବାଇ,୧୪।୯: ଏସିଆ କପ୍ ୨୦୨୫ର ଗ୍ରୁପ୍ ଏ ମ୍ୟାଚ୍ରେ ଭାରତୀୟ ଅଧିନାୟକ ସୁର୍ଯ୍ୟକୁମାର ଯାଦବ ରବିବାର, ସେପ୍ଟେମ୍ବର ୧୪ରେ ଦୁବାଇରେ ପାକିସ୍ତାନ ଅଧିନାୟକ ସଲମାନ୍ ଆଲୀ ଆଘାଙ୍କ ସହ ପାରମ୍ପରିକ ହାଣ୍ଡସେକ୍ କରିନଥିଲେ। ରବି ଶାସ୍ତ୍ରୀ ଟସ୍ ଉପସ୍ଥାପନା କରୁଥିବା ବେଳେ…
ଏସିଆ କପ୍ ୨୦୨୫: ଟସ୍ ଜିତି ପାକିସ୍ତାନର ବ୍ୟାଟିଂ ନିଷ୍ପତ୍ତି, ହ୍ୟାଣ୍ଡସେକ୍ କଲେନି ଦୁଇ ଅଧିନାୟକ
ନୂଆଦିଲ୍ଲୀ,୧୪।୯: ବହୁ ପ୍ରତିକ୍ଷିତ ଏସିଆ କପ୍ ୨୦୨୫ର ଗ୍ରୁପ୍ ଏ ମ୍ୟାଚ୍ରେ ପାକିସ୍ତାନ ଅଧିନାୟକ ସଲମାନ୍ ଆଲୀ ଆଘା ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍ ଷ୍ଟାଡିୟମ୍ରେ ସୁର୍ଯ୍ୟକୁମାର୍ ଯାଦବଙ୍କ ନେତୃତ୍ୱାଧୀନ ଭାରତ ବନାମ ପାକିସ୍ତାନ…
India vs Pakistan: ପାକିସ୍ତାନ ସହ ଭାରତ ନ ଖେଳିଲେ କେତେ ଟଙ୍କାର କ୍ଷତି ସହିବ BCCI ?
ଦୁବାଇ,୧୪।୯: ଏପ୍ରିଲ୍ରେ ହୋଇଥିବା ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତୀୟଙ୍କ ମନରେ ଏବେ ମଧ୍ୟ ରୋଷ ପ୍ରବଳ ରହିଛି। ଏହାର କାରଣରୁ ଏସିଆ କପ୍ ୨୦୨୫ରେ ଭାରତ-ପାକିସ୍ତାନ ମ୍ୟାଚ୍କୁ ବୟକଟ୍ କରିବାକୁ ଦାବି ବଢ଼ିଛି। ସୋମବାର ରାତି ୮ଟାରେ ଆରମ୍ଭ ହେବାକୁ…
ଭାରତ-ପକିସ୍ତାନ ମ୍ୟାଚ ବୟକଟକୁ ନେଇ ବଡ଼ ବୟାନ ଦେଲେ ଭାରତୀୟ କ୍ରିକେଟ କିମ୍ବଦନ୍ତୀ
ନୂଆଦିଲ୍ଲୀ,୧୪।୯: ରବିବାର, ୧୪ ସେପ୍ଟେମ୍ବରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ ୨୦୨୫ର ପ୍ରଥମ ମ୍ୟାଚ ଖେଳାଯିବାକୁ ଯାଉଛି। ଏହି ମ୍ୟାଚ ବିଷୟରେ ସାରା ଦେଶରେ ଆଲୋଚନା ଚାଲିଛି। ଲୋକମାନେ ଭାରତ-ପାକିସ୍ତାନ ମ୍ୟାଚ ବର୍ଜନ କରୁଛନ୍ତି। ପାକିସ୍ତାନ ସହିତ ମ୍ୟାଚ…
ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ହଙ୍ଗାମା: ଟିଭି ଭାଙ୍ଗି ମୁମ୍ବାଇରେ ବିରୋଧ ପ୍ରଦର୍ଶନ
ମୁମ୍ବାଇ,୧୪।୯: ଶିବସେନା ଉଦ୍ଧବ ବାଲାସାହେବ ଠାକରେ ଗୋଷ୍ଠୀ (ଶିବସେନା ୟୁବିଟି) ମୁମ୍ବାଇରେ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ ବିରୋଧରେ କଡ଼ା ପ୍ରତିବାଦ କରିଥିଲେ। ଏହି ସମୟରେ କର୍ମୀ ଏବଂ ନେତାମାନେ କ୍ରୋଧରେ ଅନେକ ଟିଭି ଭାଙ୍ଗି ସରକାରଙ୍କୁ ଟାର୍ଗେଟ କରିଥିଲେ। ପ୍ରତିବାଦକାରୀମାନେ କହିଛନ୍ତି…
IND vs PAK: ପାକିସ୍ତାନ ବିପକ୍ଷ ମ୍ୟାଚରେ ଜିତିଲେ କେଉଁଠି ପହଞ୍ଚିବ ଭାରତ? ଜାଣନ୍ତୁ ସମୀକରଣ
ନୂଆଦିଲ୍ଲୀ,୧୪।୯: UAEରେ ଚାଲିଥିବା T20 ଏସିଆ କପ ୨୦୨୫ର ନମ୍ବର-୬ ମ୍ୟାଚ ଏକ ବ୍ଲକବଷ୍ଟର ହେବାକୁ ଯାଉଛି। ଯେଉଁଠାରେ କ୍ରିକେଟ ଜଗତର ଦୁଇଟି ସବୁଠାରୁ କଠୋର ପ୍ରତିଦ୍ୱନ୍ଦ୍ୱୀ ଦଳ ପରସ୍ପର ସହିତ ମୁକାବିଲା କରିବେ। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମ ରବିବାର…
Boycott Ind vs Pak: ‘ଲଜ୍ଜା କର…,’ ଭାରତ-ପାକିସ୍ତାନ ମ୍ୟାଚ ବର୍ଜନ ପାଇଁ ଜୋର ଧରିଲା ଦାବି
ନୂଆଦିଲ୍ଲୀ,୧୪।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଏସିଆ କପ ୨୦୨୫ର ଷଷ୍ଠ ମ୍ୟାଚ ପୂର୍ବରୁ ସୋସିଆଲ ମିଡିଆରେ ପ୍ରବଳ ବିରୋଧ ଦେଖାଯାଉଛି। ପ୍ରଶଂସକମାନେ ଭାରତ-ପାକ ମ୍ୟାଚ ବର୍ଜନ କରିବାକୁ ନିରନ୍ତର ଦାବି କରୁଛନ୍ତି। ସେମାନେ କହିଛନ୍ତି ଯେ ପହଲଗାମରେ…
ଭାରତ-ପାକିସ୍ତାନ ମ୍ୟାଚକୁ ନେଇ କ୍ଷୋଭ ପ୍ରକାଶ କଲେ ପହଲଗାମ ପୀଡ଼ିତା, କହିଲେ ୨୬ ପରିବାରର ଦୁଃଖ…
ନୂଆଦିଲ୍ଲୀ,୧୪।୯: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଶୁଭମ ଦ୍ୱିବେଦୀଙ୍କ ପତ୍ନୀ ଐଶାନ୍ୟ ଦ୍ୱିବେଦୀ ରବିବାର (ସେପ୍ଟେମ୍ବର ୧୪, ୨୦୨୫) ଏସିଆ କପ ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା କ୍ରିକେଟ ମ୍ୟାଚକୁ ନିନ୍ଦା କରିଛନ୍ତି। ଭାରତ ଏବଂ…
Archives


