ଖେଳ

ଯୁବରାଜ ସିଂହଙ୍କ ବାପା ଯୋଗରାଜ ସିଂହଙ୍କ ବଡ଼ ବୟାନ: ‘ଛାଡି ଚାଲିଗଲେ ସ୍ତ୍ରୀ ଆଉ ପୁଅ’

ଚଣ୍ଡୀଗଡ଼,୧୭।୧୧: ପୂର୍ବତନ ଭାରତୀୟ କ୍ରିକେଟର ତଥା ଅଭିନେତା ଯୋଗରାଜ ସିଂହ ନିଜ ଜୀବନର ଗଭୀର ଏକଲାପଣ ଏବଂ ଭାବନାତ୍ମକ ଦୁଃଖ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ପୂର୍ବରୁ ଭାରତ ପାଇଁ ଫାଷ୍ଟ ବୋଲର ଏବଂ କ୍ରିକେଟର ଯୁବରାଜ ସିଂହଙ୍କ ପିତା ଭାବରେ…

ପାକିସ୍ତାନଠୁ ହାରିବା ପରେ ଭାରତ ଉପରେ ବିଷ ଓଗାଳିଲେ ନକ୍‌ଭି, କହିଦେଲେ ଏମିତି କଥା…

ନୂଆଦିଲ୍ଲୀ,୧୭।୧୧: ରବିବାର ଏସିଆ କପ ରାଇଜିଂ ଷ୍ଟାର୍ସ ଟୁର୍ନାମେଣ୍ଟରେ ପାକିସ୍ତାନ ଭାରତକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଏ ଦଳ ୧୩୬ ରନରେ ଅଲଆଉଟ ହୋଇଯାଇଥିଲା। ଜବାବରେ, ପାକିସ୍ତାନୀ ଦଳ ୪୦ ବଲ ବାକି ଥାଇ…

ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ: ଏହି ଦିନଠୁ ଅନଲାଇନ, ଅଫଲାଇନରେ ଟିକେଟ୍‌ ବିକ୍ରି ଆରମ୍ଭ

ଭୁବନେଶ୍ୱର,୧୭।୧୧: ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ପାଇଁ ଡିସେମ୍ବର ୫ରୁ ଟିକେଟ୍‌ ବିକ୍ରି ଆରମ୍ଭ ହେବ। ଏନେଇ ସୋମବାର OCA ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ଷ୍ଟାଡିୟମର ୬ଟି କାଉଣ୍ଟରରେ ଟିକେଟ୍‌ ବିକ୍ରି ହେବ। ଡିସେମ୍ବର ୧ ତାରିଖରେ ଅନଲାଇନରେ…

IPL ୨୦୨୬ ନିଲାମରେ ଅନସୋଲ୍ଡ ରହିପାରନ୍ତି ଏହି ୫ ଷ୍ଟାର୍‌ ଖେଳାଳି, ଲିଷ୍ଟରେ…

ନୂଆଦିଲ୍ଲୀ,୧୭।୧୧: ସମସ୍ତ ୧୦ଟି ଦଳ IPL ୨୦୨୬ ପାଇଁ ମୋଟ ୧୭୩ ଜଣ ଖେଳାଳିଙ୍କୁ ରିଟେନ୍‌ କରିଛନ୍ତି। ସମସ୍ତଙ୍କ ନଜର ଏବେ ନିଲାମ ଉପରେ ରହିବ, ଯାହା ଡିସେମ୍ବର ୧୬ ତାରିଖରେ ଆବୁଧାବିରେ ହେବାକୁ ଯାଉଛି। ନିଲାମରେ ସର୍ବାଧିକ ୭୭ ଜଣ…

ଟେଷ୍ଟ କ୍ରିକେଟ୍‌ରେ ପ୍ରଥମ ବଲ୍‌ରେ ଛକା ମାରିଥିଲେ ଏହି ଏକମାତ୍ର ବ୍ୟାଟ୍ସମ୍ୟାନ୍‌: ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୭।୧୧: ଟେଷ୍ଟ କ୍ରିକେଟକୁ ସବୁବେଳେ ଶାନ୍ତ ଏବଂ ଧୈର୍ଯ୍ୟର ଖେଳ ଭାବରେ ବିବେଚନା କରାଯାଏ। ବ୍ୟାଟ୍ସମ୍ୟାନମାନେ ଲମ୍ବା ଇନିଂସ ପାଇଁ କ୍ରିଜରେ ରହିବାକୁ ପସନ୍ଦ କରନ୍ତି। ଜଣେ ଖେଳାଳି ଥିଲେ ଯିଏ ଏହି ଫର୍ମାଟର ପ୍ରଥମ ବଲରେ ଛକା ମାରି ସାରା…

IND A vs PAK A: ନମନ ଧିରଙ୍କୁ ଆଉଟ କଲା ପରେ ଏମିତି ଅଭଦ୍ର ଇସାରା କଲେ ପାକିସ୍ତାନ ଖେଳାଳି, ସୋସିଆଲ ମିଡିଆରେ…

ନୂଆଦିଲ୍ଲୀ,୧୭।୧୧: ପୁରୁଷ ରାଇଜିଂ ଷ୍ଟାର ଏସିଆ କପ ୨୦୨୫ରେ ଭାରତ ଏବଂ ପାକିସ୍ତାନ A ମଧ୍ୟରେ ଖେଳାଯାଇଥିବା ମ୍ୟାଚ ବିବାଦରେ ଫସି ରହିଛି। ଦୋହାରେ ଖେଳାଯାଇଥିବା ମ୍ୟାଚକୁ ପାକିସ୍ତାନ A ଦଳ ସହଜରେ ୮ ୱିକେଟରେ ଜିତିଥିଲା। କିନ୍ତୁ, ମ୍ୟାଚ ସମୟରେ…

କ୍ୟାଚ୍‌ ଧରିବା ପରେ ବି ନଟ୍‌ଆଉଟ୍‌…ଭାରତ-ପାକିସ୍ତାନ ମ୍ୟାଚ୍‌ବେଳେ ହାଇଭୋଲଟେଜ୍‌ ଡ୍ରାମା

ନୂଆଦିଲ୍ଲୀ,୧୭।୧୧: ୨୦୨୫ ମସିହାରେ ଏସିଆ କପ ରାଇଜିଂ ଷ୍ଟାର୍ସରେ ଏକ ହାଇଭୋଲଟେଜ ମ୍ୟାଚ୍‌ରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। କିନ୍ତୁ ଏକ ବଡ଼ ବିବାଦ ମଧ୍ୟ ମୁଖ୍ୟ ଖବର ପାଲଟିଥିଲା। ପାକିସ୍ତାନ ମ୍ୟାଚକୁ ୮ ଉଇକେଟ୍‌ରେ ଜିତିଥିଲା, କିନ୍ତୁ ମ୍ୟାଚ…

ହସ୍ପିଟାଲଲରୁ ଡିସ୍‌ଚାର୍ଜ ହେଲେ ଶୁବମନ

କୋଲକାତା,୧୬ା୧୧: ଭାରତ ଅଧିନାୟକ ଶୁବମନ ଗିଲ୍‌ ରବିବାର ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ହେଲେ ସେ ଗୌହାଟି ଯିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସରେ ଶୁବମନ ସ୍ପିନର ସିମନ ହାର୍ମରଙ୍କ…

ଯାହାଙ୍କୁ ଦିନେ ବ୍ୟାନ କରାଯାଇ ପରିହାସ କରାଯାଇଥିଲା, ସେ ହିଁ ଲେଖିଥିଲେ ଟିମ୍‌ ଇଣ୍ଡିଆର ପରାଜର ସ୍କ୍ରିପ୍ଟ, ହେଲେ କିଏ ସେହି ନାୟକ…

କୋଲକାତା,୧୬।୧୧: କୋଲକାତା ଟେଷ୍ଟରେ ଭାରତୀୟ ଦଳ ୧୨୪ ରନ ମଧ୍ୟ କରିପାରି ନଥିଲା। ବିଶ୍ୱ ଟେଷ୍ଟ ଚାମ୍ପିଅନ ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଭାରତକୁ ୩୦ ରନରେ ପରାସ୍ତ କରିଥିଲା। ଭାରତୀୟ ଦଳ ମାତ୍ର ୯୩ ରନରେ ଅଲଆଉଟ…

ଖୁଲାସା କଲେ ରାଜସ୍ଥାନ ରୟାଲ୍ସ ମାଲିକ, ଏହି କାରଣରୁ ଦଳ ଛାଡିବାକୁ ଚାହିଁଥିଲେ ସଞ୍ଜୁ ସାମସନ

ମୁମ୍ବାଇ,୧୬ା୧୧: ଚେନ୍ନାଇ ସୁପର କିଙ୍ଗସ୍ (ସିଏସକେ)କୁ ଷ୍ଟାର୍ ୱିକେଟ୍ କିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ଟ୍ରେଡ୍ କରିବା ପଛର କାରଣ ଖୁଲାସା କରିଛନ୍ତି ରାଜସ୍ଥାନ ରୟାଲ୍ସ (ଆରଆର)ର ମାଲିକ ମନୋଜ ବାଦଲେ। ସେ କହିଛନ୍ତି, ଦଳର ପୂର୍ବତନ ଅଧିନାୟକ ସଞ୍ଜୁ ସାମସନ…

ଇଡେନ୍ ଗାର୍ଡେନ୍ସ ପିଚ୍ ବିବାଦ: ‘ଗମ୍ଭୀରଙ୍କ ଟିମ୍‌ ଯେପରି ଚାହିଁଲେ, ବଡ ବୟାନ ଦେଲେ ସୌରଭ ଗାଙ୍ଗୁଲି

କୋଲକାତା,୧୬ା୧୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ କୋଲକାତାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ତିନି ଦିନରୁ କମ୍‌ ସମୟ ମଧ୍ୟରେ ଶେଷ ହେବା ପରେ ପିଚ୍‌କୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି। କୌଣସି ଦଳ ଗୋଟିଏ ବି ଇନିଂସରେ…

କୋଲକାତାରେ କାହିଁକି ହାରିଲା ଇଣ୍ଡିଆ, ଜାଣନ୍ତୁ ଏହାର ୩ ବଡ଼ କାରଣ

କୋଲାକାତା,୧୬।୧୧: କୋଲକାତା ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଭାରତକୁ ୩୦ ରନରେ ପରାସ୍ତ କରିଥିଲା। ମ୍ୟାଚ ମାତ୍ର ଅଢ଼େଇ ଦିନ ମଧ୍ୟରେ ଶେଷ ହୋଇଥିଲା। ଚତୁର୍ଥ ଇନିଂସରେ ଟିମ ଇଣ୍ଡିଆକୁ ୧୨୪ ରନର ଟାର୍ଗେଟ ଦିଆଯାଇଥିଲା, କିନ୍ତୁ ଜବାବରେ ଭାରତୀୟ ଦଳ ୯୩ରନରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri