ଅଷ୍ଟ୍ରେଲିଆନ ଓପନ ବ୍ୟାଡ୍ମିଣ୍ଟନ: ଲକ୍ଷ୍ୟ ସେନ୍ ଫାଇନାଲରେ
ସିଡ୍ନୀ, ୨୨ା୧୧: ଭାରତର ଷ୍ଟାର ବ୍ୟାଡ୍ମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍ ଅଷ୍ଟ୍ରେଲିଆନ ଓପନ ସୁପର ୫୦୦ ଟୁର୍ନାମେଣ୍ଟ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଏକ ୩ ଗେମ୍ ବିଶିଷ୍ଟ ସେମିଫାଇନାଲରେ ସେ ବିଶ୍ୱର ୬ନମ୍ବର ଖେଳାଳି ଚାଇନିଜ ତାଇପେର…
ମୁମ୍ବାଇ ଦଳରେ ସୂର୍ଯ୍ୟକୁମାର
ମୁମ୍ବାଇ,୨୨ା୧୧: ସୟଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ଶାର୍ଦ୍ଦୁଳ ଠାକୁରଙ୍କ ଅଧିନାୟକତ୍ୱରେ ୧୭ ଜଣିଆ ମୁମ୍ବାଇ ଦଳ ଘୋଷଣା କରାଯାଇଛି। ଏଥିରେ ଭାରତର ଅନ୍ତର୍ଜାତୀୟ ଟି୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ସର୍ଫରାଜ ଖାନ୍ ଓ ଶିବମ ଦୁବେଙ୍କୁ ସ୍ଥାନ…
୧୪୮ ବର୍ଷ ଟେଷ୍ଟ କ୍ରିକେଟ୍ ଇତିହାସରେ ପ୍ରଥମଥର ଘଟିଲା ଏମିତି: କ୍ରିକେଟ ଜଗତରେ ଖେଳିଗଲା…
ନୂଆଦିଲ୍ଲୀ,୨୨।୧୧: ଆଶେସ ସିରିଜ ସବୁଠାରୁ ବଡ଼ ଟେଷ୍ଟ କ୍ରିକେଟ ସିରିଜ ମଧ୍ୟରୁ ଗୋଟିଏ। ଏଥର ଏହା ଅଷ୍ଟ୍ରେଲିଆରେ ଖେଳାଯାଉଛି। ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ସିରିଜର ପ୍ରଥମ ମ୍ୟାଚ ପର୍ଥରେ ଖେଳାଯାଉଛି। ଏପର୍ଯ୍ୟନ୍ତ ବୋଲରମାନେ ଏହି ମ୍ୟାଚ ଉପରେ ପ୍ରାଧାନ୍ୟ ବିସ୍ତାର…
ଫସିଲେ ଏହି କ୍ରିକେଟର୍: ହଠାତ୍ ICC କଲା ସସ୍ପେଣ୍ଡ
ନୂଆଦିଲ୍ଲୀ,୨୨।୧୧: ଭାରତ ଏବଂ ଶ୍ରୀଲଙ୍କା ଆସନ୍ତା ବର୍ଷ ମିଳିତ ଭାବରେ ୨୦୨୬ ଟି୨୦ ବିଶ୍ୱକପ ଆୟୋଜନ କରିବେ। ଏଥିରେ ଆମେରିକୀୟ କ୍ରିକେଟ ଦଳ ମଧ୍ୟ ଅଂଶଗ୍ରହଣ କରିବ। ଆମେରିକା ଦଳର ଖେଳାଳି ଅଖିଳେଶ ରେଡ୍ଡୀଙ୍କୁ ICC ନିଲମ୍ବିତ କରିଛି। ୨୫ ବର୍ଷୀୟ…
IPL ୨୦୨୬ ନିଲାମ ପୂର୍ବରୁ ପଞ୍ଜାବ ପାଇଁ ଆସିଲା ଖରାପ ଖବର: ଶ୍ରେୟସ ଆୟର…
ନୂଆଦିଲ୍ଲୀ,୨୨।୧୧: ଶ୍ରେୟସ ଆୟର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ଖେଳିବେ ନାହିଁ ଏବଂ ଉପ-ଅଧିନାୟକ ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଖେଳିବେ ନାହିଁ। ଟିମ ଇଣ୍ଡିଆ ସହିତ, ପଞ୍ଜାବ କିଙ୍ଗସର ମଧ୍ୟ ଟେନସନ ବଢିଯାଇଛି। ସେ IPL ୨୦୨୬ର…
ବିନା ରନ୍ କରି ସେମିଫାଇନାଲ ଜିତିଲା ବାଂଲାଦେଶ: ଜାଣନ୍ତୁ ଭାରତକୁ କେମିତି ହରାଇଲା
ଦୋହା,୨୨।୧୧:ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୫ରେ ଭାରତ ଏର ଯାତ୍ରା ଶେଷ ହୋଇଛି। ବାଂଲାଦେଶ ଏ ବିପକ୍ଷରେ ଏକ ରୋମାଞ୍ଚକର ସେମିଫାଇନାଲ ମ୍ୟାଚରେ ଭାରତ ଏ ସୁପର ଓଭରରେ ପରାସ୍ତ ହୋଇ ଟୁର୍ନାମେଣ୍ଟରୁ ବାଦ ପଡିଛି। ପ୍ରଥମେ ବ୍ୟାଟିଂ କରି, ବାଂଲାଦେଶ…
ଭାରତ ବନାମ ଦକ୍ଷିଣ ଆଫ୍ରିକା: ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା…
ନୂଆଦିଲ୍ଲୀ,୨୨।୧୧: ଭାରତ ବନାମ ଦକ୍ଷିଣ ଆଫ୍ରିକା ସିରିଜର ଦ୍ୱିତୀୟ ଟେଷ୍ଟ ଗୌହାଟିର ବରସାପାରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ଆଜି ଟେଷ୍ଟର ପ୍ରଥମ ଦିନ। ଏହି ଟେଷ୍ଟରେ ମଧ୍ୟ ଭାରତର ଟସ୍ ହାରିବା ଧାରା ଜାରି ରହିଛି। ଦକ୍ଷିଣ ଆଫ୍ରିକା ଟସ୍ ଜିତି…
୬,୬,୬,୬,୬,୬…. ସେମିଫାଇନାଲ୍ରେ ଘଟିଲା….
ନୂଆଦିଲ୍ଲୀ,୨୨।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୫ର ପ୍ରଥମ ସେମିଫାଇନାଲରେ, ବାଂଲାଦେଶ ଏ ପ୍ରଥମେ ବ୍ୟାଟିଂ କରି ୧୯୪ ରନ କରିଥିଲା। ଯଦିଓ ୧୮ ଓଭର ପରେ ମନେ ହେଉଥିଲା ଯେ, ଇନିଂସ ସର୍ବାଧିକ ୧୬୦ରେ ପହଞ୍ଚିବ। ତଥାପି ନମନ ଧୀର…
ଭାରତ ବିପକ୍ଷ ସିରିଜ୍ ଲାଗି ଦକ୍ଷିଣ ଆଫ୍ରିକା ଦଳ ଘୋଷିତ
ଜୋହାନ୍ସବର୍ଗ,୨୧ା୧୧: ଆସନ୍ତା ୩୦ ତାରିଖରୁ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଓ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ଲାଗି ଶୁକ୍ରବାର ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରାଯାଇଛି। ଟେମ୍ବା ବଭୁମା ଦିନିକିଆ ଓ ଏଡେନ…
ବାଦ୍ ପଡିଲେ ଶୁବମନ ଗିଲ, ଏହି ଖେଳାଳି ହେବେ ଅଧିନାୟକ: ସ୍ପଷ୍ଟ କଲା ବିସିସିଆଇ
ନୂଆଦିଲ୍ଲୀ,୨୧।୧୧: ଶୁବମନ ଗିଲଙ୍କୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟରୁ ଆନୁଷ୍ଠାନିକ ଭାବରେ ବାଦ୍ ଦିଆଯାଇଛି। ସେ କୋଲକାତାରେ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ବେକରେ ଆଘାତ ଲାଗି ପଡ଼ିଆ ଛାଡିଥିଲେ। ତାଙ୍କର ଯନ୍ତ୍ରଣା ଏତେ ତୀବ୍ର ଥିଲା…
ସ୍ମୃତି ମନ୍ଧାନାଙ୍କୁ ବଡ଼ ସର୍ପ୍ରାଇଜ୍ ଦେଲେ ପଲାଶ: ଜୀବନରେ କେବେ ଭୁଲି ପାରିବେନି ପ୍ରେମିକା: ଦେଖନ୍ତୁ VIDEO
ନୂଆଦିଲ୍ଲୀ,୨୧।୧୧: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଖୁବ ଶୀଘ୍ର ସଙ୍ଗୀତକାର ପଲାଶ ମୁଛଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ପ୍ରଥମ ଥର ପାଇଁ ଭାରତୀୟ ଦଳକୁ ବିଶ୍ୱ ଚାମ୍ପିୟନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମନ୍ଧାନା ନଭେମ୍ବର ୨୩ରେ…
ଲାଇଭ୍ ମ୍ୟାଚ୍ବେଳେ ଆସିଲା ଭୂକମ୍ପ: ଜୀବନ ବଞ୍ଚାଇବାପାଇଁ ଖେଳାଳି କଲେ ଏମିତି କାମ
ମୀରପୁର,୨୧।୧୧: ଟେଷ୍ଟ କ୍ରିକେଟ ଇତିହାସରେ ବିଭିନ୍ନ କାରଣରୁ ମ୍ୟାଚ ବନ୍ଦ ହୋଇଥିବା ଅନେକ ଘଟଣା ଘଟିଛି। କ୍ରିକେଟ ମ୍ୟାଚ୍ରେ ବର୍ଷା ପ୍ରାୟତଃ ବାଧା ସୃଷ୍ଟି କରିବାର ସବୁଠାରୁ ସାଧାରଣ କାରଣ। ମୀରପୁରର ଶେର-ଏ-ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ବାଂଲାଦେଶ ଏବଂ ଆୟର୍ଲାଣ୍ଡ ମଧ୍ୟରେ…
Archives


